ଓ୍ବକଫ ବିଲକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ସଞ୍ଜୟ, କହିଲେ ଜିନ୍ନା ବି ମୁସଲମାନଙ୍କ ଏତେ….
ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ୱକଫ ବିଲ ଉପରେ ଶିବସେନା ୟୁବିଟି ଏମପି ସଞ୍ଜୟ ରାଉତ ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଏହି ବିଲ…
ମର୍ମନ୍ତୁଦ ଦୁର୍ଘଟଣା: କୂଅରେ ପଡ଼ି ଚାଲିଗଲା ୮ ଜୀବନ
ଭୋପାଳ,୩।୪: ମଧ୍ୟପ୍ରଦେଶର ଖଣ୍ଡୱା ଜିଲାର କୋଣ୍ଡାଭାଟ ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଗଙ୍ଗୌର ମାତାଙ୍କ ବିସର୍ଜନ ପାଇଁ କୂଅ ସଫା କରିବାକୁ ଯାଇଥିବା ୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାର କାରଣ କୂଅ ଭିତରେ ମିଥେନ ଗ୍ୟାସର ଲିକେଜ…
Waqf Bill: ସଂସଦରେ ମଞ୍ଜୁରୀ ପରେ ଓ୍ବକଫକୁ ନେଇ ଭାଜପାର କ’ଣ ରହିଛି ନୂଆ ପ୍ଲାନ ଜାଣନ୍ତୁ…
ନୂଆଦିଲ୍ଲୀ,୩।୪: ସଂସଦରେ ୱକଫ ସଂଶୋଧନ ବିଲ ଗୃହୀତ ହେବା ପରେ, ରାଜନୈତିକ ମହଲରେ ଏହି ପ୍ରସଙ୍ଗ ଉଷ୍ମ ହେବାର ସ୍ପଷ୍ଟ ସଙ୍କେତ ମିଳିଛି। ମୁସଲିମ ଭୋଟର ରାଜନୀତି କରୁଥିବା ବିରୋଧୀ ଦଳଗୁଡ଼ିକ ଭାଜପା ବିରୋଧରେ ଏହାକୁ ନଗଦ କରିବାକୁ ପ୍ରସ୍ତୁତ ହେଉଥିବା…
ଆକ୍ରମଣ ମାମଲା: ଜେଲ ଗଲେ ୪ ଅଭିଯୁକ୍ତ
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗମ୍ଭାରୀଗୁଡ଼ା ଗ୍ରାମର ରୁଦ୍ର ଜେନାଙ୍କୁ ଗତ ରବିବାର ସନ୍ଧ୍ୟାରେ କଙ୍କୋରଡ଼ା ଗ୍ରାମରେ ବେଆଇନ ଭାବେ ମଦ ବ୍ୟବସାୟ କରୁଥିବା କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରିଥିଲେ। ଖବରପାଇ ରୁଦ୍ର ଙ୍କ ବାପା…
BIMSTEC ମଞ୍ଚରେ ଏକାଠି ନଜର ଆସିଲେ ମୋଦି-ୟୁନୁସ, ହେଲେ ଚେହେରା କହୁଛି କିଛିତ…
ବ୍ୟାଙ୍କକ,୩।୪: ବିମଷ୍ଟେକ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏକାଠି ବସିଥିଲେ। ଯାହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ଫଟୋଗ୍ରାଫଗୁଡ଼ିକରେ ଦୁଇ ନେତାଙ୍କ ମଧ୍ୟରେ କୌଣସି ବିଶେଷ ଉଷ୍ମତା ଦେଖାଯାଉନାହିଁ। ପ୍ରଧାନମନ୍ତ୍ରୀ…
ଓ୍ବାକଫ ବିଲକୁ ନେଇ BJDର ମତ ପରିବର୍ତ୍ତନ, ବରିଷ୍ଠ ନେତା କହିଲେ ନିଜ ଅନ୍ତରାତ୍ମାର କଥା ଶୁଣ
ନୂଆଦିଲ୍ଲୀ,୩।୪: ବିଜୁ ଜନତା ଦଳ(ବିଜେଡି) ୱାକଫ (ସଂଶୋଧନ) ବିଲ ଉପରେ ତା’ର ମତ ପରିବର୍ତ୍ତନ କରିଛି। ଲୋକ ସଭାରେ ବିଲ ଆଗତ ହେବା ପରେ, ବିଜେଡି ଏହାର ବିରୋଧରେ ମତ ରଖିଥିଲା। କିନ୍ତୁ ଏହା ସତ୍ତ୍ୱେ ବିଲ ଲୋକ ସଭାରେ ଗୃହୀତ…
ଲଣ୍ଡନରୁ ମୁମ୍ବାଇ ଆସୁଥିବା ବିମାନ ପହଞ୍ଚିଲା ତୁର୍କୀ, ଫସିରହିଛନ୍ତି ଅନେକେ ଭାରତୀୟ
ନୂଆଦିଲ୍ଲୀ,୩।୪: ଏକ ଜରୁରୀକାଳୀନ ସ୍ବାସ୍ଥ୍ୟଗତ ମାମଲା ଯୋଗୁଁ ଲଣ୍ଡନରୁ ମୁମ୍ବାଇ ଆସୁଥିବା ଭର୍ଜିନ ଆଟଲାଣ୍ଟିକ ଏୟାରଲାଇନ୍ସର ବିମାନକୁ ତୁର୍କୀକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛି ବିମାନ କମ୍ପାନୀ। ଏଥିରେ କୁହାଯାଇଛି ଯେ ମେଡିକାଲ ଏମରଜେନ୍ସି ଏବଂ ଯାଞ୍ଚ…
ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ
ଛତ୍ରପୁର, ୩।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ କତୁରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଗତ ୨୬ ତାରିଖରେ କତୁରୁ ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ୩ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ…
ଆମେରିକାରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼, ବନ୍ୟା ଚେତାବନୀ ଜାରି
ଓ୍ବାଶିଂଟନ,୩।୪: ଏକ ଭୟଙ୍କର ଝଡ଼ ଆମେରିକାର ମଧ୍ୟ-ପଶ୍ଚିମ ଏବଂ ଦକ୍ଷିଣର କିଛି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି, ଯାହା ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଝଡ଼ ଯୋଗୁଁ କିଛି ଘରର ଛାତ ଉଡ଼ିଯାଇଥିଲା ଏବଂ ବିଦ୍ୟୁତ ଖୁଣ୍ଟ…
ରୋଡ଼ ଓଭର ବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଉପକୃତ ହେବେ ଅଞ୍ଚଳବାସୀ: ସର୍ଭେ କରିବ କେନ୍ଦ୍ର
କେସିଙ୍ଗା,୩।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଜାତୀୟ ରାଜପଥ ୨୬ସ୍ଥିତ ରେଲୱେ ଫାଟକ ନିକଟରେ ରାୟପୁର-ବିଶାଖାପାଟଣାକୁ ସଂଯୋଗ ହୋଇଥିବା ୩ ଲାଇନ ବିଶିଷ୍ଟ ରେଳ ଲାଇନରେ ବିଭିନ୍ନ ଦ୍ରୁତଗାମୀ ଟ୍ରେନ, କୋଇଲା ବୋଝେଇ ଟ୍ରେନ ଆଦି ଗମନାଗମନବେଳେ ବସ, ଟ୍ରକ, ଯାନବାହନ,…
ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ହାଟର ଶୁଭ ଉଦ୍ଘାଟନ: ଚାଷୀ ହେବେ ଉପକୃତ
ଲାଞ୍ଜିଗଡ଼,୩ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ସାପ୍ତାହିକ ହାଟ ଉଦ୍ଘାଟିତ ହୋଇଛି। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନାବାର୍ଡ…
ପାରିବାରିକ ଶତ୍ରୁତାରୁ ଆକ୍ରମଣ: ରୂପା ଅଳଙ୍କାର ଲୁଟ ଅଭିଯୋଗ
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ବଡ଼ସାହିର ଏ.ଶଙ୍କର ପାତ୍ର ଏବଂ ତାଙ୍କ ଭାଇ ଏ. ଶିବ ପାତ୍ରଙ୍କୁ ଗ୍ରାମର ଡି.ଗୌରାଙ୍ଗ ପାତ୍ର ଏବଂ ତାଙ୍କ ୪ ସହଯୋଗୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।…

