Home

ଯଦି କେହି ସରକାରୀ କର୍ମଚାରୀ ଆର୍‌ଏସ୍‌ଏସ୍‌ର ମେମ୍ବର ହୋଇଥାନ୍ତି ତେବେ…

ହାଇଦ୍ରବାଦ,୨୨ା୭: କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)ର କାର୍ଯ୍ୟକଳାପରେ ଅଂଶଗହଣ କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। କଂଗ୍ରେସ ପ୍ରଥମେ ଏହି କଥା କରିଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗରେ ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସ୍‌ଦୁଦ୍ଦିନ ଓଓ୍ବାଇସି କହିଛନ୍ତି, ଯଦି କୌଣସି…

କେମିତି ହେବ ଆଗାମୀ ବଜେଟ୍‌: ପ୍ରଧାନମନ୍ତ୍ରୀ ମୋଦି କଲେ ଖୁଲାସା

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜେଟ ଅଧିବେଶନ ପୂର୍ବରୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ବଜେଟ୍‌କୁ ନେଇ ପ୍ରଧାନମନ୍ତ୍ରୀ ନିଜ ମତ ପ୍ରକାଶ କରିଛନ୍ତି। ମୋଦି କହିଛନ୍ତି, ଆସନ୍ତାକାଲି ଆମେ ଉପସ୍ଥାପନ କରୁଥିବା ବଜେଟ ଅମୃତକାଳର ଏକ ଗୁରୁତ୍ୱପୂର୍ଣ୍ଣ ବଜେଟ।…

ବଜେଟ୍‌ ଅଧିବେଶନ ପୂର୍ବରୁ ବିରୋଧୀଙ୍କୁ ଏମିତି ଅପିଲ୍‌ କଲେ ମୋଦି: ତରଳି ଯିବ ହୃଦୟ

ନୂଆଦିଲ୍ଲୀ,୨୨।୭: ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଶ୍ରାବଣର ପ୍ରଥମ ସୋମବାର। ଏହି ଶୁଭ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଆରମ୍ଭ ହେଉଛି। ମୁଁ ଶ୍ରାବଣର ପ୍ରଥମ ସୋମବାରରେ ଦେଶବାସୀଙ୍କୁ ଶୁଭେଚ୍ଛା…

ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ: କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର ଏବଂ ଅଗରକର ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ…

ନିର୍ଦ୍ଦେଶ ସତ୍ତ୍ୱେ ଗୀତାଞ୍ଜଳିଙ୍କୁ ଦିଆଯାଉନି ନିଯୁକ୍ତି: ପରିବାର ସହିତ ସାମୂହିକ ଆତ୍ମାହୂତି ଦେବାକୁ ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି

ଅମରପାଲି,୨୨ା୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ଗ୍ରାମର ଗୀତାଞ୍ଜଳି ସାହୁଙ୍କୁ କୋର୍ଟ ଆଦେଶ ଦେଇଥିଲେ ମଧ୍ୟ ନିଯୁକ୍ତି ଦିଆଯାଉନାହିଁ। ଏହି କାରଣରୁ ସେ ପରିବାର ସହିତ ଆତ୍ମାହୂତି ଦେବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ଅଭିଯୋଗ ଅନୁସାରେ ମୁର୍ଷୁଣ୍ଢି ଗ୍ରାମର…

ଭାରତକୁ ବିରାଟ ସଫଳତା: ଚନ୍ଦ୍ରୟାନ-୩କୁ ମିଳିବ ବିଶ୍ୱ ମହାକାଶ ପୁରସ୍କାର

ନୂଆଦିଲ୍ଲୀ,୨୨।୭:ଚନ୍ଦ୍ରୟାନ-୩ କୁ ବିଶ୍ୱ ମହାକାଶ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ଅନ୍ତର୍ଜାତୀୟ ମହାକାଶ ଯାତ୍ରୀ ମହାସଂଘ ପକ୍ଷରୁ ଘୋଷଣା କରାଯାଇଛି। ଅକ୍ଟୋବର ୧୪ରେ ଇଟାଲୀର ମିଲାନରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ଅନ୍ତର୍ଜାତୀୟ ମହାକାଶ ଯାତ୍ରୀ ସମ୍ମିଳନୀରେ ଚନ୍ଦ୍ରୟାନ-୩ କୁ ଏହି…

କମଲା ହାରିସଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୨।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସେ ଉପରାଷ୍ଟ୍ରପତି କମଲା ହାରିସଙ୍କ ନାମକୁ ସମର୍ଥନ କରିଛନ୍ତି। ବାଇଡେନ ନିର୍ବାଚନ ଦୌଡ଼ରୁ ବାହାରିବାର କିଛି ମିନିଟ…

୨୦୫୦ ସୁଦ୍ଧା ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ

ନୂଆଦିଲ୍ଲୀ, ୨୨ା୭:ଭାରତରେ ବରିଷ୍ଠ ନାଗରିକଙ୍କ ଜନସଂଖ୍ୟା ୨୦୫୦ ସୁଦ୍ଧା ଦ୍ୱିଗୁଣିତ ହେବ। ତେଣୁ ଦେଶରେ ବରିଷ୍ଠ ନାଗରିକଙ୍କ ସହ ସମ୍ବନ୍ଧିତ ଥିବା ଯୋଜନାଗୁଡ଼ିକରେ ଅଧିକ ନିବେଶ ଆବଶ୍ୟକ ବୋଲି ୟୁନାଇଟେଡ୍‌ ନେଶନ୍‌ ପପୁଲେଶନ୍‌ ଫଣ୍ଡ(ୟୁଏନ୍‌ଏଫ୍‌ପିଏ)ର ଭାରତ ମୁଖ୍ୟ ଆଣ୍ଡ୍ରିୟା ଓ୍ବଜ୍‌ନାର କହିଛନ୍ତି।…

କାଉଡ଼ିଆଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ, ୧୭ ଆହତ

ଯାଜପୁର,୨୨।୭: ଯାଜପୁରରେ ସୋମବାର ଏକ ସଡ଼କ ଦୁର୍ଘଟଣା ହୋଇଛି। କାଉଡ଼ିଆଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୧୭ କାଉଡିଆ ଆହତ ହୋଇଛନ୍ତି। ସେମାନଙ୍କୁ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ କାଉଡ଼ିଆଙ୍କୁ ନେଇ…

ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ: କହିଲେ, ଏହି ପ୍ରସଙ୍ଗରେ…

ଭୁବନେଶ୍ୱର,୨୨।୭: ଆଜିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ରାଜ୍ୟରେ ଭାଜପା ସରକାରର ଏହା ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ୨୪ବର୍ଷ ପରେ ବିଜେଡି ବିରୋଧୀ ଦଳରେ ବସିଛି। ତେଣୁ ୨୭ ଦିନିଆ ବିଧାନସଭା ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି।…

ରାଜ୍ୟ ସଭାରେ ପ୍ରଭାବଶାଳୀ ବିରୋଧୀ ଭୂମିକା ନେବ ବିଜେଡି: ସସ୍ମିତ

ନୂଆଦିଲ୍ଲୀ,୨୨ା୭:ବିଜୁ ଜନତା ଦଳ (ବିଜେଡି) ପାର୍ଲାମେଣ୍ଟର ଉଚ୍ଚ ସଦନ ରାଜ୍ୟ ସଭାରେ ପ୍ରଭାବଶାଳୀ ବିରୋଧୀ ଦଳ ଭୂମିକା ନିଭାଇବ। ବିଜେଡିର ରାଜ୍ୟ ସଭା ନେତା ସସ୍ମିତ ପାତ୍ର ରବିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ସରକାର ଡାକିଥିବା ସର୍ବଦଳୀୟ ବୈଠକ…

କିଏ ସେହି କମଲା ହାରିସ, ଯିଏ ହେବେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

ଓ୍ବାଶିଂଟନ,୨୨।୭: ଆମେରିକାର ୪୭ତମ ରାଷ୍ଟ୍ରପତିଙ୍କ ନିର୍ବାଚନ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଜଣେ ଭାରତୀୟ ମୂଳ ନେତା ଆମେରିକାର ଶକ୍ତିର ଶୀର୍ଷରେ ପହଞ୍ଚି ବାର ସମ୍ଭବନା ରହିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଗାମୀ ନିର୍ବାଚନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri