Home

୩୮ ବର୍ଷ ଭିତରେ ପ୍ରଥମଥର ଘଟିଲା ଏମିତି, ଚଳିତ ବର୍ଷ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍‌…

ନୁଆଦିଲ୍ଲୀ,୧୧।୮: ଚଳିତ ବର୍ଷ ଟିମ ଇଣ୍ଡିଆକୁ ଆଉ ଗୋଟିଏ ଦିନିକିଆ ମ୍ୟାଚ ଖେଳିବାକୁ ପଡିବ । ନିକଟରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା। ଏହି ସିରିଜରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ…

‘ଭାଜପା ଶାସନରେ ଚାଷୀଙ୍କ ଆୟ ନୁହେଁ, ଆତ୍ମହତ୍ୟା ଦ୍ୱିଗୁଣିତ ହୋଇଛି’

ସୋଲାପୁର/ନୂଆଦିଲ୍ଲୀ,୧୧ା୮:୨୦୨୨ ସୁଦ୍ଧା ଦେଶର କୃଷକମାନଙ୍କ ଆୟ ଦ୍ୱିଗୁଣିତ (ଡିଏଫ୍‌ଆଇ) କରିବା ପାଇଁ ୨୦୧୬ ଫେବୃଆରୀରେ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ସବୁ ସଭାରେ କୃଷକଙ୍କ ଆୟ ଦୁଇଗୁଣା…

ବୋମା ବିସ୍ଫୋରଣ: ଚାଲିଗଲା ପୂର୍ବତନ ବିଧାୟକଙ୍କ ସ୍ତ୍ରୀଙ୍କ ଜୀବନ

ଗୁଆହାଟୀ,୧୧ା୮:ମଣିପୁରର କାଙ୍ଗପୋକ୍‌ସି ଜିଲାରେ ବୋମା ବିସ୍ଫୋରଣ ଘଟି ପୂର୍ବତନ ବିଧାୟକ ୟମଥୋଙ୍ଗ ହାଓକିପ୍‌ଙ୍କ ସ୍ତ୍ରୀ ଚାରୁବାଳା ପ୍ରାଣ ହରାଇଛନ୍ତି। ଶନିବାର ଅପରାହ୍ନରେ ହାଇକିପ୍‌ଙ୍କ ସାଇକୁଲ୍‌ସ୍ଥିତ ବାସଭବନ ପରିସରରେ ଏହି ବିସ୍ଫୋରଣ ଘଟିଥିଲା। ସେତେବେଳେ ବଗିଚାରେ ଥିବା ଚାରୁବାଳା ଗୁରୁତର ହୋଇଥିବାବେଳେ ହସ୍ପିଟାଲରେ…

ମହିଳା ଡାକ୍ତର ବଳାତ୍କାର-ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ଅପରାଧ ଘଟାଇବା ପୂର୍ବରୁ ଅଭିଯୁକ୍ତ କରିଥିଲେ ଏସବୁ କାମ

କୋଲକାତା,୧୧ା୮:ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରାୟ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଅପରାଧ ଘଟାଇବା ପୂର୍ବରୁ ସେ ମଦ ପିଇବା ସହ ଅଶ୍ଳୀଳ ଭିଡିଓ ଦେଖିଥିଲେ…

ନାବାଳିକା ଗର୍ଭପାତ ମାମଲା: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକେଶବ ପ୍ରଧାନଙ୍କୁ କେ.ନୂଆଗାଁ ଥାନା ପୋଲିସ ଗିରଫ କରି ରବିବାର ବ୍ରହ୍ମପୁର ସତନ୍ତ୍ର ପୋକ୍ସୋ କୋର୍ଟକୁ ଚାଲାଣ କରିଛନ୍ତି। ଥାନା ମାମଲା…

ଦୟାବେନ୍‌ଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍‌

ଲୋକପ୍ରିୟ ଟିଭି ସିରିଏଲ ‘ତାରକ ମେହେତା କା ଓଲଟା ଚଷ୍‌ମା’ ଦେଖିବାକୁ ଦର୍ଶକ ପସନ୍ଦ କରନ୍ତି। ଏହି ଶୋ’ର ପ୍ରତ୍ୟେକ ଚରିତ୍ର ପ୍ରତ୍ୟେକ ଘରେ ଘରେ ପ୍ରସିଦ୍ଧ। ‘ତାରକ ମେହେତାା କା ଓଲଟା ଚଷ୍‌ମା’ ୧୫ ବର୍ଷ ଧରି ନିଜର ପ୍ରାଧାନ୍ୟ…

ୟୁଟ୍ୟୁବ୍‌ରେ ଶେୟାର କଲେ ମୟୂର ମାଂସର ତରକାରୀ, ଆଉ ତା’ ପରେ…

ହାଇଦ୍ରାବାଦ,୧୧ା୮: ତେଲଙ୍ଗାନାର ଜଣେ ୟୁଟ୍ୟୁବର୍‌ଙ୍କୁ ଖାଦ୍ୟ ଭିଡିଓ ଶେୟାର କରିବା ମହଙ୍ଗା ପଡ଼ିଛି। ବାସ୍ତବରେ ୟୁଟ୍ୟୁବର କୋଡମ ପ୍ରଣୟ କୁମାର ତାଙ୍କ ଚ୍ୟାନେଲରେ ‘ପାରମ୍ପାରିକ ମୟୂର କରି’ର ରେସିପି ଅପଲୋଡ୍‌ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏହି…

କୋଚିଂ କ୍ୟାରିୟରର ସବୁଠାରୁ ଖରାପ ମୁହୂର୍ତ୍ତ ବିଷୟରେ ଖୁଲାସା କଲେ ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ,୧୧।୮: ଭାରତୀୟ ପୂର୍ବତନ କୋଚ ରାହୁଲ ଦ୍ରାବିଡ ତାଙ୍କ କୋଚିଂ କ୍ୟାରିୟରର ସବୁଠାରୁ ଖରାପ ମୁହୂର୍ତ୍ତକୁ ପ୍ରକାଶ କରିଛନ୍ତି। ଦ୍ରାବିଡ କହିଛନ୍ତି,ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତି ନ ଥିବାରୁ ସେ ଦୁଃଖିତ। ନଭେମ୍ବର ୨୦୨୧ରେ ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ…

ପଦକ ଜିତିବା ପରେ ଖୁସିରେ ଡେଇଁପଡିଲେ କୋଚ, ଆସିଲା ହୃଦ୍‌ଘାତ:ଆଉ ତା’ପରେ

ପ୍ୟାରିସ୍‌,୧୧।୮: ପ୍ୟାରିସ ଅଲିମ୍ପିକ୍ସରେ ଉଜବେକିସ୍ତାନର ବକ୍ସିଂ ଦଳ ସ୍ବର୍ଣ୍ଣ ପଦକ ଜିତିଛି। ଏହା ପରେ ଉଜବେକିସ୍ତାନ ଦଳର ମୁଖ୍ୟ କୋଚ ତୁଲକିନ କିଲିଚେଭ ଖୁସିରେ ଡେଇଁପଡିଥିଲେ। କିନ୍ତୁ ଏହି ଖୁସି ମଧ୍ୟରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ଏହା ପରେ ବ୍ରିଟେନର ଟ୍ରେନିଂ…

ଭିନେଶଙ୍କୁ ମିଳିବ ସ୍ବର୍ଣ୍ଣ ପଦକ, ହେବ ଭବ୍ୟ ସ୍ବାଗତ

ଚଣ୍ଡିଗଡ,୧୧।୮: ଷ୍ଟାର ରେସଲର ଭିନେଶ ଫୋଗଟଙ୍କ ପାଇଁ ହରିୟାଣାରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଭିନେଶ ପ୍ୟାରିସ୍‌ରୁ ପ୍ରତ୍ୟାବର୍ତ୍ତନ ପରେ ଏକ ବିଶାଳ ସ୍ବାଗତ ସମାରୋହ ଅନୁଷ୍ଠିତ ହେବ। ଏହା ବ୍ୟତୀତ ତାଙ୍କୁ ସ୍ବର୍ଣ୍ଣ ପଦକ ମଧ୍ୟ ପ୍ରଦାନ କରାଯିବ। ୨୦୨୪…

ମାଫିଆ-ପୋଲିସ ମୁହାଁମୁହିଁ, ପୋଲିସ ଏନ୍‌କାଉଣ୍ଟରରେ ଜଣେ ମାଫିଆ ଆହତ

କେନ୍ଦୁଝର,୧୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ହରିଚନ୍ଦନପୁର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ପୋଲିସ ହରିଚନ୍ଦନପୁର ଥାନା ପିଠାଗୋଳା ଓ କାଦୁଆ ଅଞ୍ଚଳରେ ଗୋରୁ ଚୋରାଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ। ତେଲକୋଇ ଥାନା କାଳିଆହତା ଅଞ୍ଚଳରୁ ପାଖାପାଖି ୨୫ ଗୋରୁ ଧରି…

ଆତ୍ମବିଶ୍ୱାସ ଅଛି, ଯେତେବେଳେ ତୁମେ ୯୧୧କୁ ଡାଏଲ କରିବ ସେତେବେଳେ…

ନୂଆଦିଲ୍ଲୀ/ମାଲେ,୧୧ା୮: ମାଳଦ୍ୱୀପର ମୁଖ୍ୟ ବିରୋଧୀ ଦଳ (ମାଳଦ୍ୱୀପ ଡେମୋକ୍ରାଟିକ୍‌ ପାର୍ଟି) ଭାରତ ପ୍ରତି ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ମନୋଭାବରେ ନମନୀୟତାକୁ ସ୍ବାଗତ କରିଛନ୍ତି। ମୁଇଜୁଙ୍କ ନେତୃତ୍ୱରେ ସରକାରଙ୍କ ଦ୍ୱାରା ଭାରତର ନୀତିରେ ହଠାତ୍‌ ପରିବର୍ତ୍ତନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମାଳଦ୍ୱୀପ ଡେମୋକ୍ରାଟିକ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri