Home

ପିଲାଙ୍କୁ ମିଳିବ ଚାଉଳ ସହ ଟଙ୍କା: ଜାଣନ୍ତୁ କାହିଁକି

ଭୁବନେଶ୍ୱର,୨୦ା୮(ସୁଚିସ୍ମିତା ସାହୁ):ରାଜ୍ୟର ସମସ୍ତ ଶିଶୁ(ବାଲ୍‌)ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ୧୧ଦିନର ଚାଉଳ ସହ ରନ୍ଧନ ବାବଦ ଟଙ୍କା ପ୍ରଦାନ କରାଯିବ। ପ୍ରଧାନ ଶିକ୍ଷକମାନେ ତୁରନ୍ତ ପିଲାଙ୍କୁ ଏହା ବଣ୍ଟନ କରି ସରକାରଙ୍କୁ ଜଣାଇବେ। ଏଥିପ୍ରତି ଜିଲା ଶିକ୍ଷା ଅଧିକାରୀ ଏବଂ…

ଶିଶୁବାଟିକା ପିଲାଙ୍କୁ ମିଳିବ ମାଗଣା ୟୁନିଫର୍ମ: ପ୍ରତ୍ୟେକ ପିଲା ପାଇଁ ଖର୍ଚ୍ଚ ହେବ…

ଭୁବନେଶ୍ୱର,୨୦ା୮(ସୁଚିସ୍ମିତା ସାହୁ):ସରକାରୀ ବିଦ୍ୟାଳୟ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଡ୍ରପ୍‌ଆଉଟ ହାର ରୋକିବା ସହ ପିଲାଙ୍କୁ ବିଦ୍ୟାଳୟମୁହଁା କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଶିଶୁ ବାଟିକା ଛାତ୍ରୀଛାତ୍ରଙ୍କୁ ମାଗଣାରେ…

କାହିଁକି ଭାରତ ଉପରେ ଟାରିଫ୍‌ ଲଗାଇଲା ଆମେରିକା: ପ୍ରଥମଥର ବଡ଼ କାରଣ କହିଲା ହ୍ବାଇଟ ହାଉସ

ନୂଆଦିଲ୍ଲୀ,୨୦।୮: ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍‌ ସମ୍ପର୍କରେ ଆମେରିକା ଲଗାତାର ନୂଆ ଦାବି କରୁଛି। ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନ ଲେଭିଟ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ବିବାଦର ଅନ୍ତ ପାଇଁ ଭାରତ ଉପରେ ଟାରିଫ୍‌…

ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ: ପଥର ମାଡ଼ ପରେ…

ନୂଆଦିଲ୍ଲୀ,୨୦।୮: ଏକ ଜନଶୁଣାଣି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଜନଶୁଣାଣି ମୁଖ୍ୟମନ୍ତ୍ରୀଙ୍କ ସିଭିଲ ଲାଇନ୍ସସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଥିଲା। କୁହାଯାଉଛି ଯେ, ଜଣେ ବ୍ୟକ୍ତି ସେଠାରେ ପଥର ଭଳି କୌଣସି ଜିନିଷ ନେଇ…

ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ବସ୍‌: ୫୦ରୁ ଅଧିକ ଲୋକଙ୍କ ଚାଲିଗଲା ଜୀବନ

କାବୁଲ,୨୦।୮: ଆଫଗାନିସ୍ତାନରେ ଏକ ବଡ଼ ସଡ଼କ ଦୁର୍ଘଟଣାରେ ଅତି କମରେ ୭୧ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ପୋଲିସ ଏବଂ ଜଣେ ପ୍ରାଦେଶିକ ଅଧିକାରୀ କହିଛନ୍ତି, ପଶ୍ଚିମ ଆଫଗାନିସ୍ତାନରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଇରାନରୁ ଫେରୁଥିବା ପ୍ରବାସୀଙ୍କୁ ନେଇ…

ଏନଇପି ୨୦୨୦ରେ ନେତୃତ୍ୱ ବିକାଶ ଯୋଜନା: ବେଙ୍ଗାଲୁରୁରେ ତାଲିମ ନେବେ ୨୦୦ ପ୍ରଧାନଶିକ୍ଷକ

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ)-ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଇତିମଧ୍ୟରେ ରାଜ୍ୟରେ ପ୍ରାଥମିକ ଶିକ୍ଷା ଏବଂ ଉଚ୍ଚ ଶିକ୍ଷାରେ ଲାଗୁ ହୋଇଛି। ତେଣୁ ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ କିଭଳି ହୋଇପାରିବ ସେଥିପାଇଁ ପ୍ରଥମେ ଶିକ୍ଷକମାନଙ୍କୁ ନେତୃତ୍ୱ ବିକାଶ ତାଲିମ ଦିଆଯାଉଛି। ରାଜ୍ୟର ୨୦୦…

ଛାତ୍ରୀଙ୍କ ସମ୍ବେଦଳଶୀଳ ଅଙ୍ଗକୁ ସ୍ପର୍ଶ କରୁଥିଲେ ଟ୍ୟୁଶନ୍‌ ସାର୍‌: ଆଉ ତା’ପରେ ଘଟିଲା…

ମହାକାଳପଡ଼ା,୨୦ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ପୁଣି ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯିବା ଘଟଣା ସାମ୍‌ନାକୁ ଆସିଛି। ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଟ୍ୟୁଶନ ଶିକ୍ଷକ ଅଶ୍ଳୀଳ ମେସେଜ ପଠାଇବା, ଶରୀରର ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ…

ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିଲେ ସବଇନ୍ସପେକ୍ଟର: କାର୍ଯ୍ୟରୁ ହେଲେ ନିଲମ୍ବିତ

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର):ପୋଲିସ ହେପାଜତରେ ଥିବା ଦୁର୍ଘଟଣାଗ୍ରସ୍ତ ହାଇୱାରୁ ପ୍ରାୟ ୧୧ ଲକ୍ଷ ଟଙ୍କାର ସାମଗ୍ରୀ (ଯନ୍ତ୍ରାଂଶ ଓ ଟାୟାର ଆଦି) ଚୋରି ହେବା ଘଟଣାରେ କୁଣ୍ଢେଇଗୋଳା ଥାନା ସବଇନ୍ସପେକ୍ଟର ସନାତନ ମହାରଣା କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଦାୟିତ୍ୱହୀନତା ଏବଂ ଅଭିଯୁକ୍ତମାନଙ୍କ…

ସାର କଳାବଜାର: ଅସନ୍ତୋଷ ଝାଡ଼ିଲା କୃଷକ ସଙ୍ଗଠନ

ସମ୍ବଲପୁର,୨୦ା୮(ପ୍ରମୋଦ ବହିଦାର):ସାର କଳାବଜାର ଅଭିଯୋଗରେ କୃଷି ବିଭାଗ ପକ୍ଷରୁ ସମ୍ବଲପୁର ବରେଇପାଲିସ୍ଥିତ ଇଣ୍ଡିଆନ ଏଣ୍ଟରପ୍ରାଇଜେସ୍‌ର ରିଟେଲ୍‌କାଉଣ୍ଟରକୁ ଗତ ୧୪ତାରିଖ ସିଲ୍‌ କରାଯାଇଥିଲା। ହେଲେ ଏଣ୍ଟରପ୍ରାଇଜେସ୍‌ର ରିଟେଲ୍‌ କାଉଣ୍ଟର ଅନ୍ୟପାର୍ଶ୍ୱରେ ଥିବା ହୋଲସେଲ୍‌ କାଉଣ୍ଟର ଯଥାରୀତି ଖୋଲା ରହିଥିଲା। ଫଳରେ ଉକ୍ତ ବ୍ୟବସାୟୀ…

ଯୁବକଙ୍କୁ ପଥରରେ ଛେଚି କରିଥିଲେ ହତ୍ୟା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଥୁଆମୂଳ ରାମପୁର,୨୦ା୮(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ କଲମ ପଞ୍ଚାୟତ ତେନ୍ତୁଲିପଡ଼ାର ଧରଣୀଧର ନାଏକ(୩୦)ଙ୍କୁ ଗତ ୯ତାରିଖରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସୋମବାର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଭବାନୀପାଟଣା…

ପାଠ ପଢ଼ାଇବାକୁ ଶାଳିଙ୍କୁ ଘରକୁ ଆଣି ବଳାତ୍କାର କରୁଥିଲେ, ଏବେ ଗିରଫ ଭୟରେ ଭିଣୋଇ…

ଉଦଳା,୧୯ା୮(ସନ୍ତୋଷ କୁମାର ବାଚ୍ଛିନୀ)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ଭିଣୋଇ ବଳାତ୍କାର କରିଥିବା ନେଇ ମଙ୍ଗଳବାର ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ.୧୯୦/୨୫) ରୁଜୁକରି ତଦନ୍ତ ଜାରି ରଖିଥିବାବେଳେ ଗିରଫ ଭୟରେ ଅଭିଯୁକ୍ତ ଭିଣୋଇ…

ବିଛଣାରେ ପଶି ରାତି ସାରା ମୁଣ୍ଡ ପାଖରେ ଶୋଇଲା ନାଗ, ସକାଳେ ନିଦରୁ ଉଠି…

ବାରିପଦା,୧୯ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ବିଷଧର ସାପ ସହ ମଣିଷର ଗୋଟିଏ ରାତି ବିଛଣାରେ ପାହିଲା। ହେଲେ ସାପଟି ମଣିଷର କୌଣସି କ୍ଷତି କରି ନ ଥିଲା। ପରିବାର ଲୋକେ ସାପ ଧରାଳିଙ୍କୁ ଡାକି ଅକ୍ଷତ ଅବସ୍ଥାରେ ଧରି ସାପକୁ ଜଙ୍ଗଲରେ ଛାଡ଼ିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?