Home

ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଖାସ୍‌ ବାର୍ତ୍ତା ପଠାଇଲେ ମୋଦି, ଏକ୍ସରେ ଲେଖିଲେ…

ନୂଆଦିଲ୍ଲୀ, ୬।୧୧: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଐତିହାସିକ ବିଜୟ ପାଇଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା। ମୁଁ ଭାରତ-ଆମେରିକାର ବିସ୍ତୃତ ଗ୍ଲୋବାଲ ଏବଂ ଷ୍ଟ୍ରାଟେଜିକ…

ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବାର ପ୍ରଥମ ଦିନରେ ନେବେ ବଡ଼ ନିଷ୍ପତ୍ତି: ହୋଇଗଲା ଖୁଲାସା

ଓ୍ବାଶିଂଟନ୍‌,୬।୧୧: ୪ ବର୍ଷ ପରେ ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସକୁ ଫେରିବାକୁ ଯାଉଛନ୍ତି। ସେ ୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ସରକାରୀ ଘୋଷଣାକୁ ଅପେକ୍ଷା କରାଯାଇଛି କିନ୍ତୁ ଟ୍ରମ୍ପ ଆମେରିକାର ଜନସାଧାରଣଙ୍କୁ ବିଜୟ ଦାବି କରି ସମ୍ବୋଧିତ…

ଟ୍ରମ୍ପ ହେବେ ରାଷ୍ଟ୍ରପତି! ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୬।୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ନଭେମ୍ବର ୬, ୨୦୨୪ରେ ସମ୍ବୋଧିତ କରିବେ। ଏଥି ସହିତ କମଲା ହାରିସ ଆସନ୍ତାକାଲି ଅର୍ଥାତ୍‌ ୭ ନଭେମ୍ବରାର ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିବେ। ଡୋନାଲ୍ଡ…

ଭଡାଟିଆଙ୍କୁ ହଇରାଣ କରିପାରିବେ ନାହିଁ ଘର ମାଲିକ, ରହିଛି ଏସବୁ ଅଧିକାର

ନୂଆଦିଲ୍ଲୀ,୬।୧୧: ଭଡା ଘର ଏବଂ ଦୋକାନରେ, ଘର ମାଲିକ ଏବଂ ଭଡାଟିଆଙ୍କ ମଧ୍ୟରେ କିଛି ପ୍ରସଙ୍ଗକୁ ନେଇ ଅନେକ ସମୟରେ ବିବାଦ ଉପୁଜେ। ବେଳେବେଳେ ଏହା କୋର୍ଟକୁ ଯିବା ପର୍ଯ୍ୟନ୍ତ ମଧ୍‌ୟ କଥା ଯାଇଥାଏ। ଭାରତରେ ମଡେଲ ଟେନିସି ଆକ୍ଟ (ଟେନିସି…

ଧୂଆଁର ନାହିଁ ସୀମା, ଭାରତ ସହ ମିଶି କାମ କରିବାକୁ ଚାହୁଁଛି ପାକିସ୍ତାନ

ଇସଲାମାବାଦ/ନୂଆଦିଲ୍ଲୀ,୬।୧୧: କେବଳ ଦିଲ୍ଲୀ ସମେତ ଉତ୍ତର ଭାରତରେ ନୁହେଁ ପଡୋଶୀ ପାକିସ୍ତାନରେ ମଧ୍ୟ ଧୂଆଁର ସମସ୍ୟା ଏକ ଗୁରୁତର ସମସ୍ୟା ପାଲଟିଛି। ଯାହା ଏବେ ପ୍ରଦୂଷଣର ମୁଖ୍ୟ କାରଣ ହୋଇଛି। ଏହି କାରଣରୁ, ପାକିସ୍ତାନର ଲାହୋର ସହରର AQI ସ୍ତର ୧୯୦୦ରେ…

ଅଚାନକ ବଦଳିଲେ ଅଷ୍ଟ୍ରେଲିଆ ଅଧିନାୟକ: ଜାଣନ୍ତୁ କାହିଁକି

ସିଡନୀ,୬।୧୧: ଦିନିକିଆ ଏବଂ ଟି-୨୦ ପାଇଁ ଅଷ୍ଟ୍ରେଲିଆର ନୂତନ ଅଧିନାୟକ ଘୋଷଣା କରାଯାଇଛି। ଜୋସ ଇଂଲିସଙ୍କୁ ଅଷ୍ଟ୍ରେଲିଆର ଦାୟିତ୍ୱ ଦିଆଯାଇଛି। ସେ ଅଧିନାୟକ ଭାବେ ଦିନିକିଆରେ ପ୍ୟାଟ କମିନ୍ସ ଏବଂ ଅନ୍ତର୍ଜାତୀୟ ଟି-୨୦ରେ ମିଚେଲ ମାର୍ଶଙ୍କ ସ୍ଥାନ ନେବେ। ଜୋସ ଇଂଲିଶ…

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଙ୍ଗିଗଲା ବାହାଘର, ମହିଳା କହିଲେ ଅଜବ କାରଣ

ଓ୍ବାଶିଂଟନ,୬।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ଆରମ୍ଭ କରିଛି, ଆମେରିକାର ରାଷ୍ଟ୍ରପତି କିଏ ହେବେ ତାକୁ ସମଗ୍ର ବିଶ୍ୱ ଅପେକ୍ଷା କରିଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସହ ଜଡିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ବଦଳିଗଲେଣି ରାହୁଲ ଗାନ୍ଧୀ: ଏବେ କରୁଛନ୍ତି ଏହି କାମ

ରାଏବରେଲି,୬।୧୧: ଉତ୍ତର ପ୍ରଦେଶର ରାଏବରେଲିରୁ ଲୋକ ସଭା ଏମ୍‌ପି ଭାବରେ ନିର୍ବାଚିତ ହେବା ପରେ ରାହୁଲ ଗାନ୍ଧୀ ବଦଳିଥିବା ଜଣାପଡିଛି। ଆମେଠି ଏମ୍‌ପି ଥିବାବେଳେ ରାହୁଲ ସାଧାରଣତଃ ପ୍ରଶାସନିକ ବୈଠକରୁ ଦୂରେଇ ରହିଥିଲେ, କିନ୍ତୁ ରାଏବରେଲି ଏମ୍‌ପି ହେବା ପରେ ସେ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା, ବଢୁଛି ସନ୍ଦେହ

ପାଟଣା ,୬।୧୧(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ପୁଟୁଳିଆ ଗ୍ରାମରେ ଘର ଭିତରୁବୁଧବାର ସକାଳୁ ଯୁବକଙ୍କ ସନ୍ଦେହ ଜନକ ଭାବେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ବ୍ରଜବନ୍ଧୁ ମହାନ୍ତଙ୍କ ପୁଅ ବିଜୟ…

ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରୁଥିବା ରାଜ୍ୟରେ କ୍ଲିନ ସ୍ବିପ ଆଡକୁ ବଢୁଛନ୍ତି ଟ୍ରମ୍ପ,ଚିନ୍ତାରେ କମଳା

ଓ୍ବାଶିଂଟନ,୬।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି। ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଟ୍ରେଣ୍ଡରେ ଡେମୋକ୍ରାଟିକ ପାର୍ଟିର କମଲା ହାରିସଙ୍କଠାରୁ ଆଗରେ ଅଛନ୍ତି। ଇତିମଧ୍ୟରେ, ଅଧିକାଂଶ ରାଜ୍ୟରେ କୌଣସି ଗୁରୁତ୍ୱପୂର୍ଣ ପରିବର୍ତ୍ତନ ଦୃଶ୍ୟମାନ ହେଉନାହିଁ ଏହି ପ୍ରତିଯୋଗିତା ସ୍ବିଙ୍ଗ…

ପ୍ରାରମ୍ଭିକ ଟ୍ରେଣ୍ଡ୍‌: ଆଗରେ ଚାଲିଛନ୍ତି ଟ୍ରମ୍ପ, ପଛରେ ପଡ଼ିଲେ କମଲା ହାରିସ୍‌

ଓ୍ବାଶିଂଟନ୍‌,୬।୧୧: ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଏବେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସୁଛି। ଏପର୍ଯ୍ୟନ୍ତ ପ୍ରକାଶିତ ଫଳାଫଳରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୩୦ ଇଲେକ୍ଟୋରାଲ୍‌ ଭୋଟ ଏବଂ କମଲା ହାରିସଙ୍କୁ ୧୯୨ଭୋଟ ମିଳିଛି। କୌଣସି…

କାଉଟିଂ ଭିତରେ ଖବରଦାତାଙ୍କ ଉପରେ ରାଗିଲେ ଟ୍ରମ୍ପ!

ଓ୍ବାଶିଂଟନ,୬।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଚାଲିଛି। ପୂର୍ବତନ ରାଷ୍ଟ୍ରପତିଙ୍କୁ ମଙ୍ଗଳବାର ଫ୍ଲୋରିଡାର ପାଲମ ବିଚରେ ଭୋଟ ଦେବା ପରେ ଦୁଇଥର ଗର୍ଭପାତ ସହ ଜଡିତ ଏକ ପ୍ରଶ୍ନ ପଚରାଯାଇଥିଲା। ଏହି ପ୍ରଶ୍ନଗୁଡିକରେ ଟ୍ରମ୍ପ କ୍ରୋଧିତ ହୋଇ ଏହା ବିଷୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri