Home

କଂଗ୍ରେସ ଛାଡ଼ିବେ କି ଶଶି ଥରୁର: ଦେଲେ ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୪।୨: ବରିଷ୍ଠ କଂଗ୍ରେସ ନେତା ତଥା ତିରୁଭାନନ୍ତପୁରମ ଏମ୍‌ପି ଶଶି ଥରୁରଙ୍କ ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ (LDF) ସରକାରର ପ୍ରଶଂସା ଦଳ ଭିତରେ ଅସନ୍ତୋଷ ସୃଷ୍ଟି କରିଛି। ନିକଟରେ ଏକ ସ୍ତମ୍ଭରେ ସେ କେରଳରେ ବ୍ୟବସାୟ ଏବଂ ଉଦ୍ୟୋଗକୁ ସହଜ କରିବା…

ଶତକ ହାସଲ ପରେ ବି ନିଜ ଦୁର୍ବଳତା ବିଷୟରେ ଖୋଲି କହିଦେଲେ ବିରାଟ କୋହଲି

ଦୁବାଇ,୨୪।୨: ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅପରାଜିତ ଶତକ ହାସଲ କରି ଭାରତ ବିଜୟରେ ପ୍ରମୁଖ ହିରୋ ସାଜିଥିଲେ। ଏହି ମ୍ୟାଚ୍‌ରେ ବିରାଟ ୧୧୧ଟି ବଲ୍‌ର ସମ୍ମୁଖୀନ ହୋଇ ଅପରାଜିତ ୧୦୦ ରନ କରିଥିଲେ। ତାଙ୍କ…

୨୦୦ ବର୍ଷରୁ ଏହି ଗାଁରେ ନିର୍ମାଣ ହୋଇନି ୨ ମହଲା କୋଠା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦେଶର ପ୍ରାୟ ୭୦ ପ୍ରତିଶତ ଜନସଂଖ୍ୟା ଗାଁରେ ବାସ କରନ୍ତି। ଦେଶରେ ପ୍ରାୟ ୭ ଲକ୍ଷ ଗାଁ ଅଛି। ଆଜିର ଆଧୁନିକ ଯୁଗରେ, ଅଧିକାଂଶ ଗାଁରେ କଂକ୍ରିଟ ଏବଂ ବଡ଼ ବଡ଼ ବିଲ୍ଡିଂ ଦେଖିବାକୁ ମିଳେ। କିନ୍ତୁ ରାଜସ୍ଥାନର ଯୋଧପୁରରୁ ୩୦…

ଦ୍ୱିଶତକ ହାସଲର ୧୫ ବର୍ଷ ପରେ ସଚିନଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୪।୨: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପାଇଁ ଫେବୃଆରୀ ୨୪ ଏକ ଅତ୍ୟନ୍ତ ସ୍ବତନ୍ତ୍ର ଦିନ। ଏହି ଦିନ ସେ ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ପ୍ରଥମ ବ୍ୟକ୍ତି ହୋଇଥିଲେ। ଆଜି, ଅର୍ଥାତ୍‌ ୨୪ ଫେବୃଆରୀ ୨୦୨୫ରେ, ସେହି ଐତିହାସିକ…

ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ଅଭିଯୋଗ: ପୋଲିସ ତଦନ୍ତ ଜାରି, ସିସିଟିଭି ଫୁଟେଜ ଯାଞ୍ଚ

ଛତ୍ରପୁର,୨୪।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରର ଲାଇନ ସାହିସ୍ଥିତ ବନ୍ଧ ନିକଟରେ ଏକ ଗାଡି ଡିକିରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି l ଛତ୍ରପୁର ବ୍ଲକ ଅନ୍ତର୍ଗତ ସାମନ୍ତରା ପୁର ଗ୍ରାମର ପ୍ରତାପ କୁମାର ମିଶ୍ର…

Watch: ମ୍ୟାଚ୍‌ ନ ଖେଳି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲେ ଏହି ଭାରତୀୟ କ୍ରିକେଟର୍‌: ପାକିସ୍ତାନ କିମ୍ବଦନ୍ତୀ ବି କରୁଛନ୍ତି ପ୍ରଶଂସା

ଦୁବାଇ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ଭାରତ ବନାମ ପାକିସ୍ତାନ ମ୍ୟାଚ ଆଶା ଅନୁଯାୟୀ କ୍ରିକେଟ ଜଗତ ପାଇଁ ସବୁଠାରୁ ବଡ଼ ଆକର୍ଷଣ ହୋଇ ରହିଥିଲା। ଏହି ମ୍ୟାଚ ଦେଖିବା ପାଇଁ ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ଦୁବାଇରେ ପହଞ୍ଚିଥିଲେ। ଏହି ସମୟରେ, ଜଣେ…

ଛତ୍ରପୁର ଥାନାର ନୂତନ ଅଧିକାରୀ ହେଲେ ଦେବାଶିଷ ମହାନ୍ତି

ଛତ୍ରପୁର,୨୪।୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଥାନାର ନୂତନ ଅଧିକାରୀ ଭାବେ ଦେବାଶିଷ ମହାନ୍ତି ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୁରୀ ଜିଲା ଡେଲାଙ୍ଗ ଥାନାରୁ ଏଠାକୁ ତାଙ୍କର ବଦଳି ହୋଇଛି। ଏହାପୂର୍ବରୁ ସେ ଗଞ୍ଜାମ ଜ଼ିଲାର ଭଞ୍ଜନଗର, ଦିଗପହଣ୍ଡି, କୋଦଳା…

ସ୍ତ୍ରୀଙ୍କୁ ଚିକେନ ତରକାରୀ ମାଗିଲେ ସ୍ବାମୀ; ନ ଦେବାରୁ କାନ ମୂଳକୁ ଦେଲେ ଶକ୍ତ ଚାପୁଡ଼ା…ଆଉ ତା’ପରେ

ଢେଙ୍କାନାଳ,୨୪।୨: ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଷଢ଼ଙ୍ଗୀ ଧନିଆନାଳୀ ମୁଣ୍ଡା ସାହିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀ ଚିକେନ ତରକାରୀ ନ ଦେବାରୁ ଜଘନ୍ୟ କାଣ୍ଡ ଘଟାଇଛନ୍ତି ସ୍ବାମୀ। ଜେନା ପିଙ୍ଗୁଆ ନାମକ ଜଣେ ବ୍ୟକ୍ତି ଏକ ଶକ୍ତ ଚାପୁଡାରେ…

Video:ଶତକ ହାସଲ ପରେ କାହିଁକି ‘ଲକେଟ୍‌’କୁ ଚୁମ୍ବନ ଦେଲେ ବିରାଟ କୋହଲି: ଜାଣନ୍ତୁ ରୋଚକ କାହାଣୀ

ଦୁବାଇ,୨୪।୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୧୧୧ ବଲରୁ ଅପରାଜିତ ୧୦୦ ରନ କରି ଭାରତକୁ ବିଜୟୀ କରାଇଥିଲେ। ତାଙ୍କ ଇନିଂସ ମଧ୍ୟରେ ସେ…

ଚାଷୀଙ୍କ ଆକାଉଣ୍ଟକୁ ଗଲା ପିଏମ କିଷାନ ଟଙ୍କା: ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଶୁଣିଲେ ଚାଷୀ

ଛତ୍ରପୁର,୨୪।୨(ସନ୍ତୋଷ ପାଢ଼ୀ): ବିହାରର ଭାଗଲପୁର ଠାରେ ପିଏମ କିଷାନ ସମ୍ମାନ ନିଧି ୬ ବର୍ଷ ପୂର୍ତ୍ତି ଅବସରରେ କିଷାନ ସମ୍ମାନ ସମାରୋହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କିଷାନ ସମ୍ମାନନିଧିର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ସୁଇଚ ମାରି ଅର୍ଥ ପ୍ରେରଣ କରାଯାଇଥିଲା। ଏହି…

ଯାହା ସଚିନ ତେନ୍ଦୁଲକର କରିପାରି ନ ଥିଲେ, ତାହା କରି ଦେଖାଇଲେ ବିରାଟ କୋହଲି

ଦୁବାଇ,୨୪।୨: ଦୁବାଇରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିର ଏକ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୬ ଉଇକେଟ୍‌ରେ ପରାସ୍ତ କରିଥିଲା। ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆ ଲଗାତାର ଦ୍ୱିତୀୟ ମ୍ୟାଚ ଜିତିଛି। ଦୁବାଇରେ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତ ପାଇଁ…

ଏନଏସି ଅଧ୍ୟକ୍ଷାଙ୍କ ଉପରେ ଅନାସ୍ଥା ପ୍ରସ୍ତାବ: ଜିଲାପାଳଙ୍କୁ ଭେଟିଲେ ୧୫ କାଉନସିଲର

ଛତ୍ରପୁର,୨୪।୨(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଅନ୍ତର୍ଗତ କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏସ. ଲକ୍ଷ୍ମୀ ସେଠୀଙ୍କ ମନମୁଖୀ କାର୍ଯ୍ୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ ଦୁବ୍ୟବହାର କରୁଥିବା ଯୋଗୁ ଅନାସ୍ଥା ପ୍ରସ୍ତାବ ଗ୍ରହଣ ନିମନ୍ତେ ୧୫ ଜଣ କାଉନସିଲରମାନେ ସୋମବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri