Home

ପ୍ରଜାପତି ଉଡାଇଲେ ମୋଦି

କେବଡିଆ,୧୭।୯: ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଗୁଜରାଟର ନର୍ମଦା ନଦୀ ନିକଟରେ ଥିବା ଷ୍ଟାଚ୍ୟୁ ଅଫ୍‌ ୟୁନିଟି ବୁଲି ଦେଖିବା ସହ ସେଠାରେ କେତେଗୁଡିଏ ବିକାଶ ପରିଯୋଜନା ମଧ୍ୟ ନିରିକ୍ଷଣ କରିଥିଲେ।…

ଆକ୍ରମଣ କଲେଣି ପାକିସ୍ତାନୀ ଝିଣ୍ଟିକା

ଜୟପୁର: ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଯିବା ପରେ ଜମ୍ମୁ-କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚତ୍ଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ତୁହାକୁ ତୁହା ବର୍ଷୁଛନ୍ତି ଓ ପରମାଣୁ ଯୁଦ୍ଧର ଧମକ ବି ଦେଉଛନ୍ତି। ସେ…

କିସିଂ ସିନ୍‌ ଅଭ୍ୟାସ କରିବାକୁ କହିଥିଲେ ନିର୍ଦ୍ଦେଶକ

ମୁମ୍ବାଇ: ଗତ କିଛିବର୍ଷ ମଧ୍ୟରେ ରାଧିକା ଆପ୍ତେ, କଳ୍‌କୀ କୋଚଲିନ୍‌ ଓ ବିଦ୍ୟା ବଲାନଙ୍କ ଭଳି ବଲିଉଡ୍‌ ଅଭିନେତ୍ରୀ ନିଜର କାଷ୍ଟିଂ କାଉଚ୍‌ ଅନୁଭବ ସମ୍ପର୍କରେ ପ୍ରକାଶ କରିଥିବା ବେଳେ ଏବେ ଏହି ତାଲିକାରେ ଆଉ ଏକ ନାଁ ଯୋଡି ହୋଇଛି।…

ନେତନ୍ୟାହୁଙ୍କ ଭାଗ୍ୟ ପରୀକ୍ଷା

ଜେରୁଜେଲମ୍‌,୧୭।୯: ଇସ୍ରାଏଲ୍‌ରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ପାଇଁ ମଙ୍ଗଳବାର ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ଏଥିପାଇଁ ମଙ୍ଗଳବାର ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବହୁ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି। ଚଳିତ ଥର ନିର୍ବାଚନରେ ନେତନ୍ୟାହୁଙ୍କ ଦକ୍ଷିଣପନ୍ଥୀ…

ପିଲାକୁ ଡାଇପର ପିନ୍ଧାଉଥିଲେ…

ଛୋଟ ପିଲା ଝାଡା, ପରିଶ୍ରା କରି ବାରମ୍ବାର ଓଦା ନ ହେବା ଲାଗି ବର୍ତ୍ତମାନ ଡାଇପର ଖୁବ୍‌ କାମରେ ଆସୁଛି। ହେଲେ ପିଲାକୁ ଡାଇପର ପିନ୍ଧାଉଥିଲେ ସୁରକ୍ଷା ଦୃଷ୍ଟିରୁ କେତେକ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ… ପିଲାକୁ ଡାଇପର ପିନ୍ଧାଉଥିଲେ…

ଫାରୁକ୍‌ଙ୍କ ଗିରଫ ହେବା ନେଇ ଶାହଙ୍କୁ ପ୍ରଶ୍ନ କଲେ ସିବଲ୍‌

ନୂଆଦିଲ୍ଲୀ,୧୭।୯: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲାଙ୍କ ଗିରଫ ନେଇ କଂଗ୍ରେସ ବରିଷ୍ଠ ସଦସ୍ୟ କପିଲ୍‌ ସିବଲ୍‌ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ମଙ୍ଗଳବାର ଟୁଇଟ୍‌ କରି ପ୍ରଶ୍ନ କରିଛନ୍ତି। ଯଦି ଜମ୍ମୁ-କଶ୍ମୀର ସ୍ଥିତିରେ ସୁଧାର ଆସିଛି ତେବେ ଫାରୁକ୍‌ଙ୍କୁ କାହିଁକି…

ବାର୍ଷିକ ଦରମା ବୃଦ୍ଧି ବନ୍ଦ ନେଇ ଶିକ୍ଷକ ମହଲରେ ନିନ୍ଦା

ମାଲକାନଗିରି, ୧୭।୯:(ଡି.ଏନ.ଏ):ଗତ ଦଶମ ଶ୍ରେଣୀ ପରୀକ୍ଷାରେ ଯେଉଁସବୁ ହାଇସ୍କୁଲରେ ଶୂନ କିମ୍ବା ୫୦ ପ୍ରତିଶତରୁ କମ୍‌ ଫଳାଫଳ ହୋଇଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବାର୍ଷିକ ବେତନ ବୃଦ୍ଧି ବନ୍ଦ ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲୋ ଏହାକୁ…

ମୋଦିଙ୍କ ଜନ୍ମଦିନରେ ସଙ୍କଟ ମୋଚନ ମନ୍ଦିରକୁ ୧.୨୫ କିଲୋ ଓଜନର ସୁନା ମୁକୁଟ ଦାନ କଲେ ପ୍ରଶଂସକ

ବାରଣାସୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିର୍ବାଚନମଣ୍ଡଳୀ ବାରଣାସୀରେ ଥିବା ପ୍ରଶଂସକମାନେ ସଙ୍କଟମୋଚନ ହନୁମାନଙ୍କ ମନ୍ଦିରକୁ ୧.୨୫ କିଲୋ ଓଜନର ଏକ ସୁନା ମୁକୁଟ ଦାନ କରିଛନ୍ତି। ଅରବିନ୍ଦ ସିଂ ନାମକ…

ପରୀକ୍ଷା ମୂଳକ ଉଡ଼ାଣ ବେଳେ ଡିଆର୍‌ଡିଓର ରୁସ୍ତମ୍‌-୨ୟୁଏବି ଦୁର୍ଘଟଣାଗ୍ରସ୍ତ

ବେଙ୍ଗାଲୁରୁ,୧୭।୯: କର୍ନାଟକରେ ମଙ୍ଗଳବାର ସକାଳ ୬ଟା ସମୟରେ ଡିଆର୍‌ଡିଓର ରୁସ୍ତମ୍‌-୨ ୟୁଏବି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମାନବ ବିହୀନ ବିମାନର ପରୀକ୍ଷାମୂଳକ ଉଡ଼ାଣ କରାଯାଉଥିବା ବେଳେ ଏଭଳି ହୋଇଥିବା କୁହାଯାଉଛି। ଏହା ଚୈଲକେର ଏରୋନୋଟିକାଲ ଟେଷ୍ଟ ରେଞ୍ଜ୍‌ରୁ ଉଡ଼ାଣ ଆରମ୍ଭ କରିଥିଲା।…

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ଡାକ୍ତରଖାନା ଆଗରେ ଉତ୍ତେଜନା

କେନ୍ଦୁଝର,୧୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଡାକ୍ତରଖାନା ଆଗରେ ଚାପା ଉତ୍ତେଜନା ଦେଖାଦେଇଛି। ମୃତକ ଜଣଙ୍କ ହେଲେ କ୍ଷୀରୋଦିନି ପାତ୍ର (୪୫)। ଘର ଟାଉନ ଥାନା…

୬୯ ବର୍ଷରେ ମୋଦି

ନୂଆଦିଲ୍ଲୀ,୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପାଦ ଦେଇଛନ୍ତି। ଜନ୍ମଦିନରେ ମୋଦି ଗୁଜରାଟ ନର୍ମଦା ଜିଲାର ସର୍ଦ୍ଦାର ସରୋବର ଡ୍ୟାମ୍‌ ନିକଟରେ ଇକୋ ଟୁରିଜିମ୍‌ ପାର୍କରେ ପହଞ୍ଚିଛନ୍ତି। ମୋଦି ୧୯୫୦ ସେପ୍ଟେମ୍ବର ୧୭ରେ ଭାଡନଗରରେ ଜନ୍ମଗ୍ରହଣ କରିଥିଲେ।…

ଘର ଭଡ଼ା ନେଉଥିଲେ…

ଜବ୍‌, ବ୍ୟବସାୟ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ପରିବାର ଭଡ଼ାଘର ନେଇ ରହିଥାନ୍ତି। ସେଠାରେ ଆବଶ୍ୟକତା ଅନୁସାରେ ସମସ୍ତ ସାମଗ୍ରୀ ମଧ୍ୟ ରଖିଥାନ୍ତି। ହେଲେ ବେଳେବେଳେ ବିଭିନ୍ନ କାରଣରୁ ଘର ପରିବର୍ତ୍ତନ କରିବାକୁ ପଡୁଥିବାରୁ କେତେକ ସାମଗ୍ରୀ ଭାଙ୍ଗିଯିବା କିମ୍ବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri