ମୁସଲମାନ୍ ମହିଳାଙ୍କୁ ମସଜିଦ୍ରେ ପ୍ରବେଶ ଅନୁମତି: ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୮।୭: ମସଜିଦ୍ରେ ମୁସଲମାନ୍ ମହିଳାଙ୍କୁ ପ୍ରବେଶ ଅନୁମତି ନେଇ କରାଯାଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୋମବାର ସୁପ୍ରିମ୍କୋର୍ଟ ମନା କରିଛନ୍ତି। ଏହି ଆବେଦନ କେରଳର ହିନ୍ଦୁ ମହାସଭା ପକ୍ଷରୁ କରାଯାଇଥିଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟ ସୂଚିତ କରିଛନ୍ତି ଯେ, କୌଣସି…
ରାସ୍ତା ମଝିରେ ଏସ୍ପିଙ୍କ ଗୋଡ଼ ଧରି କାନ୍ଦି ପକାଇଲେ ଭାଜପା ନେତା
ମିର୍ଜାପୁର,୮।୭: ଉତ୍ତର ପ୍ରଦେଶ ମିର୍ଜାପୁରର କୋତବାଲି ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଭାଜପା ନେତା ରାସ୍ତା ମଝିରେ ଏସ୍ପିଙ୍କ ଗୋଡ଼ ଧରି କାନ୍ଦି ପକାଇଥିଲେ। ଆଉ କହିଥିଲେ ମୋର ସମ୍ମାନ ଚାଲିଗଲା। ନିଜ ସରକାରରେ ରହି ଏଭଳି…
ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ଭାରତୀୟ ବୋଲର୍ ଜସପ୍ରୀତ୍ ବୁମ୍ରା
ଭାରତୀୟ କ୍ରିକେଟରମାନେ ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ପ୍ରେମ କରି ବିବାହ ମଧ୍ୟ କରିଛନ୍ତି। ଏବେ ଏହିି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଛି। ସେ ହେଉଛନ୍ତି…
ସରକାରଙ୍କ ନଜରରେ ଲକ୍ଷେ ୭୫ ହଜାର ଜମା ଖାତା: ଗୋଟିଏ ବର୍ଷରେ ହୋଇଛିି ଏକ କୋଟିରୁ ଅଧିକ ନଗଦ ଉଠାଣ
ନୂଆଦିଲ୍ଲୀ,୮।୭: ଏବେ ସରକାରଙ୍କ ନଜରରେ ଲକ୍ଷେ ୭୫ ହଜାର ଜମା ଖାତା ରହିଛି। ଏସବୁ ଜମା ଖାତାରେ ଗତ ଏକ ବର୍ଷ ମଧ୍ୟରେ ଏକ କୋଟିରୁ ଅଧିକ ଟଙ୍କା ନଗଦ ଉଠାଣ ହୋଇଥିବା କୁହାଯାଉଛି। ଏହି ଜମା ଖାତାଗୁଡ଼ିକ ମଧ୍ୟରୁ କେତେକରେ…
ବସ୍ରେ ହିନ୍ଦୀ ଲେଖାକୁ ବିରୋଧ କଲା ଡିଏମକେ
ଚେନ୍ନାଇ, ୮।୭: ଦକ୍ଷିଣ ଭାରତରେ ହିନ୍ଦୀ ଭାଷାକୁ ନେଇ ତୀବ୍ର ବିରୋଧ ଆରମ୍ଭ ହୋଇଯାଇଛି। ବସ୍ଗୁଡିକରେ ହିନ୍ଦୀ ଲେଖାକୁ ବିରୋଧ କରି ଡିଏମକେ ନେତ୍ରୀ କାନିମୋଝି ତାମିଲ ଭାଷାର ମହତ୍ତ୍ୱ କମ କରିବା ପାଇଁ ପ୍ରୟାସ ଚାଲିଛି ବୋଲି ସେ କହିଛନ୍ତି।…
ଦେଶର ୨୫୫ ଜିଲାର ୭୫୬ ସହରରେ ଜଳ ସଙ୍କଟ: ତାମିଲନାଡୁର ସର୍ବାଧିକ ୧୮୪
ନୂଆଦିଲ୍ଲୀ,୮।୭: ଦେଶର ୨୫୫ ଜିଲାର ୭୫୬ ସହରରେ ତଥା ୧,୫୯୭ ବ୍ଲକ୍ରେ ଜଳ ସଙ୍କଟ ଦେଖାଦେଇଛି। ସେଥିମଧ୍ୟରେ ତାମିଲନାଡୁର ସର୍ବାଧିକ ସହର ରହିଛି। ତାମିଲନାଡୁର ୨୭ଟି ଜିଲାରେ ଥିବା ୧୮୪ ସହରରେ ଜଳ ସଙ୍କଟ ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି।…
ରାସ୍ତା ସଫା କଲେ ସିଦ୍ଧୁ
ଅମୃତସର, ୮।୭: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ସ୍ତ୍ରୀ ନବଜୋତ କୌରଙ୍କ ସହ ମିଶି ସ୍ବଚ୍ଛ ଅମୃତସର ଅଭିଯାନରେ ଭାଗ ନେଇଛନ୍ତି। ଅମୃତସର ସଡ଼କରେ ପଡିଥିବା ଅଳିଆ ଆବର୍ଜନାଗୁଡିକୁ ନିଜେ ଝାଡୁ ଧରି ସଫା କରିଥିଲେ ସିଦ୍ଧୁ। ସୂଚନାଯୋଗ୍ୟ, ଭାଜପା…
ଭାଜପାରେ ଯୋଗ ଦେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ
ଆଲିଗଡ,୮।୭: ଭାରତୀୟ ଜନତା ପାର୍ଟି ଏବେ ତା’ର ସଦସ୍ୟତା ଯୋଗାଡ କରିବା ଅଭିଯାନ ଚଳାଇଛି। ତେଣୁ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଏବେ ଭାଜପାରେ ସାମିଲ ହେଉଛନ୍ତି। ଏହାରି ଭିତରେ ଉତ୍ତର ପ୍ରଦେଶ ଆଲିଗଡର ଜଣେ ମୁସଲମାନ ମହିଳା ଭାଜପାରେ…
ବସବାସ: ପୃଥିବୀରେ ଆଗ ନା ମଙ୍ଗଳରେ…
ସୌରମଣ୍ଡଳରେ ଥିବା ଗ୍ରହଗୁଡ଼ିକ ମଧ୍ୟରେ କେବଳ ପୃଥିବୀରେ ହିଁ ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ରହିଛି। ତେବେ ବସବାସ କେଉଁ ଗ୍ରହରେ ପ୍ରଥମେ ସମ୍ଭବ ହୋଇଥିଲା, ତାକୁ ଜାଣିବା ପାଇଁ ଏବେ ତର୍ଜମା ଚାଲିଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା…
ପାଣି ଘେରରେ ବଗପାଟିଆର ୫ଶହ ପରିବାର
ରାଜନଗର, ୮।୭(ଡି.ଏନ.ଏ.): ଗତ ଏକ ସପ୍ତାହ ଧରି ବର୍ଷା ଲାଗି ରହିଛି। ତେବେ ବର୍ଷା ଯୋଗୁ ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତର ବଗପାଟିଆ ଠାରେ ବସବାସ କରୁଥିବା ସାତଭାୟାବାସୀଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି। ଅଧିକାଂଶ ସ୍ଥାନରେ ବର୍ଷାଜଳ ଜମି…
ବିଶ୍ୱକପରୁ ବିଦା ହୋଇ ଘରେ ପହଞ୍ଚିଲା ପାକିସ୍ତାନ ଦଳ: ଏମିତି କରାଗଲା ସ୍ବାଗତ
ଇସଲମାବାଦ, ୮।୭: ବିଶ୍ୱକପରୁ ବିଦା ହେବାପରେ ପାକିସ୍ତାନ ଦଳର ଖେଳାଳିମାନେ ନିଜ ଦେଶରେ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଖେଳାଳିଙ୍କୁ ସେମାନଙ୍କ ଘରେ ଛଡାଯାଇଥିଲା। ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନ ଦର୍ଶକ ଯେଉଁଭଳି ଭାବରେ ସୋସିଆଲ ମିଡିଆରେ କ୍ରୋଧ…
କାଳିଆପଡ଼ାଠାରେ ୩ କାର୍ ଦୁର୍ଘଟଣାଗ୍ରସ୍ତ: ୭ ଗୁରୁତର
ନୟାଗଡ଼ ଅଫିସ, ୮ା୭: ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅନ୍ତର୍ଗତ ଆଡ଼କଟା କାଳିଆପଡ଼ାଠାରେ ସୋମବାର ସକାଳେ ୨ଟି ବରଯାତ୍ରୀ କାର୍ ସହ ଅନ୍ୟ ଏକ କାର୍ ମୁହାଁମୁହିଁ ଧକ୍କା ହେବାରୁ ୧୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରତର…
Archives


