ବୈଦ୍ୟୁତିକ ଯାନର ବ୍ୟବହାରକୁ ସରକାରଙ୍କ ଗୁରୁତ୍ୱ
ନୂଆଦିଲ୍ଲୀ,୬।୧: ବର୍ତ୍ତମାନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବୈଦ୍ୟୁତିକ ଯାନ ( ଇଲେକଟ୍ରିକ ଭେହିକିଲ ବା ଇଭି) ର ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି। ଏପରିକି ଇଭି ଯାନ କ୍ରୟ କରୁଥିବା କ୍ରେତାଙ୍କୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।…
‘ସ୍କାଏ ଫୋର୍ସ’ରେ ବାୟୁସେନା ଅଧିକାରୀଙ୍କ ଭୂମିକାରେ ଅକ୍ଷୟ
ମୁମ୍ବାଇ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଖୁବ୍ଶୀଘ୍ର ୨୦୨୫ରେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ସହ ପରଦାକୁ ଆସୁଛନ୍ତି। ଆସନ୍ତା ଜାନୁୟାରୀ ୨୪ରେ ଅକ୍ଷୟଙ୍କର ଆକ୍ସନ୍-ପ୍ୟାକ୍ ଫିଲ୍ମ ‘ସ୍କାଏ ଫୋର୍ସ’ ରିଲିଜ୍ ହେବାକୁ ଯାଉଛି। ରବିବାର ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏହାର ଟ୍ରେଲରକୁ…
କୃଷ୍ଣସାର ମୃଗକୁ ମାରିଲା କଲରାପତରିଆ
ଗାନ୍ଧୀନଗର,୬।୧: ଗୁଜରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ଥିବା ଜଙ୍ଗଲ ସଫାରିରେ ଏକ କଲରାପତରିଆ ବାଘ ପ୍ରବେଶ କରି ଗୋଟିଏ କୃଷ୍ଣସାର ମୃଗକୁ ମାରିବା ପରେ ଭୟରେ ଆଉ ୭ଟି ମୃଗଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୧ ତାରିଖ ଭୋର ସମୟରେ ଏହି…
ବାରଣ୍ଡାରେ ବସିଥିବାବେଳେ ମାଡ଼ିଗଲା ଅଟୋ, ୩ ଗୁରୁତର
ରାଇକିଆ,୫ା୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବାସନ୍ତୀ ପଲ୍ଲୀ ଛକ ନିକଟରେ ରବିବାର ଅପରାହ୍ନରେ ଘର ବାରଣ୍ଡା ଉପରକୁ ଅଟୋ ମାଡ଼ି ଯାଇ ୩ ଜଣ ଗୁରୁତର ହୋଇଛନ୍ତି। ଏକ ଡାଲା ଅଟୋ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଘର ବାରଣ୍ଡା ଉପରକୁ…
ସୌନ୍ଦର୍ଯ୍ୟ ହରାଉଛି ‘ଆଇ ଲଭ୍ ଦାରିଙ୍ଗବାଡ଼ି ସାଇନ୍ ବୋର୍ଡ’
ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ଆଉ କିଛି ଦିନ ପରେ ଏଠାରେ ଆରମ୍ଭ ହେବ ଶୀତ ମହୋତ୍ସବ। ଏନେଇ ସ୍ଥାନୀୟ ଓ ଜିଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଦାରିଙ୍ଗବାଡ଼ି ଏହି ମହୋତ୍ସବ…
ମହୁଲି ମଦ ଭାଟି ଉପରେ ଚଢ଼ାଉ, ଛତ୍ରଭଙ୍ଗ ଦେଲେ ମାଫିଆ, ବୋଲେରୋ ଜବତ
ପାଟଣା,୫ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ହୀରାପଶି ଗ୍ରାମରେ ବେଆଇନ ଭାବେ ଚାଲି ଥିବା ଦେଶୀ ମଦ ଭାଟି ଉପରେ ରବିବାର ତୁରୁମୁଙ୍ଗା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ମହୁଲି ମଦ ଜବତ କରିବା ସହ ପୋଚକୁ ନଷ୍ଟ…
ଅଷ୍ଟ୍ରେଲିଆରେ ଅସହ୍ୟ ଗରମ, ଜଙ୍ଗଲ ନିଆଁରେ ଅସ୍ତବ୍ୟସ୍ତ ଭିକ୍ଟୋରିଆ ରାଜ୍ୟ
କାନବେରା,୫।୧: ଭାରତର ଲୋକମାନେ ଶୀତରେ ଥରୁଥିବାବେଳେ ଅଷ୍ଟ୍ରେଲିଆର ଦକ୍ଷିଣ-ପୂର୍ବ ଅଞ୍ଚଳରେ ପ୍ରବଳ ଗରମ ହେତୁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଏହା ଦ୍ୱାରା ଜଙ୍ଗଲ ନିଆଁର ଆଶଙ୍କା ବଢିଯାଇଥିଲା ଏବଂ କର୍ତ୍ତୃପକ୍ଷ ଭିକ୍ଟୋରିଆ ରାଜ୍ୟର ଅଧିକ ଅଞ୍ଚଳରେ ଅଗ୍ନି ନିଷେଧ ଲାଗୁ କରିବାକୁ…
‘ଆସିଗଲା ସମୟ…,’ ହମାସ ଜାରିକଲା ଇସ୍ରାଏଲ ବନ୍ଧକଙ୍କ ଭିଡିଓ, ଝିଅକୁ ଦେଖି…
ଜେରୁଜେଲମ,୫।୧: ଅକ୍ଟୋବର ୨୦୨୩ଆକ୍ରମଣରେ ଗାଜାରେ କଏଦ ହୋଇଥିବା ଇସ୍ରାଏଲ ସୈନିକ ଲିରି ଆଲବାଇଗଙ୍କୁ ଦେଖାଇ ହମାସର ସଶସ୍ତ୍ର ୱିଙ୍ଗ ଇଜ୍ଜେଦିନ ଅଲ-କସାମ ବ୍ରିଗେଡ ଏକ ଭିଡିଓ ଜାରି କରିଥିଲା। ଏହି ତିନି ମିନିଟର ୩୦ସେକେଣ୍ଡର ଭିଡିଓରେ ୧୯ବର୍ଷିୟ ଲିରି ଆଲାବାଗ ଇସ୍ରାଏଲ…
ପାଟ୍ଟାବନ୍ଧା ଜଳପ୍ରପାତରେ ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼, ଭୋଜିଭାତ କରି ଉଠାଉଛନ୍ତି ମଜା
ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): ଯେତିକି ଶୀତ ବୃଦ୍ଧି ପାଉଛି, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ପର୍ଯ୍ୟଟନକ୍ଷେତ୍ରଗୁଡିକୁ ସେତିକି ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପର୍ଯ୍ୟଟନକ୍ଷେତ୍ର ମଧ୍ୟରେ ପାଟ୍ଟାବାନ୍ଧା ଜଳପ୍ରପାତ ଅନ୍ୟତମ। ଏହି ଜଳପ୍ରପାତ ଦୁର୍ଗମ ଘାଟି, ପାହାଡ଼ ମଧ୍ୟରେ ରହିଥିଲେ ସୁଦ୍ଧା…
ଜର୍ଜ ସୋରୋସଙ୍କୁ ମିଳିଲା ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ, ରାଗିଗଲେ ମସ୍କ
ଓ୍ବାଶିଂଟନ,୫।୧: ଜର୍ଜ ସୋରୋସ, ଯାହାଙ୍କ ପ୍ରସଙ୍ଗରେ ଭାରତରେ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ତୁତୁମେମେ ଚାଲିଛି, ତାଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହା ଘୋଷଣା କରିଛନ୍ତି। ଜର୍ଜ ସୋରୋସଙ୍କ ପୁଅ…
ବାଇକ୍ ସହ ମୁହାଁମୁହିଁ ପିଟିହେଲା କାର୍, ଚାଲିଗଲା ଜଣଙ୍କ ଜୀବନ
କଣ୍ଟାବାଞ୍ଜି,୫ା୧(ଗୁରୁଦୟାଲ ହଂସ): ରବିବାର ଅପରାହ୍ନରେ ବୁଢ଼ୀବାହାଲ ଗାଁ ନିକଟରେ ଏକ କାର୍ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ବାଇକ୍ଚାଳକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ତୁରେକେଲା ଥାନା ବୁଢ଼ୀବାହାଲ ଗାଁର ତ୍ରିଲୋଚନ ମାଝୀ (୩୨) ବୋଲି ଜଣାପଡ଼ିଛି।…
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ମାତାପିତାଙ୍କ ସେବା ନ କଲେ ମିଳିବ ନାହିଁ ସମ୍ପତ୍ତି
ନୂଆଦିଲ୍ଲୀ,୫।୧: ମାତାପିତାଙ୍କଠାରୁ ତାଙ୍କ ସମ୍ପତ୍ତି ଉପହାର ସ୍ବରୂପ ପାଇବା ପରେ ସେମାନଙ୍କ ଦେଖାରାଖା ନ କରୁଥିବା ପିଲାମାନଙ୍କଠାରୁ ସେହି ସମ୍ପତ୍ତି ଫେରାଇ ନେଇ ହେବ। ବୟସ୍କଙ୍କ ସ୍ବାର୍ଥ ରକ୍ଷା ପାଇଁ ୨୦୦୭ରେ କରାଯାଇଥିବା ଆଇନର ବ୍ୟାଖ୍ୟା କରୁଥିବାବେଳେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି…
Archives


