ଚାଇନାର Deepseek AI ଲଞ୍ଚ ହେବା ପରେ ବିଶ୍ୱରେ ହଇଚଇ, ସମ୍ପତ୍ତିରେ ବିପୁଳ କ୍ଷତି ସହିଲେ ୫୦୦ କୋଟିପତି
ନୂଆଦିଲ୍ଲୀ,୨୮।୧: ଚାଇନିଜ ଷ୍ଟାର୍ଟଅପ ‘ଡିପ୍ସିକ୍’ ଆପ୍ ସାରା ବିଶ୍ୱକୁ ଚମକାଇ ଦେଇଛି। ଆପ୍ ଏହାର ନୂତନ ଏଆଇ ମଡେଲଗୁଡ଼ିକୁ ଲଞ୍ଚ କରିଛି, ଯାହା ଚାଟ୍ଜିପିଟି, ଓପନ୍ଏଆଇ ଏବଂ ମେଟା ଭଳି ପ୍ଲାଟଫର୍ମର ବିକଳ୍ପ ବୋଲି କୁହାଯାଉଛି। ବଜାରକୁ ଆସିବା ମାତ୍ରେ ‘ଡିପ୍ସିକ୍’ର…
ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବାଇଡେନ୍! ଚାଞ୍ଚଲ୍ୟକର ଅଭିଯୋଗକୁ ନେଇ ଆମେରିକାରେ ହଇଚଇ…
ନୂଆଦିଲ୍ଲୀ,୨୮।୧: କନ୍ଜଭେଟିଭ୍ ଆମେରିକୀୟ ବିଶେଷଜ୍ଞ ତଥା ପୂର୍ବତନ ଫକ୍ସ ନ୍ୟୁଜ ଆଙ୍କର୍ ଟକର କାର୍ଲସନ ବାଇଡେନ ପ୍ରଶାସନ ବିରୋଧରେ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ବାଇଡେନ ପ୍ରଶାସନ ରୁଷିଆ ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି କାଲର୍ସନ…
ପାକିସ୍ତାନର ବୋହୂ ହେବେ ରାଖୀ ସାଓ୍ବନ୍ତ, PAKର ଏହି ବ୍ୟକ୍ତିଙ୍କୁ କରିବେ ତୃତୀୟ ବିବାହ..ଜାଣନ୍ତୁ
ମୁମ୍ବାଇ: ବି-ଟାଉନ୍ର ଡ୍ରାମା କୁଇନ୍ ରାଖୀ ସାଓ୍ବନ୍ତ ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଦୁଇ ଦୁଇ ଥର ବିବାହରେ ବିଫଳ ହେବା ପରେ ସେ ତୃତୀୟ ବିବାହ କରିବେ। ଏଥିଲାଗି ସେ ପାକିସ୍ତାନର ଯୁବକଙ୍କୁ ବାଛିଛନ୍ତି। ସେ ହେଲେ ଡୋଡି…
ବୁମ୍ରାଙ୍କ ଐତିହାସିକ ସଫଳତା, ICC ଶ୍ରେଷ୍ଠ କ୍ରିକେଟର ଭାବେ…
ନୂଆଦିଲ୍ଲୀ,୨୮।୧: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ପକ୍ଷରୁ କ୍ରିକେଟର ଅଫ ଦି ଇୟରଙ୍କ ନାମ ଘୋଷଣା କରାଯାଇଛି। ଏଥିପାଇଁ ୪ ଜଣ ଖେଳାଳ ରେସ୍ରେ ଥିଲେ, ଯେଉଁଥିରେ ଭାରତର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କ ସହିତ ଇଂଲଣ୍ଡର ବ୍ୟାଟସମ୍ୟାନ ଜୋ ରୁଟ, ହ୍ୟାରି ବ୍ରୁକ…
ପୁଣି ବୋଲିଂ ବାଛିଲେ ସୂର୍ଯ୍ୟକୁମାର, ୧୪ ମାସ ପରେ ଫେରିଲେ ଶାମି
ରାଜକୋଟ,୨୮।୧: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟି୨୦ ମଙ୍ଗଳବାର ଖେଳାଯାଉଛି। ଏଥିରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପୁଣିଥରେ ବୋଲିଂକୁ ବାଛିଛନ୍ତି। କୋଲକାତା ଏବଂ ଚେନ୍ନାଇରେ ଲଗାତାର ବିଜୟ ପରେ ଟିମ୍ ଇଣ୍ଡିଆ ନିକଟରେ ସିରିଜକୁ କବ୍ଜା କରିବାକୁ ବଡ଼…
ଏପ୍ରିଲ ପହିଲାରୁ ଲାଗୁ ହେବାକୁ ଯାଉଛି UPS, ଜାଣନ୍ତୁ ଏହାର ଲାଭ, କିଏ ହେବେ ଉପକୃତ…
ନୂଆଦିଲ୍ଲୀ,୨୮।୧: ୨୦୨୫ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ, ସରକାର ଏକ ବଡ଼ ପଦକ୍ଷେପ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୟୁନିଫାଏଡ(ଏକୀକୃତ) ପେନସନ ଯୋଜନା (UPS) ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ…
ନିର୍ବାଚନବେଳେ ବିଜେଡିକୁ ମିଳିଛି ଏତେ କୋଟି ନିର୍ବାଚନୀ ଚାନ୍ଦା, କଂଗ୍ରେସକୁ…
ଭୁବନେଶ୍ୱର,୨୮।୧: ଯଦିଓ ସୁପ୍ରିମକୋର୍ଟ ର୍ନିବାଚନୀ ବଣ୍ଡ ଉପରେ ନିଷେଧ ଲଗାଇଛନ୍ତି, ତଥାପି ରାଜନୈତିକ ଦଳଗୁଡ଼ିକୁ ର୍ନିବାଚନୀ ଦାନରେ ବିପୁଳ ବୃଦ୍ଧି ଘଟିଛି। ବର୍ତ୍ତମାନ ର୍ନିବାଚନ କମିଶନର ବାର୍ଷିକ ଅଡିଟ ରିପୋର୍ଟ ପ୍ରକାଶ କରିଛନ୍ତି। ଯେଉଁଥିରେ ଭାଜପା ର୍ନିବାଚନୀ ଦାନରେ ଶୀର୍ଷରେ ଥିବା…
ଜଣାପଡ଼ିଲା ତାରିଖ, ଏହି ଦିନ ଆକାଉଣ୍ଟକୁ ଆସିବ PM Kisanର ୧୯ତମ କିସ୍ତି ଟଙ୍କା…
ନୂଆଦିଲ୍ଲୀ,୨୮।୧: ପ୍ରତି ବର୍ଷ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା(PM Kisan) ଅଧୀନରେ କୃଷକମାନଙ୍କୁ ୬୦୦୦ ଟଙ୍କା ଦିଆଯାଉଛି। ଏହି ଟଙ୍କା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ୩ଟି କିସ୍ତିରେ ଜମା କରାଯାଏ। ଆଗାମୀ ଦିନରେ ଏହି ଯୋଜନାର…
ସୁଭଦ୍ରାକୁ ନେଇ ପ୍ରଭାତୀଙ୍କ ବଡ଼ ଘୋଷଣା, ୨୯-୩୦ରେ…
ଭୁବନେଶ୍ୱର,୨୮।୧: ୨୯ ଓ ୩୦ରେ ବ୍ୟାଙ୍କ ଯାଆନ୍ତୁ। ସୁଭଦ୍ରା ଆବେଦନକାରୀଙ୍କୁ ପ୍ରେସମିଟ୍ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ଘୋଷଣା କରିଛନ୍ତି। ପ୍ରଭାତୀ କହିଛନ୍ତି, ଆସନ୍ତା କାଲି ଓ ପଅରଦିନ ବ୍ୟାଙ୍କ ଯାଆନ୍ତୁ। ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ଧ୍ୟାନ…
ଭାରତ ଫେରିବେ ୨୬/୧୧ ଆକ୍ରମଣର ଅଭିଯୁକ୍ତ ତହୱୁର ରାଣା, ଏହି ତାରିଖରେ NIA ଟିମ ଯିବ ଆମେରିକା
ନୂଆଦିଲ୍ଲୀ,୨୮।୧: ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି (NIA)ର ଏକ ଦଳ ଖୁବ ଶୀଘ୍ର ଆମେରିକା ଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଗୋଟିଏ ପଟେ, ଏନଆଇଏ ଆମେରିକା ଯାଉଥିବା ଅଧିକାରୀଙ୍କ ତାଲିକା…
ସଙ୍କଟରେ ୟୁନୁସ ସରକାର, ଛାତ୍ର ଦେଲେ ଅଲଟିମେଟମ
ଢାକା,୨୮।୧: ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଚାଲିଛି। ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ଶେଖ ହାସିନାଙ୍କ ଇସ୍ତଫା ପରେ ୟୁନୁସ କ୍ଷମତା ଗ୍ରହଣ କରିଥିଲେ। ତଥାପି, ବାଂଲାଦେଶର ପରିସ୍ଥିତି ଏପର୍ଯ୍ୟନ୍ତ ସୁଧୁରି ନାହିଁ। ବାଂଲାଦେଶର ଛାତ୍ରମାନେ ପୁଣି ଥରେ…
ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍: ଟିକେଟ୍ର ଦାମ୍ ରହିଛି….
ନୂଆଦିଲ୍ଲୀ,୨୮।୧: କ୍ରିକେଟ ପ୍ରେମୀଙ୍କ ପାଇଁ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି ରୋମାଞ୍ଚକର ଚାମ୍ପିଅନ୍ସ ଟ୍ରଫି ୨୦୨୫। ପାକିସ୍ତାନ ଏବଂ ଦୁବାଇ ଏହି ଟୁର୍ନାମେଣ୍ଟ ଆୟୋଜନ କରିବେ। ଏଥିରେ ୮ଟି ଦଳ ପରସ୍ପର ବିପକ୍ଷରେ ଖେଳିବେ। ଭାରତର ପ୍ରଥମ ମ୍ୟାଚ ୨୦…
Archives


