Home

କନଫ୍ୟୁଜ କଲେ ଶରଦ ପାଓ୍ବାର, ରାଜ୍ୟ ସଭାରେ ରହିଲେ ଅନୁପସ୍ଥିତ

ନୂଆଦିଲ୍ଲୀ,୪।୪: ୱକଫ (ସଂଶୋଧନ) ବିଲ ୨୦୨୪ ଉପରେ ଭୋଟିଂ ସମୟରେ, ଶରଦ ପାୱାରଙ୍କ ଦଳ (ରାଷ୍ଟ୍ରବାଦୀ)ର ଦୁଇ ଜଣ ଏମପି ଲୋକ ସଭାରେ ଅନୁପସ୍ଥିତ ଥିଲେ, ଯେତେବେଳେ ଶରଦ ପାୱାର ନିଜେ ରାଜ୍ୟ ସଭାରେ ଅନୁପସ୍ଥିତ ଥିଲେ। ଏକ ଗୁରୁତ୍ୱପୂର୍ଣ୍ଣ ବିଲ…

ଶୁଖିଲା ପଡ଼ିଛି ତେଲେନ ନଦୀ

କୋଲାବିରା,୪।୪(ଚିନ୍ମୟ କୁମାର ବହିଦାର): ଝାରସୁଗୁଡ଼ା ଜିଲା କୋଲାବିରା ଅଞ୍ଚଳରେ ଅନେକ ଜଳାଶୟ ଏବଂ ନଈନାଳର ପାଣି ଏବର୍ଷ ଯଥେଷ୍ଟ ଆଗରୁ ଶୁଖିଗଲାଣି। ପୂର୍ବ ବର୍ଷ ଏପ୍ରିଲରେ ଯେଉଁ ସ୍ଥିତି ଥିଲା, ଏବର୍ଷ ଜାନୁଆରୀ ପରଠାରୁ ତାହା ଦେଖାଗଲାଣି। ଗ୍ରୀଷ୍ମ ଆରମ୍ଭ ହେଉଣୁ…

ହାତ ଛାଡ଼ି ବୁଲେଟ୍‌ ଚଲାଉଥିଲେ ଯୁବତୀ: ପୋଲିସ କାଟିଲା ଏତିକି ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୪।୪: ସୋସିଆଲ ମିଡିଆରେ ଭାଇରାଲ ହେବାର କ୍ରେଜ ଦିନକୁ ଦିନ ଲୋକଙ୍କ ପାଇଁ ବୋଝ ହୋଇପଡୁଛି। ଅନେକ ଲୋକ ଅଛନ୍ତି ଯେଉଁମାନେ ଭାଇରାଲ ହେବା ପାଇଁ ସବୁ ସୀମା ଅତିକ୍ରମ କରିବାକୁ ପଛାଉନାହାନ୍ତି। ରାସ୍ତାରେ ଅଶ୍ଳୀଳତା ଏବଂ ବିପଦପୂର୍ଣ୍ଣ ଷ୍ଟଣ୍ଟଗୁଡ଼ିକର ଭିଡିଓ…

ଶିକାର ଭାବି ସାଙ୍ଗକୁ ଗୁଳି

ଢେଙ୍କାନାଳ,୪ା୪(ରତନ ନାୟାର): ହିନ୍ଦୋଳ ରାସୋଳ ଥାନା ଅନ୍ତର୍ଗତ କଦଳୀପାଳ ମାନପୁର ଗାଁ ନିକଟରେ ଶିକାର ପାଇଁ ଯାଇଥିବା ବେଳେ ସାଙ୍ଗକୁ ଗୁଳି କରିଛନ୍ତି ଅନ୍ୟ ଜଣେ ସାଙ୍ଗ। ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ମାନପୁର ଗାଁର ୪ ସାଙ୍ଗ…

ବ୍ଲକ ଅଧ୍ୟକ୍ଷ-ଉପାଧ୍ୟକ୍ଷଙ୍କ ବିବାଦ ତୁଟୁନି, ଉପଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ

କୋରାପୁଟ,୪ା୪(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଜି.ତ୍ରିନାଥଙ୍କ ବିରୋଧରେ ଉପାଧ୍ୟକ୍ଷା ରିନୁ ଦାସଙ୍କ ନେତୃତ୍ୱରେ ୫ ଜଣ ସମିତି ମେମ୍ବର ଏବଂ ୯ ଜଣ…

୨୨ ବର୍ଷ ପରେ ରାତି ପାହିଗଲା: ସରିଲା ସପ୍ତଦଶ ବିଧାନସଭାର ଅଧିବେଶନ

ଭୁବନେଶ୍ୱର,୪୪(ସୁନିତ୍‌ ମିଶ୍ର):ସପ୍ତଦଶ ବିଧାନସଭାର ୩ୟ ଅଧିବେଶନକୁ ଗୁରୁବାର ଭୋର୍‌ ସମୟରେ ବାଚସ୍ପତି ସୁରମା ପାଢ଼ୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ବୁଧବାର ଅପରାହ୍ନରେ ଗୃହ ଆରମ୍ଭହେବା ମାତ୍ରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଏବଂ ଓଡ଼ିଶା ରାଜ୍ୟ ରାଜପଥ…

ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ ସିଲିଣ୍ଡର, ଜଣେ ଗୁରୁତର

ବଲାଙ୍ଗୀର/ଟିଟିଲାଗଡ଼,୪ା୪(ସୁନୀଲ କୁମାର ମହାନ୍ତି/ଶରତ ମିଶ୍ର): ନବଜାତ ଯାଆଁଳା ଶିଶୁ କନ୍ୟାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର ସମୟରେ ଶୁକ୍ରବାର ସକାଳେ ଏକ ଅଘଟଣ ଘଟିଛି। ଆମ୍ବୁଲାନ୍ସର ଅକ୍ସିଜେନ…

ଭୁବନେଶ୍ୱରରେ ଦୁଇ ଲୁଟେରାଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୪।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଟଙ୍କପାଣି ବ୍ରିଜ୍‌ ନିକଟ ବାଙ୍କୁଆଳ ବାଲିଯାତ୍ରା ପଡ଼ିଆ ପାଖରେ ଗୁରୁବାର ରାତିରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଆନ୍ତଃରାଜ୍ୟ ଲୁଟେରା ଆହତ ହୋଇଛନ୍ତି। ସେମାନେ ହେଲେ ବିହାର କଟିଆର ଜିଲାର ମନୀଷ ଯାଦବ ଓ ସୋନୁ ଯାଦବ। ଉଭୟଙ୍କ…

ଲୋକ ସଭା ପରେ ରାଜ୍ୟ ସଭାରେ ଓ୍ବକ୍‌ଫ ବିଲ୍‌ ପାରିତ: ସପକ୍ଷରେ ୧୨୮, ବିରୋଧରେ ୯୫

ନୂଆଦିଲ୍ଲୀ,୪ା୪(ପି.ଟି./ଏଜେନ୍ସି):୨୦୨୪ ଲୋକ ସଭା ନିର୍ବାଚନ ପରେ ଭାଜପାର ଆସନ ସଂଖ୍ୟା ପୂର୍ବାପେକ୍ଷା ଊଣା ହୋଇଛି। କିନ୍ତୁ ଶାସକ ଦଳ ସଂସଦରେ ନିଜ ଶକ୍ତି ବଜାୟ ରଖିଛି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ବହୁଚର୍ଚ୍ଚିତ ତଥା ବିବାଦୀୟ ଓ୍ବକ୍‌ଫ…

୧୭ ଘଣ୍ଟାର ମାରାଥନ ଚର୍ଚ୍ଚା ପରେ ଆଜି ଭୋର ୪ଟାରେ ରାଜ୍ୟ ସଭା ମୁଲତବୀ

ନୂଆଦିଲ୍ଲୀ,୪।୪: ରାଜ୍ୟ ସଭାରେ ମଧ୍ୟ ୱକଫ ସଂଶୋଧନ ବିଲ ଗୃହୀତ ହୋଇଛି। ୧୭ ଘଣ୍ଟାର ଅଧିବେଶନ ପରେ ଶୁକ୍ରବାର ଭୋର ୪ଟାରେ ରାଜ୍ୟ ସଭାକୁ ମୁଲତବୀ ଘୋଷଣା କରାଯାଇଥିଲା। ୱକଫ ବିଲ ଉପରେ ମୋଟ ୧୧ ଘଣ୍ଟା ଆଲୋଚନା ହୋଇଥିଲା। ଆଜି…

ଘରୁ ଡାକିଆଣି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଖୋର୍ଦ୍ଧା,୪ା୪(ପ୍ରଭାତ ପାଣିଗ୍ରାହୀ): ଜଟଣୀ ଥାନା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ଜଟଣୀ ବିକାଶ ନଗରର ମାନସ ଦଳାଇ। ଗୁରୁବାର ବିଳମ୍ବିତ ରାତିରେ ଘରୁ ଡାକିନେଇ ଖଣ୍ଡାରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି। ହତ୍ୟାକାଣ୍ଡ ପଛରେ ନିଶା…

୩୪ ଛାତ୍ରୀଛାତ୍ରଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ

ପଟ୍ଟାଙ୍ଗି,୪ା୪(ଶରତ କୁମାର ଧଳ): ଶିକ୍ଷା ବ୍ୟବସ୍ଥାକୁ ନେଇ ଦେଖା ଦେଉଥିବା ଅବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। କିନ୍ତୁ ଜିଲା ଶିକ୍ଷା ବିଭାଗକୁ ଅନ୍ଧାରରେ ରଖି ବ୍ଲକ୍‌ ଶିକ୍ଷା ବିଭାଗର ଅବ୍ୟବସ୍ଥାର ନଜିର ରହିଛି। କୋରାପୁଟ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?