ବୁଧବାର ବନକଲାଗି: ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ ଅଫିସ, ୨୩ା୭: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ଦର୍ଶନ ବନ୍ଦ ରହିବ। ଏହି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ। ଶ୍ରୀମନ୍ଦିର…
କ୍ୟାନସର୍ ସହ ଲଢ଼ିବ ଖଜୁରୀ
ଏସିଆ ମହାଦେଶର ଅଧିକାଂଶ ସ୍ଥାନରେ ଖଜୁରୀ ଗଛ ପ୍ରଚୁର ମାତ୍ରାରେ ଦେଖାଯାଏ। ଏବେ ଏକ ଗବେଷଣାରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି, ଏହି ଖଜୁରୀରେ ମହଜୁଦ୍ ଜରୁରୀ ତତ୍ତ୍ୱ କ୍ୟାନସର୍ ନାଶ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗବେଷଣାରୁ ଜଣାପଡ଼ିଛି, ଖଜୁରୀ…
୧୩୦ ଫୁଟ୍ ଉଚ୍ଚରେ ଦୀର୍ଘ ୨୬ ବର୍ଷ ହେଲା ବିତୁଛି ଏକୁଟିଆ ଜୀବନ
ଜର୍ଜିଆର ୧୩୦ ଫୁଟ୍ ଉଚ୍ଚ କତ୍ସ୍କି ଖମ୍ବ କାହଁି କେଉଁ ଯୁଗରୁ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏପରିସ୍ଥଳରେ ସେଠାକୁ କେହି ବି ଯା’ଆସ କରନ୍ତି ନାହଁି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେଲେ ଏହି ଖମ୍ବରେ ଦୀର୍ଘ ୨୬ ବର୍ଷ ଧରି ଜଣେ…
ଏହି ଦୁର୍ଗରେ ରାତିରେ ରୁହନ୍ତିନି କେହି…
ମହାରାଷ୍ଟ୍ରର ପୁଣେ ସହରରେ ରହିଛି ଶନିୱାର୍ୱାଡ଼ା ଦୁର୍ଗ। ୧୭୪୬ରେ ଏହା ନିର୍ମାଣ କରାଯାଇଥିଲା। ୧୮୧୮ ମସିହା ପର୍ଯ୍ୟନ୍ତ ଏଠାରେ ମରହଟ୍ଟା ପେଶୱାମାନଙ୍କର ରାଜତ୍ୱ ଥିଲା। ଏହାପରେ ପେଶୱାମାନେ ବ୍ରିଟିଶ୍ମାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି ଦୁର୍ଗ ପେଶୱାମାନଙ୍କ ଉନ୍ନତଶୈଳୀର କଳାକୃତି ପାଇଁ…
ଏମିତି ଏକ ସ୍ମୁଲ, ଯେଉଁଠି ପାଠପଢା ସହ କରାଯାଏ ବିବାହ
ଭାରତରେ ରହିଛି ଏମିତି ଏକ ନିଆରା ସ୍କୁଲ୍, ଯେଉଁଠି ପାଠ ପଢ଼ାଯିବା ସହ ଝିଅଙ୍କ ବିବାହ ମଧ୍ୟ କରାଯାଇଥାଏ। ଗୁଜରାଟର ଅହମ୍ମଦାବାଦରେ ସ୍ଥିତ ଏହି ସ୍କୁଲ୍ର ନାମ ହେଉଛି ‘ଅନ୍ଧ କନ୍ୟା ପ୍ରକାଶ ଗୃହ’। ପ୍ରଥମେ ମାତ୍ର ଚାରିଜଣ ପିଲାଙ୍କୁ ନେଇ…
ଶିଳପୁଆରେ ମାଡ଼ମାରି ମା’ଙ୍କୁ ହତ୍ୟା: ଅଭିଯୁକ୍ତ ପୁଅ ଗିରଫ
ବରଗଡ଼ ଅଫିସ,୨୩।୭: ନିଜର ମା’ଙ୍କୁ ହତ୍ୟାକରି ପୁଅ ଗିରଫ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ସଦର ଥାନା ଅନ୍ତର୍ଗତ ଧାଙ୍ଗେର ଗ୍ରାମରେ। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ସୌରୀ ମହାପାତ୍ର ଓରଫ୍ ସୁରୁଙ୍କୁ ଗିରଫ ପରେ…
ଲାଲୁ ଯାଦବଙ୍କ ସମେତ କିଛି ନେତାଙ୍କର କମିଲା ସୁରକ୍ଷା
ପାଟନା,୨୩।୭: ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ବଡ଼ ନେତାଙ୍କୁ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ସଂଶୋଧନ କରାଯାଇଛି। ଏନେଇ ଏକ ନୋଟିସ ଜାରି କରାଯାଇଛି। ଏଥିରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ବିଏସ୍ପି ଏମ୍ପି ଶତୀଷ ଚନ୍ଦ୍ର ମିଶ୍ର, ଉତ୍ତରପ୍ରଦେଶର…
ଛୁଆ ରୋଗୀଣା ଥିବାରୁ ୪ ମହଲା କୋଠାରୁ ଫୋପାଡି ମାରିଦେଲେ ମା’
ଲକ୍ଷ୍ନୌ,୨୩।୭: ଦୁନିଆ କ’ଣ ଜାଣିବା ପୂର୍ବରୁ ନିଜ ମା’ ପାଇଁ ମୃତ୍ୟୁକୁ ଅପଣାଇ ନେଇଛି ଜଣେ ୩ ମାସର ଶିଶୁ। ନିଜ ୩ ମାସ ଶିଶୁ ପୁତ୍ରର ଯକୃତ ଜନିତ ସମସ୍ୟା ଓ କାମଳ ରୋଗ ଥିବାରୁ ଏହାକୁ କିଛିଦିନ ଚିକିତ୍ସା…
ମହାଦେବଙ୍କ ରୂପରେ ନଜର ଆସିଲେ ତେଜପ୍ରତାପ
ପାଟନା,୨୩।୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କୁ ନିଆରା ରୂପରେ ଦେଖିବାକୁ ମିଳିଛି। ଶ୍ରାବଣ ମାସର ପ୍ରଥମ ସୋମବାରରେ ସେ ଶିବଙ୍କ ଭକ୍ତିରେ ଲୀନ ହୋଇ ମହାଦେବଙ୍କ ରୂପ ଧାରଣ…
ଭାଇଚାରାର ନିଆରା ଉଦାହରଣ: ଶିବ ଭକ୍ତଙ୍କୁ ତୁଳସୀ ଗଛ ବାଣ୍ଟିଲେ ମୁସଲମାନ ସମ୍ପ୍ରଦାୟ ଲୋକେ
ଚଣ୍ଡିଗଡ, ୨୩।୭: ଚଣ୍ଡିଗଡରେ ଭାଇଚାରାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ସେକ୍ଟର ୩୨ରେ ଥିବା ସନାତନ ମନ୍ଦିରରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ତୁଳସୀ ଗଛ ଦେଇ ସ୍ବାଗତ କରିଛନ୍ତି…
ଅଢେଇ ବର୍ଷରେ ୧୦ ହଜାରରୁ ଅଧିକ ମିଛ କହିଛନ୍ତି ଆମେରିକା ରାଷ୍ଟ୍ରପତି
ୱାଶିଂଟନ, ୨୩।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଭେଟିଥିଲେ। ଏହି ସମୟରେ କଶ୍ମୀର ସମସ୍ୟା ଉଠିଥିଲା। ଟ୍ରମ୍ପ କହିଥିଲେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ନିବେଦନ କରିଛନ୍ତି।…
୧୭ ଗ୍ରାମ୍ ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
ଜଟଣୀ, ୨୩।୭(ଡି.ଏନ୍.ଏ.): ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଖୋର୍ଦ୍ଧା ଜିଲା ଜଟଣୀ କୁଦିଆରି ଦଳିତ ସାହିରୁ ମଙ୍ଗଳବାର ୧୭ ଗ୍ରାମ୍ ବ୍ରାଉନ୍ସୁଗାର ସହ ନଗଦ ୬ ହଜାର ୪ଶହ ଟଙ୍କା ଜବତ ହୋଇଛି। ଏହି କାରବାରରେ ସମ୍ପୃକ୍ତ ପ୍ରଶାନ୍ତ ବେହେରାଙ୍କୁ…
Archives


