Home

କଟକରୁ ପୁରୀ ଗଡ଼ିବ ୨୦୦ ବସ୍‌

କଟକ,୭ା୭ (କାର୍ତ୍ତିକ ସାହୁ)ପୁରୀ ରଥଯାତ୍ରାକୁ ଯାତ୍ରୀ ପରିବହନ ପାଇଁ କଟକରୁ ପ୍ରାୟ ୨୦୦ ବସ୍‌ ଗଡ଼ିବ। କଟକ ନେତାଜୀ ବସ୍‌ ଟର୍ମିନାଲ(ସିଏନ୍‌ବିଟି)ରୁ ବସ୍‌ଗୁଡ଼ିକ ଯାତ୍ରୀ ନେଇ ପୁରୀ ଅଭିମୁଖେ ଯାତ୍ରା କରିବେ। ରଥଯାତ୍ରାରେ ପୁରୀକୁ ଯାତ୍ରୀ ପରିବହନ ପାଇଁ ସିଏନ୍‌ବିଟିରେ ସ୍ବତନ୍ତ୍ର…

ଚାଣକ୍ୟ ହସ୍ପିଟାଲ ସିଲ୍‌

କଟକ,୭ା୭(ଶିଳ୍ପା ପ୍ରିୟଦର୍ଶିନୀ)କଟକ ରାଣୀହାଟ ଅଞ୍ଚଳରେ ଥିବା ଚାଣକ୍ୟ ହସ୍ପିଟାଲକୁ ଶନିବାର ସିଲ୍‌ କରାଯାଇଛି। ଜାତୀୟ ମାନବାଧିକାର କମିଶନ୍‌(ଏନ୍‌ଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶକ୍ରମେ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ହସ୍ପିଟାଲରେ ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଯାଞ୍ଚ…

ଖବରଦାତା ନିର୍ମଳ ପଣ୍ଡାଙ୍କ ପରଲୋକ

ମାହାଙ୍ଗା/ନିଶ୍ଚିନ୍ତକୋଇଲି,୭ା୭(ଯଯାତି ସିଂହ/ଅଶୋକ କୁମାର ମହାପାତ୍ର)ବରିଷ୍ଠ ଖବରଦାତା ନିର୍ମଳ ପଣ୍ଡାଙ୍କ ଶନିବାର ପରଲୋକ ଘଟିଛି। ତାଙ୍କୁ ୪୯ ବର୍ଷ ହୋଇଥିଲା। ତାଙ୍କ ଘର ମାହାଙ୍ଗା ବ୍ଲକ ଅନ୍ତର୍ଗତ ଉଷୁମା ଗ୍ରାମରେ। ସେ ମଧ୍ୟାହ୍ନରେ ବଜାରରୁ ଫେରି ଘରେ ଶୋଇଥିଲେ। ଦେହରୁ ପ୍ରବଳ ଝାଳ…

ଆଜି ୭ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୭ା୭(ଅନୁରାଧା ମହାରଣା)ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଶନିବାର ବାରିପଦାରେ ସର୍ବାଧିକ ୯୨.୦ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ତାଳଚେରରେ ୪୩.୦ ମି.ମି., ବୌଦ୍ଧରେ ୩୧.୦ ଓ ନୟାଗଡ଼ରେ ୩୦.୦ ମିମି ବର୍ଷା ହୋଇଛି। ଏହା ବ୍ୟତୀତ…

ରଥଯାତ୍ରାବେଳେ ବିପଦପୂର୍ଣ୍ଣ ରେଳଯାତ୍ରାକୁ ବାରଣ

ଭୁବନେଶ୍ୱର,୭।୭(ଅନୁରାଧା ମହାରଣା)ରଥଯାତ୍ରା ମହୋତ୍ସବ ସମୟରେ ଟ୍ରେନ୍‌ଗୁଡିକରେ ମାତ୍ରାଧିକ ଭିଡ଼ ହୋଇଥାଏ। ବିଶେଷକରି ପୁରୀ ଷ୍ଟେଶନରେ ଅତ୍ୟଧିକ ଭିଡ଼ ରହିଥାଏ। ଲୋକେ ବିପଦପୂର୍ଣ୍ଣ ଭାବେ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀ ସଚେତନା ଅଭିଯାନ…

ଭାଜପା ଯୋଗାଯୋଗରେ ବିଜେଡି କର୍ପୋରେଟର

ବ୍ରହ୍ମପୁର,୭ା୭(ନରସିଂହ ସାହୁ)ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର କେତେଜଣ ବିଜେଡି କର୍ପୋରେଟର ଭାଜପା ସହ ଯୋଗାଯୋଗରେ ଅଛନ୍ତି। ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ସଭାପତି ସୁବାସ ସାହୁ ଏହି ସୂଚନା ଦେଇଛନ୍ତି। ଖୁବଶୀଘ୍ର ନିଗମର ରାଜନୀତି ଓଲଟପାଲଟ ହେବ ବୋଲି ସେ ଦମ୍ଭୋକ୍ତି…

ଆବଶ୍ୟକ ହେଲେ ତାଲା ଭାଙ୍ଗିବୁ

ପୁରୀ,୭ା୭(ଅଜିତ୍‌ କୁମାର ମହାନ୍ତି)ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ବିଚାରପତି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୬ଜଣିଆ…

ପଥକୁ ଓହ୍ଲାଇବେ ଦାରୁଦିଅଁ

ପୁରୀ ୭ା୭(ଅଜିତ୍‌ କୁମାର ମହାନ୍ତି)ରବିବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏହି ଦିବସରେ ଅର୍ଥାତ୍‌ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ପଥ(ବଡ଼ଦାଣ୍ଡ)କୁ ଓହ୍ଲାଇବେ। ରଥରେ ଯିବେ ଶ୍ରୀଗୁଣ୍ଡିଚା ମନ୍ଦିର। ଏଥିପାଇଁ ୩ ରଥ ନନ୍ଦିଘୋଷ, ଦେବଦଳନ ଏବଂ ତାଳଧ୍ୱଜ…

ସମ୍ପର୍କକୁ ସୁଦୃଢ କରେ କ୍ଷମା

ଜୁଲାଇ ୭ରେ ବିଶ୍ୱ କ୍ଷମା ଦିବସ ପାଳନ କରାଯାଏ। ଏହି ଦିବସ ଲୋକମାନଙ୍କୁ ସେମାନଙ୍କର ସମ୍ପର୍କକୁ ସୁସ୍ଥ କରିବାର ସୁଯୋଗ ଦେଇଥାଏ। ସମସ୍ତ ପୁରୁଣା ଦ୍ୱନ୍ଦ୍ୱ ଏବଂ ପାର୍ଥକ୍ୟକୁ ଏଡ଼ାଇ ଦେଇ ସମ୍ପର୍କ ପୁନର୍ବାର ଆରମ୍ଭ କରିବାର ପ୍ରେରଣା ଦିଏ। ୧୯୯୪ରେ…

ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଜବତ, ହାତରେ ରହିଛି ଗୀତା ନାମରେ ଟାଟୁ

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଟଣ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ମାଙ୍କଡା ନଦୀରୁ ଆଜି ଜଣେ ଅଜଣା ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଶନିବାର ସ୍ଥାନୀୟ ଲୋକେ ନଦୀରେ ମହିଳାଙ୍କ…

ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ ନିଆଯିବ ଆକ୍ସନ: ମନ୍ତ୍ରୀ

ଝରିଗାଁ,୬ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକକୁ ଶନିବାର ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଝରିଗାଁ ବିଧାୟକ ନରସିଂହ ଭତ୍ରା ଗସ୍ତ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଏବଂ ବିଧାୟକଙ୍କୁ କରସାହାଣ୍ଡି ଛକଠାରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ…

ମ୍ୟାଚ୍‌ ଚାଲିଥିବା ବେଳେ ହେଲା ହୃଦ୍‌ଘାତ, ପୁଅଙ୍କ ସାମ୍ନାରେ ଆଖି ବୁଜିଲେ ଏହି ଖେଳାଳି

ନୂଆଦିଲ୍ଲୀ,୬।୭: କ୍ରୀଡା ଜଗତ ସହ ଜଡିତ ଏକ ଖରାପ ଖବର ସାମ୍ନାକୁ ଆସିଛି। ଖେଳ ସମୟରେ ବାଂଲାଦେଶର ଶୀର୍ଷ ଚେସ୍‌ ଗ୍ରାଣ୍ଡମାଷ୍ଟରଙ୍କ ମୃତ୍ୟୁ ଘଟିଛି। ବାଂଲାଦେଶର ଖ୍ୟାତନାମା ଚେସ ଗ୍ରାଣ୍ଡମାଷ୍ଟର ଜିଆଉର ରେହମାନ(୫୦)ଙ୍କର ଜୁଲାଇ ୫ ରେ ମୃତ୍ୟୁ ଘଟିଛି। ଜାତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri