Home

ଚଳନ୍ତା ଆମ ବସ୍‌ରେ ଲାଗିଲା ନିଆଁ, ଭିତରୁ ଯାତ୍ରୀମାନଙ୍କୁ…

ଖୋର୍ଦ୍ଧା,୨୧ା୮(ପ୍ରଭାତ ପାଣିଗ୍ରାହୀ): ଗୁରୁବାର ମଧ୍ୟାହ୍ନରେ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ନିକଟସ୍ଥ ଗଡ଼ଖୋର୍ଦ୍ଧା ଛକରେ ଏକ ଚଳନ୍ତା ଆମ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଓଡ଼ିଶା ରାଜ୍ୟ ପରିବହନ ନିଗମର ଏକ ବସ (ଓଡି-୩୩, ୟୁ-୭୩୪୯) ଜଗତପୁରରୁ ଖୋର୍ଦ୍ଧା ଅଭିମୁଖେ…

Bronco Test କ’ଣ: ୬ ମିନିଟ୍‌ ଏହି କାମ ନ କଲେ ଟିମ୍‌ ଇଣ୍ଡିଆରେ ମିଳିବନି ସ୍ଥାନ

ନୂଆଦିଲ୍ଲୀ,୨୧।୮: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଖେଳାଳିଙ୍କ ଫିଟନେସ ପରୀକ୍ଷା କରିବା ପାଇଁ ଏକ ନୂତନ ନିୟମ ପ୍ରଚଳନ କରିଛି। ଏହି ନିୟମର ନାମ ହେଉଛି ବ୍ରୋଙ୍କୋ ଟେଷ୍ଟ। ଏହାକୁ ରଗ୍‌ବିରୁ କ୍ରିକେଟକୁ ନିଆଯାଇଛି। ଏହା ଖେଳାଳିଙ୍କ ଏରୋବିକ କ୍ଷମତା…

ଖାନ୍‌ ସାର୍‌ଙ୍କ ବଡ଼ ନିଷ୍ପତି, ବିହାରରେ ହଲଚଲ: ଏଣିକି…

ପାଟନା,୨୧।୮: ସାଧାରଣ ଲୋକମାନେ ଏବେ ପ୍ରସିଦ୍ଧ YouTuber ଏବଂ ଶିକ୍ଷକ ଖାନ ସାର୍‌ଙ୍କ ଘରେ ୨୫ ଟଙ୍କାରେ ECG ପରୀକ୍ଷା କରିପାରିବେ। ଖାନ ସାର୍‌ଙ୍କ ଏହି ପଦକ୍ଷେପ ଗରିବ ଲୋକଙ୍କ ପାଇଁ ବହୁତ ଲାଭଦାୟକ ହେବ। ଏନେଇ ଖାନ ସାର୍‌ କହିଛନ୍ତି,ଚିକିତ୍ସା…

କାହିଁକି ବାରମ୍ବାର କ୍ୟାନ୍‌ସେଲ୍‌ ହୋଇଥାଏ ଷ୍ଟଡି ଲୋନ୍‌, ଆପଣ କରୁନାହାନ୍ତି ତ ଏହି ଭୁଲ୍‌, ନିଶ୍ଚିତ ଜାଣି ରଖନ୍ତୁ…

ଯଦି ଆପଣ କୌଣସି ବିଶ୍ୱବିଦ୍ୟାଳୟ କିମ୍ବା କଲେଜରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ଏବଂ ଆପଣ ଷ୍ଟଡି ଲୋନ୍‌ ସାହାଯ୍ୟରେ ଅଧ୍ୟୟନ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ନିଶ୍ଚିତ ଜାଣିରଖନ୍ତୁ। ପ୍ରାୟତଃ ଦେଖାଯାଏ, ଷ୍ଟଡି ଲୋନ୍‌ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ…

ଅଗରକରଙ୍କୁ ବଡ଼ ଉପହାର ଦେଲା BCCI

ନୂଆଦିଲ୍ଲୀ,୨୧।୮: ଏସିଆ କପ ୨୦୨୫ ଦଳ ଚୟନ ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଏକ ବିଶେଷ ଉପହାର ଦେଇଛି। ଅଜିତ ଅଗରକରଙ୍କୁ ଜୁନ ୨୦୨୩ରେ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା କରାଯାଇଥିଲା। ତାଙ୍କର କାର୍ଯ୍ୟକାଳ…

ରୁଷିଆ ସହ ବଡ଼ ଡିଲ୍‌ କଲା ଭାରତ: ଟ୍ରମ୍ପଙ୍କୁ ଲାଗିଲା ଜୋରଦାର ଝଟ୍‌କା

ମସ୍କୋ,୨୧।୮: ଆମେରିକା ସହ ଟାରିଫ୍‌ ଯୁଦ୍ଧ ମଧ୍ୟରେ ରୁଷିଆ ସହ ସମ୍ପର୍କ ଦୃଢ କରୁଛି ଭାରତ। ଏବେ ଭାରତ ରୁଷିଆ ସହ ଏକ ବଡ଼ ଡିଲ୍‌ କରିଛି। ରୁଷିଆର ପ୍ରଥମ ଉପପ୍ରଧାନମନ୍ତ୍ରୀ ଡେନିସ ମାଣ୍ଟୁରୋଭ କହିଛନ୍ତି, ରୁଷିଆରୁ ତୈଳ ଏବଂ ଶକ୍ତି…

୩ ଝିଅଙ୍କୁ ସାଙ୍ଗରେ ନେଇ ମା’ଙ୍କ ଆତ୍ମାହୁତି ଉଦ୍ୟମ, ସ୍ବାମୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରି…

ନିଶ୍ଚିନ୍ତକୋଇଲି,୨୧ା୮(ଅଶୋକ ମହାପାତ୍ର): ୩ ଝିଅଙ୍କ ସହ ଜଣେ ମା’ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ସ୍ବାମୀଙ୍କ ପରକୀୟା ପ୍ରୀତି ସନ୍ଦେହରେ ୩ ଝିଅଙ୍କ ସହ କିରୋସିନି ଢାଳି ମହିଳା ଜଣକ ଆତ୍ମାହୁତି ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ କାବୁକରି ପୋଲିସ…

ସାର କଳାବଜାରି ରୋକିବା ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ, ଗୋଦାମ ସିଲ

ସମ୍ବଲପୁର,୨୧।୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବିଶେଷକରି ୟୁରିଆ ସାର କଳାବଜାରି ରୋକିବାକୁ ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜିଲା କୃଷକ ସୁରକ୍ଷା ସଂଗଠନର ଅଭିଯୋଗ ମିଳିବା ପରେ ସାର କଳାବଜାରିରେ ଲିପ୍ତ ୩ ଅସାଧୁ…

୨୦୨୭ ସୁଦ୍ଧା ଏହି ଦେଶକୁ କବ୍ଜା କରିଦେବ ଚାଇନା: ଆମେରିକାର ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୨୧।୮: ଆମେରିକାର ରଣନୀତିକବାହିନୀ କମାଣ୍ଡର ଜେନେରାଲ ଆଣ୍ଟୋନି କଟନ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ ଆମେରିକା କଂଗ୍ରେସକୁ କହିଛନ୍ତି,ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ସେନାକୁ ୨୦୨୭ ସୁଦ୍ଧା ତାଇୱାନ ଦଖଲ କରିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି…

ଭାଜପା-କଂଗ୍ରେସରୁ ନବୀନଙ୍କୁ ଆସିଲା ଘନଘନ ଫୋନ, ଆଜି କରିବେ ବଡ଼ ଘୋଷଣା!

ଭୁବନେଶ୍ୱର, ୨୧।୮: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ଫୋନ କରି ଖୋଜଖବର ନେଇଛନ୍ତି। ନବୀନ ପଟ୍ଟନାୟକ ଡିହାଇଡ୍ରେସନ ସମସ୍ୟା କାରଣରୁ ରବିବାରରୁ…

ଖରାପ ପାଗରେ ବିମାନକୁ ଏମିତି ସୁରକ୍ଷିତ ଭାବେ ଅବତରଣ କରାଇଲେ ପାଇଲଟ୍‌, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଜଣେ ପାଇଲଟଙ୍କ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ସେ ଖରାପ ପାଗ ମଧ୍ୟରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। କ୍ୟାପ୍‌ଟେନ୍‌ ନୀରଜ ସେଟ୍ଟି ପ୍ରବଳ ବର୍ଷା ଏବଂ ପବନ ମଧ୍ୟରେ ସୁରକ୍ଷିତ…

ମୁଖ୍ୟମନ୍ତ୍ରୀଙ୍କୁ Z ବର୍ଗର ସୁରକ୍ଷା: ଆକ୍ରମଣ ପରେ ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୨୧।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ Z ବର୍ଗର CRPF ସୁରକ୍ଷା କଭରେ ଦିଆଯିବ। CRPF ଗତକାଲି ରାତିରୁ Z ବର୍ଗର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ଦାୟିତ୍ୱ ନେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କେନ୍ଦ୍ରୀୟ ସୁରକ୍ଷାପ୍ରାପ୍ତ ନଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?