ବାପାଙ୍କୁ ଟାଙ୍ଗିଆରେ ହାଣି ମାରିଦେଲେ ପୁଅ
ପାଇକମାଳ,୧୧ା୭(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ନିଜ ଘରେ ବାପା, ପୁଅ ଝଗଡ଼ା ହୋଇଥିଲେ। ଝଗଡ଼ା ବଢ଼ି ଯିବାରୁ ପୁଅ ବିଦ୍ୟାଧର ଅଜଗର ରାଗରେ ବାପା…
ନିଜକୁ ଜାଡେଜାଙ୍କ ପ୍ରକୃତ ଉତ୍ତରାଧିକାରୀ ବୋଲି ଭାବୁଛନ୍ତି ଓ୍ବାଶିଂଟନ ସୁନ୍ଦର, କହିଲେ ଏଭଳି…
ହରାରେ,୧୧।୭: ଅନ୍ତର୍ଜାତୀୟ ଟି୨୦ରୁ ସନ୍ନ୍ୟାସ ନେଇଛନ୍ତି ରବିନ୍ଦ୍ର ଜାଡେଜା। ଏହାପରଠାରୁ ତାଙ୍କ ସ୍ଥାନ ଖାଲି ପଡ଼ିଥିବା ବେଳେ ଏବେ ଓ୍ବାଶିଂଟନ ସୁନ୍ଦର ବଡ଼ ବୟାନ ଦେଇଛନ୍ତି। ଜିମ୍ବାଓ୍ବେ ବିପକ୍ଷ ତୃତୀୟ ଟି୨୦ ମୁକାବିଲାରେ ଟିମ୍ ଇଣ୍ଡିଆ ବିଜୟର ପ୍ରମୁଖ ଭୂମିକା ତୁଲାଇବା…
ଶେଷ ଟେଷ୍ଟ ଖେଳିବା ପୂର୍ବରୁ ଝିଅମାନେ କଲେ ଏମିତି କାମ, ଆଣ୍ଡରସନ୍ ହେଲେ ଭାବପ୍ରବଣ
ନୂଆଦିଲ୍ଲୀ,୧୧।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଲର୍ଡସ ଟେଷ୍ଟ ପରେ ଇଂଲଣ୍ଡର ମହାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ବିଦାୟ ନେବେ। ତିନି ମ୍ୟାଚ ବିଶିଷ୍ଟ ସିରିଜ ପୂର୍ବରୁ ମଧ୍ୟ ସେ ଅବସର ଘୋଷଣା କରିଥିଲେ। ଜୁଲାଇ ୧୦ରେ ଲର୍ଡସଠାରେ…
ଘୁଞ୍ଚିଲା ନିଟ୍ ଶୁଣାଣି, ଏହି ତାରିଖରେ ହେବ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ,୧୧ା୭: ସୁପ୍ରିମକୋର୍ଟରେ ଗୁରୁବାର ହେବାକୁ ଥିବା ନିଟ୍ ଶୁଣାଣି ସ୍ଥଗିତ ରଖାଯାଇଛି। ଜୁଲାଇ ୮ରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ବେଞ୍ଚ ଦ୍ୱାରା ଏହି ଶୁଣାଣି ହୋଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଜି ହେବାର ଥିଲା ମାତ୍ର ଏହି…
ଗୁରୁ ଦ୍ରାବିଡ଼ଙ୍କ ରାସ୍ତାରେ ରୋହିତ, ଏହି କାରଣରୁ ବୋନସ୍ ନେବାକୁ କରିଦେଇଥିଲେ ମନା
ନୂଆଦିଲ୍ଲୀ,୧୧।୭: ଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମା ନିଜର ଆଚରଣ ସହ ଉଦାରତା ପାଇଁ ସର୍ବଦା ଜଣାଶୁଣା। ସେ ଦଳ ସହ ଖେଳାଳିଙ୍କ ସହାୟତା କରୁଥିବା ସପୋର୍ଟ ଷ୍ଟାଫ୍ଙ୍କ ବିଷୟରେ ଚିନ୍ତା କରିଥାନ୍ତି। ଏହାର ଏକ ବଡ଼ ଉଦାହରଣ ନିକଟରେ ସାମ୍ନାକୁ…
ଅଭିନେତ୍ରୀ ରିୟାଙ୍କ ନାଁରେ ହୋଇଥିବା ମାମଲା କଟକ ସ୍ଥାନାନ୍ତର
କଟକ,୧୧ା୭: ଓଡ଼ିଆ ସିନେ ଅଭିନେତ୍ରୀ ରିୟା ଦେ ଅଡୁଆରେ ପଡ଼ିଛନ୍ତି। ତାଙ୍କ ନାଁରେ ହୋଇଥିବା ମାମଲା କଟକ ସ୍ଥାନାନ୍ତର କରାଯାଇଛି। ଚନ୍ଦ୍ରଶେଖରପୁର ଥାନାର ମାମଲା ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି। ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଏହି ମାମଲା ହୋଇଥିଲା।…
୬ ଘଣ୍ଟା ଡ୍ୟୁଟିରୁ ୩ ଘଣ୍ଟା ମୋବାଇଲେ ଗେମ୍ ଖେଳୁଥିଲେ ଶିକ୍ଷକ: ଡିଏମ୍ଙ୍କ ହାବୁଡେ ପଡିବାରୁ…
ଲକ୍ଷ୍ନୌ,୧୧।୭: ଉତ୍ତର ପ୍ରଦେଶର ସମ୍ଭଲ ଜିଲାର ସରିଫପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷ୍ଟ ହୋଇଥିବା ଶିକ୍ଷକ ପ୍ରେମ ଗୋୟଲ ତାଙ୍କର ୬ ଘଣ୍ଟିଆ ଡ୍ୟୁଟି ସମୟରେ ମୋବାଇଲକୁ ତିନି ଘଣ୍ଟା ବ୍ୟବହାର କରୁଥିଲେ। ଏହି ସମୟରେ ସେ କ୍ୟାଣ୍ଡିକ୍ରସ ଖେଳ…
ପ୍ରେମିକଙ୍କ ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁପଡ଼ିଲେ ପ୍ରେମିକା
ଜଗତସିଂହପୁର,୧୧ା୭: ପ୍ରେମିକଙ୍କ ମୃତ୍ୟୁ ଖବର ଶୁଣି ଗୁରୁବାର ପ୍ରେମିକା ମହାନଦୀକୁ ଡେଇଁ ପଡ଼ିଛନ୍ତି। ଏପରି ଅଭାବାନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ତାରତୋଲଠାରେ। ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଆଜି ତାରତୋଲ…
ଶେଷରେ ନରମିଲା ଚାଇନା: ଭାରତ ସହ ମିଳାଇଲା ହାତ
ନୂଆଦିଲ୍ଲୀ/ବେଜିଂ,୧୧।୭: ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ତିକ୍ତତା ମଧ୍ୟରେ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଚାଇନା ବୈଦେଶିକ ମନ୍ତ୍ରୀ…
ଏହି କମ୍ପାନୀରେ କାମ କରୁଛନ୍ତି ଅମ୍ବାନୀଙ୍କ ବୋହୂ ରାଧିକା, କମାଉଛନ୍ତି କୋଟି କୋଟି ଟଙ୍କା
ନୂଆଦିଲ୍ଲୀ,୧୧।୭: ଏସିଆର ୧୧ତମ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବାହାଘର ହେବାକୁ ଯାଉଛି। ଅନନ୍ତ ଅମ୍ବାନୀ, ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଶୁକ୍ରବାର ହେବାକୁ ଯାଉଥିବା ବିବାହ ସମାରୋହ ପାଇଁ ବହୁ ଶିଳ୍ପପତି,…
ବିରାଟ କୋହଲି କିଏ, ମୁଁ ଚିହ୍ନିନାହିଁ: କାହିଁକି ଏମିତି କହିଲେ ମହାନ ଫୁଟବଲ୍ର
ନୂଆଦିଲ୍ଲୀ,୧୧।୭: ଭେଟେରାନ ଫୁଟବଲର୍ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଚିହ୍ନିବାକୁ ମନା କରି ଦେଇଛନ୍ତି। ଏକ ସାକ୍ଷାତକାରରେ ସ୍ବିଡେନର ଷ୍ଟାର ଫୁଟବଲର୍ ଜ୍ଲାଟାନ ଇବ୍ରାହିମୋଭିକ୍ କହିଛନ୍ତି, ମୁଁ ବିରାଟ କୋହଲି ନାଁରେ କାହାକୁ ଜାଣି ନାହିଁ। କ୍ରିକେଟ…
ଆମେରିକାର ବଡ଼ ବୟାନ: ଭାରତ ହିଁ ବନ୍ଦ କରିପାରିବ ରୁଷିଆ-ୟୁକ୍ରେନ ଯୁଦ୍ଧ
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧ା୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ରୁଷିଆ ଯାଇଥିଲେ। ସେତେବେଳେ ଆମେରିକା ଉଦ୍ବେଗ ପ୍ରକାଶ କରିଥିଲା। ମାତ୍ର ଏବେ ଆମେରିକା ଭାରତର ଶକ୍ତିକୁ ମାନିଛି। ଆମେରିକା କହିଛି, ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ…
Archives


