Home

ଅନନ୍ତ ଅମ୍ବାନୀଙ୍କ ‘Vantara’କୁ ମିଳିଲା ଏହି ପ୍ରତିଷ୍ଠିତ ପୁରସ୍କାର, Animal Welfareରେ ଯୋଗଦାନ ପାଇଁ…

ମୁମ୍ବାଇ,୨୭।୨: ଦେଶ ଏବଂ ବିଶ୍ୱର ଅନେକ ଲୋକ ପ୍ରାଣୀମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ, ରିଲାଏନ୍ସ ଫାଉଣ୍ଡେସନ ଅଧୀନରେ ପରିଚାଳିତ ଅନନ୍ତ ଅମ୍ବାନୀଙ୍କ ଏକ ପ୍ରୟାସ ମଧ୍ୟ ଅନ୍ତର୍ଭୁକ୍ତ। ପ୍ରାଣୀମାନଙ୍କ ସଂରକ୍ଷଣ, ବିଶେଷକରି ହାତୀଙ୍କ ସଂରକ୍ଷଣକୁ ଧ୍ୟାନରେ…

ଏହି ୪ ରାଶିର ବ୍ୟକ୍ତି ବହୁତ ଭାଗ୍ୟବାନ; ଜୀବନରେ ଧନର ଅଭାବ ନ ଥାଏ, କମ୍‌ ପରିଶ୍ରମରେ ହୁଅନ୍ତି ସଫଳ

କୁହାଯାଏ କଠିନ ପରିଶ୍ରମ ସଫଳତାର ଚାବିକାଠି। କିଛି ଲୋକ ଏପରି ଥାନ୍ତି ଯେଉଁମାନେ ପରିଶ୍ରମ କରିବା ସତ୍ତ୍ୱେ ସଫଳତା ପାଇ ନ ଥାନ୍ତି। ସେହିଭଳି କିଛି କମ୍‌ ପରିଶ୍ରମରେ ବଡ଼ ସଫଳତା ପାଇଥାନ୍ତି। କାରଣ ଭାଗ୍ୟ ସେମାନଙ୍କ ସହ ରହିଥାଏ। ଜ୍ୟୋତିଷଶାସ୍ତ୍ରରେ…

ସରିଲା ମହାକୁମ୍ଭ ଆରମ୍ଭ ହେଲା ରାଜନୀତି, ରାହୁଲ-ପ୍ରିୟଙ୍କାଙ୍କୁ ସମାଜବାଦୀ ପାର୍ଟି କହିଲା ସନାତନ ବିରୋଧି

ଦୂଆଦିଲ୍ଲୀ,୨୭।୨: ମହାକୁମ୍ଭ ମହା ଆଡମ୍ବରରେ ଶେଷ ହୋଇଛି। ୪୫ ଦିନ ଧରି ଚାଲିଥିବା ମହାକୁମ୍ଭରେ, ୬୬ କୋଟିରୁ ଅଧିକ ଭକ୍ତ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ। ଦେଶ ଏବଂ ବିଦେଶର ପ୍ରତ୍ୟେକ କୋଣରୁ ଭକ୍ତମାନେ ମହାକୁମ୍ଭରେ ପହଞ୍ଚିଥିଲେ। ସୂଚନାଯୋଗୃ, ସମାଜବାଦୀ ପାର୍ଟି(ଏସପି)…

ପାକିସ୍ତାନ ଟିମ୍‌ର ବାଲକୋନି ଫଟୋ ଭାଇରାଲ, ବାଲାଂଦେଶ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏ କ’ଣ କଲେ ବାବର..?  

ନୂଆଦିଲ୍ଲୀ,୨୭।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଖରାପ ପ୍ରଦର୍ଶନକୁ ନେଇ ଆୟୋଜକ ଦଳ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରୁ ହିଁ ବାଦ ପଡ଼ିଛି। ପୂର୍ବରୁ ଦଳ ନ୍ୟୁଜିଲାଣ୍ଡ ଏବଂ ଭାରତ ବିପକ୍ଷରେ ଖେଳି ସାରିଥିବା ବେଳେ ବାଂଲାଦେଶ ବିପକ୍ଷରେ ଏବେ ବି ଗୋଟିଏ ମ୍ୟାଚ୍‌…

ଶେଷରେ ବର୍ଷା ବି ପାକିସ୍ତାନକୁ ଦେଲା ଧୋକା: ଗୋଟିଏ ମ୍ୟାଚ୍‌ ଜିତି ନ ପାରି ଚାମ୍ପିଅନ୍ସ ଟ୍ରଫିରୁ ହେଲା ବିଦା

ଲାହୋର,୨୭।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ନବମ ମ୍ୟାଚ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବାର ଥିଲା। କିନ୍ତୁ ବର୍ଷା ଯୋଗୁ ଏହି ମ୍ୟାଚ ବାତିଲ ହୋଇଗଲା। ଗୁରୁବାର ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ ଖେଳାଯିବାର ଥିଲା। କିନ୍ତୁ ବର୍ଷା ନ…

IIT ବାବାଙ୍କଠାରୁ ମୋନାଲିସାଙ୍କ ପର୍ଯ୍ୟନ୍ତ… କାହାକୁ ମିଳିଲା ଫିଲ୍ମ ଅଫର ତ କାହାକୁ ଟିଭି ଶୋ’, କିଏ ସେହି କୁମ୍ଭମେଳାର ଚର୍ଚ୍ଚିତ ଚେହେରା

ପ୍ରୟାଗରାଜ,୨୭।୨: ଶେଷ ହୋଇଛି ମହାକୁମ୍ଭ ୨୦୨୫। ହେଲେ ଏହାକୁ ନେଇ ଥମିନି ଆଲୋଚନା। ମହାକୁମ୍ଭରେ ସୋସିଆଲ ମିଡିଆ ମଧ୍ୟ ଚମତ୍କାର କରିଥିଲା। ଏଥର ମହାକୁମ୍ଭରେ ହର୍ଷ ରିଚାରିଆ, ଆଇଆଇଟିଆନ ବାବା, ମୋନାଲିସା, ଆକାଶ ଯାଦବ, ଚାଇ ୱାଲା, ଟୋଙ୍ଗସ ୱାଲେ ବାବାଙ୍କ…

କମ୍ପାନୀ ଉପସଭାପତିଙ୍କୁ ଅପହରଣ ଘଟଣା: ଅଭିଯୁକ୍ତଙ୍କୁ ଧରାଇ ଦେଲେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା

ବଡ଼ବିଲ,୨୭ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଗ୍ରଓ୍ବୋଲ କମ୍ପାନୀ (ଗ୍ରଓ୍ବୋଲ ମିନେରାଲସ୍‌ ଆଣ୍ଡ୍‌ ମେଟାଲସ୍‌ ଏଲ୍‌ଏଲ୍‌ପି)ର ଭାଇସ୍‌ ପ୍ରେସିଡେଣ୍ଟ୍‌ ନିମାନନ୍ଦ ପ୍ରଧାନଙ୍କ ଅପହରଣ ଘଟଣାରେ ପୋଲିସ ଏବେ ଯାଏ କମ୍ପାନୀର ଡ୍ରାଇଭର ଏମ୍‌ଡି ଫିରୋଜଙ୍କ ସମେତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଡ୍ରେସିଂ ରୁମ୍‌ରେ ଭୋ ଭୋ ହୋଇ କାନ୍ଦିଲେ ଇଂଲଣ୍ଡ ଖେଳାଳି

ଲାହୋର,୨୭।୨: ଚାମ୍ପିଅନ୍ସ ଟ୍ରଫିିରେ ଇଂଲଣ୍ଡ କ୍ରିକେଟର ଶିଶୁ କୁହାଯାଉଥିବା ଆଫଗାନିସ୍ତାନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ, ଟୁର୍ନାମେଣ୍ଟରେ ଇଂଲଣ୍ଡର ଯାତ୍ରା ଶେଷ ହୋଇଯାଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏବେ, ସେମାନଙ୍କୁ ଆଫଗାନିସ୍ତାନ ବିପକ୍ଷରେ…

IPL2025: ଆଇପିଏଲ୍‌ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ଏହି ଭେଟେରାନଙ୍କ ଏଣ୍ଟ୍ରି, ମିଳିଲା ଏହି ଦାୟିତ୍ୱ 

ନୂଆଦିଲ୍ଲୀ,୨୭।୨: IPL 2025 ଆରମ୍ଭ ହେବାକୁ ଏକ ମାସରୁ କମ ସମୟ ବାକି। ଏହାପୂର୍ବରୁ ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ ପିଟରସେନଙ୍କୁ  ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ କରିଛି। ଫ୍ରାଞ୍ଚାଇଜ ତାଙ୍କୁ ନୂତନ ସିଜିନ ପାଇଁ ନିଜର ମେଣ୍ଟର କରିଛି। ଏନେଇ…

ମହାରାଣୀ ସାଗରରେ ପ୍ରତୀକାତ୍ମକ ଅମୃତ ସ୍ନାନ କଲେ ସାଧୁସନ୍ଥ

ବଲାଙ୍ଗୀର,୨୭ା୨(ସୁନୀଲ ): ସନାତନ ଧର୍ମର ସବୁଠୁ ବଡ଼ ମେଳା ମହାକୁମ୍ଭ ଅବସରରେ ବୁଧବାର ବଲାଙ୍ଗୀର ମହାରାଣୀ ସାଗରଠାରେ ପ୍ରତୀକାତ୍ମକ ଅମୃତ ସ୍ନାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଧବାର ଭୋର ୪ଟା ୩୦ ମିନିଟ୍‌ରୁ ଏଠାରେ ଅମୃତ ସ୍ନାନ କାର୍ଯ୍ୟକ୍ରମ ପାଇଁ ପୂଜାବିଧି…

ଦୀପାବଳି ଭଳି ଫୁଟିଲା ବାଣ, ରାସ୍ତାରେ ଧୁମ୍‌ ନାଚିଲେ ପ୍ରଶଂସକ; ଆଫଗାନିସ୍ତାନର ଐତିହାସିକ ବିଜୟ ପରେ କାବୁଲରେ ଉତ୍ସବ;Video

କାବୁଲ,୨୭।୨: ପାକିସ୍ତାନରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଆଫଗାନିସ୍ତାନ ଟିମ୍‌ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଛି। ସେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଦଳ ଏକ ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡ ଭଳି ଦଳକୁ ୮ ରନରେ ପରାସ୍ତ କରି ଟୁର୍ନାମେଣ୍ଟରୁ ବାହାର କରିଦେଇଛି।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସଫେଇ କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ବୋନସ ସହ ଅନେକ ସୁବିଧା

ପ୍ରୟାଗରାଜ,୨୭।୨:ମହାକୁମ୍ଭ ସମାପ୍ତ ହେବା ପରେ ପ୍ରୟାଗରାଜରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି। ମହାକୁମ୍ଭରେ ନିୟୋଜିତ ଉତ୍ତର ପ୍ରଦେଶର ସଫେଇ କର୍ମଚାରୀମାନଙ୍କୁ ଅତିରିକ୍ତ ୧୦,୦୦୦ ଟଙ୍କାର ବୋନସ ମିଳିବ। ଏହା ବ୍ୟତୀତ ପ୍ରତି ମାସରେ ସର୍ବନିମ୍ନ ୧୬,୦୦୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri