Home

ଖେମୁଣ୍ଡିି ଓକିଲ ସଂଘ ନିର୍ବାଚନ: କୋଷାଧ୍ୟକ୍ଷ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର

ଦିଗପହଣ୍ଡି,୧୩/୩(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ କୋଷାଧ୍ୟକ୍ଷ ପଦବୀ ସକାଶେ ପ୍ରାର୍ଥୀପତ୍ର ଦାଖଲ କରିଥିବା ରସାନନ୍ଦ ରାଉତଙ୍କ ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀ ଚନ୍ଦ୍ରଧ୍ୱଜ ସିଂହ ପ୍ରତ୍ୟାହାର କରିଛନ୍ତି। ରସାନନ୍ଦ କୋଷାଧ୍ୟକ୍ଷ ପଦବୀ ପାଇଁ ଏକମାତ୍ର ପ୍ରାର୍ଥୀ…

Train Hijack: ୧୦୦ ଯବାନଙ୍କୁ ହତ୍ୟା, ଆହୁରି…

ଇସ୍‌ଲାମାବାଦ୍‌/କ୍ୱେଟା,୧୩ା୩: ପାକିସ୍ତାନ ଅନେକ ଦଶନ୍ଧି ଧରି ଦକ୍ଷିଣପଶ୍ଚିମ ବେଲୁଚିସ୍ତାନ ପ୍ରଦେଶକୁ ଉପେକ୍ଷା କରିଥିବାରୁ ଏହାର ପ୍ରତିଶୋଧ ସ୍ବରୂପ ବେଲୁଚିସ୍ତାନ ଲିବରେଶନ୍‌ ଆର୍ମି (ବିଏଲ୍‌ଏ) ବିଦ୍ରୋହୀ ମଙ୍ଗଳବାର ଜଫର ଏକ୍ସପ୍ରେସ୍‌କୁ ନାଟକୀୟ ଶୈଳୀରେ ହାଇଜାକ୍‌ କରିଥିବା ଜଣାପଡ଼ିଛି। ପାକିସ୍ତାନ ସେନାର ୧୦୦ ସୈନ୍ୟଙ୍କୁ…

ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି କ୍ରିକେଟର

ଢାକା,୧୨ା୩: ବାଂଲାଦେଶର ଅଭିଜ୍ଞ ଅଲ୍‌ରାଉଣ୍ଡର ମହମ୍ମୁଦୁଲା ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ମହମ୍ମୁଦୁଲା ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)କୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ନ କରିବା ଲାଗି ଅନୁରୋଧ କରିଥିଲେ। ଚାମ୍ପିୟନ୍ସ ଟ୍ରଫିରେ ବାଂଲାଦେଶ ଦଳର ନୈରାଶ୍ୟଜନକ…

ଶୁବମନଙ୍କୁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ,୧୨ା୩: ନିକଟରେ ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଦଳର ଷ୍ଟାର ଓପ୍‌ନର ଶୁବମନ ଗିଲ୍‌ଙ୍କୁ ବୁଧବାର ଫେବୃଆରୀ ମାସ ପାଇଁ ଆଇସିସି ମେନ୍ସ ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ କରାଯାଇଛି। ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଓ ନ୍ୟୁଜିଲାଣ୍ଡର…

ପାକିସ୍ତାନକୁ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ!

ଓ୍ବାଶିଂଟନ,୧୨।୩: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପାକିସ୍ତାନୀଙ୍କ ଆମେରିକା ପ୍ରବେଶ ଉପରେ ରୋକ ଲଗାଇବାକୁ ପ୍ରସ୍ତୁତି କରୁଛି। ଆଗାମୀ ଆମେରିକା ଯାତ୍ରା ପ୍ରତିବନ୍ଧକ ତାଲିକାରେ ପାକିସ୍ତାନକୁ ଅରେଞ୍ଜ କାଟାଗୋରୀରେ ରଖାଯାଇପାରେ। ଦେଶଗୁଡ଼ିକ ପ୍ରତି ସୁରକ୍ଷା ଏବଂ ବିପଦ ଯାଞ୍ଚ କରୁଥିବା ସରକାରୀ ସମୀକ୍ଷା…

ମାଲାମାଲ ହେଲେ ଗୌତମ ଗମ୍ଭୀର! ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଜାଣନ୍ତୁ ବିସିସିଆଇ ଦେଲେ କେତେ ପୁରସ୍କାର

ନୂଆଦିଲ୍ଲୀ,୧୨।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ, ଭାରତୀୟ କ୍ରିକେଟ ଟିମ୍‌ ଉପରେ ଟଙ୍କାର ବର୍ଷା ହୋଇଥିଲା। ଦୁବାଇରେ ଖେଳାଯାଇଥିବା ଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କରିଥିଲା ଟିମ୍‌ ଇଣ୍ଡିଆ। ଏହା ପରେ ICC ଟିମ ଇଣ୍ଡିଆ ପାଇଁ…

‘ଆମେ ନ୍ୟାୟ ଆଉ ଅସ୍ତିତ୍ୱ…’, କାହିଁକି କରାଗଲା ଜାଫର ଏକ୍ସପେସକୁ ହାଇଜାକ? ଅଡିଓ ଜାରି କଲା BLA

ଇସଲାମାବାଦ,୧୨।୩: ପାକିସ୍ତାନର ବେଲୁଚିସ୍ତାନରେ, ବେଲୁଚିସ୍ତାନ ଲିବରେସନ ଆର୍ମି (BLA) ମଙ୍ଗଳବାର (ମାର୍ଚ୍ଚ ୧୧) ଜାଫର ଏକ୍ସପ୍ରେସ ଟ୍ରେନକୁ କବଜା କରିନେଇଥିଲା ଏବଂ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ବନ୍ଧକ କରିନେଇଥିଲା। ତଥାପି, ପାକିସ୍ତାନୀ ସେନା ଏବଂ BLA ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ…

‘ଆଇଡି ଦେଖ ଆଉ ସେନା ଯବାନଙ୍କୁ ଗୁଳିକର’, ଜାଫର ଏକ୍ସପ୍ରେସରୁ ଉଦ୍ଧାର ହୋଇଥିବା ଯାତ୍ରୀ କହିଲେ…

ଇସଲାମାବାଦ,୧୨।୩: ପାକିସ୍ତାନର ବେଲୁଚିସ୍ତାନରେ ଥିବା ବାଲୁଚ ଲିବରେସନ ଆର୍ମି (BLA) ମଙ୍ଗଳବାର (ମାର୍ଚ୍ଚ ୧୧) ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରି ପ୍ରାୟ ୨୦୦ ଯାତ୍ରୀଙ୍କୁ ଅଟକ ରଖିଥିଲା। ଏହି ଘଟଣାକୁ ପ୍ରାୟ ୨୪ ଘଣ୍ଟା ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ପାକିସ୍ତାନୀ…

ଗର୍ଜିଲା ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘ, ସମାନ କାମକୁ ସମାନ ଦରମା ଦାବିରେ…

ବଲାଙ୍ଗୀର,୧୨ା୩(ସୁନୀଲ କୁମାର ମହାନ୍ତି): ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ବଲାଙ୍ଗୀର ଜିଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତଥା ଜିଲାପାଳଙ୍କ ଜରିଆରେ ୩ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଯାଦବ ଭବନ ସମ୍ମୁଖରୁ ମହାସଂଘ ସଦସ୍ୟା, ସଦସ୍ୟ ମାନେ ଏକ…

Pakistan Train Hijack: ବଲୋଚକୁ ପାକିସ୍ତାନ ପଠାଇଲା ୨୦୦ କଫିନ

ଇସଲାମାବାଦ,୧୨।୩: ପାକିସ୍ତାନର ବେଲୁଚିସ୍ତାନରେ ଥିବା ବାଲୁଚ ଲିବରେସନ ଆର୍ମି (BLA) ମଙ୍ଗଳବାର (ମାର୍ଚ୍ଚ ୧୧) ଦିନ ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରି ପ୍ରାୟ ୨୦୦ ଯାତ୍ରୀଙ୍କୁ ବନ୍ଧକ କରିଥିଲା। ଏହି ଘଟଣାର ୨୪ ଘଣ୍ଟା ପରେ, କ୍ୱେଟା ରେଳ ଷ୍ଟେଶନକୁ…

ଆସିଗଲା ଟ୍ରିପଲ ଇଞ୍ଚିନ ସରକାର, ୧୦ରୁ ୯ ସହରରେ ଭାଜପା ମେୟର

ଚଣ୍ଡିଗଡ଼,୧୨।୩: ହରିୟାଣା ବିଧାନସଭା ନିର୍ବାଚନ ପରେ, ସ୍ଥାନୀୟ ନଗର ନିଗମ ନିର୍ବାଚନରେ ମଧ୍ୟ କଂଗ୍ରେସକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ରାଜ୍ୟର ୧୦ଟି ନଗର ନିଗମରୁ ଭାଜପା ୯ଟି ଆସନ ଜିତିଛି। ଯେତେବେଳେ ଗୋଟିଏ ନଗର ନିଗମରେ ଜଣେ ସ୍ବାଧୀନ…

ବିଧାନସଭା ଘେରିବ କଂଗ୍ରେସ, ମୋହନ ସରକାରଙ୍କ ବଢିଲା ଟେନଶନ

ଭୁବନେଶ୍ୱର,୧୨।୩: କଂଗ୍ରେସ ନେତା ତାରା ବାହିନୀପତିଙ୍କ ସସପେଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏ ପ୍ରସଙ୍ଗରେ ବଡ଼ ବୈଠକ କରିଛି ବଂଗ୍ରେସ। ଯେଉଁଥିରେ ଦଳର ବହୁ ବଡ଼ ବଡ଼ ନେତା ଯୋଗ ଦେଇଥିଲେ। ତେବେ ବୈଠକ ପରେ ଦଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri