Home

ଆଜି ବଡ଼ ଘୋଷଣା କରିପାରନ୍ତି ରାହୁଲ ଗାନ୍ଧୀ

ଲକ୍ଷ୍ନୌ,୧୧।୬: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ଅର୍ଥାତ୍‌ ଆଜି ମା’ ସୋନିଆ ଏବଂ ଭଉଣୀ ପ୍ରିୟଙ୍କାଙ୍କ ସହ ରାଏବରେଲି ଆସୁଛନ୍ତି। ସେ ଭୁମାଉରେ ଭୋଟର ଏବଂ କର୍ମୀଙ୍କୁ ଧନ୍ୟବାଦ ଦେବେ। ଉତ୍ତରପ୍ରଦେଶରେ କଂଗ୍ରେସ ପ୍ରଥମ ଥର ପାଇଁ ଏହି…

ରଥଯାତ୍ରା ପାଇଁ ଖୋଲାଯାଉଛି ଏସି ଶେଡ୍‌

ପୁରୀ,୧୧ା୬(ଅଜିତ୍‌ କୁମାର ମହାନ୍ତି):ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ଥିବା ଏସି ଶେଡ୍‌ ବା ବ୍ୟାରିକେଡ୍‌ ଖୋଲା କାର୍ଯ୍ୟ ଜାରିରହିଛି। ଭକ୍ତଙ୍କ ସୁବିଧା ନିମନ୍ତେ ସରକାରଙ୍କ ପକ୍ଷରୁ ବଡ଼ଦାଣ୍ଡରେ ଏସି ଶେଡ୍‌ ନିର୍ମାଣ କରାଯାଇଥିଲା। ଫଳରେ ଭକ୍ତମାନେ ଏସି ଶେଡ୍‌ରେ ଆସିବା…

ମୋଦି ୩.୦ ସରକାରରେ କେଉଁ ରାଜ୍ୟରୁ କେତେ ଜଣ ମନ୍ତ୍ରୀ ଅଛନ୍ତି: ଜାଣନ୍ତୁ

ନୂଆଦିଲ୍ଲୀ,୧୧।୬: ଦେଶରେ ୩ୟ ଥର ପାଇଁ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଗଠନ ହୋଇଛି। ରବିବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ସୋମବାର ଦାୟିତ୍ୱ ବଣ୍ଟନ କରାଯାଇଛି। ତେବେ ଏହି ମନ୍ତ୍ରିମଣ୍ଡଳରେ ଅଧିକାଂଶଙ୍କୁ ପୂର୍ବ ମନ୍ତ୍ରଣାଳୟର ଦାୟିତ୍ୱ ନ୍ୟସ୍ତ କରାଯାଇଥିବା…

ଦାଦାଙ୍କ ଆଡ଼କୁ ଢଳିଲେଣି ପୁତୁରା: ପୁଣି ବଦଳିପାରେ ମହାରାଷ୍ଟ୍ର ରାଜନୈତିକ ପାଣିପାଗ

ପୁଣେ,୧୧।୬: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପାର୍ଟିର ପ୍ରତିଷ୍ଠା ଦିବସ ଅବସରରେ ଦାଦା ଶରଦ ପାୱାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଅଜିତ ପାୱାରଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ନିକଟରେ…

ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି ‘ପଞ୍ଚାୟତ ୩’

ମୁମ୍ବାଇ: ୨୦୨୪ ମେ ମାସରେ ମୁକ୍ତିଲାଭ କରିଥିବା ବହୁ ପ୍ରତୀକ୍ଷିତ ‘ପଞ୍ଚାୟତ ୩’ ଓ୍ବେବ୍‌ ସିରିଜକୁ ଦର୍ଶକଙ୍କର ବେଶ୍‌ ଭଲପାଇବା ମିଳିଛି। ଏହି ସିରିଜରେ ଜିତେନ୍ଦ୍ର କୁମାର, ରଘୁବୀର ଯାଦବ, ନୀନା ଗୁପ୍ତା, ଚନ୍ଦନ ରାୟଙ୍କ ଭଳି ଅଭିନେତାମାନେ ଦର୍ଶକଙ୍କୁ ନିଜ…

ଭୋକ ମାରିଦେଉଛି ଚଢ଼ାଦର

ଭୁବନେଶ୍ୱର,୧୧।୬(ଅନୁରାଧା ମହାରଣା): ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବଢ଼ିବାରେ ଲାଗିଛି। ତେବେ ଚାଉଳ, ଡାଲି, ପରିବା ଓ ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିବା ଗରିବ ଓ ମଧ୍ୟବିତ୍ତଙ୍କୁ ଚିନ୍ତାରେ ପକାଇଲାଣି। ଉଭୟ ଉଷୁନା ଓ ଅରୁଆ…

ମୋଦିଙ୍କ କ୍ୟାବିନେଟ୍‌ରେ ଏହିସବୁ ମନ୍ତ୍ରୀଙ୍କ ହେଲା ଡବଲ୍‌ ପ୍ରମୋଶନ

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାର ଶପଥ ନେବାର ଦିନକ ପରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ଭାଜପା ମନ୍ତ୍ରୀମାନଙ୍କ ହାତରେ ନ୍ୟସ୍ତ କରାଯାଇଛି। ଅଧିକାଂଶ ଭାଜପା ମନ୍ତ୍ରୀ ସେମାନଙ୍କ ପୂର୍ବ ମନ୍ତ୍ରଣାଳୟ ବଜାୟ ରଖିବାରେ…

ରାଜନୈତିକ ଆକ୍ରୋଶରୁ ଘର ପୋଡ଼ିଦେଲେ

ଭଦ୍ରକ(ସନାତନ ରାଉତ)/ବନ୍ତ(ହରିନାରାୟଣ ମହାନ୍ତି), ୧୧।୬:ଭଦ୍ରକ ଜିଲା ବନ୍ତ ବ୍ଲକର ଗୋବିନ୍ଦପୁର ଗ୍ରାମରେ ରାଜନୈତିକ ହିଂସା ଘଟିଛି। ଗୋବିନ୍ଦପୁର ବଜାରସ୍ଥିତ ସତ୍ୟବ୍ରତ ସାହୁଙ୍କ ଘରେ ରବିବାର ରାତିରେ ଦୁର୍ବୃତ୍ତମାନେ ନିଅଁା ଲଗାଇ ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ତୁମୁଳକାଣ୍ଡ ସୃଷ୍ଟି…

ସମ୍ବଲପୁରବାସୀଙ୍କୁ କ୍ଷମା ମାଗିଲେ ଧର୍ମେନ୍ଦ୍ର: ଜାଣନ୍ତୁ କାହିଁକି

ଭୁବନେଶ୍ୱର, ୧୧।୬(ସୁନିତ୍‌ ମିଶ୍ର):ସମ୍ବଲପୁର ଲୋକ ସଭା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏକ ଭିଡିଓ ଜାରିକରି ସମ୍ବଲପୁରୀ ଭାଷାରେ ଶୀତଳଷଷ୍ଠୀର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନଠାରୁ ଶୀତଳଷଷ୍ଠୀ ପର୍ବ ଆରମ୍ଭ ହେବା ଅତ୍ୟନ୍ତ ଆନନ୍ଦ ଓ…

ଜେଏସ୍‌ପିକୁ କଳିଙ୍ଗ ଏକ୍ସଲେନ୍ସ ଆଓ୍ବାର୍ଡ

ଭୁବନେଶ୍ୱର,୧୧।୬ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର(ଜେଏସପି)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଓ ସ୍ବୀକୃତି ଦିଆଯାଇଛି। ଏପରିକି କମ୍ପାନୀର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ/ପଦକ୍ଷେପ ମାଧ୍ୟମରେ ଅନେକପ୍ରକାର ଜନମଙ୍ଗଳକାରୀ କାର୍ଯ୍ୟ କରାଯାଉଛି, ଜନସାଧାରଣଙ୍କ ବିକାଶ ଦିଗରେ…

ଜମିଲାଣି ରଜ ଉତ୍ସାହ

ପାଖେଇ ଆସୁଛି ରଜ। ପିଠାପଣାରେ ମହକିବ ଗାଁଠୁ ସହର। ଝିଅ, ବୋହୂମାନେ ନୂଆ ନୂଆ ପୋଷାକ ପିନ୍ଧି ହାତରେ ମେହେନ୍ଦି, ଗୋଡ଼ରେ ଅଳତା ଲଗାଇ ସଜେଇ ହେବେ। ବିଭିନ୍ନ ସ୍ଥାନରେ ଚାଲିବ ରଜ ମହୋତ୍ସବ। ସାଂସ୍କୃତିକ ସା ସହ ରଜ ପାନ,…

ବିସ୍କ ଫାର୍ମର ନୂତନ ଅଭିଯାନ

ଭୁବନେଶ୍ୱର,୧୧।୬: ସାଜ ଫୁଡ୍‌ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡର ପ୍ରମୁଖ ବିସ୍କୁଟ ଓ ବେକରି ବ୍ରାଣ୍ଡ୍‌ ‘ବିସ୍କ ଫାର୍ମ’ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ଲୋକପ୍ରିୟ ରିଚ୍‌ ମାରି ବିସ୍କୁଟ ବର୍ଗମାଳା କ୍ରୟ ଉପରେ କମ୍ପାନୀ ଗ୍ରାହକମାନଙ୍କୁ କ୍ୟାଶବ୍ୟାକ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri