ଭାରତରେ ‘ଆଫଗାନ୍ ଆକ୍ରମଣ’ ପାଇଁ ଷଡ଼ଯନ୍ତ୍ର ରଚିଛିି ଆଇଏସ୍ଆଇ: ଜୈଶ୍ ଓ ଲଶ୍କରକୁ କରିଛି ହାତ ବାରିଶି
ନୂଆଦିଲ୍ଲୀ, ୧୧।୮: ଭାରତରେ ସ୍ବାଧୀନତା ଦିବସ ପୂର୍ବରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଷଡ଼ଯନ୍ତ୍ର ରଚିଛି। ଆଇଏସ୍ଆଇ ‘ଆଫଗାନ୍ ଆକ୍ରମଣ’ ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଆକ୍ରମଣ ଆଫଗାନିସ୍ତାନର କିଛି ଆତଙ୍କବାଦୀଙ୍କ ଦ୍ୱାରା କରାଯିବାର…
ପରୀକ୍ଷା ଦିନ ନାତି ଶୋଇ ରହିବାରୁ ପୋଲିସ ଡାକିଲେ ଜେଜେମା
ଚୋରି, ଡକାୟତି କିମ୍ବା ଅନ୍ୟ କୌଣସି ଘଟଣା ଘଟିଲେ ପୋଲିସ ଡାକିବାକୁ ପଡ଼ିଥାଏ। କିନ୍ତୁ ନାତି ପରୀକ୍ଷା ଦିନ ଶୋଇ ରହିବାରୁ ଜେଜେମା ପୋଲିସକୁ ଡାକିବା ସହ ପରୀକ୍ଷା ହଲ୍ରେ ନେଇ ଛାଡ଼ିବାକୁ କହିବା ଯେତିକି ମଜାଦାର ସେତିକି ସମ୍ବେଦନଶୀଳ। ଏମିତି…
ଅଗଷ୍ଟ ୧୩ରେ ଏନ୍ଏଲ୍ଏଫ୍ଟି ଉଗ୍ରବାଦୀ ସଂଗଠନର ୮୮ ସଦସ୍ୟ କରିବେ ଆତ୍ମ ସମର୍ପଣ
ନୂଆଦିଲ୍ଲୀ/ଅଗରତଲା,୧୧।୮: ଅଗଷ୍ଟ ୧୩ରେ ତ୍ରିପୁରାର ଏନ୍ଏଲ୍ଏଫ୍ଟି ଉଗ୍ରବାଦୀ ସଂଗଠନର ୮୮ ସଦସ୍ୟ ଆତ୍ମ ସମର୍ପଣ କରିବେ। ଏନେଇ କେନ୍ଦ୍ର ସରକାର ଏବଂ ଏନ୍ଏଲ୍ଏଫ୍ଟି ମଧ୍ୟରେ ଶାନ୍ତି ଆଲୋଚନା ହୋଇଛି। ଏହି ଶାନ୍ତି ପ୍ରସ୍ତାବରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଉତ୍ତର-ପୂର୍ବ ଯୁଗ୍ମ ସଚିବ ସତ୍ୟେନ୍ଦ୍ର…
ରୋଜର୍ସ କପ୍ ଫାଇନାଲରେ ନାଡାଲ
ମଣ୍ଟ୍ରିଲ,୧୧।୮(ଏଏଫ୍ପି): ସ୍ପେନ୍ ତାରକା ଟେନିସ ଖେଳାଳି ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟ୍ରିଲ ମାଷ୍ଟର୍ସ ଟେନିସ୍ ବା ରୋଜର୍ସ କପ୍ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ଗୋଟିଏ ହେଲେ ବି ଶଟ୍ ନ ଖେଳି ସେ ଫାଇନାଲକୁ…
ଶୁଶ୍ରୁତ ଥିଲେ ବିଶ୍ୱର ପ୍ରଥମ ସର୍ଜନ: ପୋଖରୀୟାଲ
ମୁମ୍ବାଇ,୧୧।୮: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ ଶନିବାର ଦାବି କରିଛନ୍ତି କି ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ(ନାସା) ଯଦି ଭବିଷ୍ୟତରେ ସ୍ପିକିଙ୍ଗ ବା କଥାକୁହା କମ୍ପୁଟର ତିଆରି କରେ ତାହା କେବଳ ସଂସ୍କୃତ ଭାଷା ପାଇଁ…
ଇଦ୍-ଉଲ୍-ଜ୍ଜୁହା ପାଇଁ ଜମ୍ମୁ-କଶ୍ମୀରରେ ଅଢ଼େଇ ଲକ୍ଷ ଛେଳିମେଣ୍ଢା ଏବଂ ୩୦ ଲକ୍ଷ କୁକୁଡ଼ା ବନ୍ଦୋବସ୍ତ କଲେ ସରକାର
ଶ୍ରୀନଗର,୧୧।୮: ଜମ୍ମୁ-କଶ୍ମୀରରେ ସ୍ବାଭାବିକ ସ୍ଥିତି ପୁଣି ଫେରିବାରେ ଲାଗିଛି। ସୋମବାର ଇଦ୍-ଉଲ୍-ଜ୍ଜୁହା ପାଳିତ ହେବ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅଢ଼େଇ ଲକ୍ଷରୁ ଅଧିକ ଛେଳିମେଣ୍ଢା ଏବଂ ୩୦ ଲକ୍ଷ କୁକୁଡ଼ା ବନ୍ଦୋବସ୍ତ କରାଯାଇଛି। ଲୋକଙ୍କ ପାଖରେ ଆବଶ୍ୟକ ସାମଗ୍ରୀ…
ତ୍ରିରଙ୍ଗା ଧରି ୧୫ କିଲୋମିଟର ଲମ୍ବ ମାନବ ଶୃଙ୍ଖଳରେ ଠିଆହେଲେ ସୁରକ୍ଷାକର୍ମୀ, ଛାତ୍ରୀଛାତ୍ର
ରାୟପୁର,୧୧।୮: ପାଖେଇ ଆସୁଛି ସ୍ବାଧୀନତା ଦିବସ। ଏହି ଦିବସକୁ ଆଉ ୪ ଦିନ ବାକି ଥିବା ବେଳେ ଛତିଗଡ଼ରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ସୁରକ୍ଷାକର୍ମୀ ଓ ଛାତ୍ରୀଛାତ୍ରମାନେ ଜାତୀୟ ପତାକା ଧରି ପ୍ରାୟ ୧୫ କିଲୋମିଟରର ଏକ…
ଶହ ଶହ ବତକ ଶୃଙ୍ଖଳିତ ଭାବେ ରାସ୍ତା କଲେ ପାର୍: ସୋସିଆଲ୍ ମିଡ଼ିଆରେ ଭିଡ଼ିଓ ଭାଇରାଲ
ଥିରୁଭାନନ୍ତପୁରମ୍,୧୧।୮: କେରଳର ଅଲାପୁଝା ସହରରେ ବତକପଲଙ୍କ ଯୋଗୁ ପ୍ରାୟ ୨୦ରୁ ୨୫ ମିନିଟ ଧରି ରାସ୍ତା ଜାମ୍ ହୋଇଯାଇଥିଲା। ଟ୍ରାଫିକ୍ ପୋଲିସ ଯାନବାହନଗୁଡ଼ିକୁ ଅଟକାଇ ରଖିଥିଲା। ବତକ ପଲ ରାସ୍ତା ପାର୍ ହେବାପରେ ଯାନବାହନଗୁଡ଼ିକ ଗନ୍ତବ୍ୟ ପଥରେ ଯାଇଥିଲା। ଏହାର ଭିଡ଼ିଓ…
ରବିବାର ଭୋର୍ରେ ଥରିଲା ଇଣ୍ଡୋନେସିଆ
ଜାକର୍ତ୍ତା,୧୧।୮: ଇଣ୍ଡୋନେସିଆରେ ରବିବାର ଭୋର୍ ୪ଟା ୧୪ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ସୁମାତ୍ରା ଉପକୂଳରେ ହୋଇଥିବା ଏହି ଭୂକମ୍ପର କେନ୍ଦ୍ର ଭୂଗର୍ଭର…
ପ୍ରଧାନମନ୍ତ୍ରୀ ମୋଦି ଡିସ୍କଭରୀ ଚ୍ୟାନେଲ୍ର ମ୍ୟାନ୍ ଭର୍ସେସ୍ ଓ୍ବାଇଲ୍ଡ୍ରେ ଅତିଥି: ସୋମବାର ରାତି ୯ଟା ରେ ୧୮୦ ଦେଶରେ ହେବ ପ୍ରସାରିତ
ନୂଆଦିଲ୍ଲୀ, ୧୧।୮: ଡିସ୍କଭରୀ ଚ୍ୟାନେଲ୍ର ମ୍ୟାନ୍ ଭର୍ସେସ୍ ଓ୍ବାଇଲ୍ଡ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥିଭାବେ ଯୋଗଦେଇଛନ୍ତି। ଏହାର ପ୍ରସାରଣ ସୋମବାର ରାତି ୯ଟାରେ ହେବ। କାର୍ଯ୍ୟକ୍ରମର ଉପସ୍ଥାପକ ଭାବେ ବିୟର ଗ୍ରିଲ୍ସ୍ ରହିଛନ୍ତିି। ଇତିମଧ୍ୟରେ ଏହାର ଭିଡ଼ିଓ କ୍ଲିପ୍ ବିଭିନ୍ନ…
ଓଡ଼ିଶା ଜର୍ନାଲିଜମ୍ ଆଓ୍ବାର୍ଡ-୨୦୧୯: ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’, ‘ଧରିତ୍ରୀ’ର ସସ୍ମିତା ପାଇକରାୟ ସମ୍ମାନିତ
ଭୁବନେଶ୍ୱର,୧୧।୮(ବ୍ୟୁରୋ): ବିଶ୍ୱର ବଡ଼ ବଡ଼ ଦେଶ ମଧ୍ୟରେ ଭାରତର ସ୍ବାତନ୍ତ୍ର୍ୟ ରହିଛି। ଆମ ଦେଶରେ ସୁପ୍ରିମ୍କୋର୍ଟ ପରି ନ୍ୟାୟାଳୟ ଥିବାବେଳେ ଗଣମାଧ୍ୟମ ପରି ଜାଗ୍ରତ ପ୍ରହରୀ ମଧ୍ୟ ରହିଛି। ଆମ୍ଭେମାନେ ଗଣମାଧ୍ୟମ ସହିତ ଜଡ଼ିତ ରହି ଠିକ୍ କଥାକୁ ଲୋକଲୋଚନକୁ ଆଣିବା…
ଆଜି ଉତ୍ତର, ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର, ୧୧।୮(ବ୍ୟୁରୋ)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଛି। ଏହା ଫଳରେ ରାଜ୍ୟରେ ବର୍ଷାର ପରିମାଣ କମିଯାଇଛି। ଶନିବାର ବଲାଙ୍ଗୀରରେ ସର୍ବାଧିକ ୧୨ ମିଲିମିଟର ବର୍ଷା ହୋଇଥିବାବେଳେ ଅନୁଗୋଳ, ମାଲକାନଗିରି, ସୋନପୁର, ଗୋପାଳପୁର, ସମ୍ବଲପୁର, ଝାରସୁଗୁଡ଼ାରେ ମଧ୍ୟ ବର୍ଷା ହୋଇଥିବା…
Archives


