Home

ଡେରାଡୁନ୍‌ର ଏକ ଗଳିର ନାଁ ଲୈଲା-ମଜ୍‌ନୁ, କାହିଁକି ଜାଣନ୍ତି

ଲୈଲା-ମଜ୍‌ନୁଙ୍କ ପ୍ରେମ ସମ୍ପର୍କ ସମସ୍ତଙ୍କୁ ଊଣା ଅଧିକେ ଜଣା। ଏମାନଙ୍କ ପ୍ରେମକୁ ନେଇ ଅନେକ କାହାଣୀ ଥିବାବେଳେ କିଛି ଫିଲ୍ମ ମଧ୍ୟ ନିର୍ମାଣ ହୋଇସାରିଛି। ଏହା ପରେ ଯେଉଁ ପ୍ରେମୀଯୁଗଳ ସଚ୍ଚା ପ୍ରେମ କରିଛନ୍ତି ତାଙ୍କୁ ଲୈଲା-ମଜ୍‌ନୁଙ୍କ ଆଖ୍ୟା ଦିଆଯାଇଛି। ଏମିତି…

ମରଣଯନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ: ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ ଆଣିଲେ ଏମ୍‌ପି, ସମାଧାନ ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ,୧୬।୮: ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ଯାଇଥିବା ୫୫ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତ୍ୟକ ଦିନ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି। ରାସ୍ତା ପ୍ରସ୍ତତି କରଣ ପାଇଁ କାର୍ଯ୍ୟ କରୁଥିବା ଗାୟତ୍ରୀ କମ୍ପାନୀ ନିର୍ଦ୍ଧାରିତ ସମୟ…

ଧୋନୀଙ୍କ ଝିଅ ହାତରେ ଧରିଲେ ତଲଓ୍ବାର୍‌

ରାଞ୍ଚି, ୧୬।୮:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଝିଅ ଜିଭାଙ୍କୁ ତ ଆପଣ ପୂର୍ବରୁ ଅନେକ ମସ୍ତି କରୁଥିବାର ଦେଖିଥିବେ। ଏବେ ସେ ହାତରେ ତଲଓ୍ବାର ଧରି ଚର୍ଚ୍ଚାକୁ ଆସିଛନ୍ତି। ସ୍ବାଧୀନତା ଦିବସରେ ସ୍କୁଲରେ ଆୟୋଜିତ ସାଂସ୍କୃତିକ…

ସୋମବାରଠାରୁ କଶ୍ମୀରରେ ଖୋଲିବ ସ୍କୁଲ, ସରକାରୀ କାର୍ଯ୍ୟାଳୟ

ନୂଆଦିଲ୍ଲୀ,୧୬।୮: କଶ୍ମୀରରେ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଆସନ୍ତା ସୋମବାର ଅର୍ଥାତ୍‌ ୧୯ ତାରିଖରେ ପୁଣି ଥରେ ଖୋଲିବ ବୋଲି ସୂଚନା ମିଳିଛି। ଜମ୍ମୁ-କଶ୍ମୀରର ପ୍ରଶାସନ ସେଠାକାର ପରିସ୍ଥିତି ନିରୀକ୍ଷଣ କରିବା ପରେ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଖୋଲା କରାଯିବ…

ବରିଷ୍ଠ ଆଇଏଏସ୍‌ ଅଫିସର ଗଗନ ଧଳଙ୍କ ଇସ୍ତଫା

ଭୁବନେଶ୍ୱର,୧୬।୮(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଫିସର ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଛନ୍ତି। ୧୯୮୫ ବ୍ୟାଚ୍‌ର ଏହି ଅଫିସର ରାଜ୍ୟ ସରକାରଙ୍କୁ ଏ ନେଇ ଅବଗତ କରାଇଛନ୍ତି। ସେ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟ କରୁଥିଲେ। ୨୦୨୦ ଜାନୁଆରୀରେ ସେ ଅବସର…

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍‌

ସମ୍ବଲପୁର,୧୬।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍‌ ଶୁକ୍ରବାର ବନ୍ଦ କରିଦିଆଯାଇଛି। ଏବେ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗୁରୁବାର ପ୍ରଥମେ ଡ୍ୟାମ୍‌ର ୨ଟି ଗେଟ୍‌ ଖୋଲାଯାଇଥିବା ବେଳେ ପରେ ପର୍ଯ୍ୟାୟ କ୍ରମେ…

ଭାରତୀୟ କଳାକାରଙ୍କ ବିଜ୍ଞାପନକୁ ବନ୍ଦ କଲା ପାକିସ୍ତାନ

ଇସଲାମାବାଦ,୧୬।୮: ଏବେ ଭାରତୀୟ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ବିଜ୍ଞାପନ ପାକିସ୍ତାନରେ ପ୍ରସାରଣ କରାଯାଇ ପାରିବ ନାହିଁ। କାରଣ ଏମିତି ବିଜ୍ଞାପନ ପ୍ରସାରଣକୁ ଏବେ ପାକିସ୍ତାନ ବନ୍ଦ କରି ଦେଇଛି। Pakistan Electronic Media Regulatory Authority (Pemra) ଅଗଷ୍ଟ ୧୪ ବୁଧବାର…

ପାଣି ଭାବି ଏସିଡ୍‌ ପିଇଦେଲେ ଛାତ୍ର: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଡେରାବିଶ,୧୬।୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ଚାନ୍ଦେଳ ପଞ୍ଚାୟତ ପନାପଡ଼ା ଗ୍ରାମର ଜଣେ ଛାତ୍ରଙ୍କର ଶୁକ୍ରବାର ଏସିଡ୍‌ ପିଇ ମୃତ୍ୟୁ ଘଟିଛି। ସେ ହେଲେ ଗୁରୁଚରଣ ମଲିକଙ୍କ ପୁଅ ବାପୁଜୀ(୧୭)। ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ବାପୁଜୀ…

ପୋଖରାନରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜନାଥ

ଜଇପୁର,୧୬।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ରାଜସ୍ଥାନର ପୋଖରାନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କାରଣ ୧୯୯୮ରେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ପୋଖରାନରେ ନ୍ୟୁକ୍ଲିୟର ଟେଷ୍ଟ କରାଯାଇଥିଲା। ତେଣୁ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ…

ଅମୃତାଙ୍କୁ ଛାଡ଼ପତ୍ର ପରେ ସୈଫ ଦେଇଥିଲେ ଏତିକି ଟଙ୍କା

ସୈଫ୍‌ ଅଲ୍ଲୀ ଖାନ୍‌ ଆଜି ଅର୍ଥାତ ଶୁକ୍ରବାର ୪୯ ତମ ଜନ୍ମଦିବସ ପାଳନ କରୁଛନ୍ତି। ଶର୍ମିଳା ଟାଗୋର ଏବଂ ମନ୍‌ସୁର ଅଲ୍ଲୀ ଖାନ୍‌ଙ୍କ ପୁଅ ସୈଫ୍‌ ୧୬ ଅଗଷ୍ଟ ୧୯୭୦ରେ ଦିଲ୍ଲୀରେ ଜନ୍ମ ନେଇଥିଲେ। ୧୯୯୧ରେ ବଲିଉଡ୍‌ ଅଭିନେତ୍ରୀ ଅମୃତା ସିଂହଙ୍କୁ…

ସିଆଚିନ୍‌ରେ ପହଞ୍ଚିଲେ ଧୋନୀ

ଶ୍ରୀନଗର, ୧୬।୮: ୭୩ତମ ସ୍ବାଧୀନତା ଦିବସରେ ଲଦାଖରେ ପତାକା ଉତ୍ତୋଳନ କରିବା ପରେ ସିଆଚିନ୍‌ରେ ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେଠାରେ ଥିବା ସିଆଚିନ୍‌ ଓ୍ବାର୍‌ ମୋମୋରିଆଲ୍‌ରେ ପହଞ୍ଚି ଶହୀଦଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।…

କେବିସିରେ ଭାଗ ନେଇ ପାରିବେ ନାହିଁ ଅମିତାଭଙ୍କ ପରିବାର

ଅମିତାଭ ବଚ୍ଚନ ଖୁବ୍‌ଶୀଘ୍ର ଲୋକପ୍ରିୟ ରିଅଲିଟି ଶୋ’ ‘କୌନ୍‌ ବନେଗା କରୋଡ଼ପତି’(କେବିସି) ସିଜିନ୍‌ ୧୧ରେ ପୁଣି ଟିଭି ପରଦାକୁ ଫେରିବେ। ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶୋ’ ସହିତ ଜଡ଼ିତ କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି ଅମିତାଭ। ସେ କହିଛନ୍ତି, ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?