Home

ପାକିସ୍ତାନକୁ ନେଇ ସାଂଘାତିକ କଥା କହିଦେଲେ ଟ୍ରମ୍ପ: ବଢୁଛି ଚର୍ଚ୍ଚା

ଓ୍ବାଶିଂଟନ୍‌,୩।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ଟେଲିଭିଜନ ଚ୍ୟାନେଲରେ ଏକ ବଡ଼ ଦାବି କରିଛନ୍ତି। ପାକିସ୍ତାନ ଭୂତଳ ପରମାଣୁ ପରୀକ୍ଷଣ କରୁଛି। ରୁଷିଆ ଏବଂ ଚାଇନା ଭଳି ଦେଶ ମଧ୍ୟ ପରମାଣୁ ପରୀକ୍ଷଣ କରୁଛନ୍ତି। ଭୂତଳ ପରୀକ୍ଷଣ ଯୋଗୁ କମ୍ପନ…

ଗାଧୋଇବାକୁ ଯାଇଥିଲେ ରୁଦ୍ର, ହଠାତ୍‌ ବୁଡ଼ିଗଲେ: ଆଉ ତା’ପରେ…

ଭଞ୍ଜନଗର,୩।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁଶଲୁଣ୍ଡି ମୁଖ୍ୟ ରାସ୍ତା କଡରେ ଥିବା ପୋଖରୀରେ ବୁଡି ସୋମବାର ଜଣେ ନାବାଳକ ଛାତ୍ର ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଚିତ୍ତରଞ୍ଜନ ଦାସଙ୍କ ପୁଅ ରୁଦ୍ର ପ୍ରସାଦ ଦାସ (୧୨)…

ରାଜ୍ୟକୁ ନାହିଁ ବର୍ଷା ଭୟ: ଏହି ଦୁଇ ଜିଲାକୁ ଛାଡ଼ି ସବୁ ଜିଲାରେ ଶୁଖିଲା ରହିବ ପାଗ

ଭୁବନେଶ୍ୱର,୩ା୧୧: ରାଜ୍ୟକୁ ଏବେ ବର୍ଷା ଭୟ ନାହିଁ। ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିଲେ ମଧ୍ୟ ବାକି ସମସ୍ତ ଜିଲାର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା…

ଦଳକୁ ଚାମ୍ପିୟନ କରିବାରେ ଏହି ବ୍ୟକ୍ତିଙ୍କ ପାଦ ଛୁଇଁଲେ ହରମନପ୍ରୀତ: ଜାଣନ୍ତୁ ଭାରତ ବିଜୟ ପଛର ହିରୋଙ୍କ ବିଷୟରେ…

ନଭି ମୁମ୍ବାଇ,୩।୧୧: ଭାରତ ମହିଳା ବିଶ୍ୱକପ ୨୦୨୫ ଜିତିଛି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ମହିଳା ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିଛି। ଏହି ବିଜୟ ପାଇଁ ମୁଖ୍ୟ କୋଚ ଅମୋଲ ମଜୁମଦାରଙ୍କୁ ମଧ୍ୟ ଶ୍ରେୟ ଦିଆଯିବ। ଅମୋଲ ମଜୁମଦାର…

‘କେଉଁ ବ୍ୟାଙ୍କରେ କେତେ ଟଙ୍କା ରଖିଛ ଜଣାଅ’

ଭୁବନେଶ୍ୱର,୩ା୧୧(ରବିନାରାୟଣ ଜେନା): କେଉଁ ବ୍ୟାଙ୍କରେ କେତେ ଟଙ୍କା ରହିଛି ତା’ର ଟିକିନିଖି ହିସାବ ଲୋଡ଼ିଛନ୍ତି ରାଜ୍ୟ ସରକାର। ପବ୍ଲିକ ଆକାଉଣ୍ଟ କମିଟି(ପିଏସି) ଏବଂ ବିଧାନସଭା ପ୍ରଶ୍ନକୁ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହାକୁ ନେଇ ଅର୍ଥ…

ବିଜେଡିକୁ ଶକ୍ତ ଧକ୍କା: ବିଜେଡି ଛାଡ଼ି ପଦ୍ମ ଧରିଲେ ଅମର ପଟ୍ଟନାୟକ

ଭୁବନେଶ୍ୱର,୩।୧: ବିଜେଡିକୁ ସୋମବାର ବଡ଼ ଶକ୍ତ ଝଟ୍‌କା ଲାଗିଛି। ବିଜେଡିର ପୂର୍ବତନ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ ଭାଜପାରେ ମିଶିଛନ୍ତି। ସେ ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ…

ନୂଆପଡା ଉପନିର୍ବାଚନ ହାଲଚାଲ: ଚା’ କରି ବାଣ୍ଟିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୧(ବୀରେନ୍ଦ୍ର କୁମାର ଝାଙ୍କର):ଦିନକୁ ଦିନ ନୂଆପଡା ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ଓ ରାଜନେତାମାନେ ନୂଆ ନୂଆ ରୂପ ଧାରଣ କରୁଛନ୍ତି। ସୋମବାର ସକାଳେ ଏଭଳି ଏକ ଦୃଶ୍ୟ ନୂଆପଡ଼ା…

ପଞ୍ଚୁକରେ ବୁଡ଼ ପକାଇବାବେଳେ ନଦୀରେ ଭାସିଗଲେ ୨ ମହିଳା, ଲୁଗା ଭାସିଯିବାରୁ…

ଦିଗପହଣ୍ଡି,୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ପଞ୍ଚାୟତ ସେବକ ଟିକରପଡ଼ା ଗାଁ ନିକଟ ଘୋଡ଼ାହାଡ଼ ନଦୀରେ ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ପାଇଁ ବୁଡ଼ ପକାଇବାକୁ ଯାଇ ଗାଧୋଉଥିବା ବେଳେ ୨ ମହିଳା ନଦୀରେ ଭାସି ଯାଇ…

ଗାଁରେ ମହାବଳ ବାଘର ପଦଚିହ୍ନ ଠାବ: ଖଞ୍ଜା ଗଲା ୩୫ ଟ୍ରାପ କ୍ୟାମେରା

ପାଟଣା,୩/୧୧(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାର ପଡ଼ା ସେକ୍ସନ ମାଛଗଡ ବିଟଗୋପୀନାଥ ପୁର ଗାଁରୁ ୨ଦିନ ତଳେ ଏକ ମହାବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିବା କେନ୍ଦୁଝର ଡିଏଫଓ ଏଚଡି ଧନରାଜ ସୋମବାର ସୂଚନା ଦେଇଛନ୍ତି। ଗାଁଟି…

ଟିମ୍‌ ଇଣ୍ଡିଆକୁ ବିଶ୍ୱ ଚାମ୍ପିୟନ କରିଥିବା ହରମନପ୍ରୀତଙ୍କ ସମ୍ପତ୍ତି କେତେ, ଜାଣନ୍ତୁ…

ନୂଆଦିଲ୍ଲୀ,୩।୧୧: ଦୀର୍ଘ ୪୭ ବର୍ଷ ପରେ, ରବିବାର ରାତିରେ ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିଛି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ, ଭାରତ ପ୍ରଥମ ଥର ପାଇଁ ମହିଳା ଏକଦିବସୀୟ ବିଶ୍ୱକପ ଜିତି ଦେଶକୁ ଗର୍ବିତ କରିଛି। ନଭି ମୁମ୍ବାଇର ଡିୱାଇ…

ଅଧରାତିରେ ହଠାତ୍‌ ବୟଫ୍ରେଣ୍ଡ୍‌ଙ୍କ ଘରେ ପହଞ୍ଚିଗଲେ ଗର୍ଲଫ୍ରେଣ୍ଡ୍‌: ଯାହା ଦେଖିଲେ, ପାଦ ତଳୁ ଖସିଗଲା ମାଟି

ଲକ୍ଷ୍ନୌ,୩।୧୧: ଆଜିକାଲି ନିଜ ସାଥୀଙ୍କୁ ଠକିବା ଏକ ସାଧାରଣ କଥା ହୋଇଗଲାଣି। ବିବାହ ପରେ ମଧ୍ୟ ଅନେକ ଲୋକ ନିଜ ସାଥୀଙ୍କୁ ଠକନ୍ତି ଏବଂ ଅନ୍ୟମାନଙ୍କ ସହିତ ସମ୍ପର୍କ ରଖନ୍ତି। ଉତ୍ତର ପ୍ରଦେଶର ଗୋରଖପୁରରେ ରହୁଥିବା ଜଣେ ବ୍ୟକ୍ତି ଏମିତି କିଛି…

ଶୁଣିଲାନି ପ୍ରଶାସନ: କୋଡ଼ି କୋଦାଳ ଧରି ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ, ସରକାରଙ୍କୁ ଚେତାବନୀ ଦେଇ କହିଲେ…

ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): ପଞ୍ଚାୟତ କାର୍ଯ୍ୟାଳୟଠାରୁ ଜିଲା ପ୍ରଶାସନ କେହି ଗୁହାରି ଶୁଣିଲେନି କି ରାସ୍ତା ସମ୍ପ୍ରସାରଣ କିମ୍ବା ମରାମତି କଲେନି। ଶେଷରେ ଗାଁ ଲୋକ ବୈଠକ କରି ନିଷ୍ପତ୍ତି ନେଲେ ଆମ ଗାଁ କାମ ଆମେ କରିବୁ। ସମସ୍ତେ କୋଡ଼ି, କୋଦାଳ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?