ବିଶ୍ୱର ଧନି ବ୍ୟକ୍ତିଙ୍କୁ ଲାଗିଲା ଜବରଦସ୍ତ ଝଟକା
ଓ୍ବାଶିଂଟନ,୧୫।୨: ଓପନଏଆଇ୯୭.୪ବିଲିୟନ ଡଲାରରେ କମ୍ପାନୀ କିଣିବା ପାଇଁ ଏଲୋନ ମସ୍କ ଦେଇଥିବା ଅଫରକୁ ପ୍ରତ୍ୟାଖ୍ୟାନ କରିଛ। OpenAI ସାମ ଆଲ୍ଟମ୍ୟାନ ଦ୍ୱାରା ପରିଚାଳିତ । ଓପନଏଆଇର ବୋର୍ଡ ଅଧ୍ୟକ୍ଷ ବ୍ରେଟ ଟେଲର କହିଛନ୍ତି ଯେ ମସ୍କଙ୍କ ପ୍ରସ୍ତାବ କେବଳ ତାଙ୍କ ପ୍ରତିଯୋଗୀଙ୍କୁ…
‘ସେନା ବାହିନୀରେ ଯୋଗ ଦେବା ଲାଗି ପର୍ଯ୍ୟାପ୍ତ ସୁଯୋଗ ଆଣେ NCC’
ପୁରୁଷୋତ୍ତମପୁର,୧୫ା୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ପ୍ରତାପପୁର ରାଙ୍ଗାଭାଟଲା ତୁମ୍ବନାଥ ବିଦ୍ୟାପୀଠକୁ ଓଡ଼ିଶା ଏନ୍ସିସି ବାଟାଲିୟନ ବ୍ରହ୍ମପୁର କମାଣ୍ଡିଂ ଲେଫ୍ଟନେଣ୍ଟ କର୍ନେଲ ସମୀର କୁମାର କର ଆସି ଏନ୍ସ୍ସି ଓ୍ବିଙ୍ଗ୍କୁ ପରିଦର୍ଶନ କରିଛନ୍ତି। ପହଞ୍ଚିବା ପରେ ଏନ୍ସିସି କ୍ୟାଡେଟ୍ମାନେ ପ୍ରଥମେ…
ଲୋନ୍ ନାଁରେ ୭୫ ଲକ୍ଷ ଟଙ୍କା ଚଳୁ କରିଛନ୍ତି ପୂର୍ବତନ ମ୍ୟାନେଜର, ଥାନାରେ ମାମଲା
ଛତ୍ରପୁର,୧୫ା୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ବ୍ରହ୍ମପୁରର ବିସିସି ବ୍ୟାଙ୍କ (କେନ୍ଦ୍ରୀୟ ସମବାୟ ବ୍ୟାଙ୍କ)ର ଛତ୍ରପୁର ଶାଖାରେ ଲୋନ୍ ନାଁରେ ୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ପୂର୍ବତନ ମ୍ୟାନେଜର ଚଳୁ କରିଛନ୍ତି। ଏ ନେଇ ଛତ୍ରପୁର ଥାନା ଏକ ମାମଲା…
ଭାରତରେ ଆୟୋଜନ ହେବ କି ୨୦୩୬ ଅଲିମ୍ପିକ୍ସ: ଅମିତ ଶାହା କହିଲେ…
ହଲ୍ଦ୍ୱାନୀ, ୧୫ା୨(ପି.ଟି.):୩୮ତମ ଜାତୀୟ କ୍ରୀଡ଼ାର ପ୍ରତିଯୋଗିତାଗୁଡ଼ିକ ଗୁରୁବାର ଶେଷ ହୋଇଥିବା ବେଳେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାଶନାଲ ସ୍ପୋଟର୍ସ କମ୍ପ୍ଲେକ୍ସଠାରେ ଉଦ୍ଯାପନୀ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ…
ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢ଼ିଲା E-KYC ଅବଧି, ଜାଣନ୍ତୁ କେତେ ତାରିଖ ଯାଏ ବଢ଼ାଇଲେ ସରକାର
ଭୁବନେଶ୍ୱର,୧୫ା୨: ଏବେ ରାଶନ କାର୍ଡ ହିତାଧିକାରୀଙ୍କ E-KYC ଅପଡେଟ୍ କରାଯାଉଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର E-KYCକୁ ନେଇ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଏହି ଅବଧି ଆଉ ଫେବୃଆରୀ ୧୫ ପରେ ବଢ଼ିବନି ବୋଲି ମନ୍ତ୍ରୀ ପୂର୍ବରୁ କହିଥିବା…
ଛାଡପତ୍ର ଗୁଜବରେ ବ୍ରେକ ଲଗାଇଲେ ଓବାମା! ଭାଲେଣ୍ଟାଇନ ଡେ’ରେ ମିଶେଲଙ୍କ ପାଇଁ ପୋଷ୍ଟ କଲେ…
ଓ୍ବାଶିଂଟନ,୧୫।୨: ଛାଡପତ୍ରର ଗୁଜବ ତଥା ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଶୁକ୍ରବାର (ଫେବୃଆରୀ ୧୪) ଭାଲେଣ୍ଟାଇନ୍ସ ଡେରେ ତାଙ୍କ ପତ୍ନୀ ମିସେଲ ଓବାମାଙ୍କ ସହ ନିଆଯାଇଥିବା ସେଲଫି ପୋଷ୍ଟ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି…
ବିଧାୟକଙ୍କ ବିରୋଧରେ ମାମଲା:ନିର୍ବାଚନ ସମୟରେ ପ୍ରକୃତ ତଥ୍ୟ ଦେଇ ନ ଥିବା ଅଭିଯୋଗ
ମାଲକାନଗିରି, ୧୫ା୨(ଦୁର୍ଯ୍ୟୋଧନ ପାତ୍ର):ନିର୍ବାଚନ ପ୍ରକ୍ରିୟା ସମୟରେ ଚିତ୍ରକୋଣ୍ଡାର କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ମିଥ୍ୟା କାଗଜପତ୍ର ଦର୍ଶାଇବା ଓ ତାଙ୍କ ନାମରେ ମାମଲା ଥିବା ସତ୍ତ୍ୱେ ତାହା ଆଫିଡେଭିଟ୍ ସମୟରେ ଉଲ୍ଲେଖ ନ କରିବା ଅଭିଯୋଗ ନେଇ ଚିତ୍ରକୋଣ୍ଡାର ଆପ୍ ବିଧାୟକ…
ଭାଜପା କୋର୍ କମିଟି ବୈଠକ:ଫେବୃଆରୀ ଶେଷ ସୁଦ୍ଧା ବୋର୍ଡ, ନିଗମ, କମିଶନ ଅଧ୍ୟକ୍ଷ ପ୍ରକ୍ରିୟା ସରିବ
ଭୁବନେଶ୍ୱର,୧୫।୨(ସୁନୀତ ମିଶ୍ର):ରାଜ୍ୟରେ ଭାଜପା ସରକାରକୁ ଆସିବାର ୮ ମାସ ହୋଇଥିବାବେଳେ ଦଳୀୟ ସଂଗଠନ ଏବଂ ସରକାର ମଧ୍ୟରେ କିପରି ସମନ୍ବୟ ରକ୍ଷା କରାଯାଇ ଆଗକୁ ବଢ଼ିହେବ, ତା’ ଉପରେ ଶୀର୍ଷ ନେତୃତ୍ୱ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଏନେଇ ଶୁକ୍ରବାର ଦଳର…
ଭାଲେଣ୍ଟାଇନ୍ସ ଡେ’ରେ ଜ୍ୟାକ୍ଲିନ୍ଙ୍କୁ ଦାମୀ ଉପହାର ଦେଲେ ସୁକେଶ: ଲେଖିଲେ ଭାବପ୍ରବଣ ଚିଠି
ଫେବୃଆରୀ ୧୪ ଭାଲେଣ୍ଟାଇନ୍ସ ଡେ’ରେ ମହାଠକ ସୁକେଶ ଚନ୍ଦ୍ରଶେଖର ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ପାଇଁ ନିଜ ପ୍ରେମ ପ୍ରକାଶ କରିଥିଲେ। ସୁକେଶ ଏବେ ମଣ୍ଡୋଲି ଜେଲରେ ଅଛନ୍ତି, ସେଠାରୁ ସେ ଅଭିନେତ୍ରୀଙ୍କ ପାଇଁ ଏକ ଚିଠି ଲେଖିଥିଲେ। ଏହା ସହିତ…
CBSE ଦଶମ-ଦ୍ୱାଦଶ ପରୀକ୍ଷା ଆରମ୍ଭ
ନୂଆଦିଲ୍ଲୀ,୧୫।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପରୀକ୍ଷା ସକାଳ ୧୦:୩୦ ରୁ ଆରମ୍ଭ ହୋଇଛି। ଏହା ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କିଛି ବିଷୟ ପାଇଁ ପରୀକ୍ଷା ସକାଳ…
ଭାରତ ଫେରିଲେ ମୋଦି, ହଟିବ ଦିଲ୍ଲୀ ସସ୍ପେନ୍ସ: ଶାହା-ନଡ୍ଡାଙ୍କ ସହ ହେବ ମନ୍ଥନ
ନୂଆଦିଲ୍ଲୀ,୧୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଏବଂ ଆମେରିକା ଗସ୍ତ ସାରି ଦିଲ୍ଲୀ ଫେରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଖୁବ ଶୀଘ୍ର ଅନ୍ତ ହେବ। ନୂତନ ମୁଖ୍ୟମନ୍ତ୍ରୀ ଏବଂ ନୂତନ ସରକାରଙ୍କ ଶପଥ ଗ୍ରହଣ ତାରିଖ ଘୋଷଣା…
ଆକ୍ସନ ମୋଡ୍ରେ ଟ୍ରମ୍ପ-ମସ୍କ: ୧୦ ହଜାର ଲୋକଙ୍କ ଚାକିରି ଗଲା
ଓ୍ବାଶିଂଟନ୍,୧୫।୨:ଆମେରିକାରେ କ୍ଷମତା ଗ୍ରହଣ କରିବା ପରେ, ରାଷ୍ଟ୍ରପତି ଟ୍ରମ୍ପ ଏପର୍ଯ୍ୟନ୍ତ ଅନେକ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଏବଂ ଶିଳ୍ପପତି ଏଲନ ମସ୍କ ଏବେ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦେଶରେ ୧୦ ହଜାର ଲୋକଙ୍କୁ ଚାକିରିରୁ…
Archives


