Home

Russia-Ukraine War: ପୁଟିନଙ୍କୁ ଭଲ ଆଲୋଚନା ହୋଇଛି କିନ୍ତୁ…ଖୋଲାଖୋଲି ୟୁକ୍ରେନକୁ ସମାଲୋଚନା କଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏକ ସାକ୍ଷାତକାରରେ, ଟ୍ରମ୍ପ ଜେଲେନସ୍କିଙ୍କ ଉପରେ ତାଙ୍କର ଆକ୍ରମଣକୁ ତୀବ୍ର କରି କହିଛନ୍ତି, ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଶାନ୍ତି…

ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ଭ୍ରମିତ କରୁଛି ଆନ୍ଧ୍ର : ସମସ୍ୟାର ଶୀଘ୍ର ସମାଧାନ ପ୍ରତିଶ୍ରୁତି ଦେଲା ପ୍ରଶାସନ

ପଟ୍ଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧିନ କୋଟିଆ ପଞ୍ଚାୟତକୁ କିଛି ଦିନ ହେବ ଆନ୍ଧ୍ରର ସିପିଆଇଏମ୍‌ ଦଳ ବାରମ୍ବାର ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ଭ୍ରମିତ କରୁଛି। ଓଡ଼ିଶା ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସୀମାନ୍ତବାସୀଙ୍କୁ…

ଏଇ ଭାରତରେ

ଫାର୍ମଲାଣ୍ଡକୁ ଏକ ଫ୍ରି ଏକାଡେମୀରେ ପରିଣତ କରିଦେଇଛନ୍ତି ପୋଲିସ କନ୍‌ଷ୍ଟେବଲ ଥୋକାପ୍ପିୟାନ ଶିବରାଜ। ତାଙ୍କ ଘର ତମିଲନାଡୁର ଭିଲ୍ଲୁପୁରମା କପ୍ପୁରରେ। ତାଙ୍କ ବୟସ ଏବେ ୪୧। ସେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଅର୍ଥାଭାବରେ ସରକାରୀ ଚାକିରି ପାଇଁ…

ବଞ୍ଚିବା ବନାମ ବଞ୍ଚୁଥିବା ଜୀବନ

ଏ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ। ପ୍ରାଣ ଥାଇ ସୃଷ୍ଟି ତ ପ୍ରାଣୀ। ପ୍ରାଣୀ ସଂସାରରେ ବଞ୍ଚେ ଓ ବଞ୍ଚାଏ ମଧ୍ୟ। ବଞ୍ଚାଇବାର ରାହା ସୃଷ୍ଟି କରିପାରେ। ବଞ୍ଚିବାର ପ୍ରଥମ ସୋପାନ ହେଲା ଆହାର। ଯାହା ଜନ୍ମ ସହିତ ଈଶ୍ବର ଆପେ…

ଗୁଣସୂତ୍ର ଓ ବାତାବରଣ

ମଣିଷର ବ୍ୟକ୍ତିତ୍ୱର ବିକାଶ ପାଇଁ ଦୁଇଟି ପ୍ରଭାବ ଦାୟୀ। ପ୍ରଥମଟି ହେଲା, ମଣିଷ ତା’ର ସୁଗୁଣ ଓ ଦୁର୍ଗୁଣ ଉତ୍ତରାଧିକ୍ରମେ ଗୁଣସୂତ୍ର (GENES) ମାଧ୍ୟମରେ ଲାଭକରେ। ଅର୍ଥାତ୍‌ ଜଣେ ସାଧୁ ପୁରୁଷର ପୁତ୍ର ତା’ ବାପା ପାଖରୁ ସାଧୁତା ଗୁଣ ଉତ୍ତରାଧିକାରୀ…

ଦ୍ୱନ୍ଦ୍ୱ ଶେଷ

ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ନାଟକୀୟ ପରାଜୟ ଓ ଭାଜପାର ଅଭୂତପୂର୍ବ ବିଜୟ ଘଟିଛି। ଶେଷରେ ଦିଲ୍ଲୀର ସିଭିଲ୍‌ ସର୍ଭାଣ୍ଟମାନେ ଭଲରେ ନିଃଶ୍ୱାସ ମାରିବା ମନେ ହେଉଛି। ଦେଖିବାକୁ ଗଲେ ଗତ ଦଶନ୍ଧିରେ ଭାଜପା କେନ୍ଦ୍ରରେ ଯେତେବେଳେ କ୍ଷମତାକୁ ଆସିଥିଲା…

୭୪ ବର୍ଷ ପରେ ରଣଜୀ ଟ୍ରଫି ଇତିହାସରେ ପ୍ରଥମଥର ଘଟିଲା ଏମିତି

ଥିରୁଭାନନ୍ତପୁରମ,୨୨।୨: କେରଳ କ୍ରିକେଟ ଦଳ ରଣଜୀ ଟ୍ରଫି ୨୦୨୪-୨୫ର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି। ଇତିହାସରେ ଏହା ପ୍ରଥମ ଥର ଯେ କେରଳ ରଣଜୀ ଫାଇନାଲରେ ପ୍ରବେଶ କରିଛି ଏବଂ ଏବେ ଏହା ଫେବୃଆରୀ ୨୬ରୁ ଆରମ୍ଭ ହେଉଥିବା ଫାଇନାଲ…

ଲେଡି ଡନ୍‌ ଜୋୟା ଖାନ୍‌ ଗିରଫ

ନୂଆଦିଲ୍ଲୀ,୨୨।୨:ଅନେକ ବର୍ଷ ଧରି ପୋଲିସର ପହଞ୍ଚ ବାହାରେ ରହିଆସିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଶିମ୍‌ ବାବାଙ୍କ ବେଗମ୍‌ ଜୋୟା ଖାନ୍‌ ଶେଷରେ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍‌ ଜାଲରେ ପଡ଼ିଛନ୍ତି। ‘ଲେଡି ଡନ’୍‌ ଭାବେ ପରିଚିତ ଏହି ୩୩ ବର୍ଷୀୟା ଗ୍ଲାମରସ୍‌ ମହିଳାଙ୍କୁ…

ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଦିନରେ ଗରମ, ରାତିରେ ଥଣ୍ଡା

ଦାରିଙ୍ଗବାଡ଼ି,୨୨ା୨(ଅରୁଣ ସାହୁ): ଧିରେ ଧିରେ ଗ୍ରୀଷ୍ମର ପ୍ରଭାବ ପଡୁଛି। ଗଛରୁ ପତ୍ର ଝଡ଼ିବା ସହ ଦିନରେ ତାପମାତ୍ରା ବୃଦ୍ଧି ପାଉଛି ଆଉ ବିଳମ୍ବିତ ରାତି ହେଲେ ଦେହ ଥରାଇଦେଉଛି ଏଭଳି ଅନୁଭବ ହେଉଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ। ତାପମାତ୍ରା ବୃଦ୍ଧି…

କଳାହାଣ୍ଡିରେ ଆଖୁ ବଡିର ଚାହିଦା ଅଧିକ

ଭବାନୀପାଟଣା,୨୨ା୨(ଉତ୍ତମ କୁମାର ଦାଶ):ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟରେ ବଡିର ସ୍ବତନ୍ତ୍ର ସ୍ଥାନ ରହିଛି। ପଶ୍ଚିମ ଓଡ଼ିଶାରେ ତିଆରି ବଡିର ସ୍ବାଦ ନିଆରା। ବର୍ତ୍ତମାନ କଳାହାଣ୍ଡି ଜିଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୃହିଣୀମାନଙ୍କ ବଡି ପକା ଶେଷ ପର୍ଯ୍ୟାୟରେ ରହିଛି। ସାଧାରଣତଃ ଶୀତ…

କିଟ୍‌ ଛାତ୍ରୀ ମୃତ୍ୟୁକୁ ନେଇ ଓଏଚ୍‌ଆର୍‌ସିରେ ମାମଲା

କଟକ,୨୨ା୨(କାର୍ତ୍ତିକ ସାହୁ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍‌)ରେ ବି.ଟେକ୍‌. ଛାତ୍ରୀ ମୃତ୍ୟୁକୁ ନେଇ ଓଡ଼ିଶା ମାନବାଧିକାର ଆୟୋଗ (ଓଏଚ୍‌ଆର୍‌ସି)ରେ ମାମଲା ରୁଜୁ ହୋଇଛି। ମାମଲାର ବିବରଣୀ ଅନୁସାରେ, ନେପାଳରୁ ଆସି କିଟ୍‌ରେ ବି.ଟେକ୍‌. ପଢୁଥିବା ଛାତ୍ରୀ ପ୍ରକ୍ରିତି ଲାମ୍‌ସଲଙ୍କ…

ମଧ୍ୟାହ୍ନଭୋଜନରେ ପ୍ରତି ଅଣ୍ଡା ପିଛା ଦିଆଯାଉଛି ଏତିକି ଟଙ୍କା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ):ରାଜ୍ୟରେ ଥିବା ପ୍ରତ୍ୟେକ ସରକାରୀ ଓ ସରକାରଙ୍କ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ର ପ୍ରଧାନମନ୍ତ୍ରୀ ପୋଷଣଶକ୍ତି ନିର୍ମାଣ (ମଧ୍ୟାହ୍ନ ଭୋଜନ) କାର୍ଯ୍ୟକ୍ରମରେ ଉପକୃତ ହେଉଛନ୍ତି। ଏହି କ୍ରମରେ ଛାତ୍ରୀଛାତ୍ର କିପରି ପୋଷଣଯୁକ୍ତ ଖାଦ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?