Home

ମନ୍ଦିର ପ୍ରତିଷ୍ଠା ପାଇଁ ପୁରୀରୁ ଆସିଲା ଆଜ୍ଞା ମାଳ

ରାଇକିଆ,୨ା୨(ପ୍ରଦୀପ ବେହେରା): ଆସନ୍ତା ମାର୍ଚ୍ଚ ୪ରୁ ୧୧ ପର୍ଯ୍ୟନ୍ତ ରାଇକିଆ ନବ ନିର୍ମିତ ଜଗନ୍ନାଥ ମନ୍ଦିରିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋର୍‌ ସୋର୍‌ରେ ଚାଲିଛି । ଶନିବାର ପରିଚାଳନା କମିଟି ସଦସ୍ୟମାନେ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କଠାରେ ପୂଜାର୍ଚ୍ଚନା…

ମହାକୁମ୍ଭକୁ ନ ଯାଇ ବି ଚର୍ଚ୍ଚାରେ ଅନନ୍ତ ଅମ୍ବାନୀ, ଶ୍ରଦ୍ଧାଳୁଙ୍କ ପାଇଁ କରିଛନ୍ତି ଏହି କାମ

ମୁମ୍ବାଇ/ପ୍ରୟାଗରାଜ,୨।୨: ମହାକୁମ୍ଭ ମଧ୍ୟରେ, ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ଆଗମନକୁ ନେଇ ନିରନ୍ତର କଳ୍ପନାଜଳ୍ପନା ଚାଲିଛି। କିଛି ଦିନ ପୂର୍ବେ, ତାଙ୍କର ମହାକୁମ୍ଭ ଆସିବା ବିଷୟରେ ବହୁତ ଆଲୋଚନା ହୋଇଥିଲା। ଯଦିଓ ସେ ନିଜେ ଏପର୍ଯ୍ୟନ୍ତ ମହାକୁମ୍ଭରେ ପହଞ୍ଚି…

MS Dhoni ଚାହୁଁଛନ୍ତି ଏଥିପାଇଁ ତାଙ୍କୁ ମନେରଖୁ ବିଶ୍ୱ, ବଖାଣିଲେ ମନର କଥା

ନୂଆଦିଲ୍ଲୀ,୨।୨: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅବସର ନେବାର ୫ବର୍ଷରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଏପରି କୌଣସି ଦିନ ନାହିଁ ଯେଉଁଦିନ ସେ ଖବରରେ ନ ଥାଆନ୍ତି। ଏବେ ସୋସିଆଲ ମିଡିଆରେ ଏମଏସଙ୍କର ଏକ ଭିଡିଓ…

‘ଆମେ ତୁମକୁ ଖୋଜି ଖୋଜି ମାରିବୁ’, ଆମେରିକା ଏୟାର ଷ୍ଟ୍ରାଇକ ପରେ କାହା ଉପରେ ରାଗିଲେ ଟ୍ରମ୍ପ

ଓ୍ବାଶିଂଟନ,୨।୨: ସୋମାଲିଆରେ ଆଇଏସ୍‌ ଘାଟି ଉପରେ ଆମେରିକା ବିମାନ ଆକ୍ରମଣ କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଏହି ସୂଚନା ଦେଇଛନ୍ତି। ଏହି ଆକ୍ରମଣରେ, ଆମେରିକୀୟ ସେନା ସୋମାଲିଆର ଗୁମ୍ଫାରେ ଲୁଚି ରହିଥିବା ଆଇଏସ୍‌ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲା। ଏହି…

subhadra yojana: ଏହିଦିନ ମିିଳିବ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବ୍ୟାଙ୍କକୁ ଯାଇ ତୁରନ୍ତ କରନ୍ତୁ ଏପରି…

ଭୁବନେଶ୍ୱର,୨ା୨: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଟଙ୍କାକୁ ନେଇ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କୁ ଫେବୃଆରୀ ୮ରେ ସୁଭଦ୍ରା ଟଙ୍କା ମିଳିବ। ଏହି ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ ପ୍ରଥମେ ଯାଜପୁରରେ ଆରମ୍ଭ ହେବ। ଚଳିତମାସ…

Kiss Controversy: ଉଦିତଙ୍କ ପୂର୍ବରୁ ଲିପ୍‌କିସ୍‌କୁ ନେଇ ବିବାଦକୁ ଆସିଥିଲେ ଏସବୁ କଳାକାର, ଜଣଙ୍କୁ ଯିବାକୁ ପଡ଼ିଥିଲା କୋର୍ଟ… 

ମୁମ୍ବାଇ: ଗ୍ଲାମର୍‌ ଓ୍ବାଲ୍ଡରେ ବିବାଦ ସାଧାରଣ କଥା। କେତେବେଳେ ସେଲିବ୍ରିଟିମାନଙ୍କ ବ୍ୟବହାର ପ୍ରଶଂସକଙ୍କ ହୃଦୟ ଜିତିଥାଏ ତ କେବେ ଟ୍ରୋଲିଂର କାରଣ ପାଲଟିଥାଏ। ଏବେ ସେମିତି କିଛି ଉଦିତ ନାରାୟଣଙ୍କ ସହ ଘଟିଛି। ଏକ ଲାଇଭ୍‌ କନ୍‌ସର୍ଟରେ ମହିଳା ପ୍ରଶଂସକଙ୍କୁ ଚୁମ୍ବନ…

ଯାଜପୁର ପାଇଁ ଅଲୋଡ଼ା ହେଲେ ବବି, ନବୀନ ଦେଲେ ବଡ଼ ଝଟ୍‌କା

ଭୁବନେଶ୍ୱର,୨ା୨: ବିଜେଡି ନେତା ବବି ଦାସ ଏବେ ଯାଜପୁର ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ଯିଏ ଦିନେ ଦଳର ଟିକ୍‌ନିକ୍‌ କଥା ବୁଝୁଥିଲେ ତାଙ୍କ ଇଙ୍ଗିତରେ କୁଆଡ଼େ ଦଳ ଉଠ୍‌ବସ୍‌ ହେଉଥିଲା ଆଜି ତାଙ୍କୁ କୌଣସି ଦାୟିତ୍ୱ ଦେଇନାହାନ୍ତି ଦଳର ସୁପ୍ରିମୋ ନବୀନ…

ଟାଓ୍ବାରରୁ ଚୋରି କରୁଥିଲେ କେବୁଲ ତାର, ଲାଗିଲା କରେଣ୍ଟ, ଆଉ ତା’ପରେ…

ପାଟଣା,୨ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ଏୟାରଟେଲ୍‌ ଟାଓ୍ବାରରୁ ଶନିବାର ବିଳମ୍ବିତ ରାତିରେ କେବୁଲ ତାର ଚୋରି କରିବାକୁ ଆସି ବିଦ୍ୟୁତ୍‌ ସଂସ୍ପର୍ଶରେ ଜଣେ ଯୁବକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତରଙ୍କ ପରିଚୟ ମିଳି ପାରି…

ସୀମା ଟପିଗଲେ ଉଦିତ ନାରାୟଣ, ମହିଳା ପ୍ରଶଂସକଙ୍କ ଗାଲ-ଓଠକୁ ଚୁମ୍ବନ ଦେଇ ବିବାଦରେ…

ମୁମ୍ବାଇ: ବିବାଦରେ ଫସିଛନ୍ତି ଖ୍ୟାତନାମା ଗାୟକ ଉଦିତ ନାରାୟଣ। ଏକ ଲାଇଭ୍‌ କନ୍‌ସର୍ଟରେ ଜଣେ ମହିଳା ପ୍ରଶଂସକଙ୍କୁ ସେ ଚୁମ୍ବନ ଦେଇଥିଲେ। ଏହାର ଏକାଧିକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଟ୍ରୋଲ କରାଯାଉଛି। ଏଭଳି ବ୍ୟବହାର ତାଙ୍କଠାରୁ ଆଶା କରାଯାଉ…

US Tariff War: ଆକ୍ସନ ମୁଡ୍‌ରେ ଟ୍ରମ୍ପ…କାନାଡା-ଚାଇନା-ମେକ୍ସିକୋ ଉପରେ ଭାରୀ ଆମଦାନୀ ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ

ଓ୍ବାଶିଂଟନ,୨।୨: ଆମେରିକା କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଶୁଳ୍କ ଲାଗୁ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି। ଏଥିସହ ‘ବ୍ୟବସାୟିକ ଯୁଦ୍ଧ’ ଆରମ୍ଭ ହୋଇଛି। ଟ୍ରମ୍ପ କାନାଡ଼ା ଏବଂ ମେକ୍ସିକୋ ଉପରେ ୨୫ ପ୍ରତିଶତ…

Budget 2025: ବିହାର ପାଇଁ ହାତ ଖୋଲିଦେଲେ ଅର୍ଥମନ୍ତ୍ରୀ, ବିରୋଧୀ କହିଲେ ‘ସବୁ ନିର୍ବାଚନ ପାଇଁ…’

ନୂଆଦିଲ୍ଲୀ,୨।୨: ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ବଜେଟରେ ଏହି ରାଜ୍ୟ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌। ବିହାରରେ ଜେଡିୟୁ ନେତା ନୀତୀଶ କୁମାର ଭାଜପା ସମର୍ଥନରେ…

ଭୁବନେଶ୍ୱର କ୍ରାଉନ ହୋଟେଲରେ ଆରମ୍ଭ ହେଲା ‘ବ୍ରାଣ୍ଡେଡ୍‌ ସେଲ୍‌’; ବେଶ ଶସ୍ତାରେ ମିଳୁଛି…

ଭୁବନେଶ୍ୱର,୨।୨ (ଅଭୟ ଦାଶ): ପ୍ରଥମ ଥର ପାଇଁ ଭୁବନେଶ୍ୱରର କ୍ରାଉନ ହୋଟେଲରେ ଏକ ୪ ଦିନିଆ ‘ବ୍ରାଣ୍ଡେଡ୍‌ ସେଲ୍‌’ର ଶୁଭାରମ୍ଭ କରାଯାଇଛି। ଶନିବାରଠାରୁ ଏହା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ଏହି ସେଲ୍‌ ୨୦୨୫ ଫେବୃଆରୀ ୪ ପର୍ଯ୍ୟନ୍ତ ଜାରି ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?