ଦାଉ ସାଧ୍ଲା ଲଘୁଚାପ ବରଷା: ବାସହୀନ ହେଲେ ଅନେକ ପରିବାର
ଲାଠୋର, ୧୦ା୯ (ଡି.ଏନ୍.ଏ.): ବଲାଙ୍ଗୀର ଜିଲାରେ ଦିନାକେତେ ହେଲା ଲଘୁଚାପ ପରଭାବରେ ଭରଷା ଲାଗି ରହିଛେ। ବରଷା ପାଏନ୍ରେ ଅନେକ୍ ପରିବାରର ଘରଦୁଆର ଭାଂଗି ବେସାହାରା ହେଇଯାଇଛନ୍। ସେନ୍ତା ଅନେକ ଲୁକ୍କର ଘର ଭିତରେ ଅଁାଠେ ପାଏନ୍ ପଶି ସବୁ…
ଅମୋଲ ମଜୁମ୍ଦାର ଦକ୍ଷିଣ ଆଫ୍ରିକା ବ୍ୟାଟିଂ କୋଚ୍
ନୂଆଦିଲ୍ଲୀ, ୧୦ା୯ (ପି.ଟି.)- ମୁମ୍ବାଇ ଷ୍ଟଲ୍ଓ୍ବାର୍ଟ ଅମୋଲ ମଜୁମ୍ଦାର ସୋମବାର ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ଦକ୍ଷିଣ ଆଫ୍ରିକା ଅକ୍ଟୋବର ୨ରୁ ଭାରତ ବିପକ୍ଷ ଟେଷ୍ଟ ସିରିଜ ଖେଳିବ। ୪୪ ବର୍ଷୀୟ ଅମୋଲ…
ବିଜୁ ପଟ୍ଟନାୟକ ହିମାଳୟାନ ଅଭିଯାନ ଆରମ୍ଭ
ଭୁବନେଶ୍ୱର, ୧୦।୯(ସ୍ପୋଟର୍ସ ବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ସୋମବାର କ୍ରୀଡ଼ା ଓ ଯୁବ ବ୍ୟାପାର ସେବା ବିଭାଗ ସଚିବ ବିଶାଲ ଦେବ ୪ର୍ଥ ବିଜୁ ପଟ୍ଟନାୟକ ହିମାଳୟାନ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନରେ ଅଂଶଗ୍ରହଣ କରିଥିବା ଯୁବ ଆରୋହଣକାରୀଙ୍କୁ କ୍ରୀଡ଼ା…
କଳିଙ୍ଗରେ ଅଲିମ୍ପିକ୍ କ୍ୱାଲିଫାୟର୍ସ ହକି:ଭାରତୀୟ ପୁରୁଷ ଦଳ ରୁଷିଆକୁ ଭେଟିବ
ଭୁବନେଶ୍ୱର, ୧୦।୯(କ୍ରୀଡ଼ା ପ୍ରତିନିଧି)- ହକି ବିଶ୍ୱକପ ସମେତ ଅନେକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ କରି ସାରିଥିବା କଳିଙ୍ଗ ଷ୍ଟାଡିୟମ ଉପରେ ଏବେ ପୁଣି କ୍ରୀଡ଼ାପ୍ରେମୀଙ୍କ ନଜର। ଏଠାରେ ଆଗାମୀ ନଭେମ୍ବରରେ ଆୟୋଜିତ ହେବ ଟୋକିଓ ଅଲିମ୍ପିକ୍ସ ହକି କ୍ୱାଲିଫାୟର୍ସ ମ୍ୟାଚ। ଉଭୟ…
ବାନ୍ତିରୁ ରକ୍ଷା ପାଇବାର ସହଜ ଉପାୟ
ଯାତ୍ରା କରିବା କାହାର ବା ପସନ୍ଦ ନୁହେଁ। ହେଲେ ଯାନବାହନରେ ଯାତାୟାତ କଲାବେଳେ ଅନେକ ବ୍ୟକ୍ତି ବାନ୍ତିଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହି କାରଣରୁ ଲୋକେ ବସ, କାର ଭଳି ଗାଡିରେ ଯାତ୍ରା କରିବାକୁ ପସନ୍ଦ କରି ନ ଥାନ୍ତି। ତେବେ…
ଗୋଟିଏ ଜାଗାରେ ବସିଲେ ହୋଇପାରେ ମଧୁମେହ!
ଦୀର୍ଘସମୟ ଧରି ଗୋଟିଏ ସ୍ଥାନରେ ବସିରହିଲେ ମଧୁମେହ ଆଶଙ୍କା ବଢ଼ିପାରେ। ଯଦି ପଢ଼ିବା, ଡ୍ରାଇଭିଂ, ଫୋନ୍ରେ କଥାର୍ବାର୍ତ୍ତା, କମ୍ପ୍ୟୁଟର୍ରେ କାମ କରିବାବେଳେ ସବୁବେଳେ ବସି ରହୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ। ଏବେ ଅନ୍ଲାଇନ୍ ଅର୍ଡର୍ ମାଧ୍ୟମରେ ସବୁକିଛି…
ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରଖେ ଏହି ଓ୍ବାଟର ଫଲ୍…
ଭାରତରେ ରହିଛି ଅନେକ ଅଲୌକିକ ଗାଥା ବହନ କରୁଥିବା ଦର୍ଶନୀୟ ସ୍ଥାନ। ସେଥିମଧ୍ୟରୁ ମଧ୍ୟପ୍ରଦେଶର ଶିବପୁରାରେ ରହିଛି ଭଦୈୟା କୁଣ୍ଡ ଓ୍ବାଟର ଫଲ୍। ବିଶ୍ୱାସ ରହିଛି ଏଠାରେ ସ୍ନାନ କରୁଥିବା ଦମ୍ପତ୍ତି ତଥା ପ୍ରେମୀଯୁଗଳଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅତୁଟ ରହିଥାଏ…
ଧମକ, ଆକ୍ରମଣ ଘଟଣା, ଜଣେ ଗିରଫ
ଛତ୍ରପୁର,୯ା୯(ଡି.ଏନ.ଏ.): ଏକ କାର ଅଟକାଇ ଧମକ ଦେବା ସହ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଛତ୍ରପୁର ଥାନା ପୋଲିସ ସୋମବାର ଗିରଫ କରିଛି। ସେ ହେଲେ ରାଜେଶ ମହାରଣା। ରବିବାର ରାତିରେ ରେଡ୍ଡୀସାହି ଛକ ନିକଟରେ ରାଜେଶ ଏକ କାରକୁ ଅଟକାଇ ଚାଳକଙ୍କୁ…
ଅଟୋ ସହ ବାର୍ହା ଧକ୍କା, ୬ ଆହତ
ବେଗୁନିଆପଡା,୯ା୯(ଡି.ଏନ.ଏ.)-ବେଗୁନିଆପଡ଼ା ଫାଣ୍ଡି ବୁରୁଝରିଠାରୁ ସୁମଣ୍ଡଳ ରାସ୍ତା ମଝିରେ ସୋମବାର ଅଟୋ ସହ ଏକ ବାର୍ହାର ଧକ୍କା ହେବାରୁ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନେ ହେଲେ ହାଡୁ ମୁଦୁଲି, ଦୁବ ନାୟକ, ବିଷ୍ଣୁ ସେଠୀ, ସୁନ୍ଦରୀ ସାହୁ, ପ୍ରତିମା ବେହେରା…
ପହଁରିଲେ ସୁସ୍ଥ ରହେ ହୃତ୍ପିଣ୍ଡ
ଯଦି ଆପଣଙ୍କୁ ପହଁରିବା ପସନ୍ଦ ଥାଏ, ତେବେ ଖୁସି ହୋଇଯାନ୍ତୁ। କାରଣ ଏହା ହୃତ୍ପିଣ୍ଡ ଫିଟ୍ ରଖିବାରେ ସବୁଠୁ ଉତ୍ତମ ବ୍ୟାୟାମ୍। ନିକଟରେ ଆମେରିକାର ହାର୍ଭାର୍ଡ ୟୁନିଭର୍ସିଟିର ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ଅନୁସାରେ, ହୃଦପିଣ୍ଡକୁ ସୁସ୍ଥ ରଖିବାକୁ ଏଭଳି…
କଳିଝଗଡ଼ା କରିବାକୁ ଯେଉଁ ମେଳାକୁ ଆସନ୍ତି ମହିଳା..
ଉତ୍ତରପ୍ରଦେଶ ଭଦୋହିରେ ପ୍ରତିବର୍ଷ ଏକ ମେଳା ଆୟୋଜିତ ହୋଇଥାଏ। ଏହାକୁ କଜରୀ ମେଳା କୁହାଯାଏ। ମେଳାରେ ରହିଛି ଏକ ପରମ୍ପରା। ଏଠାକୁ ଆସିଥିବା ମହିଳାମାନେ ପ୍ରଥମେ ଦୁଇଦଳ ହୋଇ ନିଜ ନିଜ ମଧ୍ୟରେ କଳିଝଗଡ଼ା ଆରମ୍ଭ କରନ୍ତି। ଦୁଇ ଦଳ ପରସ୍ପରକୁ…
‘ଦ ସ୍କାଇ ଇଜ୍ ପିଙ୍କ୍’ର ପ୍ରଥମ ପୋଷ୍ଟର ରିଲିଜ୍
ମୁମ୍ବାଇ: ବଲିଉଡ୍ ବକ୍ସ ଅଫିସ୍ରେ ପ୍ରାୟ ସାଢ଼େ ୩ ବର୍ଷ ପରେ ଦେଶୀଗର୍ଲଙ୍କ ପୁଣି ଏଣ୍ଟ୍ରି ହୋଇଛି। ପ୍ରିୟଙ୍କା ଚୋପ୍ରାଙ୍କ ଅପ୍ କମିଂ ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ’ର ପ୍ରଥମ ପୋଷ୍ଟର ସୋମବାର ରିଲିଜ୍ ହୋଇଛି। ପୋଷ୍ଟର ସହ ଫିଲ୍ମର…
Archives


