Home

ରଣଜୀ ମ୍ୟାଚ୍‌ ଖେଳିବା ପାଇଁ କେତେ ଟଙ୍କା ନେଉଛନ୍ତି ବିରାଟ କୋହଲି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩୧।୧: ରଣଜୀ ଟ୍ରଫିରେ ଦିଲ୍ଲୀ ଏବଂ ରେଳବାଇ ଦଳ ମୁହାଁମୁହିଁ ହୋଇଛନ୍ତି। ଦୁଇ ଦଳ ମଧ୍ୟରେ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ବିରାଟ କୋହଲି ଖେଳୁଛନ୍ତି। ସେ ବହୁତ ଦିନ ପରେ ଘରୋଇ କ୍ରିକେଟକୁ ଫେରିଛନ୍ତି,…

ଉତ୍କର୍ଷ ଓଡ଼ିଶାରେ ବିଓବିର ସର୍ବବୃହତ୍‌ ଷ୍ଟଲ୍‌

ଭୁବନେଶ୍ୱର,୩୧।୧: ଓଡ଼ିଶା ସରକାରଙ୍କ ବହୁ ପ୍ରତୀକ୍ଷିତ ନିବେଶ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ୨୦୨୫’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ଏହି ୪ ଦିନିଆ ନିବେଶ ମହାକୁମ୍ଭରେ ବ୍ୟାଙ୍କ ଅଫ୍‌ ବରୋଦା…

ବଲିଉଡ୍‌ରେ ଡେବ୍ୟୁ କରିବେ ଇବ୍ରାହିମ

ମୁମ୍ବାଇ: ଅଭିନେତା ସୈଫ୍‌ ଅଲୀ ଖାନ୍‌ ଓ ତାଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କ ପୁଅ ଇବ୍ରାହିମ ଅଲୀ ଖାନ୍‌ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏନେଇ ଫିଲ୍ମ ନିର୍ମାତା କରନ ଜୋହର ସୋସିଆଲ ମିଡିଆରେ ଏକ ଭାବନାତ୍ମକ ପୋଷ୍ଟ କରି…

କ୍ଷୁଦ୍ରଗ୍ରହ ଆବିଷ୍କାରକଲେ ୯ମ ଶ୍ରେଣୀ ଛାତ୍ର

ନଏଡା: ଉତ୍ତରପ୍ରଦେଶର ନଏଡାସ୍ଥିତ ଶିବ ନାଡର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଦକ୍ଷ ମଲିକ୍‌ (୧୪) ଏକ କ୍ଷୁଦ୍ରଗ୍ରହ (ଆଷ୍ଟେରଏଡ୍‌)ର ଆବିଷ୍କାର କରିଛନ୍ତି, ଯାହାକୁ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ସ୍ବୀକୃତି ମିଳିଛି। ଏହାସହ ଦକ୍ଷ ଏହି କ୍ଷୁଦ୍ରଗ୍ରହର ନାମ ଦେବାକୁ…

ସୀତାରାମନ୍‌ଙ୍କ ୬ ବଜେଟ ବିନ୍ଧାଣି

ନୂଆଦିଲ୍ଲୀ, ୩୧ା୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆସନ୍ତା ୧ ତାରିଖରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ରୀୟ ବଜେଟକୁ ଉପସ୍ଥାପନ କରିବେ। ଚଳିତ ଥର ଅଷ୍ଟମ ଥର ପାଇଁ ସୀତାରାମନ ଏହି ବଜେଟ ଉପସ୍ଥାପନ କରିବେ। ତେବେ ଉକ୍ତ ବଜେଟକୁ ଅନ୍ତିମ…

ସ୍ପେସ୍‌ଓ୍ବାକ୍‌ କଲେ ସୁନୀତା, ବୁଚ୍‌

ଓ୍ବାଶିଂଟନ, ୩୧ା୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ୮ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୟୁଲିୟମ୍ସ ଓ ସହଯାତ୍ରୀ ବୁଚ୍‌ ଓ୍ବିଲମୋର ଗୁରୁବାର ପ୍ରଥମଥର ପାଇଁ ଆଇଏସ୍‌ଏସ୍‌ ବାହାରେ ସ୍ପେସ୍‌ଓ୍ବାକ୍‌ କରିଛନ୍ତି। ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ…

ବିଦ୍ରୋହୀ ନେତା ଅଲ୍‌-ସାରା ହେଲେ ସିରିଆ ରାଷ୍ଟ୍ରପତି

ଡମାସ୍‌କସ୍‌,୩୧।୧: ସିରିଆ ରାଷ୍ଟ୍ରପତି ବଶର ଅସାଦଙ୍କୁ କ୍ଷମତାଚ୍ୟୁତ କରିଥିବା ବିଦ୍ରୋହୀ ଗୋଷ୍ଠୀର ନେତା ଅହମଦ ଅଲ୍‌-ସାରାଙ୍କୁ ଦେଶର ଅନ୍ତରୀଣ ରାଷ୍ଟ୍ରପତି ନିଯୁକ୍ତ କରାଯାଇଛି। ପୂର୍ବତନ ଇନ୍‌ସର୍ଜେଣ୍ଟ ଗୋଷ୍ଠୀ ହୟାତ୍‌ ତହରିର ଅଲ୍‌- ଶାମ୍‌ (ଏଚ୍‌ଟିଏସ୍‌)ର ବୈଠକ ପରେ ଅଲ୍‌-ସାରାଙ୍କୁ ରାଷ୍ଟ୍ରପତି ନିଯୁକ୍ତ…

ୟୁନୁସ ସରକାରଙ୍କ ନିଦ ଉଡାଇଲା ଟ୍ରମ୍ପଙ୍କ ନିଷ୍ପତ୍ତି, ସଙ୍କଟରେ ବାଂଲାଦେଶ ନାଗରିକ

ଓ୍ବାଶିଂଟନ/ଢାକା,୩୧।୧: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ପୁନର୍ବାର କ୍ଷମତାକୁ ଆସିବା ପରେ ବାଂଲାଦେଶକୁ ଏକ ବଡ଼ ଝଟକା ଲାଗିଛି। ଆମେରିକା ପ୍ରଶାସନ ବାଂଲାଦେଶକୁ ଲକ୍ଷ ଲକ୍ଷ ଡଲାରର ସହାୟତା ବନ୍ଦ କରିଦେଇଛି। ପୂର୍ବରୁ, ବାଇଡେନ ପ୍ରଶାସନ ସମୟରେ, ଆମେରିକା ବାଂଲାଦେଶକୁ…

ବିମାନ-ହେଲିକପ୍ଟର ଦୁର୍ଘଟଣା: ୨୫ ବର୍ଷ ଇତିହାସରେ ସବୁଠାରୁ ବଡ ଦୁର୍ଘଟଣା, ସମସ୍ତ ୬୪ ଯାତ୍ରୀ ମୃତ

ଓ୍ବାଶିଂଟନ,୩୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାରେ ଆମେରିକୀୟ ଏୟାରଲାଇନ୍ସ ବିମାନରେ ଥିବା ସମସ୍ତ ୬୪ ଜଣଙ୍କର ମୃତ୍ୟୁ ହୋଇଛି। ଟ୍ରମ୍ପ ହୱାଇଟ ହାଉସରେ ସାମ୍ବାଦିକମାନଙ୍କୁ କହିଥିଲେ, ଉଭୟ ବିମାନ ପୋଟୋମାକର ବରଫାବୃତ…

ସବୁଦିନ ଲାଗି ସସ୍‌ପେଣ୍ଡ ହୋଇଗଲା ସ୍ବରା ଭାସ୍କରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ

ମୁମ୍ବାଇ: ସବୁଦିନ ଲାଗି ସସ୍‌ପେଣ୍ଡ ହୋଇଯାଇଛି ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଟୁଇଟର ଆକାଉଣ୍ଟ। ସେ ନିଜେ ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ଯୋଗୁ ଏଭଳି ହୋଇଥିବା ସେ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି। ଟୁଇଟର ତରଫରୁ…

କଳିଯୁଗର ଶ୍ରବଣ କୁମାର! ୯୨ ବର୍ଷୀୟ ମା’ଙ୍କୁ ବଳଦଗାଡ଼ିରେ ବସାଇ ମହାକୁମ୍ଭ ନେଉଛନ୍ତି ୬୫ ବର୍ଷୀୟ ପୁଅ, Video ଦେଖିଲେ…

ଭାରତୀୟ ସଂସ୍କୃତି ବେଶ ସୁନ୍ଦର। ଏହାର ଝଲକ ସମ୍ପର୍କରୁ ବାରି ହୋଇପଡେ। ସେମିତି ଜଣେ ଥିଲେ ଶ୍ରବଣ କୁମାର, ଯିଏକି ନିଜର ଅନ୍ଧ ବାପାମା’ଙ୍କୁ କାନ୍ଧରେ ବସାଇ ତୀର୍ଥଭ୍ରମଣ କରାଇଥିଲେ। ଆଜି ବି ପିତାମାତାଙ୍କ ଲାଗି ଉତ୍ସର୍ଗୀକୃତ ସେବା ଲାଗି ତାଙ୍କର…

ଏହି ସୁନ୍ଦରୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ମହମ୍ମଦ ସିରାଜ!

ନୂଆଦିଲ୍ଲୀ,୩୦।୧: ପ୍ରେମରେ ପଡ଼ିଛନ୍ତି ଭାରତୀୟ ବୋଲର୍‌ ମହମ୍ମଦ ସିରାଜ। ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ମାହିରା ଶର୍ମାଙ୍କ ସହ ତାଙ୍କର ନାମକୁ ଯୋଡ଼ା ଯାଉଛି। ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଜାତୀୟ ଗଣମାଧ୍ୟମର ରିପୋର୍ଟ ପ୍ରକାଶ ପାଇଛି। କଥାଟି କେତେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri