ଅଭିନନ୍ଦନଙ୍କ ଉପରେ ନିର୍ମାଣ ହେବ ଫିଲ୍ମ, ଏହି ଅଭିନେତାଙ୍କୁ ମିଳିଲା ଅନୁମତି
ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବାହାଦୁରୀର କାହାଣୀ ଇତିହାସରେ ଲିପିବଦ୍ଧ ହୋଇସାରିଛି। ନିକଟରେ ସରକାର ତାଙ୍କୁ ବୀର ଚକ୍ର ପ୍ରଦାନ କରିଥିଲେ। ଅଭିନନ୍ଦନଙ୍କୁ ନେଇ ଏବେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ବଲିଉଡ ଅଭିନେତା ବିବେକ ଓବରୟଙ୍କୁ ଏହି ଫିଲ୍ମ…
ମୋଦିଙ୍କୁ ଖଳନାୟକ କହିଲେ କିଛି ଲାଭ ହେବ ନାହିଁ:ଜୟରାମ
ନୂଆଦିଲ୍ଲୀ,୨୩।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ସର୍ବଦା ନକରାତ୍ମକ ଖୋଜିଲେ କିଛି ଲାଭ ନାହିଁ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ। ରାଜନୈତିକ ବିଶ୍ଲେଷକ କପିଲ କୋମିରେଡ୍ଡୀଙ୍କ ପୁସ୍ତକ ଉନ୍ମୋଚନବେଳେ ସେ ଏହି ମତ ଦେଇଛନ୍ତି। ୨୦୧୪ରୁ ୨୦୧୯ ଶାସନ…
ଫ୍ରାନ୍ସରେ ମୋଦିଙ୍କୁ ଜୋରଦାର ସ୍ବାଗତ କଲେ ମୁସଲମାନ: ଚିଡିଲା ପାକିସ୍ତାନ
ପ୍ୟାରିସ୍,୨୩।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ବିମାନବନ୍ଦରରେ ମୋଦିଙ୍କୁ ଗୁଜରାଟର ବୋହରା ମୁସଲମାନମାନେ ତ୍ରିରଙ୍ଗା ଧରି ଜୋରଦାର ସ୍ବାଗତ କରିଥିଲେ। ଏହାସହ ଭାରତ ମାତା କୀ ଜୟ ନାରା ଦେଇଥିଲେ। ତେବେ ମୋଦିଙ୍କୁ ମୁସଲମାନମାନେ ସ୍ବାଗତ କରିବା ପାକିସ୍ତାନକୁ…
ଭାରତରେ ୬ ଲସ୍କର ଆତଙ୍କବାଦୀ ପଶିଲେ: ତାମିଲନାଡୁରେ ହାଇଆଲର୍ଟ
ଚେନ୍ନାଇ,୨୩।୮:ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣର କୌଣସି ଘଟଣା ଘଟିନାହିଁ। କଡା ସୁରକ୍ଷା ସତ୍ତ୍ୱେ ଲସ୍କର-ଇ-ତୋଏବାର ୬ ଆତଙ୍କବାଦୀ ତାମିଲନାଡୁ ବାଟ ଦେଇ କୋଏମ୍ବାଟୁରରେ ପଶିଯାଇଥିବା ସୂଚନା ମିଳିଛି।…
ଡାକ୍ତରଖାନାରୁ ଚିକିତ୍ସାଧୀନ କଏଦୀ ଫେରାର
ବରଗଡ଼ ଅଫିସ,୨୩।୮: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ ବିଚାରାଧୀନ କଏଦୀ ଗୁରୁବାର ବିଳମ୍ବିତ ରାତ୍ରିରେ ଫେରାର ହୋଇ ଯାଇଛନ୍ତି। ଫେରାର କଏଦୀ ଜଣକ ହେଲେ, ବରପାଲିର ନକୁଳ ମାଝି। ଗତ ଜୁନ୍ ମାସରେ ସଂଘଠିତ ଜମୁର୍ଡା ଗୁଳିକାଣ୍ଡ,…
ଆମେରିକାର ଚେତାବନୀ: ଭାରତ ସହ ପ୍ରତିଶୋଧ ନ ନେଉ ପାକିସ୍ତାନ
ଓ୍ବାଶିଂଟନ୍, ୨୩।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଛନ୍ତି। ଭାରତଠାରୁ ଏବେ ପ୍ରତିଶୋଧ ନେଲେ ତାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡିବ ବୋଲି ସେ କହିଛନ୍ତି। ଭାରତ ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ…
ଏମିତି ସହର, ଦେଖିବାକୁ ଶିବଲିଙ୍ଗ ଆକାରର
ବିଶ୍ୱରେ ଏମିତି ଏକ ସହର ରହିଛି ଯାହା ଦେଖିବାକୁ ପୂରା ଶିବଲିଙ୍ଗ ଆକାରର। ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ। ଏମିତି ଏକ ସହର ହେଉଛି ୟୁରୋପର ଭାଟିକାନ୍ ସିଟି ବା ସହର। ଏହା ଦେଖିବାକୁ ଅବିକଳ ‘ଶିବଲିଙ୍ଗ’ ଆକାରର। ଐତିହାସିକ…
୧୯ ବର୍ଷରେ ମଲେଣି ୨ ହଜାର ବାଘ
ନାଗପୁର, ୨୩ା୮(ପି.ଟି.):ଭାରତରେ ସର୍ବାଧିକ ବାଘ ୨୨୨୬ ରହିଛନ୍ତି, ଯାହାକି ବିଶ୍ୱର ୫୬ ଭାଗରୁ ଅଧିକ। ବିଗତ ୧୯ ବର୍ଷ ମଧ୍ୟରେ ପ୍ରାୟ ୨ ହଜାର ବାଘ ବିଶ୍ୱରେ ଶିକାର କରାଯାଇଥିବା ବ୍ରିଟେନର କେମ୍ବ୍ରିଜସ୍ଥିତ ଟ୍ରାଫିକ୍ ଇଣ୍ଟରନ୍ୟାଶନାଲ ନାମକ ଏକ ବିଶ୍ୱସ୍ତରୀୟ ଏନ୍ଜିଓ…
ପାଣି ଛାଡ଼ିଦେଲା ପାକିସ୍ତାନ:ଭାସିଗଲା ପଞ୍ଜାବର ୧୭ ଗାଁ
ଚଣ୍ଡିଗଡ, ୨୩ା୮(ପି.ଟି.): ପାକିସ୍ତାନ ସତ୍ଲେଜ ନଦୀର ଜଳ ଭାରତ ଭିତରକୁ ଛାଡ଼ିଛି। କସୁର ଜିଲାରେ ଜଳ ନିୟନ୍ତ୍ରଣ ଲାଗିି ଥିବା ଗେଟ୍କୁ ପାକିସ୍ତାନ ଖୋଲିଦେବାରୁ ଭାରତ ସୀମାବର୍ତ୍ତୀ ଅଞ୍ଚଳର ୧୭ ଗାଁ ଜଳାର୍ଣ୍ଣବ ହୋଇପଡ଼ିଛି। ଫିରୋଜପୁର ଅଞ୍ଚଳରେ ଲଗାଣ ବର୍ଷାଜନିତ ସମସ୍ୟା…
ବିନା ଟିକେଟ୍ରେ ମୋ ବସ୍ ଯାତ୍ରା: ସେପ୍ଟେମ୍ବର ୧ରୁ ଜରିମାନା
ଭୁବନେଶ୍ୱର,୨୩।୮(ବ୍ୟୁରୋ): କ୍ୟାପିଟାଲ୍ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ) ବିନା ଟିକେଟ୍ ଯାତ୍ରୀଙ୍କ ଉପରେ ଆସନ୍ତା ୧ ସେପ୍ଟେମ୍ବରରୁ ଜରିମାନା ଜାରି କରିବ। ଯାତ୍ରୀମାନେ ଟିକେଟ୍ ନିରୀକ୍ଷକ ଦଳ ସହ ସହଯୋଗ କରନ୍ତୁ ଏବଂ ଉପଯୁକ୍ତ ଟିକେଟ୍ ଓ ମାସିକ ପାସ୍ ଯାତ୍ରା…
ଆଜି ପବିତ୍ର ଜନ୍ମାଷ୍ଟମୀ, ଗାଁଠୁ ସହର ଉତ୍ସବ ମୁଖର
ଭୁବନେଶ୍ୱର,୨୩।୮(ବ୍ୟୁରୋ): ଆଜି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହିଦିନରେ ଧରାପୃଷ୍ଠରେ ଜନ୍ମ ନେଇଥିଲେ ପ୍ରଭୁ ଶ୍ରୀକୃଷ୍ଣ। ଏଥିପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇଉଠିଛି। ରାଜଧାନୀର ଇସ୍କନ ମନ୍ଦିର ହେଉ କି, ପୁରୀ ଶ୍ରୀମନ୍ଦିର ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁମାନେ…
ଫ୍ରାନ୍ସରେ ପହଞ୍ଚିଲେ ମୋଦି
ପ୍ୟାରିସ୍, ୨୩ା୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତକ୍ରମରେ ଗୁରୁବାର ଫ୍ରାନ୍ସରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଫ୍ରାନ୍ସର ବହିର୍ବ୍ୟାପାର ତଥା ୟୁରୋପ ବ୍ୟାପାର ଦାୟିତ୍ୱରେ ଥିବା ମନ୍ତ୍ରୀ ଜିନ୍-ୟେଭ୍ସ୍ ଲେ ଡ୍ରାଏନ ସ୍ବାଗତ କରିଥିଲେ। ସେଠାରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଦ୍ୱିପାକ୍ଷିକ…
Archives


