Home

୨ ଥର ମରି ବଞ୍ଚିଛନ୍ତି ଏହି ମହିଳା, ଏମିତି କଥା କହିଲେ ଯାହା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ କିଏ ବଞ୍ଚେ? ଏହା କେବଳ ଫିଲ୍ମର କାହାଣୀରେ ଘଟିଥାଏ। ମାତ୍ର ବାସ୍ତବ ଜୀବନରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏହା ଘଟିଛି। ତାହା ପୁଣି ଥରେ ନୁହଁ ୨ ଥର। ସେ ମରି କି ବଞ୍ଚିଛନ୍ତି। ଏକଥା ଆମେ କହୁନୁ।…

‘ଚମତ୍କାର’ କ୍ୟାଚ୍‌ ନେଲେ ହାର୍ଦ୍ଦିକ ପାଣ୍ଡ୍ୟା: ସମସ୍ତେ ରହିଗଲେ ଆବାକାବା, ଦେଖନ୍ତୁ Video

ଆବୁଧାବି,୨୦।୯: ଏସିଆ କପ ୨୦୨୫ର ଗ୍ରୁପ ଏ ମ୍ୟାଚରେ ଭାରତ ଓମାନକୁ ୨୧ ରନରେ ପରାସ୍ତ କରି ଗ୍ରୁପ ପର୍ଯ୍ୟାୟ ଶେଷ କରିଥିଲା। ତଥାପି, ଏହି ବିଜୟ ଟିମ ଇଣ୍ଡିଆ ପାଇଁ ସହଜ ନ ଥିଲା। ୪୩ ବର୍ଷୀୟ ବ୍ୟାଟ୍ସମ୍ୟାନ ଆମିର…

ଛେଳି ଚରାଇବାକୁ ଯାଇଥିଲେ, ମହିଳାଙ୍କୁ ଝାମ୍ପିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ମହାକାଳପଡ଼ା,୨୦।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବେଣାକନ୍ଦା ଗାଁର ଜଣେ ମହିଳାଙ୍କୁ କୁମ୍ଭୀର ଝାମ୍ପି ନେଇଥିଲା। ଏହାପରେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଗୋବରୀ ନଦୀରୁ ଉଦ୍ଧାର କରାଯାଇଥିଲା। ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ…

ଭାରତ କିମ୍ବା ଆମେରିକା ନୁହେଁ, ଏ ହେଉଛି ଚାଇନାର ସବୁଠୁୁ ବଡ଼ ଶତ୍ରୁ

ବେଜିଂ,୨୦।୯: ଆମେରିକା କିମ୍ବା ଭାରତ ଚାଇନାର ସବୁଠାରୁ ବଡ଼ ଶତ୍ରୁ ନୁହଁନ୍ତିି। ଚାଇନାର ସବୁଠାରୁ ବଡ଼ ଶତ୍ରୁ କୌଣସି ଦେଶ ନୁହେଁ, ବରଂ ନିଜ ଅଞ୍ଚଳରେ ବିସ୍ତାରିତ ଏକ ବିଶାଳ ମରୁଭୂମି। ଏହି ମରୁଭୂମି ଚାଇନାକୁ ଅନେକ ଭାବରେ ପ୍ରଭାବିତ କରୁଛି।…

ରାହୁଲ ଜଣେ ସହରୀ ମାଓବାଦୀ: ଏମିତି କହି ଗାଳି ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୦ା୯:କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ସହରୀ ମାଓବାଦୀ’ ଭଳି କଥା କହୁଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଶୁକ୍ରବାର ଅଭିଯୋଗ କରିଛନ୍ତି। କଂଗ୍ରେସ ନେତା ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ ଉପାଡ଼ି ଫିଙ୍ଗିଦେବାକୁ ଜେନ୍‌ ଜିଙ୍କୁ ଆହ୍ବାନ ଦେଉଛନ୍ତି। ରାହୁଲ ସମ୍ବିଧାନରେ…

ନାହିଁ ପାର୍କିଂ ବ୍ୟବସ୍ଥା, ରାସ୍ତାରେ ଛିଡ଼ା ହେଉଛି ଟ୍ରକ୍‌

ଟେନ୍‌ସା,୨୦ା୯(ସମୀର କୁମାର ପାଢ଼ୀ):ସୁନ୍ଦରଗଡ଼ ଜିଲା କୋଇଡ଼ା ଖଣି ଅଞ୍ଚଳରେ ରାସ୍ତା ଜାମ୍‌ ହେବା ନିତିଦିନିଆ ଘଟଣା। ପ୍ରତ୍ୟେକ ଦିନ ରାସ୍ତା ଜାମ୍‌ ଯୋଗୁ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ପୋଲିସ, ଆର୍‌ଟିଓ କର୍ତ୍ତୃପକ୍ଷ ଟ୍ରକ୍‌ ଉପରେ ଦୋଷ…

ମହାକାଶ ଯାତ୍ରାର ରାଜ ଖୋଲିଲେ ଶୁଭାଂଶୁ, କହିଲେ କିଏ ବେଶି ମନେ ପଡୁଥିଲେ

ନୂଆଦିଲ୍ଲୀ,୨୦।୯: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଯେଉଁଠାରେ ସେ ମହାକାଶ ଯାତ୍ରା ସହିତ ଜଡିତ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ସେ ଗଣମାଧ୍ୟମ ସହିତ କଥା ହୋଇଥିଲେ ଏବଂ ମହାକାଶରେ…

ଓମାନ ବିପକ୍ଷ ମ୍ୟାଚରେ ଆହତ ହେଲେ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ, ଅଧାରୁ ଛାଡିଲେ…

ଆବୁଧାବି,୨୦।୯: ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଓମାନ ବିପକ୍ଷରେ ଏସିଆ କପର ଶେଷ ଲିଗ ମ୍ୟାଚ ସମୟରେ ଆହତ ହୋଇଥିଲେ। ଶୁକ୍ରବାର ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଓମାନ ବିପକ୍ଷରେ ଏସିଆ କପ ୨୦୨୫ ମ୍ୟାଚ ସମୟରେ ଟିମ ଇଣ୍ଡିଆର ଷ୍ଟାର…

ଜାରକା ବଜାରରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା: ରାସ୍ତାପାର୍ଶ୍ୱ ପାଲଟିଛି ଲୋକଙ୍କ ଶୌଚାଳୟ

ଧର୍ମଶାଳା,୨୦।୯(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲାର ଜାରକା ବଜାରରେ ଦିନକୁ ଦିନ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି। ରାସ୍ତାପାଶର୍‌ବରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡୁଥିବାରୁ ଏହା ପଚିସଢ଼ି ଦୃଗନ୍ଧ ପରିବେଶ ସୃଷ୍ଟି କରୁଛି। ଜିଲାର ପ୍ରମୁଖ ବଜାର ମଧ୍ୟରେ ଜାରକା ଅଞ୍ଚଳ…

ଦାଦନ ଯିବା ଛାଡ଼ି ଚାଷ କଲେ ୪ ଭାଇ: କ୍ଷେତରେ ଫଳୁଛି ସୁନା

ଦାରିଙ୍ଗବାଡି, ୨୦।୯ (ଅରୁଣ ସାହୁ): ଆଉ ଦାଦନ ଖଟିବୁନି କାହାରି ଗୋଲାମ ସାଜିବୁନି। ନିଜ ଜମିରେ ନିଜେ ଖଟିବୁ ଆଉ ଚାଷ କାର୍ଯ୍ୟ କରି ଭଲରେ ଚଳିବୁ। ଏଭଳି ନିଷ୍ପତି ନେଇଛନ୍ତି ୪ ଭାଇ ଆଉ ନିଜର ପୈତୃକ ୫ ଏକର…

ଗୋଟିଏ ଫୋନ କଲରେ ୨ ଘଣ୍ଟା କଥା, ଟ୍ରମ୍ପ ଯିବେ ଚାଇନା? ଜାଣନ୍ତୁ କାହିଁକି ଚାଇନା ଯିବାକୁ ମନ ବଳାଇଛନ୍ତି ରାଷ୍ଟ୍ରପତି

ଓ୍ବାଶିଂଟନ,୨୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ଫୋନରେ କଥା ହୋଇଥିଲେ। ଦୁଇ ନେତା ପ୍ରାୟ ଦୁଇ ଘଣ୍ଟା ଧରି କଥା ହୋଇଥିଲେ। ତିନି ମାସ ମଧ୍ୟରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ…

ବରଗଡ଼ରେ ସାର ସଙ୍କଟ, ଆନ୍ଦୋଳନ ଦାନା ବାନ୍ଧୁଛି

ବରଗଡ଼,୨୦।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ ପାଇଁ ସାର ସଙ୍କଟକୁ ନେଇ ଅସନ୍ତୋଷ ତେଜି ଉଠିଛି। ତେବେ ଜିଲାକୁ ପର୍ଯ୍ୟାପ୍ତ ପରିମାଣରେ ସାର ଆସିଥିବା ନେଇ ସରକାର କହୁଥିବାବେଳେ ସେହି ସାର କେଉଁଠି ରହିଛି, ତାକୁ ନେଇ ଏବେ ନାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?