ରାଜ୍ୟ ସଭାରେ ରାଗିଗଲେ ଜଗଦୀପ ଧନଖର: କଂଗ୍ରେସ ଏମ୍ପିଙ୍କୁ ଦେଲେ ଗାଳି
ନୂଆଦିଲ୍ଲୀ,୧।୭: ରାଜ୍ୟ ସଭାରେ ସୋମବାର ମଧ୍ୟ ହଟ୍ଟଗୋଳ ଜାରି ରହିଛି। କଂଗ୍ରେସ ଏମ୍ପି ପ୍ରମୋଦ ତିୱାରୀ କହିଛନ୍ତି, ଯେତେବେଳେ ବିରୋଧୀ ଏମ୍ପିମାନେ କୁହନ୍ତି, ମାଇକ ବନ୍ଦ ହୋଇଯାଏ। ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।…
ପୁଣେ ଦୁର୍ଘଟଣାର ଭିଡିଓ ଦେଖି କେବଳ ଡରିବେ ନା କିଛି ଶିଖିବେ ଲୋକେ?
ପୁଣେ,୧।୭: କିଏ ଜାଣେ ମଜା କେବେ ସଜା ପାଲଟିଯିବ। ପୁଣେରେ ଏହା ହିଁ ଘଟିଛି । ପ୍ରବାହିତ ଜଳ ମଧ୍ୟରେ ମଜା କରୁଥିବା କେତେଜଣ ବ୍ୟକ୍ତି ଏକାସାଙ୍ଗରେ ଅନେକ ଜୀବନକୁ ନଷ୍ଟ କରିଦେଇଛି। ହଁ, ଲୋନାଭାଲାର ଜଳପ୍ରପାତ ମଧ୍ୟରେ ମଜା କରୁଥିବା…
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟ୍ରେ ଅଘଟଣ: ୮ ଗୁରୁତର
ରାଉରକେଲା,୧ା୭: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ସୋମବାର ଏକ ଅଘଟଣ ଘଟିଛି। ୫ ନଂ ବ୍ଲାଷ୍ଟ ଫର୍ଣ୍ଣେସ୍ରେ ଅଘଟଣ ଘଟିବାରୁ ଏଠାରେ କାମ କରୁଥିବା ୮ ଶ୍ରମିକ ଗୁରୁତର ହୋଇଛନ୍ତି। ବିଷାକ୍ତ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ଯୋଗୁ ଶ୍ରମିକମାନେ ଗୁରୁତର ହୋଇପଡ଼ିଛନ୍ତି। ସମସ୍ତଙ୍କୁ…
ହାଇକୋର୍ଟ ଗଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧।୭: ଦିଲ୍ଲୀର ମଦ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ସିବିଆଇ ଗିରଫକୁ ଚ୍ୟାଲେଞ୍ଜ କରିଛନ୍ତି। ଦିଲ୍ଲୀର ମଦ ସ୍କାମ ମାମଲାରେ…
କେବେ ଗର୍ବ କର ନାହିଁ, ଭାଗ୍ୟ ବଦଳିଯାଏ…ଶାୟରୀ ଜରିଆରେ ଭାଜପାକୁ ଟାର୍ଗେଟ୍ କଲେ ଖାର୍ଗେ
ନୂଆଦିଲ୍ଲୀ,୧।୭: ରାଜ୍ୟ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଉପରେ ଶାୟରୀ କରିଛନ୍ତି। ସେ କହିଛନ୍ତି, କେବେ ଗର୍ବ କର ନାହିଁ, ଭାଗ୍ୟ ବଦଳିଯାଏ। ଦର୍ପଣ…
ନୂଆ ସରକାରରେ ପ୍ରଥମ ଜନଶୁଣାଣି: ୧୫୦ରୁ ଊର୍ଦ୍ଧ୍ୱ ଅଭିଯୋଗ
ବାଲେଶ୍ୱର ଅଫିସ,୧ା୭(ମାନସ ବିଶ୍ୱାଳ): ବାଲେଶ୍ବର ଜିଲାର ସଦର ବ୍ଲକ ସମ୍ମିଳନୀ କକ୍ଷରେ ରାଜ୍ୟର ନୂତନ ସରକାର ଗଠନ ପରେ ସୋମବାର ପ୍ରଥମ କରି ଆରମ୍ଭ ହୋଇଛି ଜିଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି। ଜିଲାପାଳ ଆଶିଷ ଠାକ୍ରେଙ୍କ ସମେତ ଏସ୍ପି ସାଗରିକା…
କିଡ୍ନୀ ଫେଲ୍ ହେଲେ ଦେଖାଦିଏ ଏସବୁ ଲକ୍ଷଣ
କିଡ୍ନୀ ଏପରି ଏକ ଅଙ୍ଗ, ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ପ୍ରତିଶତ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ ସେ ସମ୍ପର୍କରେ କିଛି ଜଣାପଡ଼େନି। ପୁଣି ଅନେକ କ୍ଷେତ୍ରରେ ଗୋଟିଏ କିଡ୍ନୀ କାର୍ଯ୍ୟରହିତ…
ବିଶ୍ୱଚାମ୍ପିୟନ୍ ହେବାପରେ ବି ଖୁସିନାହାନ୍ତି ରାହୁଲ ଦ୍ରାବିଡ: ଟିମ୍ ଛାଡିବା ପୂର୍ବରୁ କୋହଲିଙ୍କୁ କଲେ ଖାସ୍ ଅପିଲ୍
ନୂଆଦିଲ୍ଲୀ,୧।୭: ଟିମ ଇଣ୍ଡିଆ ୨୦୨୪ ଟି-୨୦ ବିଶ୍ୱକପ ଚାମ୍ପିୟନ୍ ହୋଇଛି। ଏହା ଭାରତ ପାଇଁ ଦ୍ୱିତୀୟ ଟି-୨୦ ବିଶ୍ୱକପ ଟାଇଟଲ ଥିଲା। ଏହାପୂର୍ବରୁ ଭାରତୀୟ ଦଳ ୨୦୦୭ରେ ଟି -୨୦ ବିଶ୍ୱକପ ଟ୍ରଫି ଜିତିଥିଲା। ଏଥର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଏବଂ…
ଚିନ୍ତାରେ ଟିମ ଇଣ୍ଡିଆର ପ୍ରଶଂସକ, ହୋଟେଲରେ ଫସି ରହିଛନ୍ତି ଖେଳାଳି, ଫଟୋ ଶେୟାର କଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୧।୭: ଆଇସିସି ଟି -୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ଘରକୁ ଫେରିବାରେ ବିଳମ୍ବ ହେଉଛି। ବାରବାଡୋସରେ ଖରାପ ପାଗ ଯୋଗୁଁ ସମସ୍ତ ବିମାନ ବାତିଲ କରାଯାଇଛି। ଏହି କାରଣରୁ ଭାରତୀୟ ଦଳର ଖେଳାଳି ଏବଂ କର୍ମଚାରୀମାନେ ହୋଟେଲ…
ବାତ ବ୍ୟାଧିର ଉପଚାର
ମାନବ ଶରୀର ତ୍ରିଦୋଷ (ବାତ, ପିତ୍ତ, କଫ)ର ବିକୃତି କାରଣରୁ ବ୍ୟାଧି ଉତ୍ପନ୍ନ ହୁଏ। ବାତ ବିକୃତି କାରଣରୁ ପକ୍ଷାଘାତ (ପାରାଲିସିସ୍), ଆମବାତ (ରୁମାଟଏଡ୍ ଆଥର୍ରାଇଟିସ୍), ଆଣ୍ଠୁଗଣ୍ଠିବାତ (ଜଏଣ୍ଟପେନ୍), ଅପସ୍ମାର (ଇପିଲେପ୍ସି), କଟିଗ୍ରହ (ଲୁମ୍ବାର ସ୍ପଣ୍ଡିଲିସିସ୍), ଗ୍ରୀବାଗ୍ରହ (ସର୍ଭାଇକାଲ ସ୍ପଣ୍ଡିଲିସିସ୍), ଗୃଧ୍ରସୀ…
କୋହଲି-ରୋହିତଙ୍କ ପାଇଁ ଏମିତି କହିଦେଲେ ସଚିନ ତେନ୍ଦୁଲକର
ନୂଆଦିଲ୍ଲୀ,୧।୭: ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲ୍ ମ୍ୟାଚ ରୋମାଞ୍ଚକର ଥିଲା। ଏହି ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଭାରତ ଫାଇନାଲ ମ୍ୟାଚକୁ ୭ ରନରେ ଜିତି ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଥିଲା। ଏହି ବିଜୟ…
ଡାକ୍ତରୀ ଜୀବନ
ମଣିଷ ସୃଷ୍ଟିର ଇତିହାସ ଯେତେ ପୁରୁଣା, ହୁଏତ ସେତିକି ପୁରୁଣା ରୋଗୀ ଆଉ ଚିକିତ୍ସକଙ୍କ ମଧ୍ୟରେ ସମ୍ପର୍କ। ତେଣୁ ମୁନିଋଷି, ଦାର୍ଶନିକ, ରାଜା ମହାରାଜା, ଏପରିକି ଚିକିତ୍ସକମାନେ ମଧ୍ୟ ରୋଗୀ ଏବଂ ଚିକିତ୍ସକଙ୍କ ପାରସ୍ପରିକ ସମ୍ବନ୍ଧକୁ ନେଇ ବିଶେଷ ଆଲୋକପାତ କରିଯାଇଛନ୍ତି;…
Archives


