୧୭ରେ ହରିୟାଣାରେ ଶପଥ ନେବେ ନୂଆ ସରକାର, ସାମିଲ ହେବେ…
ଚଣ୍ଡିଗଡ଼,୧୨ା୧୦: ଆସନ୍ତା ୧୭ ତାରିଖରେ ହରିୟାଣାର ନୂଆ ସରକାର ଶପଥ ନେବେ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ପଞ୍ଚକୁଲାରେ ଅନୁଷ୍ଠିତ ହେବ। ଉକ୍ତ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ପୂର୍ବାହ୍ନ ୧୦ଟାରେ ହରିୟାଣା ମୁଖ୍ୟମନ୍ତ୍ରୀ ଏବଂ…
ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ
ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା ଲୋକଙ୍କ ସୁଅ ଛୁଟେ। ପ୍ରଧାନପାଟର ସବୁଜିମା ପରିବେଶ ଏବଂ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ କଳରବ…
ଝିଅ ପାଇଁ ମନ୍ତ୍ରୀ ପଦ, ୮ ବିଧାୟକଙ୍କ ସହ ବୈଠକ…, ଭାଜପାକୁ ଆଖି ଦେଖାଉଛନ୍ତି କି ଇନ୍ଦ୍ରଜିତ?
ଚଣ୍ଡିଗଡ଼,୧୨।୧୦: ହରିୟାଣା ବିଧାନସଭା ନିର୍ବାଚନ ପରେ ବର୍ତ୍ତମାନ ନୂତନ ସରକାର ଗଠନ ତାରିଖ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଚାଲିଛି। ଏହା ବ୍ୟତୀତ କ୍ୟାବିନେଟ ମଧ୍ୟ ଗଠନ କରିବାକୁ ପଡିବ। ଏଭଳି ସ୍ଥିତିରେ ବର୍ତ୍ତମାନ ଗୁରୁଗ୍ରାମର ଭାଜପା…
ସାବଧାନ କଲେ ମୋହନ ଭାଗବତ: ଏକଜୁଟ୍ ହେଉଛନ୍ତି ପାକିସ୍ତାନ-ବାଂଲାଦେଶ
ନାଗପୁର,୧୨।୧୦: ବିଜୟାଦଶମୀ ଅବସରରେ ନାଗପୁରର ରେଶମ ବାଗ ପଡିଆରେ ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନର ମୁଖ୍ୟ ମୋହନ ଭଗବତ ‘ଶସ୍ତ୍ର ପୂଜନ’ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିକ କରି ସେ କହିଛନ୍ତି, ବାଂଲାଦେଶରେ ଆଲୋଚନା ଚାଲିଛି ଯେ, ପାକିସ୍ତାନ ନିକଟରେ ପରମାଣୁ ଅସ୍ତ୍ର…
ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ
ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି କ୍ଷେତ୍ର ମନଲୋଭା ହୋଇଛି। ଭୁବନେଶ୍ୱରରୁ ଏହାର ଦୂରତା ୧୪୦ କି.ମି.। ଭୁବନେଶ୍ୱରରୁ ବ୍ରହ୍ମପୁରକୁ ଆସିବାବେଳେ…
ଟ୍ରେନ୍ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲା ଭାରତୀୟ ରେଳବାଇ
ନୂଆଦିଲ୍ଲୀ,୧୨ା୧୦: ତାମିଲନାଡ଼ୁ ଟ୍ରେନ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ରେଳବାଇ। ତାମିଲନାଡ଼ୁର ତିରୁବଲ୍ଲୁରରେ ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେବାରୁ ୧୨ଟି ବଗି…
ସେ ଝରକା ନୁହେଁ କବାଟ ଖୋଲିଛନ୍ତି, କାହିଁକି ରାହୁଲଙ୍କୁ ଏମିତି ପ୍ରଶଂସା କରିଥିଲେ ରତନ ଟାଟା, ଫଟୋ ହେଉଛି ଭାଇରାଲ
ନୂଆଦିଲ୍ଲୀ,୧୨।୧୦: ବୁଧବାର ଅର୍ଥାତ୍ ଅକ୍ଟୋବର ୯ରେ ଭାରତର ଭେଟେରାନ ଶିଳ୍ପପତି ତଥା ସାମାଜିକ କର୍ମୀ ରତନ ଟାଟାଙ୍କ ଦେହାନ୍ତ ହୋଇଛି। ତାଙ୍କୁ ମୃତ୍ୟୁ ବେଳକୁ ୮୫ ବର୍ଷ ବୟସ ହୋଇଥିଲା। ରତନ ଟାଟା ଭାରତୀୟ ଅର୍ଥନୀତିକୁ ଏକ ନୂତନ ଦିଗ ଦେଇଥିଲେ…
ଅଜୟ ଜାଡେଜାଙ୍କୁ ମିଳିଲା ନୂଆ ପରିଚୟ, ଜାମ ନଗର ରାଜ ପରିବାରର ହେଲେ ଉତ୍ତରାଧିକାରୀ
ନୂଆଦିଲ୍ଲୀ,୧୨।୧୦: ପୂର୍ବତନ କ୍ରିକେଟର ଅଜୟ ଜାଡେଜାଙ୍କୁ ନବାନଗରର ପରବର୍ତ୍ତୀ ଜାମ ସାହେବ ଘୋଷିତ କରାଯାଇଛି, ଯାହା ବର୍ତ୍ତମାନ ଜାମନଗର ଭାବରେ ଜଣାଶୁଣା। ଏହା ଗୁଜୁରାଟର କଚ୍ଛ ଉପକୂଳର ଦକ୍ଷିଣ ଉପକୂଳରେ ଥିବା ଐତିହାସିକ ହାଲାର ଅଞ୍ଚଳରେ ଅବସ୍ଥିତ ଏକ ଭାରତୀୟ ରାଜ…
ବଢୁଛି ଭାଜପାର ଭିତିରି କନ୍ଦଳ: ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି
ଚଣ୍ଡିଗଡ,୧୨।୧୦: କେବଳ କଂଗ୍ରେସରେ ନୁହେଁ ବରଂ କ୍ଷମତାକୁ ଆସିଥିବା ଭାଜପାରେ ମଧ୍ୟ ହରିୟାଣାରେ ଆଭ୍ୟନ୍ତରୀଣ ବିବାଦ ଲାଗି ରହିଛି। ଅନିଲ ବିଜ୍ଙ୍କ ପରେ ରାଓ ଇନ୍ଦରଜିତ ସିଂ ଶକ୍ତି ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଗତ ୨ ଦିନ ମଧ୍ୟରେ ରାଓ ତାଙ୍କ…
ବିଜୟାଦଶମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୨ା୧୦: ବିଜୟାଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋସିଆଲ ମିଡିଆ ‘ଏକ୍ସ’ରେ ମୋଦି କହିଛନ୍ତି, ବିଜୟାଦଶମୀ ଉପଲକ୍ଷେ ଦେଶବାସୀଙ୍କୁ ଅନେକ ଶୁଭକାମନା। ମା’ ଦୁର୍ଗା ଓ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ସମସ୍ତଙ୍କ ବିଜୟ ହେଉ ବୋଲି ପ୍ରଧାନମନ୍ତ୍ରୀ…
କଟକରେ ମା’ ଦୁର୍ଗାଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ, ଦହିବରା ଆଳୁଦମ୍ର ନେବେ ମଜା
କଟକ,୧୨ା୧୦: ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତ କରି ପୂଜାମଣ୍ଡପ ବୁଲୁଛନ୍ତି। କିଛି ସମୟ ତଳେ ମୁଖ୍ୟମନ୍ତ୍ରୀ କଟକ ଅଭିମୁଖେ ବାହାରି ପ୍ରଥମେ ପ୍ରତାପନଗରୀଠାରେ ପୂଜାମଣ୍ଡପରେ ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସେ ଏଠାରେ…
କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ:ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍
ହାଇଦ୍ରାବାଦ, ୧୨।୧୦ (ପି.ଟି.):ଭାରତ ଓ ବାଂଲାଦେଶ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ୨ଟି ଗେମ୍ ଜିତି ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ସାରିଛି।…
Archives


