ପୁଞ୍ଜି ନିବେଶକାରୀଙ୍କ ଜରିଆରେ ହେବ କନ୍ଧମାଳର ବିକାଶ
ଦାରିଙ୍ଗବାଡ଼ି,୨୭ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ପରିସରରେ ଗୁରୁବାର ପୂର୍ବାହ୍ନରେ ୨ ଦିନିଆ ପୁଞ୍ଜି ବିନିଯୋଗ କର୍ମଶାଳା ଶୁଭ ଉଦ୍ଘାଟନ ହୋଇଯାଇଛି। କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର…
ଦିନେ ଯାହା ବଲ୍କୁ ଖେଳିବାକୁ ଡରୁଥିଲେ କୋହଲି, ଏବେ ସେ ରୋନାଲ୍ଡୋଙ୍କ ସହ କଲେ କୋହଲିଙ୍କ ତୁଳନା; ଚମକାଇଲା…
ନୂଆଦିଲ୍ଲୀ,୨୭।୨: କ୍ରିକେଟରେ ବିରାଟ କୋହଲିଙ୍କୁ ‘କିଙ୍ଗ୍’ ଆଖ୍ୟା ଦିଆଯାଇଛି। ସେ ଦିନିକିଆରେ ସର୍ବାଧିକ ଶତକ ଲଗାଇଥିବା ଖେଳାଳି। ଏହାଛଡ଼ା ଅନେକ ରେକର୍ଡ ତାଙ୍କ ନାମରେ ରହିଛି। କୌଣସି ବଡ଼ ଟୁର୍ନାମେଣ୍ଟରେ ଦଳର ଆବଶ୍ୟକତା ସମୟରେ ସେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଛନ୍ତି।…
ଯାତ୍ରା ଦେଖି ଫେରିବାବେଳେ ଓଲଟିଲା ଟ୍ରାକ୍ଟର: ଜଣଙ୍କ ଜୀବନ ଗଲା, ଏକାଧିକ ଆହତ
ତୁମୁଡ଼ିବନ୍ଧ,୨୭ା୨(ଦୀପକ ପରାସେଠ): ସମସ୍ତ ଶୈବପୀଠରେ ଜାକଜକମରେ ଶିବରାତ୍ରି ପାଳନ ହେଉଥିବାବେଳେ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତର ଅବସ୍ଥିତ ଶୈବପୀଠରେ ମଧ୍ୟ ପାଳନ ହୋଇଥିଲା ଶିବରାତ୍ରି ଏବଂ ରାତ୍ରିକାଳୀନ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ। ଶିବଙ୍କୁ ଦର୍ଶନ ଏବଂ ରାତିରେ ଯାତ୍ରା ଦେଖା…
ମନ୍ଦିର ସାମ୍ନାରେ ହଣାକଟା: ଯାତ୍ରା କଳାକାର ବାପି ପଣ୍ଡାଙ୍କ ଦୁଇ ଭାଇଙ୍କୁ ହାଣି ଦେଲେ ଦୁର୍ବୃତ୍ତ
ବାଲେଶ୍ୱର,୨୭ା୨(ବାଞ୍ଛାନିଧି ଦେ): ମହାଶିବରାତ୍ରିରେ ଘଟିଛି ଅଭାବନୀୟ ଘଟଣା। ବାଲେଶ୍ୱର ଜିଲା ଟାଉନ ଥାନା ଅନ୍ତର୍ଗତ ନାଥପାଣି ଛକରେ ବୁଧବାର ଜାଗର ରାତିରେ ଦୁର୍ବୃତ୍ତମାନେ କରିଛନ୍ତି ହଣାକଟା। ମନ୍ଦିର ସାମ୍ନାରେ ଦୁର୍ବୃତ୍ତମାନେ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରି ଚମ୍ପଟ ମାରିଛନ୍ତି। ଯାତ୍ରା…
ବିକାଶର ଲକ୍ଷ୍ୟ ହାସଲ କରିବାରେ ଏନ୍ଜିଓର ଭୂମିକା ଗୁରୁତ୍ୱପୂର୍ଣ୍ଣ
ବିଶ୍ୱବ୍ୟାପୀ ଅଣ-ସରକାରୀ ସଂଗଠନ (ଏନ୍ଜିଓ)ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନିତ କରିବା ଏବଂ ସ୍ବୀକୃତି ଦେବା ପାଇଁ ପ୍ରତିବର୍ଷ ଫେବୃଆରୀ ୨୭ରେ ବିଶ୍ୱ ଏନ୍ଜିଓ ଦିବସ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଏନ୍ଜିଓଗୁଡ଼ିକରେ ଅଧିକ…
EPFOର କୋଟି କୋଟି ସଦସ୍ୟଙ୍କୁ ବଡ଼ ଝଟ୍କା!
ନୂଆଦିଲ୍ଲୀ,୨୭।୨: ସରକାର EPFOର କୋଟି କୋଟି ସଦସ୍ୟଙ୍କୁ ଏକ ବଡ଼ ଝଟ୍କା ଦେଇପାରନ୍ତି। ଶୁକ୍ରବାର ସରକାର EPFO ଉପରେ ସୁଧ ଘୋଷଣା କରିପାରନ୍ତି। ଏପରି ପରିସ୍ଥିତିରେ ଏହା ବିଶ୍ୱାସ କରାଯାଉଛି ଯେ EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ PFରେ ଜମା ହୋଇଥିବା…
ନଇଁଲେ Donald Trump, ଭାରତୀୟ ଆମେରିକା ଛାଡିବା ନେଇ କଲେ ଦୁଃଖପ୍ରକାଶ, କହିଲେ ଘାଟାରେ ପଡିଲୁ…
ଓ୍ବାଶିଂଟନ୍,୨୭।୨: ଆମେରିକା ରାଷ୍ଟ୍ରପତି Donald Trump ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆମେରିକୀୟ କମ୍ପାନୀଗୁଡ଼ିକ ଏବେ ନୂତନ ‘ଗୋଲ୍ଡ କାର୍ଡ’ ନାଗରିକତା ଯୋଜନା ଅଧୀନରେ ଆମେରିକୀୟ ବିଶ୍ୱବିଦ୍ୟାଳୟରେ ଭାରତୀୟ ସ୍ନାତକଙ୍କୁ ନିଯୁକ୍ତି ଦେଇପାରିବେ। Donald Trump ଜୋର ଦେଇ କହିଛନ୍ତି…
ଆଫଗାନିସ୍ତାନ ଜିତିବା ପରେ ପୁଣି ନାଚିଲେ ଇରଫାନ ପଠାନ୍, Video ଦେଖିବା ପରେ କାହିଁକି ଆପତ୍ତି ଉଠାଇଲେ ରଶିଦ?
ନୂଆଦିଲ୍ଲୀ,୨୭।୨: ୨୦୨୩ ବିଶ୍ୱକପ୍ ସମୟରେ ପାକିସ୍ତାନକୁ ଆଫଗାନିସ୍ତାନ ପରାଜିତ କରିବା ପରେ ଖୁସିରେ ନାଚିଥିଲେ ଭାରତୀୟ କ୍ରିକେଟର ଇରଫାନ ପଠାନ। ଏବେ ପୁଣି ଥରେ ଇରଫାନ ସେଭଳି ଆଉ ଏକ ନାଚୁଥିବାର ଭିଡିଓ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। କାରଣ ସେ…
Champions Trophy ଶେଷ ହେବା ପରେ ବଦଳିଯିବେ ଏହି ୪ ଟିମ୍ର ଅଧିନାୟକ? ଜାଣନ୍ତୁ କାହା ମୁଣ୍ଡରେ ଝୁଲୁଛି ଖଣ୍ଡା
ନୂଆଦିଲ୍ଲୀ,୨୭।୨: ଚାମ୍ପିଅନ୍ସ ଟ୍ରଫିରେ ଖେଳୁଥିବା ଆଠଟି ଦଳ ମଧ୍ୟରୁ ଚାରି ଦଳର ଅଧିନାୟକଙ୍କ ଉପରେ ଝୁଲୁଛି ଖଣ୍ଡା। ଟୁର୍ନାମେଣ୍ଟ ଶେଷ ହେବା ପରେ ସେ କେବଳ ଅଧିନାୟକ ପଦରୁ ନୁହେଁ ବରଂ ଦଳରୁ ମଧ୍ୟ ବାଦ୍ ପଡ଼ିପାରନ୍ତି। ଏମାନଙ୍କ ମଧ୍ୟରେ ଭାରତୀୟ…
Capital Hospital Bhubaneswar: କ୍ୟାପିଟାଲ ହସ୍ପିଟାଲରୁ ମିଳିଲା ଝୁଲନ୍ତା ମୃତଦେହ, ଅଧରାତିରେ ଝୁଲିପଡିଲେ ଆଟେଣ୍ଡାଣ୍ଟ
ଭୁବନେଶ୍ୱର,୨୭।୨: କ୍ୟାପିଟାଲ ହସ୍ପିଟାଲରୁ ମିଳିଛି ଝୁଲନ୍ତା ମୃତଦେହ। ଏକ୍ସରେ ରୁମରୁ ମୃତଦେହ ଉଦ୍ଧାର କରାଯାଇଛି। ହସ୍ପିଟାଲରେ ଆଟେଣ୍ଡାଣ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ Capital Hospital ଏକ୍ସରେ ବିଭାଗରେ ଆଟେଣ୍ଡାଣ୍ଟଙ୍କ ଭାବେ କାମ କରନ୍ତି। ଶିବରାତ୍ରୀ ରାତିରେ ହସ୍ପିଟାଲରେ ଡ୍ୟୁଟି…
ମୋର ଭାରତରେ କୌଣସି ଜମି କିମ୍ବା ଘର ନାହିଁ…ଭାଜପା ଅଭିଯୋଗକୁ ଖଣ୍ଡନ କଲେ ପିଟ୍ରୋଡା
ନୂଆଦିଲ୍ଲୀ,୨୭।୨: ଭାରତୀୟ ଜନତା ପାର୍ଟି (ଭାଜପା) ନେତାଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ଖଣ୍ଡର କରିଛନ୍ତି ଇଣ୍ଡିଆନ ଓଭରସିଜ କଂଗ୍ରେସ ମୁଖ୍ୟ ସାମ ପିଟ୍ରୋଡା। ତାଙ୍କର ଭାରତରେ କୌଣସି ଜମି, ଘର କିମ୍ବା ଶେୟାର ନ ଥିବା ସେ କହିଛନ୍ତି। ତେବେ ଭାଜପା…
Earthquake: ସକାଳୁ ସକାଳୁ ବଡ଼ ଭୂକମ୍ପ ଝଟ୍କା, ଲୋକେ ଛାନିଆ
ନୂଆଦିଲ୍ଲୀ,୨୭।୨:ସକାଳୁ ସକାଳୁ ଶକ୍ତିଶାଳୀ Earthquake ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଗୁରୁବାର ସକାଳେ, ଆସାମର ମୋରିଗାଓଁରେ ରିକ୍ଟର ସ୍କେଲରେ ୫ ତୀବ୍ରତା ସହିତ ଥରି ଉଠିଛି। ଏହାର କେନ୍ଦ୍ର କେଉଁଠି ଥିଲା ସେ ବିଷୟରେ ସମ୍ପୂର୍ଣ୍ଣ…

