ଭାରତ ଇତିହାସରେ ପ୍ରଥମ: ମୋଦିଙ୍କ କ୍ୟାବିନେଟରେ ନାହାନ୍ତି ମୁସଲମାନ ମନ୍ତ୍ରୀ
ନୂଆଦିଲ୍ଲୀ,୧୧ା୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟ୍ରେ ଜଣେ ହେଲେ ମୁସଲମାନଙ୍କୁ ସ୍ଥାନ ମିଳିନାହିଁ। ଭାରତ ଇତିହାସରେ ଏହା ପ୍ରଥମ ଘଟଣା। ୭୨ ଜଣିଆ ମନ୍ତ୍ରିମଣ୍ଡଳରେ ବିଭିନ୍ନ ରାଜ୍ୟ, ବର୍ଗ ଓ ଜାତିରୁ ପ୍ରତିନିଧିତ୍ୱ ମିଳିଥିବାବେଳେ ୨୦ କୋଟି ଜନସଂଖ୍ୟା ଥିବା ମୁସଲମାନ…
ବିଧାୟକ ଦଳର ନେତାଭାବେ ଚନ୍ଦ୍ରାବାବୁଙ୍କ ନାମରେ ବାଜିବ ମୋହର, ସ୍ଥିର ହେବ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନାମ
ଅମରାବତୀ,୧୧।୬: ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ଶେଷ ହୋଇଛି। ଉଭୟ ରାଜ୍ୟରେ ସରକାରଙ୍କର ପରିବର୍ତ୍ତନ ହୋଇଛି। ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି ଜିତିଥିବାବେଳେ ବିଜେଡି ଗଡ଼ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଆସନ ଜିତି ଭାଜପା ଏକ ନୂଆ ରେକର୍ଡ ସୃଷ୍ଟି…
୫ ବର୍ଷ ପରେ କ୍ୟାବିନେଟ୍କୁ ଫେରିଲେ ଜୁଏଲ
ଭୁବନେଶ୍ୱର, ୧୧।୬(ସୁନିତ୍ ମିଶ୍ର):କେନ୍ଦ୍ରରେ ଗଠନ ହୋଇଥିବା ନୂଆ ଏନ୍ଡିଏ ସରକାରରେ ଓଡ଼ିଶାରୁ ୩ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିଛି। ଗତ ମନ୍ତ୍ରିମଣ୍ଡଳରେ ପୂର୍ବରୁ ରହିଆସିଥିବା ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ସାମିଲ ହୋଇଥିବା ବେଳେ ଜୁଏଲ ଓରାମଙ୍କୁ…
ଆଗକୁ ବଢ଼ୁନି ମୌସୁମୀ, ଆହୁରି ବଢ଼ିବ ତାତି
ଭୁବନେଶ୍ୱର,୧୧ା୬(ଅସମାପିକା ସାହୁ):ମୌସୁମୀ ପ୍ରବେଶ ସତ୍ତ୍ୱେ ରାଜ୍ୟରେ ବର୍ଷା ନାହିଁ। ଅସହ୍ୟ ତାତି ସହ ଗୁଳୁଗୁଳି ଲାଗିରହିଛି। ସୋମବାର ୨୦ ସହରର ତାପମାତ୍ରା ୪୦ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଥିବାବେଳେ ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏ ସମ୍ପର୍କରେ…
ଯୁକ୍ତ୨ ଇନ୍ଷ୍ଟାଣ୍ଟ ପରୀକ୍ଷା: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ
ଭୁବନେଶ୍ୱର,୧୧ା୬(ଅସମାପିକା ସାହୁ):ଚଳିତବର୍ଷ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ଇନ୍ଷ୍ଟାଣ୍ଟ ପରୀକ୍ଷା ପାଇଁ ମଙ୍ଗଳବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ ହେବ। ଆସନ୍ତା ୧୨ ତାରିଖରେ ଆବେଦନ ଶେଷ ହେବାକୁ ଥିବାବେଳେ ୧୩ ତାରିଖ ସୁଦ୍ଧା ଆବେଦନକାରୀ ସେମାନଙ୍କର…
କିଏ ହେବେ ମୁଖ୍ୟମନ୍ତ୍ରୀ? ଆଜି ହୋଇଯିବ ସ୍ପଷ୍ଟ
ଭୁବନେଶ୍ୱର,୧୧ା୬(ସୁନିତ୍ ମିଶ୍ର):ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍ରେ ଅନୁଷ୍ଠିତ ହେବ। ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରରୁ ଦାୟିତ୍ୱ ପାଇଥିବା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହିବେ। ଏହାପରେ ରାଜ୍ୟପାଳଙ୍କୁ…
ପିଏମ୍ଏଓ୍ବାଇରେ ୩ କୋଟି ଘରକୁ ମଞ୍ଜୁରୀ
ନୂଆଦିଲ୍ଲୀ,୧୧ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ ବୈଠକ ସୋମବାର ଅପରାହ୍ନରେ ତାଙ୍କ ନୂଆଦିଲ୍ଲୀ ବାସଭବନରେ ଅନୁଷ୍ଠିତ ହୋଇଛି। କ୍ୟାବିନେଟର ପ୍ରଥମ ନିଷ୍ପତ୍ତି ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏଓ୍ବାଇ)ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗରିବଙ୍କ ପାଇଁ ୩…
ଘରେ ନ ପଶୁଣୁ ବାଜିଲାଣି ଚାଳ
ମୁମ୍ବାଇ/ ନାଗପୁର ଥିରୁଭାନନ୍ତପୁରମ୍,୧୧ା୬:କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ତୃତୀୟ ଥର ପାଇଁ କ୍ଷମତାକୁ ଆସିଛି। ଏହି ପାଳିର ଶାସନ ଆରମ୍ଭରୁ ବିଭିନ୍ନ ପ୍ରକାର ଅସ୍ବାଭାବିକ ସ୍ଥିତି ଉପୁଜିଲାଣି। ସୋମବାର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନର…
ଏମପି ଦମ୍ପତି… ଡିମ୍ପଲ-ଅଖିଳେଶଙ୍କ ଉପରେ ରହିବ ସମସ୍ତଙ୍କ ନଜର
ନୂଆଦିଲ୍ଲୀ,୧୧।୬: ନିର୍ବାଚନ ଯୁଦ୍ଧରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମୁହାଁମୁହିଁ ଲଢେଇର ଅନେକ ଉଦାହରଣ ଅଛି, କିନ୍ତୁ ବିଭିନ୍ନ ଆସନରୁ ଏକାଠି ଜିତି ଲୋକ ସଭାରେ ପହଞ୍ଚିବାର ଏକ ଉଦାହରଣ କ୍ୱଚିତ୍ ଅଛି । ଏଥର ୧୮ ତମ ଲୋକ ସଭା ସମୟରେ ଯେତେବେଳେ…
ଲୋକ ସଭାର ପ୍ରଥମ ଅଧିବେଶନ ୧୮ରୁ
ନୂଆଦିଲ୍ଲୀ,୧୧।୬: ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ ଜୁନ ୧୮ରୁ ଆରମ୍ଭ ହେବ । ଏହା ନବ ନିର୍ବାଚିତ ଏମପିଙ୍କ ଶପଥରୁ ଆରମ୍ଭ ହେବ। ପ୍ରଥମ ଦୁଇ ଦିନରେ, ପ୍ରୋଟେମ ସ୍ପିକର ୫୪୩ ନିର୍ବାଚିତ ଏମପିଙ୍କ ନିକଟରେ ଶପଥ ଗ୍ରହଣ…
ମୋଦି ଖେଳିଲେ ବଡ଼ ଗେମ୍: ଟିଡିପି-ଜେଡିୟୁ ସମେତ ଏନ୍ଡିଏ ସହଯୋଗୀଙ୍କୁ ଦେଲେ ଏହି ସବୁ ବିଭାଗ
ନୂଆଦିଲ୍ଲୀ,୧୦।୬: ମୋଦି ସରକାର ୩.୦ର ଶପଥ ଗ୍ରହଣ ସମାରୋହର ଗୋଟିଏ ଦିନ ପରେ ସୋମବାର ମନ୍ତ୍ରୀଙ୍କୁ ବିଭାଗ ବଣ୍ଟାଯାଇଛି। ମୋଦି ୨.୦ ପରି ୩.୦ରେ ମଧ୍ୟ ଭାଜପା ନିଜ ସହ ବଡ଼ ମନ୍ତ୍ରଣାଳୟ ରଖିଥିବାବେଳେ ଏନ୍ଡିଏ ସହଯୋଗୀଙ୍କୁ ଏମଏସଏମଇ, ବିମାନ ଚଳାଚଳ…
ନିଜ ପାଖରେ ଏହି ସବୁ ମନ୍ତ୍ରଣାଳୟ ରଖିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାର ରବିବାର ଶପଥ ଗ୍ରହଣ କରିଛନ୍ତି। ନରେନ୍ଦ୍ର ମୋଦି ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତେବେ ସୋମବାର ସୋମବାର ପ୍ରଧାନମନ୍ତ୍ରୀ ପ୍ରଥମ କ୍ୟାବିନେଟ ବୈଠକ କରି ବିଭାଗ ବଣ୍ଟନ କରିଛନ୍ତି। ମନ୍ତ୍ରଣାଳୟର ବଣ୍ଟନରେ…
Archives


