୪ ସେଲିବ୍ରିଟିଙ୍କୁ ହତ୍ୟା ଧମକ
ମୁମ୍ବାଇ, ୨୪ା୧: ହାସ୍ୟ ଅଭିନେତା କପିଲ ଶର୍ମା, ରାଜପାଲ ଯାଦବ, କୋରିଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ ସୁଜା ଓ ଅଭିନେତ୍ରୀ ସୁଗନ୍ଧା ମିଶ୍ରାଙ୍କୁ ଗୁରୁବାର ଇମେଲ୍ ଯୋଗେ ହତ୍ୟା ଧମକ ହସ୍ତଗତ ହୋଇଛି। ଉକ୍ତ ଇମେଲ୍ ଧମକରେ ବିଷ୍ଣୁ ନାମକ…
ହ୍ବାଟ୍ସଆପ୍ରେ ଡାଟା ଶେୟାରିଂ ନିଷେଧାଦେଶ ସ୍ଥଗିତ
ନୂଆଦିଲ୍ଲୀ,୨୪।୧: ମାର୍କ ଜୁକରବର୍ଗଙ୍କ ମାଲିକାନାରେ ଥିବା ମେଟା ଅଧୀନ ମେସେଜ୍ ଶେୟାରିଂ ଆପ୍ ହ୍ବାଟ୍ସଆପ୍ ୟୁଜର୍ସଙ୍କ ଡେଟାକୁ ଏହି କମ୍ପାନୀର ଫେସ୍ବୁକ୍, ଇନ୍ଷ୍ଟ୍ରାଗ୍ରାମ୍ ଏବଂ ଥ୍ରେଡ୍ସ ସହ ଶେୟାର କରାଯିବା ନେଇ ବିବାଦ ଉପୁଜିଥିଲା। ୨୦୨୪ ନଭେମ୍ବର ୧୮ରେ କମ୍ପିଟିଶନ୍ କମିଶନ…
ଜାଣନ୍ତୁ କାହିଁକି କେବଳ ଜାନୁଆରୀ ୨୪ରେ ପାଳନ କରାଯାଏ କନ୍ୟା ସନ୍ତାନ ଦିବସ ?
ଭାରତରେ ପ୍ରତିବର୍ଷ ଜାନୁଆରୀ ୨୪ରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଏ। ଝିଅମାନଙ୍କ ଅଧିକାର, ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସୁରକ୍ଷା ବିଷୟରେ ସମାଜରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା…
ମ୍ୟାଚ୍ ପରେ ପିଟିବି ବୋଲି ଧମକ ଦେଇଥିଲେ ଗୌତମ ଗମ୍ଭୀର, ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ…
ନୂଆଦିଲ୍ଲୀ,୨୩।୧: ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ମନୋଜ ତିୱାରୀ ଏକ ସାକ୍ଷାତକାରରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଗମ୍ଭୀର ଏକ ମ୍ୟାଚ ସମୟରେ ତାଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ତାଙ୍କୁ ମାଡ଼ ମାରିବାକୁ ଧମକ…
ପତ୍ନୀ ଆରତୀଙ୍କୁ ଛାଡ଼ପତ୍ର ଦେବେ ସେହ୍ବାଗ? ୨୧ ବର୍ଷ ବୈବାହିକ ଜୀବନରେ ଝଡ଼…
ନୂଆଦିଲ୍ଲୀ,୨୩।୧: କ୍ରିକେଟଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ପତ୍ନୀ ଆରତୀ ଅହଲାଓ୍ବଟ୍ଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ଉଭୟଙ୍କ ୨୧ ବର୍ଷର ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ରିପୋର୍ଟ ମୁତାବକ, ସେହ୍ବାଗ-ଆରତୀ ପରସ୍ପରଠାରୁ ଏକ…
ଅଭିନୟଜଗତକୁ ବାଏ ବାଏ କରିଦେବେ ରଶ୍ମିକା ମନ୍ଦାନା!
ମୁମ୍ବାଇ: ଆଉ ଅଭିନୟ କରିବାକୁ ଇଚ୍ଛା ନାହିଁ। ଅବସର ନେବାକୁ ପ୍ରସ୍ତୁତ। କିଛି ଏଭଳି କହି ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଗୋଟିଏ ପଟେ ପ୍ରଶଂସକମାନେ ତାଙ୍କୁ ପରଦାରେ ଦେଖିବାକୁ ବ୍ୟାକୁଳ ଥିବା ବେଳେ ସେ ଏଭଳି ବୟାନକୁ…
ଓସ୍କାର ନୋମିନେଶନରେ ପ୍ରିୟଙ୍କାଙ୍କ ମୁଭି ‘ଅନୁଜା’
ନୂଆଦିଲ୍ଲୀ,୨୩।୧: ପ୍ରିୟଙ୍କା ଚୋପ୍ରା, ଗୁନିତ ମୋଙ୍ଗାଙ୍କ ମୁଭି ‘ଅନୁଜା’ ୨୦୨୫ ଓସ୍କାର ପାଇଁ ଲାଇଭ ଆକ୍ସନ ସର୍ଟ ଫିଲ୍ମ ଭାବେ ମନୋନୀତ ହୋଇଛି। ଆଡାମ ଜେ ଗ୍ରେଭ୍ସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ସୁଚିତ୍ରା ମଟ୍ଟାଇଙ୍କ ଦ୍ୱାରା ପ୍ରଯୋଜିତ, ଅନୁଜା ତାଙ୍କ ବଡ଼…
ଏଏପି ଭାଜପା ଅପେକ୍ଷା କାହିଁକି କଂଗ୍ରେସକୁ ଅଧିକ ଭୟ କରୁଛି? ମନେପଡୁଛି ୨୦୧୭…
ନୂଆଦିଲ୍ଲୀ,୨୩।୧: ଗତ ଦୁଇ ସପ୍ତାହ ଧରି, ଆମ ଆଦମୀ ପାର୍ଟି (ଏଏପି) ନେତାମାନେ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ‘ଅପ୍ରାସଙ୍ଗିକ’ ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସେ ଭାରତୀୟ ଜନତା ପାର୍ଟି (ଭାଜପା) ସହିତ ‘ସହଯୋଗ’ କରି…
ଯାହାଙ୍କୁ ଜୀବନ ବୋଲି କହୁଥିଲେ, ତାଙ୍କୁ ଛଟପଟ କରି ମାରିଦେଲେ…ବିଷ ଦେଇଥିବା ପ୍ରେମିକାଙ୍କ ଭୟଙ୍କର ଷଡଯନ୍ତ୍ରର କାହାଣୀ
ତିରୁବନନ୍ତପୁରମ,୨୩।୧:କେହି କ’ଣ କାହାକୁ ଏତେ ଭଲ ପାଇପାରେ ଯେ ସେ ତାକୁ ମାରିପାରେ? ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ଧୂମ-୨”ରେ ହ୍ରିତିକ ରୋଶନ ଏହି ଡାଏଲଗ୍ ଐଶ୍ୱର୍ଯ୍ୟା ରାୟଙ୍କୁ କହିଥିଲେ, ଯାହା ପରେ ଐଶ୍ୱର୍ଯ୍ୟା ହ୍ରିତିକଙ୍କୁ ଗୁଳି କରିଥିଲେ। ଏବେ…
ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ବଦଳିଲା ୨୬ ଜାନୁଆରୀର କାର୍ଯ୍ୟକ୍ରମ
ଚଣ୍ଡିଗଡ଼,୨୩।୧: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ବୋମା ମାଡ଼ କରିବାକୁ ଧମକ ଦେଇଛନ୍ତି। ଏହା ପରେ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଫରିଦକୋଟରେ ୨୬ ଜାନୁଆରୀ କାର୍ଯ୍ୟକ୍ରମରେ ଭଗବନ୍ତ ମାନ ପତାକା…
କମଲନାଥ କି ବଘେଲ ନୁହେଁ , ରାହୁଲଙ୍କୁ ବୁଷ୍ଟର ଡୋଜ ଦେବେ ପାଇଲଟ
ନୂଆଦିଲ୍ଲୀ,୨୩।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଅସୁସ୍ଥ ଥିବା ସୂଚନା ମିଳିଛି। ସେଥିପାଇଁ ସେ ଗୁରୁବାର ମୁଜାଫରନଗର ରାଲିକୁ ରଦ୍ଦ କରିଥିବା କୁହାଯାଇଛି। ଅସୁସ୍ଥତା କାରଣରୁ ରାହୁଲ ଗାନ୍ଧୀ ବୁଧବାର ସାରେ ସଦର ବଜାର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ…
ଗୋଟିଏ ପରେ ଗୋଟିଏ ରାଲି ବାତିଲ, କେଜ୍ରିଓ୍ବାଲଙ୍କ ବିରୋଧରେ କାର୍ଯ୍ୟକ୍ରମ ଶୂନ…ଦିଲ୍ଲୀ ପାଇଁ କି ମସୁଧା ଚଳାଇଛନ୍ତି ରାହୁଲ ଗାନ୍ଧୀ?
ନୂଆଦିଲ୍ଲୀ,୨୩।୧: ଦିଲ୍ଲୀ ନିର୍ବାଚନରୁ ପଛକୁ ହଟିଛି କଂଗ୍ରେସ। ଏଠାରେ ଦଳର ପ୍ରମୁଖ ନେତା ରାହୁଲ ଗାନ୍ଧୀଙ୍କ ୩ଟି ପ୍ରସ୍ତାବିତ ରାଲିକୁ ଶେଷ ମୁହୂର୍ତ୍ତରେ ଗୋଟିଏ ପରେ ଗୋଟିଏ ବାତିଲ କରାଯିବା ପରେ କିଛି ଏଭଳି ଚର୍ଚ୍ଚା ରାଜନୈତିକ ମାହୋଲକୁ ସରଗରମ କରିଛି।…
Archives


