Home

ଆଉ ଏକ ଲଘୁଚାପ, ୨୧ ଯାଏ ପ୍ରବଳ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି କଲା..

ଭୁବନେଶ୍ୱର,୧୬ା୮(ଅନୁରାଧା ମହାରଣା) – ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ହେଉଛି। ତେବେ ଆସନ୍ତା ୧୮ ତାରିଖ ବେଳକୁ ଉତ୍ତରପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଆସନ୍ତା ୨୧ ତାରିଖ…

କାହିଁକି ଜେଲେନ୍ସକିଙ୍କୁ ଧନ୍ୟବାଦ ଦେଲେ ମୋଦି? ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ/କ୍ୱିଭ,୧୬।୮: ଶନିବାର ଭାରତ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାକ୍ଷାତକୁ ସ୍ବାଗତ କରିଛି। ଏହି ବୈଠକ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା କିନ୍ତୁ ୟୁକ୍ରେନ ଯୁଦ୍ଧରେ ଯୁଦ୍ଧବିରତି ଉପରେ କୌଣସି ଠୋସ…

ବେଇମାନ ଚାଇନା: ଭାରତକୁ କେବଳ ବନ୍ଧୁତ୍ୱର ହାତ ବଢାଇଲା, ହେଲେ ପାକିସ୍ତାନକୁ କରୁଛି ଆବଶ୍ୟକତାଠାରୁ ଅଧିକ ସାହାଯ୍ୟ

ବେଜିଂ/ନୂଆଦିଲ୍ଲୀ,୧୬।୮: ଚାଇନା ପାକିସ୍ତାନକୁ ତୃତୀୟ ଆଧୁନିକ ହାଙ୍ଗର ଶ୍ରେଣୀର ବୁଡ଼ାଜାହାଜ ହସ୍ତାନ୍ତର କରିଛି। ଏହା ଚାଇନା ଦ୍ୱାରା ପାକିସ୍ତାନକୁ ଦିଆଯାଇଥିବା ଆଠଟି ହାଙ୍ଗର ଶ୍ରେଣୀର ବୁଡ଼ାଜାହାଜ ମଧ୍ୟରୁ ତୃତୀୟ। ବିଶ୍ୱାସ କରାଯାଏ ଯେ ଏହି ବୁଡ଼ାଜାହାଜ ଦେଇ ଚାଇନା ଭାରତ ମହାସାଗରରେ…

୫ମ ଥର ପାଇଁ ବାପା ହେବାକୁ ଯାଉଛନ୍ତି ଅରମାନ ମଲିକ, କୃତିକା ପୁଣି ଗର୍ଭବତୀ ହେବା ପରେ ଏମିତି କହିଲେ ପ୍ରଥମ ପତ୍ନୀ… 

ମୁମ୍ବାଇ: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଜଣାଶୁଣା ୟୁଟ୍ୟୁବର ଅରମାନ ମଲିକ ପୁଣି ଥରେ ଖବରରେ ଅଛନ୍ତି। ଅରମାନ ପଞ୍ଚମ ଥର ଲାଗି ବାପା ହେବେ। ତାଙ୍କ ଦ୍ୱିତୀୟ ପତ୍ନୀ କୃତିକା ମଲିକ ଦ୍ୱିତୀୟଥର ଲାଗି ଗର୍ଭବତୀ ଅଛନ୍ତି।…

ରୋଜଗାର ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ

ବରଗଡ଼,୧୬ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧରୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଜଣେ ଯୁବକ ଘରକୁ ଫେରିବା ବାଟରେ ମୃତ୍ୟୁ ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ମୃତ ଯୁବକ ହେଲେ, ଉକ୍ତ ଗ୍ରାମର ନେହେରୁ ବାଗଙ୍କ ପୁଅ…

BCCI ଆଣିଲା ନୂଆ ନିୟମ, ଏଣିକି ଗମ୍ଭୀର ଆଘାତ ଯୋଗୁ…

ନୂଆଦିଲ୍ଲୀ,୧୬।୮: ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନିକଟରେ ଇଂଲଣ୍ଡ ଗସ୍ତରେ ଗମ୍ଭୀର ଆଘାତର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଲର୍ଡସ ଟେଷ୍ଟ ସମୟରେ ଉଇକେଟ କିପିଂ ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହାପରେ ମାଞ୍ଚେଷ୍ଟର ଟେଷ୍ଟରେ ତାଙ୍କ ଗୋଡ଼ରେ ଗମ୍ଭୀର…

ନିଲମ୍ବିତ ହେଲେ ଥାନାଧିକାରୀ, ମାତ୍ର ୫ ମାସ ୨୦ ଦିନରେ…

ଛତ୍ରପୁର,୧୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କୁ ଓଡ଼ିଶା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବନ କରିଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ସମୟରେ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟରେ ରହିବେ। ଚମାଖଣ୍ଡି ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ…

ଭଡ଼ାଘରେ ବେକରେ ଶାଢ଼ି ଲଗାଇ ଝୁଲି ପଡ଼ିଲେ ମହିଳା, ଶିକ୍ଷକ ସ୍ବାମୀଙ୍କୁ…

ପାଇକମାଳ,୧୬ା୮(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନୃସିଂହନାଥ ମନ୍ଦିର ଯିବା ରାସ୍ତାରେ ନରସିଂହ ପଡ଼ାରେ ଭଡ଼ା ଘରେ ରହୁ ଥିବା ଜଣେ ଯୁବତୀ ଶନିବାର ନିଜ ଶାଢ଼ିରେ ବେକରେ ଫାଶ ପକାଇ ଆତ୍ମହତ୍ୟା କରିଛି। ମୃତକ ହେଲେ ନୀଲିପମା ଦୀପ (୩୪)ମୃତକଙ୍କ…

ଭାଜପା ନେତାଙ୍କ ବିସ୍ଫୋରକ ମନ୍ତବ୍ୟ, କହିଲେ ୧୫ ଅଗଷ୍ଟରେ ଆମକୁ ଭଙ୍ଗା ଦଦରା ସ୍ବାଧୀନତା ମିଳିଛି, ଦିନେ ପାକିସ୍ତାନରେ…

ନୂଆଦିଲ୍ଲୀ,୧୬।୮: ମଧ୍ୟପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଏବଂ ପୂର୍ବତନ ଭାଜପା ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟଭର୍ଗୀୟଙ୍କ ଦ୍ୱାରା ଦେଶର ସ୍ବାଧୀନତା ସମ୍ପର୍କରେ ଦିଆଯାଇଥିବା ବୟାନକୁ ନେଇ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଛି। ବିଜୟଭର୍ଗୀୟ କହିଛନ୍ତି ଯେ ସର୍ଦ୍ଦାର ଭଗତ ସିଂହ ଯେଉଁ…

କିଏ ହେବେ ଉପରାଷ୍ଟ୍ରପତି? ଭାଜପା ନେତାଙ୍କ ସହ RSS ନେତା ବି ହେଲେଣି ସାମିଲ

ନୂଆଦିଲ୍ଲୀ,୧୬।୮: ନିର୍ବାଚନ କମିଶନ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଘୋଷଣା କରିବା ପରଠାରୁ, ଭାଜପା ଏବଂ ବିରୋଧୀ ଦଳ ମଧ୍ୟରେ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କୁ ନେଇ ନିରନ୍ତର ଆଲୋଚନା ଚାଲିଛି। ଭାଜପା ମଧ୍ୟ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବା ପାଇଁ…

ଡ୍ରପ୍‌ ଆଉଟ୍‌ ଛାତ୍ରୀଛାତ୍ରଙ୍କ ପୁନଃ ନାମାଙ୍କନ ନେଇ ସଚେତନ

ଥୁଆମୂଳ ରାମପୁର,୧୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବଡ଼ଛତ୍ରଙ୍ଗସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟଠାରେ ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଜେଏମ୍‌ଏଫ୍‌ସି କୋର୍ଟର ବିଚାରକ ଡଃ ତାରିଣୀ ପ୍ରସାଦ ସାହୁଙ୍କ ତତ୍ତ୍ୱାବଧାନରେ ଡ୍ରପ୍‌ ଆଉଟ୍‌ ଛାତ୍ରୀଛାତ୍ରଙ୍କ ପୁନଃ…

ଜାଣନ୍ତି କି କେଉଁଠାରେ ଅଧିକ ପଡ଼ିଥାଏ ଉଲ୍‌କା ପିଣ୍ଡ, କାରଣ ଜାଣିଲେ…

ସାଧାରଣତଃ ଆକାଶରୁ ତାରା ଖସିଲା ବୋଲି ଲୋକେ କୁହନ୍ତି। ମାତ୍ର ଏଗୁଡ଼ିକ ପ୍ରକୃତିରେ ଉଲ୍‌କା ପିଣ୍ଡ। ଯାହା ମହାକାଶରୁ ପୃଥିବୀ ଉପରେ ପଡୁଥିବା ପଥର ବା ଧାତୁ ଖଣ୍ଡ। ଏମାନେ ଆକାଶରେ ଚମକୁଥିବା ଦେଖାଯାଏ ଏବଂ କେତେକ ସମୟରେ ପୃଥିବୀ ପୃଷ୍ଠରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?