Home

ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ

ଜୟପାଟଣା,୧୯ା୨(ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମୁଖୀଗୁଡା ରେ ବୁଧବାର ଏକ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ କରିଛି ସ୍ଥାନୀୟ ଅବକାରୀ ବିଭାଗ। ଜିଲା ଅବକାରୀ ଅଧୀକ୍ଷକ ରଞ୍ଜନ କୁମାର ନାଏକଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା…

ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗରେ ତଦନ୍ତ ନିର୍ଦ୍ଦେଶ ଦେଲେ ଏନ୍‌ଏଚ୍‌ଆର୍‌ସି

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଏକ ମାନବାଧିକାର ଉଲ୍ଲଂଘନ ନେଇ ଏକ ପିଟିଶନ ପାଇବା ପରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ସୋମବାର ମୁଖ୍ୟ ଶାସନ ସଚିବଙ୍କୁ ଘଟଣାର ତଦନ୍ତ କରି ୧୫ଦିନ ମଧ୍ୟରେ ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୫…

Agniveer ନିଯୁକ୍ତି ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ, ଏବେ ଗୋଟିଏ ଫର୍ମରେ କରିପାରିବେ ୨ ପଦ ଲାଗି ଆବେଦନ

ନୂଆଦିଲ୍ଲୀ,୧୯।୨: ଭାରତୀୟ ସେନା ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରିଛି। ଏବେ ପ୍ରାର୍ଥୀମାନେ ଗୋଟିଏ ଫର୍ମରେ ଦୁଇଟି ପଦବୀ ପାଇଁ ଆବେଦନ କରିପାରିବେ, କିନ୍ତୁ ଉଭୟ ପଦବୀ ପାଇଁ ପୃଥକ ଭାବରେ ଲିଖିତ ପରୀକ୍ଷା ଦେବାକୁ ପଡିବ। ଏପର୍ଯ୍ୟନ୍ତ…

ଭାରତର ଏହି ଷ୍ଟାର କ୍ରିକେଟରଙ୍କ WhatsApp ଆକାଉଣ୍ଟ ହ୍ୟାକ୍‌, କଲେ ଏଭଳି ଅପିଲ୍‌…

ନୂଆଦିଲ୍ଲୀ,୧୯।୨: ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ମହମ୍ମଦ କୈଫ ବଡ଼ ଅଡ଼ୁଆରେ ଫସି ଯାଇଛନ୍ତି। ତାଙ୍କର WhatsApp ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। ଏହା ବ୍ୟତୀତ ସେ ଏକ…

କେବେ ସୁଧୁରିବ ପାକିସ୍ତାନ! ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚରେ କଲା ଏମିତି ଭୁଲ

କରାଚି,୧୯।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଉଦଘାଟନୀ ମ୍ୟାଚରେ, ଆୟୋଜକ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। କରାଚୀର ନ୍ୟାଶନାଲ ଷ୍ଟାଡିୟମରେ, ମହମ୍ମଦ ରିଜୱାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା କିୱି ଦଳ…

ମହାକୁମ୍ଭରେ ବୁଡ଼ ପକାଇବେ ରାହୁଲ? କେଏଲ ଶର୍ମା ଦେଲେ ଜବାବ

ନୂଆଦିଲ୍ଲୀ,୧୯।୨: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କ ସଂସଦୀୟ କ୍ଷେତ୍ର ରାୟବରେଲିକୁ ଦୁଇ ଦିନିଆ ଗସ୍ତରେ ଯାଉଛନ୍ତି, ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏ ସମ୍ପର୍କରେ ଆମେଠି ଏମପି କେ.ଏଲ. ଶର୍ମା ତାଙ୍କ କାର୍ଯ୍ୟକ୍ରମ ବିଷୟରେ…

SBIରେ ୧୧୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୧୯ା୨: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ସମକାଳୀନ ଅଡିଟରର ବମ୍ପର ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଯାହା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ସାଇଟ୍‌ sbi.co.inକୁ ଯାଇ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ…

ସିଦ୍ଧରମୈୟାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, MUDA ମାମଲାରେ ମିଳିଲା ନାହିଁ କୌଣସି ପ୍ରମାଣ

ବେଙ୍ଗାଲୁରୁ,୧୯।୨: MUDA ମାମଲାରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ତାଙ୍କ ପରିବାରକୁ ବଡ଼ ଆଶ୍ୱସ୍ତି ମିଳିଛି। ଲୋକାୟୁକ୍ତ ପୋଲିସ କହିଛି ଯେ ଏହି ମାମଲାରେ ସିଦ୍ଧରମୈୟା, ତାଙ୍କ ପତ୍ନୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳିନାହିଁ। ଲୋକାୟୁକ୍ତ ପୋଲିସର କହିବା…

୨୧ରେ କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ, ସୂଚନା ଦେଇ କହିଲେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର କେନ୍ଦୁଝର ପୁରୁଣା ବଜାରରେ ନବର୍ନିମିତ ଆଶ୍ରମକୁ ଶନିବାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲ କେନ୍ଦୁଝର କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମକୁମାରୀ…

ଭିକ୍କି କୌଶଲଙ୍କ ପିଲ୍ମ ଦେଖିଥିବା ବ୍ୟକ୍ତିଙ୍କୁ ମିଳିବ ୧ ଲକ୍ଷ ଟଙ୍କା, ଜାଣନ୍ତୁ କାହିଁକି

ବେଙ୍ଗାଲୁରୁ,୧୯।୨: ଦର୍ଶକେ ବଡ଼ ପରଦାରେ ସିନେମା ଦେଖିବାକୁ ସିନେମା ହଲ ଯାଆନ୍ତି କିନ୍ତୁ ବର୍ତ୍ତମାନ ସିନେମା ଦେଖିବା ସମୟରେ ସେମାନଙ୍କୁ ଲମ୍ବା ବିଜ୍ଞାପନ ମଧ୍ୟ ଦେଖିବାକୁ ପଡ଼ୁଛି। ମୁଭିର ଅବଧି କମ କିନ୍ତୁ ଏହି ବିଜ୍ଞାପନ ଯୋଗୁଁ ସମୟ ବୃଦ୍ଧି ପାଇଯାଉଛି।…

Teslaରେ ଚାକିରି ଲାଗି ଅନ୍‌ଲାଇନ୍‌ରେ ଏଭଳି କରନ୍ତୁ ଆବେଦନ, ଲକ୍ଷରେ ମିଳିବ ଦରମା…

ନୂଆଦିଲ୍ଲୀ,୧୯।୨: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏଲନ ମସ୍କଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଟେସ୍‌ଲା ବଡ଼ ନିଷ୍ପତ୍ତି ନେଇଛି। ଏପ୍ରିଲରୁ ଟେସ୍‌ଲା କାର୍‌ ଭାରତରେ ପ୍ରବେଶ କରିବାକୁ ଯାଉଛି। ମସ୍କଙ୍କ କମ୍ପାନୀ ଟେସଲା ମୋଟର୍ସ ଭାରତୀୟ ଲୋକଙ୍କ ପାଇଁ…

ସାହସୀ ଝିଅ: ବିନା ଭୟରେ ଧରନ୍ତି ବିଷାକ୍ତ ସାପ, ଏପର୍ଯ୍ୟନ୍ତ ଧରି ସାରିଲେଣି…

ଜୟପୁର,୧୯ା୨: ରାଜସ୍ଥାନର ପୁଷ୍କରରେ ଜଣେ ସାହସୀ ଝିଅ ଅଛନ୍ତି, ଯିଏ ସାପକୁ ଭୟ କରନ୍ତି ନାହିଁ ବରଂ ସାପମାନଙ୍କ ସହ ଆରାମରେ ଖେଳିପାରନ୍ତି। ସାଧାରଣ ଲୋକମାନେ ବିଷାକ୍ତ ସାପ ଦେଖି ଦୌଡ଼ି ପଳାଉଥିବାବେଳେ, ଏହି ଝିଅଟି ସେଗୁଡ଼ିକୁ ହାତରେ ଧରନ୍ତି। ଆମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?