ପାଟକୁରା ନିର୍ବାଚନ Live Updates: ୧୪ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୩୩୪ ଭୋଟରେ ଆଗୁଆ
କେନ୍ଦ୍ରାପଡ଼ା ଅଫିସ, ୨୪।୭: ପାଟକୁରା ବିଧାନସଭା ଆସନ ଲାଗି ଭୋଟ ଗଣତି ଚାଲୁରହିଛି। ୧୪ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୩୩୪ ଖଣ୍ଡ ଭୋଟରେ ଆଗୁଆ ରହିଛି। ଏହି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ୭୯,୭୨୨ ଭୋଟ ମିଳିଛି। ଭାଜପା ପ୍ରାର୍ଥୀ…
ପାକିସ୍ତାନରେ ରହିଛି ୪୦ ଆତଙ୍କବାଦୀ ସଂଗଠନ: ଇମ୍ରାନ୍
ଓ୍ବାଶିଂଟନ,୨୪।୭: ପାକିସ୍ତାନରେ ୪୦ ଆତଙ୍କବାଦୀ ସଂଗଠନ କାମ କରୁଛି। ଏସବୁ ସଂଗଠନରେ ୩୦ରୁ ୪୦ ହଜାର ସଦସ୍ୟ ରହିଛନ୍ତି।ଏନେଇ ପୂର୍ବରୁ କ୍ଷମତାରେ ଥିବା ସରକାର ଗତ ୧୫ ବର୍ଷ ଧରି ଆମେରିକାକୁ କୌଣସି ସୂଚନା ଦେଇ ନ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ…
ଜୁଆର ଆସିଲେ ବନ୍ଦ ହୋଇଯାଏ ଏୟାରପୋର୍ଟ, ଜାଣନ୍ତୁ କେଉଁଠି
ବିଶ୍ୱରେ ଏମିତି ଏକ ଏୟାରପୋର୍ଟ ରହିଛି, ଯେଉଁଠି ରନ୍ଓ୍ବେ ନାହିଁ। ମହାସାଗର କୂଳରେ ଅବତରଣ କରିଥାଏ ବିମାନ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ ଏୟାରପୋର୍ଟ ରହିଛି ସ୍କଟ୍ଲାଣ୍ଡର ‘ବାରା’ ଦ୍ୱୀପରେ। ଏହି ଏୟାରପୋର୍ଟର କିଛି ବିଶେଷତ୍ୱ ରହିଛି। ଉତ୍ତର…
ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ଗିରଫ
ସରଜେଭୋ, ୨୪।୭: ବିଶିଷ୍ଟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ପ୍ରମୋଦ ମିତ୍ତଲଙ୍କୁ ୟୁରୋପ ପୋଲିସ ଗିରଫ କରିଛି। ତାଙ୍କ ନାଁରେ ୧୯.୩୨ କୋଟି ଟଙ୍କା ହେରଫେର ମାମଲା ରହିଛି। ସୂଚନାଯୋଗ୍ୟ, ୨୦୦୪ରେ ପ୍ରମୋଦ ମିତ୍ତଲ ଲୁକାବାକ୍ରେ ଏକ କୋକିଂ ପ୍ଲାଣ୍ଟ…
ପାଟକୁରା ନିର୍ବାଚନ: ୧୨ ରାଉଣ୍ଡ ସୁଦ୍ଧା ବିଜେଡି ୧୬,୧୪୪ ଭୋଟରେ ଆଗୁଆ
କେନ୍ଦ୍ରାପଡ଼ା ଅଫିସ, ୨୪।୭: ପାଟକୁରା ବିଧାନସଭା ଆସନ ପାଇଁ ବୁଧବାର ଭୋଟ ଗଣତି ଚାଲିଛି। ୧୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୧୬,୧୪୪ ଭୋଟରେ ଆଗୁଆ ରହିଛନ୍ତି। ସାବିତ୍ରୀ ଅଗ୍ରଓ୍ବାଲ ୬୯,୬୯୬…
ମାନବ ଧର୍ମ ହିଁ ଶ୍ରେଷ୍ଠ ଧର୍ମ: ମୁସଲମାନ୍ ମହିଳା କରୁଛନ୍ତି ହନୁମାନଙ୍କ ପୂଜା
ମିରଟ୍,୨୪।୭: ଦେଶରେ ସାମ୍ପ୍ରଦାୟିକ ବିଭେଦ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ ମିରଟ୍ରେ ବାସ କରୁଥିବା ଜଣେ ମୁସଲମାନ୍ ମହିଳା ସାମ୍ପ୍ରଦାୟିକ ସଦ୍ଭାବର ଉଦାହରଣ ପାଲଟିଛନ୍ତି। ୪୨ ବର୍ଷ ବୟସ୍କା ଶାହିନ୍ ପରଭେଜ୍ ପ୍ରତିଦିନ ହନୁମାନଙ୍କ ପୂଜା କରିବା ସହିତ ହନୁମାନ ଚାଳିସା ପାଠ…
ପାକିସ୍ତାନରେ ରହିବାକୁ ଅଜୀମ୍ ପ୍ରେମ୍ଜୀଙ୍କ ପିତା ଜିହ୍ନାଙ୍କୁ କରିଥିଲେ ମନା
ନୂଆଦିଲ୍ଲୀ,୨୪।୭: ଦେଶର ବିଶିଷ୍ଟ ଶିଳ୍ପପ୍ରତି ତଥା ଓ୍ବିପ୍ରୋର ପ୍ରତିଷ୍ଠାତା ଅଜୀମ୍ ପ୍ରେମ୍ଜୀ ବୁଧବାର ୭୪ ବର୍ଷରେ ପାଦ ଦେଇଛନ୍ତି। ୧୯୪୫ ଜୁଲାଇ ୨୪ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଭାରତ-ପାକିସ୍ତାନ ବିଭାଜନ ସମୟରେ ଅଜୀମ୍ଙ୍କ ପିତା ମହମ୍ମଦ୍ ହାଶିମ୍ଙ୍କୁ ମହମ୍ମଦ୍ ଅଲ୍ଲୀ…
ପାଟକୁରା ନିର୍ବାଚନ: ୯ମ ରାଉଣ୍ଡ ସୁଦ୍ଧା ବିଜେଡି ୧୪୦୭୭ ଭୋଟରେ ଆଗୁଆ
କେନ୍ଦ୍ରାପଡ଼ା ଅଫିସ, ୨୪।୭: ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୯ମ ରାଉଣ୍ଡ ସୁଦ୍ଧା ବିଜେଡି ୧୪୦୭୭ ଖଣ୍ଡ ଭୋଟରେ ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ୫୩୭୩୨ ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପା…
ଭାରତୀୟ ଅର୍ଥବ୍ୟବସ୍ଥାକୁ ସଙ୍କଟରେ ପକାଇବା ପାକିସ୍ତାନର ଲକ୍ଷ୍ୟ: ଛପା ହେଉଛି ନକଲି ୨ ହଜାର ଟଙ୍କା ନୋଟ୍
ନୂଆଦିଲ୍ଲୀ,୨୪।୭: ଭାରତୀୟ ଅର୍ଥବ୍ୟବସ୍ଥାକୁ ସଙ୍କଟରେ ପକାଇବା ପାଇଁ ପାକିସ୍ତାନ ଯୋଜନା କରିଛି। ଏନେଇ ପାକିସ୍ତାନରେ ଛପା ହେଉଥିବା ନକଲି ୨ ହଜାର ଟଙ୍କିଆ ନୋଟ୍ ଭାରତକୁ ପଠାଉଛି। ଲୋକ ସଭାରେ କେନ୍ଦ୍ର ସରକାର ଏହା ସ୍ବୀକାର ମଧ୍ୟ କରିଛନ୍ତି। ତେବେ ଏହାକୁ…
ରମଣ ସିଂ ଡାକ୍ତରଖାନାରେ ଭର୍ତ୍ତି
ରାୟପୁର, ୨୪।୭: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ରମଣ ସିଂଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଏକ ଟିମ୍ ତାଙ୍କ…
ଭରତପୁର କୋଇଲା ଖଣିରେ ଅଘଟଣ: ମାଟି ଧସି ଫସିଛନ୍ତି ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ
ଅନୁଗୋଳ ଅଫିସ, ୨୪।୭: ତାଳଚେର ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ମଙ୍ଗଳବାର ବିଳମ୍ବିତ ରାତିରେ ବ୍ଲାଷ୍ଟିଂ ହେଉଥିବା ବେଳେ ମାଟି ଧସିଯାଇଛି। ଏଥିରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ। ତେବେ ୮/୧୦ଟି ଭାରିଯାନ ମାଟିରେ ପୋତି ହୋଇଯାଇଥିବା କୁହାଯାଉଛି। ମଙ୍ଗଳବାର ରାତିରେ ୯…
ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କଂଗ୍ରେସ ସୀମିତ
ନୂଆଦିଲ୍ଲୀ,୨୪।୭: କର୍ନାଟକରେ କଂଗ୍ରେସ ମେଣ୍ଟ ସରକାରର ପତନ ପରେ ଏବେ ଦାକ୍ଷିଣାତ୍ୟରେ କୌଣସି ରାଜ୍ୟରେ କଂଗ୍ରେସ ସରକାର ନାହିଁ। ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କଂଗ୍ରେସ ସରକାର ସୀମିତ ହୋଇ ରହିଯାଇଛି। ରାଜ୍ୟ ମଧ୍ୟରେ ପଞ୍ଜାବ, ମଧ୍ୟପ୍ରଦେଶ,…
Archives


