ଲିଫ୍ଟରେ ଫସିଲେ ମହିଳା ଡାକ୍ତର
ଟିଟିଲାଗଡ଼,୧୦ା୭(ଶରତ ମିଶ୍ର): ଏକ ଅଭାବନୀୟ ଘଟଣାକ୍ରମେ ଟିଟିଲାଗଡ଼ ସହରର ପିପଲପଦରସ୍ଥିତ ମାତୃ ଓ ଶିଶୁ ଡାକ୍ତରଖାନାର ଲିଫ୍ଟରେ ଜଣେ ଡାକ୍ତରାଣୀ ଦୀର୍ଘ ସମୟ ଧରି ଫସି ରହିବା ଚର୍ଚ୍ଚାର ବିଷୟ ହୋଇଛି l ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ…
ଟ୍ରମ୍ପଙ୍କ ନାଭିରେ ପଡ଼ିବ ଡ୍ରୋନ୍: ଧମକ ଦେଲା ଇରାନ
ଓ୍ବାଶିଂଟନ୍,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ବଡ଼ ବୟାନ ଆସିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ବରିଷ୍ଠ ପରାମର୍ଶଦାତା ଜୱାଦ ଲାରିଜାନି ଖୋଲାଖୋଲି ଭାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧମକ ଦେଇଛନ୍ତି।…
ଲକ୍ଷ୍ମୀ ବସକୁ ଅଟକାଇଲେ ଡ୍ରାଇଭର ସଂଘ: ପେଟ୍ରୋଲ ନ ମିଳିବା ଆଶଙ୍କାରେ ଟାଙ୍କିରେ ଗ୍ରାହକଙ୍କ ଭିଡ
ଭଞ୍ଜନଗର,୧୦।୭(ବାବୁଲା ପ୍ରଧାନ): ଡ୍ରାଇଭର ସଂଘ ଏକାଧିକ ଦାବି ନେଇ ଆଜକୁ ତିନିଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଏହାଦ୍ବାରା ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେଣି। ଯାନବାହାନ ଚଳାଚଳ ବନ୍ଦ ଯୋଗୁ ବିଭିନ୍ନ ଜିନିଷର ଦରଦାମ ବୃଦ୍ଧି…
ଏହି ସିରିଜରେ ଖେଳିବେ କୋହଲି-ରୋହିତ, BCCIର ବଡ଼ ନିଷ୍ପତ୍ତି !
ନୂଆଦିଲ୍ଲୀ,୯।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡରେ ଏକ ଟେଷ୍ଟ ସିରିଜ ଖେଳୁଛି। କିନ୍ତୁ ଆସନ୍ତା ମାସରେ ଦଳ ଏକ ODI ସିରିଜ ଖେଳିବ, ଯେଉଁଥିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିବ। ଏହି ODI ସିରିଜ ଶ୍ରୀଲଙ୍କା…
କାଲିଠୁ ମିଳି ନ ପାରେ ପେଟ୍ରୋଲ-ଡିଜେଲ! ହଇରାଣରେ ପଡ଼ିବେ ଗାଡ଼ି ଚାଳକ…
ଭୁବନେଶ୍ୱର, ୯।୭(ଅନୁରାଧା ମହାରଣା): ବିଭିନ୍ନ ଟ୍ରେଡ୍ ୟୁନିୟନ ଏବଂ ଡ୍ରାଇଭର ମହାସଂଘର ବନ୍ଦ ଡାକରା ଯୋଗୁ ତୈଳ ସେବା ପ୍ରଭାବିତ ହୋଇଛି। ଭାରତ ବନ୍ଦ ପାଇଁ ପେଟ୍ରୋଲ ପମ୍ପ ବନ୍ଦ ରହିବା ନେଇ କୌଣସି ଘୋଷଣା ହୋଇ ନ ଥିଲା। ମାତ୍ର…
୬ ଜିଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି…
ଭୁବନେଶ୍ୱର,୯।୭(ଅନୁରାଧା ମହାରଣା): ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଜିଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରକୁ ୟେଲୋ…
ବିଜେଡିକୁ ବଡ଼ ଝଟ୍କା: ଦଳରୁ ଇସ୍ତଫା ଦେଲେ…
ଭୁବନେଶ୍ୱର,୯।୭: ବିଜୁ ଜନତା ଦଳ(ବିଜେଡି)କୁ ବଡ଼ ଝଟ୍କା। ଦଳରୁ ବୁଧବାର ଇସ୍ତଫା ଦେଇଛନ୍ତି ସୁନୀତା ବିଶ୍ବାଳ। ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା…
ଆପାର୍ଟମେଣ୍ଟରୁ ମିଳିଲା ଅଭିନେତ୍ରୀଙ୍କ ଗଳିତ ମୃତଦେହ, ପ୍ରଶଂସକ ସ୍ତବ୍ଧ; ମୃତ୍ୟୁକୁ ନେଇ…
ଇସଲାମାବାଦ: ପାକିସ୍ତାନର ଖ୍ୟାତନାମା ଅଭିନେତ୍ରୀ ହୁମାଇରା ଅସଗର ଆଉ ନାହାନ୍ତି। କରାଚି ସ୍ଥିତ ନିଜ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଜବତ କରାଯାଇଛି। ସନ୍ଦିଗ୍ଧ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ପୋଲିସ ମୃତଦେହ ଜବତ କରିବା ବେଳକୁ ତାହା ଅଧିକାଂଶ…
ସାରା ତେନ୍ଦୁଲକରଙ୍କ ମୁହଁକୁ ବି ଚାହିଁଲେ ନାହିଁ ଗିଲ, ଭାଇରାଲ Videoକୁ ନେଇ…
ନୂଆଦିଲ୍ଲୀ,୯।୭: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲ ଏବଂ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଉଭୟଙ୍କୁ ଇଂଲଣ୍ଡରେ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। କହିବାକୁ ଗଲେ ଗିଲ ଏବଂ…
ବାପା ହେବେ ବଲିଉଡ୍ର ଏହି ଅଭିନେତା, ଘରକୁ ଆସିବେ କୁନି ଅତିଥି
ମୁମ୍ବାଇ: ଅପକମିଂ ଫିଲ୍ମ ’ମାଲିକ’ ପାଇଁ ଖବରରେ ଥିବା ରାଜକୁମାର ରାଓ ବାପା ହେବାକୁ ଯାଉଛନ୍ତି। ସେ ନିଜେ ଏଥିନେଇ ପ୍ରଶଂସକଙ୍କୁ ଖୁସିଖବର ଦେଇଛନ୍ତି। ସୋସିଆଲ ମିଡିଆରେ ସେ କରିଥିବା ପୋଷ୍ଟ ପରେ ପ୍ରଶଂସକମାନେ ଉଭୟଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ରାଜକୁମାର ରାଓ…
୨୦୨୫ରେ ଆସିବ କି ନାହିଁ ରିଲାଏନ୍ସ ଜିଓର IPO, ଆସିଲା ବଡ଼ ଅପ୍ଡେଟ୍…
ନୂଆଦିଲ୍ଲୀ,୯।୭: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଟେଲିକମ ଏବଂ ଡିଜିଟାଲ କମ୍ପାନୀ ରିଲାଏନ୍ସ ଜିଓ ପ୍ଲାଟଫର୍ମର IPO ଚଳିତ ବର୍ଷ ଆସିବ ନାହିଁ। ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଜିଓ ପ୍ଲାଟଫର୍ମର IPO ବିଳମ୍ବ ହେବାର ସମ୍ଭାବନା…
ଖାଦ୍ୟ ଗୁଣବତ୍ତା ବିଭାଗ-ଏନ୍ଏସି ପ୍ରଶାସନର ମିଳିତ ଚଢ଼ାଉ
ଦିଗପହଣ୍ଡି,୯ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ଉସ୍ତପଲିରେ ହଇଜା ଆକ୍ରାନ୍ତରେ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ ପରେ ବିଭିନ୍ନ ହୋଟେଲ ଓ ରାସ୍ତାକଡ଼ ଫାଷ୍ଟଫୁଡ୍ ଦୋକାନଗୁଡ଼ିରେ ଖାଦ୍ୟର ମାନ ଯାଞ୍ଚ କରିବା ନେଇ ସ୍ବାସ୍ଥ୍ୟ ପ୍ରଶାସନର ଚେତା ପଶିଛି।…
Archives


