Home

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖୁସିଖବର: ଏହି ଦିନଠୁ ବିକ୍ରି ହେବ ବାରବାଟୀ ମ୍ୟାଚ୍‌ ପାଇଁ ଟିକେଟ୍‌

କଟକ,୨୪।୧: ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌। ଫେବ୍ରୁଆରୀ ୨ ତାରିଖରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେବ। ଫେବ୍ରୁଆରୀ ୬, ୭,୮ରେ ଅଫଲାଇନ ଟିକେଟ ବିକ୍ରି ହେବ ବୋଲି ଜଣାପଡିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ…

କିମ ଜୋଙ୍ଗ ଉନଙ୍କୁ ଏମିତି କହିଦେଲେ ଡୋନାଲ୍ଡ ଟ୍ରମ୍ପ: ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ୍‌,୨୪।୧: ଆମେରିକାର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଆକ୍ସନ ମୋଡରେ ଅଛନ୍ତି। ପ୍ରଥମେ ସେ ଅନେକ ବଡ଼ ଘୋଷଣା କରିଥିଲେ। ଏହା ପରେ ସେ ବିଶ୍ୱ ନେତାମାନଙ୍କ ସହ ମଧ୍ୟ କଥା ହୋଇଥିଲେ। ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ରୁଷିଆ…

ଯୁଦ୍ଧବୀର ସିଂ କିଏ? ୫ ଭଉଣୀ ମିଶି ପୂରଣ କରିଥିଲେ କ୍ରିକେଟର ହେବାର ସ୍ବପ୍ନ, ଏବେ ରୋହିତ-ଯଶସ୍ବୀଙ୍କ ଉଇକେଟ ନେଇ ଅଛନ୍ତି ଚର୍ଚ୍ଚାରେ…

ନୂଆଦିଲ୍ଲୀ,୨୪।୧: ଦୀର୍ଘ ସମୟ ପରେ ରଣଜୀ ଟ୍ରଫିକୁ ଫେରିଥିବା ରୋହିତ ଶର୍ମାଙ୍କ ଖରାପ ଫର୍ମ ଜାରି ରହିଛି। ଭାରତୀୟ ଅଧିନାୟକ ଉଭୟ ଇନିଂସରେ ବିଫଳ ହୋଇଛନ୍ତି। ପ୍ରଥମ ଇନିଂସରେ ସେ ଉମର ନାଜିରଙ୍କ ଦ୍ୱାରା ଆଉଟ୍‌ ହୋଇଥିବା ବେଳେ ଦ୍ୱିତୀୟ ଇନିଂସରେ…

ରଣଜୀରେ ଲଗାତାର ଦ୍ୱିତୀୟ ଥର ପାଇଁ ଫେଲ୍‌ ହେଲେ ରୋହିତ, ଏଥର ଦ୍ରାବିଡଙ୍କ ବୋଲର୍‌ ନେଲେ ଉଇକେଟ

ନୂଆଦିଲ୍ଲୀ,୨୪।୧: ପୂର୍ବଭଳି ଖେଳିପାରୁନାହାନ୍ତି ଅଧିନାୟକ ରୋହିତ ଶର୍ମା। ଅନ୍ତର୍ଜାତୀୟ କ୍ରିକେଟରେ ଫେଲ୍‌ ହେବା ପରେ ଏବେ ସେ ଘରୋଇ କ୍ରିକେଟ ଖେଳୁଛନ୍ତି। ହେଲେ ରଣଜୀ ଟ୍ରଫିର ଦୁଇଟିଯାକ ମ୍ୟାଚ୍‌ରେ ସେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଜମ୍ମୁ-କଶ୍ମୀର ବିପକ୍ଷ ପ୍ରଥମ…

ଦିନରେ ଗରମ, ରାତିରେ ଶୀତ: ଖୋଜାପଡିଲାଣି ପଙ୍ଖା

ଦାରିଙ୍ଗବାଡି, ୨୩ ।୧(ଅରୁଣ ସାହୁ):ଧୀରେ ଧୀରେ କମୁଛି ଶୀତ ବଢୁଛି ତାପମାତ୍ରା ଆଉ ସେହିକ୍ରମରେ ଦିନରେ ଗରମ ଅନୁଭୂତ ହେଉଥିବା ବେଳେ ରାତିରେ ଶୀତ ଅନୁଭୂତ ହେଉଛି। ଶୁକ୍ରବାର ସର୍ବନିମ୍ମ ତାପମାତ୍ରାରେ ବୃଦ୍ଧି ହୋଇ ୧୨.୫ ଡିଗ୍ରୀରେ ପହଞ୍ଚିଥିବାବେଳେ ମାତ୍ର ୩…

ଅସ୍ତ୍ର କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ, ଅନେକ ଆହତ

ପୁଣେ,୨୪।୧: ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଅସ୍ତ୍ର କାରଖାନାରେ ବଡ଼ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଆହୁରି ଅନେକ କର୍ମଚାରୀ ଆହତ ହୋଇଥିବା ପ୍ରାଥମିକ ସୂଚନା ରହିଛି। ଏହି ବିସ୍ଫୋରଣ କାରଖାନାର ଆରକେ…

ବାପାଙ୍କୁ ହରାଇଲେ ରାଜପାଲ ଯାଦବ, ୨ ଦିନ ପୂର୍ବେ ମିଳିଥିଲା ହତ୍ୟା ଧମକ

ନୂଆଦିଲ୍ଲୀ,୨୪।୧: ଅଭିନେତା ରାଜପାଲ ଯାଦବଙ୍କ ବାପାଙ୍କ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଅନ୍ତିମ ସଂସ୍କାର ଶାହାଜାହାଁପୁରରେ କରାଯିବ ବୋଲି ଜଣାପଡ଼ିଛି। ବାପାଙ୍କ ଅସୁସ୍ଥତାକୁ ନେଇ ରାଜପାଲ ଗୁରୁବାର ଥାଇଲାଣ୍ଡରୁ ଦିଲ୍ଲୀ ଫେରିଥିଲେ।…

ମନ୍ଦିରରେ ନନ-ଭେଜ ବିରିଆନି ଖାଇଲେ ଏମ୍‌ପି: ମୁଣ୍ଡ ଟେକିଲା ବିବାଦ

ଚେନ୍ନାଇ,୨୪।୧: ତାମିଲନାଡୁରେ ବିରିୟାନି ଖାଇବାକୁ ନେଇ ଏକ ନୂତନ ବିବାଦ ଦେଖାଦେଇଛି। ଭାଜପା ରାଜ୍ୟ ସଭାପତି ଆନ୍ନାମଲାଇ ଏବଂ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ(ଆଇୟୁଏମ୍‌ଏଲ୍‌) ଏମ୍‌ପି ନଭାସାକାନି ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ। ଆନ୍ନାମଲାଇ ଅଭିଯୋଗ କରିଛନ୍ତି, ନଭାସାକାନି ମାଦୁରାଇର ତିରୁପାରଙ୍ଗୁନରାମ…

ଆମେରିକାର ସମ୍ବିଧାନ ବଦଳାଉଛନ୍ତି ଟ୍ରମ୍ପ! ତୃତୀୟ ଥର ଲାଗି ରାଷ୍ଟ୍ରପତି ହେବାକୁ ଏବେଠୁ ବଡ଼ ଯୋଜନା

ଓ୍ବାଶିଂଟନ,୨୪।୧: ଗତ ବର୍ଷ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଦେଶର ସମ୍ବିଧାନ ସଂଶୋଧନ କରି ୨୦୩୬ ପର୍ଯ୍ୟନ୍ତ ପଦରେ ରହିବାର ପଥ ପରିଷ୍କାର କରିଥିଲେ। ଏବେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସମାନ ରାସ୍ତାରେ ଚାଲୁଥିବା ପରି ମନେ ହେଉଛି। ଆମେରିକୀୟ ଆଇନ…

ଚଳନ୍ତା ଟ୍ରେନରୁ ଖସି ପଡ଼ିଲେ ଯୁବକ: ଚାଲିଗଲା ଜୀବନ

ବାଲୁଗାଁ ,୨୪।୧: ଓଡ଼ିଶାର କନ୍ଧମାଳ ଜିଲାରେ ଶୁକ୍ରବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଯୁବକଙ୍କ ଚଳନ୍ତା ଟ୍ରେନରୁ ଖସି ପଡ଼ି ମୃତ୍ୟୁ ଘଟିଛି। ଏହି ଘଟଣାଟି ବାଲୁଗାଁ ରେଳ ଷ୍ଟେଶନରେ ଘଟିଛି। ମୃତକ ଜଣକ ଓଡ଼ିଶାର ଖୋର୍ଦ୍ଧା ଜିଲାର…

କାର୍ଯ୍ୟରେ ଅବହେଳା ପାଇଁ ବନପାଳ ନିଲମ୍ବିତ

କେନ୍ଦୁଝର,୨୪।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କାର୍ଯ୍ୟରେ ଅବହେଳା,ଅନିୟମିତତା,ସରକାରୀ ଅର୍ଥର ଦୂରୁପଯୋଗ ଏବଂ ପରିଚାଳନାଗତ ତ୍ରୁଟି ପାଇଁ କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ପଦ୍ମପୁର ମେଗା ନର୍ସରୀର ବନପାଳ ଜ୍ୟୋତ୍ସାରାଣୀ ବେହେରାଙ୍କୁ ଡିଏଫଓ ତାଙ୍କ କାର୍ଯ୍ୟାଳୟର ଚିଠି ସଂଖ୍ୟା ୨୫ ତା ୨୨/୦୧/୨୦୨୫ରେ ନିଲମ୍ବିତ…

୧୬ ବର୍ଷ ବୟସରେ ଇତିହାସ ରଚିଲେ ଏହି କ୍ରିକେଟର୍‌ଙ୍କ ପୁଅ: ପିତାଙ୍କ ୨୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ

ଲଣ୍ଡନ,୨୪।୧: ଇଂଲଣ୍ଡର କିମ୍ବଦନ୍ତୀ ଖେଳାଳି ଆଣ୍ଡ୍ରୁ ଫ୍ଲିଣ୍ଟଫଙ୍କ ପୁଅ କ୍ରିକେଟରେ ତାଙ୍କଠାରୁ ଆଗକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ରକି ଫ୍ଲିଣ୍ଟଫ ଘରୋଇ କ୍ରିକେଟରେ ଇଂଲଣ୍ଡ ଲାୟନ୍ସ ପାଇଁ ଖେଳି ଏକ ଶତକ ହାସଲ କରିଛନ୍ତି। ସେ ଏବେ ଏହି ଦଳ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?