୧୦ ହଜାର ବଟି ପାଇଁ ମିଲ ମାଲିକଙ୍କୁ ଧମକ ଘଟଣା: ଜେଲ ଗଲେ ଭାଜପା ନେତା
ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ପୋଲିସ ଗୁରୁବାର ଚିକିଟି ବ୍ଲକ ଲାଲମେଣ୍ଟା ଗ୍ରାମର ଭାଜପା ନେତା ଶଙ୍କର ପ୍ରଧାନଙ୍କୁ ଗିରଫ କରି ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୮୪/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ…
କ୍ୟାଡ଼ର ପୁନଃଗଠନ ଅନୁମୋଦନକୁ ନେଇ ଅସନ୍ତୋଷ: ଦାବି ପୂରଣ ନହେଲେ ଆନ୍ଦୋଳନ ଧମକ
ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ମଙ୍ଗଳବାର କ୍ୟାଡ଼ର ପୁନଃଗଠନକୁ ଅନୁମୋଦନ ଦିଆଯାଇଛି। ଉକ୍ତ ପୁନଃଗଠନରୁ ପିଅନ, ରାତ୍ର ଜଗୁଆଳି, ଡ୍ରାଇଭରଙ୍କୁ ବାଦ ଦିଆଯାଇଛି। ଯାହାକୁ ନେଇ ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘ…
ରକ୍ଷଣାବେକ୍ଷଣ ଅଭାବରୁ ସୌନ୍ଦର୍ଯ୍ୟ ହରାଇଛି ରୁରାଲ ପାର୍କ: ପାଲଟିଛି ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ
ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଛନ୍ତି । ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଦିଗପହଣ୍ଡି ବ୍ଲକ ଗୋକର୍ନପୁର ଗ୍ରାମର ରୁରାଲ ପାର୍କ ରକ୍ଷଣାବେକ୍ଷଣ…
ନିଜକୁ କାହିଁକି ‘ଫର୍ଟିଲାଇଜେସନ ପ୍ରେସିଡେଣ୍ଟ’ ବୋଲି କହିଲେ ଟ୍ରମ୍ପ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ଓ୍ବାଶିଂଟନ,୨୭।୩: ନିକଟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଅଜବ ବୟାନ ଦେଇଛନ୍ତି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ହ୍ବାଇଟ ହାଉସରେ ମହିଳା ଇତିହାସ ମାସ ଅବସରରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ, ଟ୍ରମ୍ପ ନିଜକୁ ୍‘ଫର୍ଟିଲାଇଜେସନ ରାଷ୍ଟ୍ରପତି’ ବୋଲି…
Milk Price Hike: କ୍ଷୀର ପିଇବା ହେବ ମହଙ୍ଗା! ଏପ୍ରିଲ ପହିଲାରୁ ଲାଗୁ ହେବ ବର୍ଦ୍ଧିତ ଦାମ
ନୂଆଦିଲ୍ଲୀ,୨୭।୩: ଏବେ ମହଙ୍ଗାର ଯୁଗ। ଏହାରି ଭିତରେ ଲବେ କ୍ଷୀର ମଧ୍ୟ ସାଧାରଣ ଲୋକଙ୍କ ପକେଟ ଖାଲି କରିବାକୁ ଯାଉଛି। ଏବେ ଗୋଟିଏ ଲିଟର କ୍ଷୀର ପ୍ୟାକେଟର ମୂଲ୍ୟ ୪ ଟଙ୍କା ବୃଦ୍ଧି ପାଇଛି। ଏହି ନୂତନ ମୂଲ୍ୟ ୧ ଏପ୍ରିଲରୁ…
ବିଲେଇକୁ ଡରି ଦୌଡୁଥିଲେ, ଗରମ କ୍ଷୀର ପାତ୍ରରେ ପଡ଼ିଗଲେ ୩ ବର୍ଷର ଝିଅ: ଚାଲିଗଲା ଜୀବନ
ଜୟପୁର,୨୭।୩: ରାଜସ୍ଥାନର ଡିଗ ଜିଲାର କମାନ ସହରରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ଏକ ତିନି ବର୍ଷର ଝିଅ ବିଲେଇକୁ ଡରି ଦୌଡି ଯାଉଥିବାବେଳେ ପାଖରେ ରଖାଯାଇଥିବା ଗରମ କ୍ଷୀର ପାତ୍ରରେ ପଡ଼ିଯାଇଥିଲେ। ଗୁରୁତର ଭାବରେ ପୋଡ଼ିଯାଇଥିବା ଝିଅଟି ପରେ…
କିମଙ୍କ ନୂଆ କାରନାମା! AI ବ୍ୟବହାର କରି ତିଆରି କଲେ ବିପଜ୍ଜନକ ଅସ୍ତ୍ର
ସିଓଲ,୨୭।୩: ଉତ୍ତର କୋରିଆର ନେତା କିମ ଜଙ୍ଗ ଉନ କୃତ୍ରିମ ବୁଦ୍ଧିମତ୍ତା (AI) ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏକ ଆତ୍ମଘାତୀ ଡ୍ରୋନର ପରୀକ୍ଷଣ ତଦାରଖ କରିଥିଲେ ଏବଂ କହିଛନ୍ତି ଯେ ଆଧୁନିକ ଅସ୍ତ୍ରଶସ୍ତ୍ର ବିକାଶରେ ମାନବହୀନ ନିୟନ୍ତ୍ରଣ ଏବଂ AI କ୍ଷମତା ସର୍ବୋଚ୍ଚ…
ବିଦେଶରେ ରହି ଭୋଟ ଦେଇ ପାରିବେ ଭାରତୀୟ? ସଂସଦୀୟ ପ୍ୟାନେଲରେ ରଖାଗଲା ପ୍ରକ୍ସି, ଇ-ବାଲଟର ପ୍ରସ୍ତାବ
ନୂଆଦିଲ୍ଲୀ,୨୭।୩: ଏକ ସଂସଦୀୟ କମିଟି ପ୍ରକ୍ସି ଭୋଟିଂ କିମ୍ବା ଇଲେକ୍ଟ୍ରୋନିକ ବାଲଟ ସିଷ୍ଟମ ମାଧ୍ୟମରେ ଭାରତୀୟ ନାଗରିକତା ଧାରଣ କରିଥିବା ପ୍ରବାସୀ ଭାରତୀୟଙ୍କୁ ଭୋଟ ଅଧିକାର ଦେବାକୁ ଦାବି କରିଛି। ପ୍ୟାନେଲ କହିଛି ଯେ ଏହି ମାମଲା ବର୍ତ୍ତମାନ ଆଇନ ମନ୍ତ୍ରଣାଳୟ…
Hurun Global Rich List 2025: ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଭାରତରୁ କେହି ନାହାନ୍ତି, ଜାଣନ୍ତୁ କେଉଁ ନମ୍ବରରେ ଅଛନ୍ତି ଅମ୍ବାନୀ-ଆଦାନୀ
ନୂଆଦିଲ୍ଲୀ,୨୭।୩: Hurun Global Rich List 2025 ପ୍ରକାଶିତ ହୋଇଛି। ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏହି ତାଲିକାର ଶ୍ରେଷ୍ଠ ୧୦ରୁ ବାଦ ପଡ଼ିଛନ୍ତି। ଗତ ଗୋଟିଏ ବର୍ଷ ମଧ୍ୟରେ ତାଙ୍କର ସମ୍ପତ୍ତି ୧ ଲକ୍ଷ କୋଟି ଟଙ୍କା…
ଧୋକା ଦେଉଛି କମ୍ପାନୀ: ହକ୍ ପାଇଁ ପୁଣି ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଶ୍ରମିକ
ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ସରାଫ ଏଜେନ୍ସି ପ୍ରା. ଲିଃ ଟିଟାନିୟମ କମ୍ପାନୀର ଶ୍ରମିକମାନେ ପୁଣି ସେମାନଙ୍କ ହକ୍ ନିମନ୍ତେ ଗଞ୍ଜାମ ଜିଲାପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି, ଜମି ଦେଲୁ, ଶ୍ରମ ଦେଲୁ, ସରାଫ ଟିଟାନିୟମ ନାମକ କମ୍ପାନୀ ଗଢ଼ିବାରେ…
କ୍ୟାଚ ସହଜ କରିବାକୁ ଅନନ୍ୟ କୌଶଳ ଆପଣାଇ ଚର୍ଚ୍ଚାରେ Quinton De Kock, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୨୭।୩: ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସର ୱିକେଟକିପର କ୍ୱିଣ୍ଟନ ଡି କକ ତାଙ୍କର କ୍ରିକେଟ ଜ୍ଞାନର ଖୁବ ଭଲ ପ୍ରଦର୍ଶନ କରିଥିଲେ। ଏହି କାରଣରୁ, KKRର ୱିକେଟକିପରଙ୍କୁ ବହୁତ ପ୍ରଶଂସା କରାଯାଉଛି। ପ୍ରକୃତରେ, କ୍ୱିଣ୍ଟନ ଡି କକ…
ବୁଡ଼ିଗଲା ବୁଡ଼ାଜାହାଜ: ୬ ଗବେଷକଙ୍କ ମୃତ୍ୟୁ, ୯ ଆହତ
ଇଜିପ୍ଟ,୨୭ା୩: ଗୁରୁବାର ଇଜିପ୍ଟର ଲୋହିତ ସାଗରର ହୁରଘାଡା ସହର ଉପକୂଳରେ ଏକ ବୁଡ଼ାଜାହାଜ ବୁଡ଼ି ଯାଇଛି। ଏହି ଭୟଙ୍କର ଘଟଣାରେ ଅତି କମ୍ରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏହି…
Archives


