Home

ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା କଲା ବିସିସିଆଇ, ଜାଣନ୍ତୁ ଟି-୨୦, ଓ୍ବାନଡେ ସିରିଜର ପୂରା ସିଡ୍ୟୁଲ

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଗୁରୁବାର ଶ୍ରୀଲଙ୍କା ଗସ୍ତର କାର୍ଯ୍ୟସୂଚୀ ଘୋଷଣା କରିଛି। ଟିମ ଇଣ୍ଡିଆ ୨୬ ଜୁଲାଇରୁ ଶ୍ରୀଲଙ୍କାରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ । ଏହା ପରେ ଅଗଷ୍ଟ ୨ରୁ ଦୁଇ ଦଳ…

ନବୀନଙ୍କ ଚିଠିକୁ ନେଇ ଏଭଳି ଉତ୍ତର ରଖିଲେ ମୋହନ, ଟୁଇଟ୍‌ କରି କହିଲେ…

ଭୁବନେଶ୍ୱର,୧୧।୭: ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଅଘଟଣରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ ଏକ ଚିଠି ଲେଖିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଚିଠିର ଉତ୍ତର ରଖିଛନ୍ତି। ଆଉ କହିଛନ୍ତି, ଜଗତର…

‘ମୋତେ ଦେଖା କରିବାକୁ ହେଲେ ଆଧାର କାର୍ଡ ଧରି ଆସନ୍ତୁ,’ କଙ୍ଗନାଙ୍କ ଅଜବ ଡିମାଣ୍ଡକୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ,୧୧।୭: ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ବର୍ତ୍ତମାନ ମଣ୍ଡି, ହିମାଚଳର ଏମି କଙ୍ଗନା ରାନାୱତ ଏକ ଅନନ୍ୟ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏହି ଅଞ୍ଚଳର ଲୋକଙ୍କୁ ସେମାନଙ୍କ ସହିତ ଆଧାର କାର୍ଡ ଆଣିବାକୁ ପଡିବ। ଏଥିସହ ବୈଠକର ଉଦ୍ଦେଶ୍ୟ…

ସରକାରୀ ଘର ଖାଲି କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୧।୭: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପା) ନେତା ସ୍ମୃତି ଇରାନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସେ ଲୁଟିନ୍ସ ଦିଲ୍ଲୀର ୨୮ ତୁଗଲକ କ୍ରିସେଣ୍ଟରେ ଅବସ୍ଥିତ ତାଙ୍କ ସରକାରୀ ବଙ୍ଗଳାକୁ ଖାଲି କରିଛନ୍ତି।…

ନୀତୀଶ କୁମାର ୨.୦! ଚାଣକ୍ୟ ଭଳି ଚାଲ ଖେଲିଲେ ମୁଖ୍ୟମନ୍ତ୍ରୀ

ପାଟନା,୧୧।୭: ଲୋକ ସଭା ନିର୍ବାଚନ ପରେ ବିହାର ରାଜନୀତିର ଫୋକସ ସିଧା ବିଧାନସଭାକୁ ସ୍ଥାନାନ୍ତରିତ ହୋଇଛି। ଏହି ନିର୍ବାଚନ ନୀତୀଶ କୁମାରଙ୍କ ଦଳ ଜେଡିୟୁକୁ ନୈତିକ ଶକ୍ତି ଦେଇଛି ଯାହା ଗତ ୪ବର୍ଷ ଧରି ଅପେକ୍ଷା କରିଥିଲା। ଏହି ଶକ୍ତି ଆଧାରରେ…

‘ପାକିସ୍ତାନ ଆସିବ ତ ଭାରତର…’, ବିରାଟ କୋହଲିଙ୍କୁ ନିମନ୍ତ୍ରଣ ଦେଲେ ସାହିଦ ଆଫ୍ରିଦି, ଅବସରକୁ ନେଇ ବି କହିଲେ ବଡ କଥା

ନୂଆଦିଲ୍ଲୀ/ଇସଲାମାବାଦ,୧୧।୭: ଭାରତ ଟି -୨୦ ବିଶ୍ୱକପ ୨୦୨୪ ଜିତିବା ପରେ ବିରାଟ କୋହଲି ଟି -୨୦ ଫର୍ମାଟରୁ ଅବସର ନେଇଛନ୍ତି। ବର୍ତ୍ତମାନ ସମସ୍ତଙ୍କ ଆଖି ଆସନ୍ତା ବର୍ଷର ଚାମ୍ପିଅନ୍ସ ଟ୍ରଫି (ଚାମ୍ପିଅନ୍ସ ଟ୍ରଫି ୨୦୨୫) ଉପରେ ରହିଛି, ଯେଉଁଥିରେ ବିରାଟ କୋହଲିଙ୍କୁ…

ଲାରାଙ୍କ ଭବିଷ୍ୟବାଣୀ, ଏହି ୨ ଭାରତୀୟଙ୍କ ମଧ୍ୟରୁ ଯେ କେହି ଭାଙ୍ଗିପାରେ ୪ଶହ ରନ୍‌ର ରେକର୍ଡ

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ଗସ୍ତରେ ଅଛି। ଭାରତୀୟ ଦଳ ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ୫ଟି ଟି -୨୦ ମ୍ୟାଚ ଖେଳିଛନ୍ତି। ଏବେ ଭେଟେରାନ ୱେଷ୍ଟଇଣ୍ଡିଜ କ୍ରିକେଟର ବ୍ରାଏନ ଲାରା ଏକ ବଡ ଦାବି କରିଛନ୍ତି। ସେ ଏମିତି…

ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୧।୭: ଅଗ୍ନିପଥ ଯୋଜନାକୁ ନେଇ ଗତ କିଛି ଦିନ ଧରି ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ସରକାର ଏହି ଯୋଜନାରେ ପରିବର୍ତ୍ତନ କରିଛନ୍ତି। ପୂର୍ବତନ ଅଗ୍ନିବୀର କର୍ମଚାରୀଙ୍କ ପାଇଁ କେନ୍ଦ୍ର ସଶସ୍ତ୍ର ପୋଲିସ…

ଜୟାପ୍ରଦାଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୧।୭: ଭାଜପାର ପୂର୍ବତନ ଏମପି ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଏକ ୫ବର୍ଷ ପୁରୁଣା ମାମଲାରେ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଘଟଣାହେଲା ୨୦୧୯ରେ ପୂର୍ବତନ ଏମପିଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରି ଏକ ମାମଲା ରୁଜୁ ହୋଇଥିଲା।…

ପାକିସ୍ତାନ ଅଧିନାୟକଙ୍କୁ ଲାଗିଲା ବଡ଼ ଝଟ୍‌କା: ଟି-୨୦ ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନ ପରେ ପିସିବି ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୧।୭: ଟି-୨୦ ବିଶ୍ୱକପ ପରେ ବାବର ଆଜମଙ୍କ ଅଧିନାୟକତ୍ୱ ବିଷୟରେ ଅନେକ କଳ୍ପନାଜଳ୍ପନା ରହିଛି। କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଟେଷ୍ଟ ଦଳର କୋଚ ଜେସନ ଗିଲ୍ସେପି ବ୍ୟସ୍ତ ଅନ୍ତର୍ଜାତୀୟ ସିଜିନ୍‌ ପୂର୍ବରୁ ତାଙ୍କୁ ଜାତୀୟ ଦଳର ଟେଷ୍ଟ…

ବିମାନରେ ଲାଗିଲା ନିଆଁ, ସୁରକ୍ଷିତ ଉଦ୍ଧାର ହେଲେ ୨୭୬ ଯାତ୍ରୀ

ଇସଲାମାବାଦ,୧୧।୭: ପାକିସ୍ତାନ ପେଶାଓ୍ବରର ବାଚା ଖାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୌଦି ଏୟାରଲାଇନ୍ସର ଏକ ବିମାନରେ ନିଆଁ ଲାଗିଯାଇଥିଲା। ବିମାନରେ ପ୍ରାୟ ୩୦୦ଲୋକ ଥିଲେ। ଏହି ବିମାନ ସୌଦି ଆରବର ରିୟାଦରୁ ପେଶାଓ୍ବରରେ ପହଞ୍ଚିଥିଲା। ଅଧିକାରୀ କହିଛନ୍ତି ଯେ ବିମାନର ଲ୍ୟାଣ୍ଡିଂ ଗିୟରରେ…

ଜେଲ୍‌ରେ ଥାଇ ଜ୍ୟାକ୍‌ଲିନ୍‌ଙ୍କୁ ଚିଠି ଲେଖିଲେ ସୁକେଶ ଚନ୍ଦ୍ରଶେଖର, କହିଲେ ମୋ’ ପାଖରେ ତୁମର…

ମୁମ୍ବାଇ,୧୧ା୭: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିସ୍‌ଙ୍କ ସମସ୍ୟା ଥମିବାର ନାଁ ନେଉନି। ଅଭିନେତ୍ରୀଙ୍କୁ ପଚରାଉଚରା ପାଇଁ ଇଡି ଡକାଇଥିଲା। ଏହା ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଇଡି ଡାକରା ପରେ ଜେଲ୍‌ରେ ଥିବା ସୁକେଶ ଚନ୍ଦ୍ରଶେଖର ଜ୍ୟାକ୍‌ଲିନ୍‌ଙ୍କୁ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri