ଦେଶର ଅର୍ଥନୀତି ଆଇସିୟୁରେ: ମନିଶ ତିଓ୍ବାରୀ
ନୂଆଦିଲ୍ଲୀ,୨୩।୮: ଦେଶର ଅର୍ଥ ବ୍ୟବସ୍ଥା ବେଳକୁ ବେଳ ବିଗିଡି ଯାଉଥିବା ବେଳେ ଏବେ ଅଟୋ ମୋବାଇଲ ଶିଳ୍ପଠାରୁ ଆରମ୍ଭ କରି ଅନେକ ଶିଳ୍ପରେ ଛଟେଇ ଅଭିଯାନ ଆରମ୍ଭ ହୋଇଯାଇଛି। ଆଉ ଏହାକୁ ଦେଖି ଶୁକ୍ରବାର ନିତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର…
ଜନ୍ମାଷ୍ଟମୀ ଓ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ
କେନ୍ଦୁଝର,୨୩।୮(ସ୍ବ.ପ୍ର.): କେନ୍ଦୁଝର ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଜନ୍ମାଷ୍ଟମୀ ଓ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ବିରାଟ ପଟୁଆରରେ ଶ୍ରଦ୍ଧାଳୁ ଓ କର୍ମକର୍ତ୍ତାମାନେ ମାଇନିଂ ରୋଡ୍ସ୍ଥିତ ରାମମନ୍ଦିରରୁ ବାହାରି ସହର ପରିକ୍ରମାକରି କେନ୍ଦୁଝରଗଡ଼ ସରସ୍ବତୀ…
ମେଲଛାମୁଣ୍ଡା ଶିଶୁମନ୍ଦିରରେ ଜନ୍ମାଷ୍ଟମୀ: ୧୬୭ ପ୍ରତିଯୋଗୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା
ଘେଁସ,୨୩।୮(ଡି.ଏନ୍.ଏ.): ବରଗଡ଼ ଜିଲା ଅନ୍ତର୍ଗତ ମେଲଛାମୁଣ୍ଡା ସରସ୍ବତୀ ଶିଶୁମନ୍ଦିରରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ବହୁ ଛାତ୍ରୀଛାତ୍ର ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରିଥିଲେ। ଏଥିସହିତ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ…
ମୋଦିଙ୍କ ଭାଷଣ ଶୁଣିବାକୁ ନାମ ପଞ୍ଜୀକରଣ କଲେ ୫୦ ହଜାର ଲୋକ
ହଷ୍ଟନ,୨୩।୮: ଆସନ୍ତା ମାସରେ ଆମେରିକାର ହଷ୍ଟନଠାରେ ଥିବା ଏନ୍ଜିଆର୍ ଷ୍ଟାଡିୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଉଦ୍ବୋଧନ ଶୁଣିବା ଲାଗି ଗତ ୩ ସପ୍ତାହ ମଧ୍ୟରେ ପାଖାପାଖି ୫୦ ହଜାର ବ୍ୟକ୍ତି ସେମାନଙ୍କ ନାଁ…
ବର୍ଷାରେ ବେହାଲ ରାଜଧାନୀ: ଇସ୍କନ ମନ୍ଦିର ଆଗରେ ପୁଣି ଭାସିଲା କାର୍, ବାଇକ୍; ରାସ୍ତାରେ କୃତ୍ରିମ ହ୍ରଦର ଭ୍ରମ
ଭୁବନେଶ୍ୱର,୨୩।୮(ବ୍ୟୁରୋ): ଯୋଜନା ଉପରେ ଯୋଜନା। ବର୍ଷା ଦିନେ ସ୍ମାର୍ଟ ସିଟି ବାସିନ୍ଦାଙ୍କ ଅବସ୍ଥା ସୁଧାରିବା ଲାଗି ସରକାରୀସ୍ତରରେ ଅନେକ ପ୍ରତିଶ୍ରୁତି। ହେଲେ ଫଳାଫଳ ଶୂନ। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ମାର୍ଟସିଟିରେ ସମାନ ଅବସ୍ଥା ଭୋଗୁଛନ୍ତି ରାଜଧାନୀବାସିନ୍ଦା। ଶୁକ୍ରବାର…
ସେନା ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ଜଣେ ଯବାନ ଶହୀଦ, ୩ ଆହତ
ଶିମଲା,୨୩।୮: ହିମାଚଳ ପ୍ରଦେଶରେ ଶୁକ୍ରବାର ଏକ ସେନା ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଏଥିର ଥିବା ଜଣେ ଯବାନ ଶହୀଦ ହେବା ସହ ଅନ୍ୟ ୩ ଆହତ ହୋଇଥିବା ସୂଚନା ମିଳିଛି। ଏମାନେ ଶିମଲାର ଥିଓଗ ଅଞ୍ଚଳରେ ଥିବା ଗାଲୁ…
ନୂତନ ଜିଲା ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁ ଜିଲା ପାଇଁ କାହାକୁ ମିଳିଲା ଦାୟିତ୍ୱ..
ଭୁବନେଶ୍ୱର,୨୩।୮(ବ୍ୟୁରୋ): ଶାସକ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନୂତନ ଜିଲା ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ଜିଲା: କାହାକୁ ମିଳିଲା ଦାୟିତ୍ୱ ନବରଙ୍ଗପୁର : ସଞ୍ଜୟ କୁମାର ଦାସବର୍ମା ରାୟଗଡ଼ା : ସଞ୍ଜୟ କୁମାର ଦାସବର୍ମା…
ଦୁର୍ଘଟଣାର ଶିକାର ହେଲା ରିଲିଫ୍ ହେଲିକପ୍ଟର
ଡେରାଡୁନ,୨୩।୮: ଉତ୍ତରାଖଣ୍ଡରେ ବନ୍ୟା ପରିସ୍ଥିତି ଭୟଙ୍କର ସ୍ଥିତିରେ ଥିବା ବେଳେ ଏଠାରେ ଉଭୟ ସ୍ଥଳପଥ ଓ ଆକାଶ ପଥରେ ବନ୍ୟା ପୀଡିତଙ୍କୁ ରିଲିଫ୍ ଯୋଗାଇ ଦିଆଯାଉଛି। ଶୁକ୍ରବାର ଏକ ହେଲିକପ୍ଟର ରିଲିଫ୍ ସାମଗ୍ରୀ ନେଇ ଯାଇଥିବା ସମୟରେ ଉତ୍ତରାଖଣ୍ଡର ତିକୋଚି ଅଞ୍ଚଳରେ…
ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଧ: କମାପାଲିଠାରେ ଏଆଇଡିଏସ୍ଓର ବିକ୍ଷୋଭ
ବ୍ରହ୍ମପୁର ଅଫିସ,୨୩।୮- ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ ଘୋଷଣା କରାଯାଇଛି। ଏହାକୁ ଏଆଇଡିଏସ୍ଓ ତରଫରୁ ବିରୋଧ କରାଯାଇଛି। ସଂଗଠନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ କମାପଲିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନିର୍ବାଚନ ବେଳେ ଯଦି…
ପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ
ପାଟଣା,୨୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ର ଶ୍ରୀକୃଷ୍ଣଙ୍କ ବେଶରେ ସୁସଜ୍ଜିତ ହୋଇ ଥିଲେ। ଅତିଥିମାନେ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତାନ୍ତ ଉପରେ ପର୍ଯ୍ୟବେସିତ ତଥ୍ୟ ଓ…
ନିର୍ଦ୍ଦେଶନାରେ ଡେବ୍ୟୁ କରିବେ ଅମୀରଙ୍କ ଝିଅ, ଅଭିନୟରେ ବରୁଣଙ୍କ ଭାଣିଜୀ
ବଲିଉଡ୍ରେ ଜଣକ ପରେ ଜଣେ ଷ୍ଟାର୍ କିଡ୍ସ ଡେବ୍ୟୁ କରିଚାଲିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଷ୍ଟାର କିଡ୍ସ ହେଉଛନ୍ତି ଅମୀର ଖାନ୍ଙ୍କ ଝିଇ ଇରା ଏବଂ ବରୁଣ ଧାଓ୍ବନଙ୍କ ଭାଣିଜୀ ଅଞ୍ଜିନୀ। ଇରା ନିର୍ଦ୍ଦେଶନା ମାଧ୍ୟମରେ ଡେବ୍ୟୁ କରିଥିବାବେଳେ ଅଞ୍ଜିନୀ ଅଭିନୟ…
ଗୋଟିଏ ଦିନ ଦେଶର ପ୍ରଧାନମନ୍ତ୍ରୀ ହେଲେ ଏମିତି କରିବେ ବାହୁବଳୀ ପ୍ରଭାସ
ବାହୁବଳୀ ଷ୍ଟାର୍ ପ୍ରଭାସ ‘ସାହୋ’ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି। ଫିଲ୍ମର ପ୍ରମୋଶନ ପାଇଁ ସାଥୀ କଳାକାର ଶ୍ରଦ୍ଧା କପୁରଙ୍କ ସହ ବିଭିନ୍ନ ଜାଗାକୁ ମଧ୍ୟ ଯାଉଛନ୍ତି। ନିକଟରେ ସେ କମେଡିଆନ୍ କପିଲ୍ ଶର୍ମାଙ୍କ ଶୋ’କୁ ଯାଇଥିଲେ। ସର୍ବଦା ଶାନ୍ତ ସ୍ବଭାବର…
Archives


