କଂଗ୍ରେସ-ଏନ୍ସିପିର ୪ ବିଧାୟକଙ୍କ ଇସ୍ତଫା: ବୁଧବାର ଭାଜପାରେ ଦେବେ ଯୋଗ
ମୁମ୍ବାଇ,୩୦।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ-ଏନ୍ସିପିର ୪ ବିଧାୟକ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ସେମାନେ ବୁଧବାର ଭାଜପାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍ଙ୍କ ଉପସ୍ଥିିତିରେ ସେମାନେ ଭାଜପାରେ ଯୋଗଦେବେ। ରାଜ୍ୟ ମନ୍ତ୍ରୀ ଗିରିଶ…
ଦିନେ ପଡିଆରେ କ୍ୟାମେରା ଅପରେଟର ଭାବେ କାର୍ଯ୍ୟ କରୁଥିଲେ, ଏବେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିବେ ଆସେସ୍ ସିରିଜ୍
ସିଡନୀ, ୩୦।୯: କୁହାଯାଏ, ସମୟ କେତେବେଳେ କାହାକୁ କୋଉଠି ନେଇ ପହଞ୍ଚାଏ ତାହା କହିବା ମୁସ୍କିଲ। ସେମିତି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆରେ। ୯ ବର୍ଷ ପୂର୍ବରୁ ଏକ ଚ୍ୟାନେଲ ପାଇଁ ପଡିଆରେ କ୍ୟାମେରା ଅପରେଟର ଭାବେ କାର୍ଯ୍ୟ କରୁଥିବା ମାର୍ନସ…
ଫୁଟବଲ୍ ଖେଳିଲେ ଧୋନୀ
ମୁମ୍ବାଇ,୩୦।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସେନାରେ ଟ୍ରେନିଂ ନେବା ପୂର୍ବରୁ ବଲିଉଡ ଅଭିନେତାଙ୍କ ସହ ଫୁଟବଲ ଖେଳିଛନ୍ତି। ଏକ ଦାତବ୍ୟ ଅନୁଷ୍ଠାନକୁ ପାଣ୍ଠି ଯୋଗାଡ ପାଇଁ ଆୟୋଜିତ ଏକ ଫୁଟବଲ ମ୍ୟାଚ୍ରେ ଭାଗ ନେଇଥିଲେ ଧୋନୀ। ଅର୍ଜୁନ କପୁର…
ଚନ୍ଦ୍ରାୟନ ବୈଜ୍ଞାନିକଙ୍କ ଦରମା କାଟ୍: ରାଜ୍ୟ ସଭାରେ ପ୍ରସଙ୍ଗ ଉପସ୍ଥାପନ କଲା କଂଗ୍ରେସ
ନୂଆଦିଲ୍ଲୀ,୩୦।୭: ଚନ୍ଦ୍ରାୟନ ମିଶନରେ କାର୍ଯ୍ୟ କରୁଥିବା ବୈଜ୍ଞାନିକଙ୍କ ଦରମା କାଟ୍ ପ୍ରସଙ୍ଗ ନେଇ ରାଜ୍ୟ ସଭାରେ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି। କଂଗ୍ରେସ ଏହି ପ୍ରସଙ୍ଗ ଗୃହରେ ଉପସ୍ଥାପନ କରିଛି। କଂଗ୍ରେସ ସଦସ୍ୟ ମୋତିଲାଲ୍ ଭୋରା ଏନେଇ କହିଛନ୍ତି…
ରାଜ୍ୟ ସଭାରେ ତିନି ତଲାକ୍ ତାତି: ଜେଡିୟୁ କଲା ଗୃହତ୍ୟାଗ
ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ମଙ୍ଗଳବାର ତିନି ତଲାକ୍ ବିଲ୍ ଉପରେ ତର୍କ ବିତର୍କ ଜାରି ରହିଛି। ଏହାକୁ ବିରୋଧ କରି ଜେଡିୟୁ ସଦସ୍ୟ ଗୃହତ୍ୟାଗ କରିଛନ୍ତି। ଜେଡିୟୁର ବଶିଷ୍ଠ ନାରାୟଣ ସିଂ ଏହି ବିଲ୍ ସପକ୍ଷରେ ଜେଡିୟୁ ନ ଥିବା କହିଛନ୍ତି।…
୧୩ଜଣଙ୍କ ଜୀବନ ବଞ୍ଚାଇଲେ ୫ବର୍ଷର ଶିଶୁ
ଓ୍ବାଶିଂଟନ୍, ୩୦।୭: ଆମେରିକାର ଚିକାଗୋ ସହରରେ ଜଣେ ୫ବର୍ଷର ଶିଶୁ ପାଇଁ ଘରର ୧୩ ଜଣ ସଦସ୍ୟଙ୍କ ଜୀବନ ବଞ୍ଚିଯାଇଛି। ରୋଷେଇ ଘରେ ନିଆଁ ଲାଗିଥିବାର ଦେଖି ଜୟଦେନ ଏସ୍ପିନୋସା ନିଜ ପରିବାର ସଦସ୍ୟଙ୍କୁ ପାଟିକରି ଡାକିଥିଲେ। ଫଳରେ ସମସ୍ତଙ୍କୁ ସୁରକ୍ଷିତ…
ରତୁଲ୍ଙ୍କ ୨୫୪ କୋଟିି ଟଙ୍କାର ସମ୍ପତ୍ତି ଜବତ କଲା ଆୟକର ବିଭାଗ
ନୂଆଦିଲ୍ଲୀ,୩୦।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ୍ ପୁରୀଙ୍କ ୨୫୪ ଟଙ୍କାର ସମ୍ପତ୍ତି ଆୟକର ବିଭାଗ ପକ୍ଷରୁ ଜବତ କରାଯାଇଛି। ରାଜୀବ ସାକ୍ସସେନାଙ୍କ ସହଯୋଗରେ ଏଫଡିଆ ଦ୍ୱାରା ଭାରତକୁ ବିପୁଳ ପରିମାଣର ଟଙ୍କା ଆଣିଥିବା ଅଭିଯୋଗ ହୋଇଛି। ସେହିପରି ଅଗୁସ୍ତା ମାମଲାରେ…
ସଫଳତାର ରହସ୍ୟ ବଖାଣିଲେ ‘ସୁନା’ ଝିଅ ହିମା
ଗୁଆହାଟୀ, ୩୦।୭: ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ ୧୮ ଦିନ ମଧ୍ୟରେ ୫ଟି ସ୍ବର୍ଣ୍ଣ ପଦକ ଜିତି କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଚହଳ ପକାଇଛନ୍ତି। ନିକଟରେ ଟୁଇଟ ଯୋଗେ ସେ ନିଜ ସଫଳତାର ରହସ୍ୟ ଉନ୍ମୋଚନ କରିଛନ୍ତି।…
ବସ୍ ଧକ୍କାରେ ମହିଳା ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକୋ
ଗଞ୍ଜାମ,୩୦ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ୧୬ ନଂ. ଜାତୀୟ ରାଜପଥ ପୁଇଁତୋଳା ଗ୍ରାମ ନିକଟରେ ମଙ୍ଗଳବାର ଭୋରରେ ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁଇଁତୋଳା ଗ୍ରାମର ଯୁଧିଷ୍ଠିର ନନ୍ଦଙ୍କ ସ୍ତ୍ରୀ ଅପସରି ନନ୍ଦ(୬୧)। ମିଳିଥିବା ସୂଚନାନୁଯାୟୀ, ଅପସରି…
ଗଛରେ ପିଟିହେଲା ମିକ୍ସର ମେଶିନ, ଯନ୍ତ୍ରୀ ମୃତ
ତୁମୁଡ଼ିବନ୍ଧ,୩୦।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧର ଡଡ଼ଙ୍ଗ ନିକଟରେ ସୋମବାର ବିଳମ୍ବିତ ରାତିରେ ମିକ୍ସର ମେଶିନ ଗାଡ଼ି ଗଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସୂର୍ଯ୍ୟକାନ୍ତ ସେନାପତି।(୨୫)। ସୂର୍ଯ୍ୟକାନ୍ତ ଆର୍କେଡି ଠିକା ସଂସ୍ଥାର କାର୍ଯ୍ୟରତ ଯନ୍ତ୍ରୀ ବୋଲି ଜଣାପଡ଼ିଛି।…
ଜାହ୍ନବୀ-ଇଶାନ୍ଙ୍କ ପ୍ରେମ ସମ୍ପର୍କକୁ ନେଇ କ’ଣ କହିଲେ ବୋନି କପୁର
ଫିଲ୍ମ ‘ଧଡକ’ରେ ପ୍ରଥମଥର ପାଇଁ ଏକଠି ନଜର ଆସିବା ପରେ ଏବେ ଇଶାନ୍ ଖଟ୍ଟର ଏବଂ ଜାହ୍ନବୀ କପୁରଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କୁ ବିଭିନ୍ନ ପାର୍ଟିରେ ଏକତ୍ର ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ ଇଶାନଙ୍କ ଜନ୍ମଦିନକୁ…
ଟିପୁ ସୁଲତାନ୍ ଜୟନ୍ତୀ ନେଇ କର୍ନାଟକରେ ପୁଣି ରାଜନୀତି: ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଚିଠି ଲେଖିଲେ ଭାଜପା ବିଧାୟକ
ବେଙ୍ଗାଲୁର୍,୩୦।୭: କର୍ନାଟକ କ୍ଷମତା ଦଖଲ ଡ୍ରାମା ଶେଷ ହେବା ପରେ ଏବେ ଟିପୁ ସୁଲତାନ୍ ଜୟନ୍ତୀ ପାଳନ ନେଇ ଆରମ୍ଭ ହୋଇଛି ରାଜନୀତି। ଏହାକୁ ପାଳନ ନ କରିବାକୁ ଭାଜପା ବିଧାୟକ କେ.ଜି.ବୋପେୟା ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପାଙ୍କୁ ଚିଠି ଲେଖିଛନ୍ତି। ଟିପୁଙ୍କ…
Archives


