ମନ ଛି
ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍), ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି), ଆସାମ ରାଇଫଲ୍ସ (ଏଆର୍) ପରି ଅର୍ଦ୍ଧସାମରିକ ବଳର ୭୩୦ ଯବାନ ଆତ୍ମହତ୍ୟା କରିଛନ୍ତି। ନିକଟରେ ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ…
୭୫ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କଲା ଭାରତ
ନୂଆଦିଲ୍ଲୀ,୧୧।୧୨: ବିଦ୍ରୋହୀ ସୈନ୍ୟମାନେ ବାଶାର ଅଲ-ଆସାଦ ସରକାରକୁ ବହିଷ୍କାର କରିବାର ଦୁଇ ଦିନ ପରେ ଭାରତ ୭୫ ଜଣ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସୁରକ୍ଷା ପରିସ୍ଥିତିର ଆକଳନ କରିବା ପରେ ଦମିସ୍କ ଏବଂ…
ଅଧ୍ୟକ୍ଷ ପଦରୁ ହଟିବେ କି ଧନକର, ନବୀନ କରିବେ ଖେଳ!
ନୂଆଦିଲ୍ଲୀ,୧୦।୧୨: ଚଳିତ ଶୀତକାଳୀନ ଅଧିବେଶନକୁ ନେଇ ଜାତୀୟ ରାଜନୀତି ଜୋର ଧରିଛି। ସ୍ଥିତି ଏପରି ହୋଇଛି ଯେ, ବିରୋଧୀ ମେଣ୍ଟ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ ଧନକରଙ୍କୁ କେବଳ…
ଅଟୋ ଡ୍ରାଇଭରଙ୍କ ଝିଅ ବିବାହରେ ମିଳିବ ୧ ଲକ୍ଷ ଟଙ୍କା, ଏହାସହ ୧୦ ଲକ୍ଷର ଲାଇଫ୍ ଇନସ୍ୟୁରାନ୍ସ
ନୂଆଦିଲ୍ଲୀ,୧୦।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ବଡ ଘୋଷଣା କରିଛନ୍ତି। ସେ ଦିଲ୍ଲୀର ଅଟୋ ଡ୍ରାଇଭରଙ୍କ ପାଇଁ ପାଞ୍ଚଟି ବଡ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଯଦି…
ମିଶନଶକ୍ତି ପାଇଁ ବିଧାନସଭାରେ ମୁହାଁମୁହିଁ, ଗୃହରେ ନବୀନଙ୍କ ଉପରେ ରାଗିଗଲେ ସୋଫିଆ, ଆଉ ତା’ପରେ…
ଭୁବନେଶ୍ୱର,୧୦।୧୨: ରାଜ୍ୟ ରାଜନୀତିରେ ଲାଗିଛି ନିଆଁ। ବକେୟା ଦରମା ସହ ଅନ୍ୟାନ୍ୟ ୯ ଦାବି ନେଇ ହଜାର ହଜାର ମିଶନଶକ୍ତି ମହିଳା ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଲୋୟର ପିଏମଜିର ଗାନ୍ଧୀମାର୍ଗରେ ସେମାନେ ଧାରଣାରେ ବସିଛନ୍ତି। ଏହାକୁ ନେଇ ବିରୋଧୀ ଦଳ ନେତା…
୮ ଦିନ ପାଇଁ ବନ୍ଦ ରହିବ ସ୍କୁଲ-କଲେଜ, ଜାଣନ୍ତୁ କାରଣ
ରାୟପୁର,୧୦।୧୨: ଶୀତଋତୁରେ ଉତ୍ତର ଭାରତର ସମସ୍ତ ରାଜ୍ୟର ବିଦ୍ୟାଳୟରେ ଏକ ଲମ୍ବା ଛୁଟି ଘୋଷଣା କରାଯାଇଛି। ସେପଟେ ଛତିଶଗଡ଼ର ବିଦ୍ୟାଳୟ ଶିକ୍ଷା ବିଭାଗ ଶୀତଦିନିଆ ଛୁଟି ଘୋଷଣା କରିଛି। ଯାହା ଅନୁଯାୟୀ, ୨୩ ରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟର ବିଦ୍ୟାଳୟଗୁଡ଼ିକ…
ମମତାଙ୍କୁ ଦିଆଯାଉ ଇଣ୍ଡିଆ ମେଣ୍ଟର ନେତୃତ୍ୱ, ଲାଲୁଙ୍କ ବୟାନକୁ ନେଇ ସଞ୍ଜୟ ରାଉତ କହିଲେ…
ନୂଆଦିଲ୍ଲୀ,୧୦।୧୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଣ୍ଡିଆ ମିଳିତ ମଞ୍ଚର ନେତୃତ୍ୱ ହସ୍ତାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ମମତା ମିଳିତ ମଞ୍ଚର ନେତୃତ୍ୱ ପାଇବା ଉଚିତ୍। ଆମେ ସେମାନଙ୍କୁ ସମର୍ଥନ…
ଆହତ ହେଲେ ପନ୍ତ, ଗାବା ଟେଷ୍ଟ ପୂର୍ବରୁ ଆସିଲା ଏମିତି ଖବର
ନୂଆଦିଲ୍ଲୀ,୧୦।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ଗାବାରେ ଖେଳାଯିବାକୁ ଯାଉଛି, ଯେଉଁଥିପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ, ଏହି ମ୍ୟାଚ ଆରମ୍ଭ ପୂର୍ବରୁ ଅଭ୍ୟାସ ଅଧିବେଶନରେ ଋଷଭ ଆହତ ହେବାପରେ…
ଭାଙ୍ଗିବ ଇଣ୍ଡିଆ ମେଣ୍ଟ? ଲାଲୁଙ୍କ ବୟାନକୁ ନେଇ ଉଠିଲାଣି ଝଡ଼
ପାଟନା,୧୦।୧୨: ନିକଟରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଇଣ୍ଡିଆ ମେଣ୍ଟ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ମିଳିତ ମଞ୍ଚରୁ ସ୍ବର ଆସିବା ଆରମ୍ଭ ହୋଇଛି ଯେ କଂଗ୍ରେସ ପାର୍ଟି ଏବଂ ଏହାର ନେତାମାନେ ଇଣ୍ଡିଆ ଆଲାଇନ୍ସକୁ ଉପଯୁକ୍ତ ନେତୃତ୍ୱ ଦେବାରେ…
ଦିଲ୍ଲୀ ଦଙ୍ଗା ଅଭିଯୁକ୍ତଙ୍କୁ ମିଳିଲା ନିର୍ବାଚନ ଲଢିବାକୁ ଟିକେଟ, ଏହି ଆସନରୁ ଲଢିବେ
ନୂଆଦିଲ୍ଲୀ,୧୦।୧୨: ଆସନ୍ତା ବର୍ଷ ଫେବୃଆରୀରେ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଅସଦୁଦ୍ଦିନ ଓୱାଇସିଙ୍କ ପାର୍ଟି ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମେନ (ଏଆଇଏମଆଇଏମ) ତାହିର ହୁସେନଙ୍କୁ…
ଧନଖଡ଼ଙ୍କ ବିରୋଧରେ ଆସିଲା ଅବିଶ୍ୱାସ ପ୍ରସ୍ତାବ, ବିରୋଧୀ ଦେଲେ ନୋଟିସ
ନୂଆଦିଲ୍ଲୀ,୧୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି। ମଙ୍ଗଳବାର ସଂସଦର ଉଭୟ ଗୃହ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ଏହାପୂର୍ବରୁ ବିରୋଧୀମାନେ ରାଜ୍ୟ ସଭାରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟ…
ମିଶନ ଶକ୍ତି ମହିଳାଙ୍କ ଧାରଣାକୁ ନେଇ ଭାଜପାକୁ ଟାର୍ଗେଟ କଲେ ନବୀନ
ଭୁବନେଶ୍ୱର,୧୦ା୧୨: ବକେୟା ଦରମା ସହ ଅନ୍ୟାନ୍ୟ ୯ ଦାବି ନେଇ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ଜିପିଏଲ୍ଏଫ ମିଶନଶକ୍ତି ମହିଳାମାନେ ମଙ୍ଗଳବାର ଲୋୟର ପିଏମ୍ଜିର ଗାନ୍ଧୀମାର୍ଗରେ ଧାରଣାରେ ବସିଛନ୍ତି। ଏହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭାଜପା…
Archives


