ଭାରତୀୟ-ଆମେରିକୀୟ ସଙ୍ଗିତକାର ଚନ୍ଦ୍ରିକା ଟଣ୍ଡନଙ୍କୁ ଗ୍ରାମୀ ପୁରସ୍କାର
ଓ୍ବାଶିଂଟନ,୩।୨: ଭାରତୀୟ-ଆମେରିକୀୟ ଗାୟିକା ଏବଂ ଉଦ୍ୟୋଗୀ ଚନ୍ଦ୍ରିକା ଟଣ୍ଡନ ତ୍ରିବେଣୀ ଆଲବମ ପାଇଁ ବେଷ୍ଟ ନ୍ୟୁ ଏଜ, ଆମ୍ବିଏଣ୍ଟ ବା ଚାଣ୍ଟ ଆଲବମ ବର୍ଗରେ ଗ୍ରାମୀ ପୁରସ୍କାର ଜିତିଛନ୍ତି। ରେକର୍ଡିଂ ଏକାଡେମୀ ଦ୍ୱାରା ଆୟୋଜିତ ସବୁଠାରୁ ବଡ଼ ସଙ୍ଗୀତ ପୁରସ୍କାର ସମାରୋହର…
ବିଜୟର ଭବିଷ୍ୟବାଣୀ କରି ଏମିତି କହିଲେ ପ୍ରବେଶ ବର୍ମା
ନୂଆଦିଲ୍ଲୀ,୩।୨: ଦିଲ୍ଲୀରେ ଭାଜପାର ବିଜୟ ପରେ, ତାଲକାଟୋରା ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯିବ। ନୂଆଦିଲ୍ଲୀ ଆସନରୁ ଭାଜପା ପ୍ରାର୍ଥୀ ପ୍ରବେଶ ବର୍ମା ଏହା ଘୋଷଣା କରିଛନ୍ତି। ସେ ଦାବି କରିଛନ୍ତି ଯେ ଫେବୃଆରୀ ୮ ତାରିଖରେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର…
ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ପ୍ରତିବାଦରେ ରାସ୍ତାରୋକୋ କଲେ ଗ୍ରାମବାସୀ
ମୋରଡ଼ା,୩ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ କୁଜିଡ଼ିହି-ବାରମାଇଲ ମୁଖ୍ୟ ରାସ୍ତାର ବଡ଼ବିଲା- ମୋହନପୁର ଛକ ମଧ୍ୟରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି l ମୃତକ…
ହାର୍ଟ ସୁସ୍ଥ ରହିବା ପାଇଁ…
ହୃତ୍ପିଣ୍ଡ ବା ହାର୍ଟ ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ। ହାର୍ଟର କାର୍ଯ୍ୟଧାରାରେ ଯଦି ବାଧା ସୃଷ୍ଟି ହୁଏ ତେବେ ତାହା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ଏହାକୁ ସୁସ୍ଥ ରଖିବାର ସରଳ ତଥା ସହଜ ଉପାୟ ଆମର…
ଟ୍ରମ୍ପଙ୍କ ଧମକ ପରେ ପଛକୁ ଫେରିଲା ପାନାମା
ଓ୍ବାଶିଂଟନ,୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାନାମାକୁ ନିରନ୍ତର ଧମକ ଦେଉଛନ୍ତି। ଏବେ ତାଙ୍କର ଧମକର ପ୍ରଭାବ ପାନାମା ଉପରେ ପଡୁଥିବା ପରି ମନେ ହେଉଛି। ଏହି କାରଣରୁ ରାଷ୍ଟ୍ରପତି ଜୋସେ ରାଉଲ ମୁଲିନୋଙ୍କ ସରକାର କହିଛନ୍ତି ଯେ ପାନାମା ଚାଇନାର…
ସାଧୁସନ୍ଥଙ୍କ ସମାଗମରେ ଚଳଚଞ୍ଚଳ ଖଣ୍ଡଗିରି
ଭୁବନେଶ୍ୱର,୩ା୨ (ସୌମ୍ୟରଞ୍ଜନ ରାଉତ) ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ଏଥିସହ ୫ରୁ ସ୍ଥାନୀୟ ପାନ୍ଥିକାଠାରେ ଐତିହ୍ୟ, ସଂସ୍କୃତିର ଗାଥା ପ୍ରଦର୍ଶନ ସହ ମନୋରଞ୍ଜନ କରିବ ଐରଖାରବେଳ ମହୋତ୍ସବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ…
ଆତ୍ମହତ୍ୟା କଲେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅ, ନିକଟରେ ଭେଟିଥିଲେ ରାହୁଲ
ପାଟନା,୩।୨: ବିହାରର ବରିଷ୍ଠ କଂଗ୍ରେସ ନେତା ଶକିଲ ଅହମ୍ମଦ ଖାନଙ୍କ ପୁଅ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କୁହାଯାଉଛି ଯେ ସେ ପାଟନାର ଏମଏଲସି ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସଚିବାଳୟ ଡିଏସପି ଘଟଣାର ସତ୍ୟାସତ୍ୟ ପ୍ରକାଶ କରିଛନ୍ତି ଏବଂ ପୋଲିସ ଅଧିକାରୀମାନେ…
ନାକ୍ ମାନ୍ୟତା ପାଇଁ ଲାଞ୍ଚ: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ସମେତ ୧୦ ଗିରଫ
ସମ୍ବଲପୁର(ପ୍ରମୋଦ ବହିଦାର)/ ନୂଆଦିଲ୍ଲୀ(ଏଜେନ୍ସି),୩ା୨: ଦେଶର ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନ ର଼୍ୟାଙ୍କିଙ୍ଗ୍ ପାଇଁ ଆବଶ୍ୟକ ମାପଦଣ୍ଡ ପୂରଣରେ ବିଫଳତା ସତ୍ତ୍ୱେ ସେଗୁଡ଼ିକୁ କେନ୍ଦ୍ରୀୟ ସ୍ବୀକୃତି ପ୍ରଦାନ ସକାଶେ କିପରି ଜାଲିଆତି ଓ ଲାଞ୍ଚ କାରବାର ଚାଲିଛି, ସିବିଆଇ ପକ୍ଷରୁ ଦେଶର ୨୦ଟି ସ୍ଥାନରେ…
ଚାଇନାକୁ ଆଉ ଏକ ଝଟକା, ଟ୍ରମ୍ପଙ୍କ ଧମକ ପରେ ଏହି ଛୋଟ ଦେଶ ନେଲା ଆକ୍ସନ
ଓ୍ବାଶିଂଟନ,୩।୨: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଚାଇନାର ଚିନ୍ତା ବୃଦ୍ଧି ପାଉଛି। ଆମେରିକା ଚାଇନାରୁ ଆମଦାନୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏବେ, ପାନାମା ଚାଇନାକୁ ଏକ ବଡ଼ ଝଟକା ଦେଇଛି। ପାନାମା ରାଷ୍ଟ୍ରପତି…
ଭାଙ୍ଗିଯିବ କି ରଓ୍ବେନ୍ତ ରେଡ୍ଡୀ ସରକାର? କର୍ନାଟକ ସହ ତେଲଙ୍ଗାନା କଂଗ୍ରେସରେ ବି ଝଡ଼
ନୂଆଦିଲ୍ଲୀ,୩।୨: କଂଗ୍ରେସ ଦଳ ସବୁଠି ଭିତିରି କଳହର ସମ୍ମୁଖୀନ ହେଉଛି। ସମଗ୍ର ଦେଶରେ କେବଳ ତିନୋଟି ରାଜ୍ୟରେ ଦଳର ସରକାର ଅଛି। କିନ୍ତୁ, ଏହି ତିନୋଟି ରାଜ୍ୟରେ ଦଳ ଗୁରୁତର ଭିତିରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଛି। କର୍ନାଟକରେ ମୁଖ୍ୟମନ୍ତ୍ରୀ ଚୌକି ପାଇଁ…
ନୂଆରୂପ ନେବ ବରଗଡ଼ ବସ୍ଷ୍ଟାଣ୍ଡ, ବଦଳିବ ଠିକଣା
ବରଗଡ଼,୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସରକାରୀ ବସଷ୍ଟାଣ୍ଡ ତାର ଅସ୍ତିତ୍ୱ ହଜାଇ ବସିଛି। ଏଠାରେ ରହିଥିବା ବିଭିନ୍ନ ସମସ୍ୟା ଅସମାହିତ ହୋଇ ରହିଯାଇଛି। କେତେବେଳେ ପାନୀୟଜଳ ସଙ୍କଟ ତ ଆଉକେବେ ବସଷ୍ଟାଣ୍ଡରେ ବର୍ଷାଜଳ ଲହଡ଼ି ମାରୁଛି। ସେହିପରି ବିଭିନ୍ନ ସମୟରେ ବସଷ୍ଟାଣ୍ଡ ପରିସରରେ…
ମହାକାଶରେ ଇସ୍ରୋର ମହତ୍ତ୍ୱପୂର୍ଣ୍ଣ ଡକିଙ୍ଗ ପରୀକ୍ଷା
ପ୍ରଶ୍ନ ହେଉଛି, ଇସ୍ରୋର ଅନ୍ତରୀକ୍ଷ ଅଭିଯାନରେ ଏହି ମହାକାଶୀୟ ଡକିଙ୍ଗ ଓ ଅନ୍ଡକିଙ୍ଗ ପ୍ରକ୍ରିୟାର ଆବଶ୍ୟକତା କ’ଣ? ଏଠାରେ ଦୁଇଟି ଉଦାହରଣ ଦିଆଯାଇ ପାରେ : ପ୍ରଥମତଃ, ଇସ୍ରୋ ଆଗାମୀ ୨୦୩୫ ମସିହା ସୁଦ୍ଧା ଅନ୍ତରୀକ୍ଷରେ ଦୀର୍ଘଦିନ ରହଣି ନିମନ୍ତେ ନିଜର…
Archives


