ଆକୃଷ୍ଟ କରୁଛି ଡିଜିଟାଲ ଫଟୋଗ୍ରାଫି
ନୟାଗଡ଼ ଅଫିସ,୧୯ା୮ (ରଞ୍ଜନ କୁମାର ପ୍ରଧାନ): ଦୁଇ ଦଶନ୍ଧି ପୂର୍ବରୁ ପରିବାର ସହିତ ଷ୍ଟୁଡ଼ିଓରେ ଯାଇ ଫଟୋ ଉଠାଇବା କିମ୍ବା ଘରକୁ କ୍ୟାମେରାମ୍ୟାନ୍ ଆସି ଫଟୋ ଉଠାଇବା ମଜା ସତରେ ନିଆରା ଥିଲା। କୋଡାକ୍ କ୍ୟାମେରାରେ ଉଠାଯାଉଥିବା କଳାଧଳା/ରଙ୍ଗିନ ଫଟୋ ଲାଗି…
ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା: ୨୦ ଘର ଭାସିଗଲା, ୧୮ ନିଖୋଜ
ଡେରାଡୁନ,୧୯ା୮ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ବାଦଲଫଟା ବର୍ଷା ଫଳରେ ରବିବାର ଟୋନ୍ସ ନଦୀରେ ବନ୍ୟା ଆସି ୨୦ ଘର ଭାସିଯିବା ସହ ୧୮ ଜଣଙ୍କର ପତ୍ତା ମିଳୁନାହିଁ। କିଛିଦିନ ହେଲା ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଟୋନ୍ସ ନଦୀ…
ଅସୁରକ୍ଷିତ ଘରେ ଚାଲିଛି ପାଠପଢ଼ା : ଗୃହ ନିର୍ମାଣ ସତ୍ତ୍ୱେ ହେଉନି ହସ୍ତାନ୍ତର
ରଣପୁର,୧୯।୮(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବ୍ଲକ ସୁଆଁସିଆ ସାହି ଅଙ୍ଗନୱାଡି କେନ୍ଦ୍ରରେ କାନ୍ଥ ଭୁଶୁଡି ୨୦୧୨ ଜୁଲାଇ ୯ରେ ୭ ଶିଶୁଙ୍କ ମୃତ୍ୟୁ ପରେ ବି ପ୍ରଶାସନ ସତର୍କ ହେଉ ନ ଥିବା ଅଭିଯୋଗ ହେଉଛି। ଅଘଟଣ ଘଟିବାର ୭ ବର୍ଷ ପରେବି…
ହଂକଂରେ ସରକାର ବିରୋଧୀ ବିଶାଳ ରାଲି
ହଂକଂ,୧୯ା୮: ହଂକଂରେ ୧୧ ସପ୍ତାହ ହେଲା ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଛି। ରବିବାର ପ୍ରବଳ ବର୍ଷା ସତ୍ତ୍ୱେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଛତାଧରି ଭିକ୍ଟୋରିଆ ପାର୍କରୁ ଶୋଭାଯାତ୍ରାରେ ବାହାରିଥିଲେ। ୨ ମାଇଲ ବ୍ୟାପୀ ବିଶାଳ ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ…
ଟଁକା ଅଭାବ, ନାଁ ଲେଖାରୁ ବଁଚିତ୍ ଛାତ୍ର
ଜାମଟିକ୍ରା, ୧୯।୮ (ଡି.ଏନ୍.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍ ଅଧୀନ ଜାମଟିକ୍ରା ଗାଁର ଝନେ ଗରିବ୍ ଛାତ୍ର ଟଁକା ଅଭାବୁ କଲେଜରେ ନାଁ ଲେଖାବାରୁ ବଁଚିତ୍ ହେଇଥିବାର ଜନାଯାଇଛେ। ଘଟନାଟା ଅଂଚଲରେ ଗୁଟେ ଚରଚାର ବିଷେ ହେଇଛେ। ସୂଚନା…
କୋଟଲାରେ ଶୀଘ୍ର ହେବ କୋହଲି ଷ୍ଟାଣ୍ଡ
ନୂଆଦିଲ୍ଲୀ,୧୯ା୮(ପିଟି): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ଦିଲ୍ଲୀ ଡିଷ୍ଟ୍ରିକ୍ କ୍ରିକେଟ ଆସୋସିଏଶନ (ଡିଡିସିଏ) ତାଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛି। ଫିରୋଜ ଶାହ କୋଟଲା ଷ୍ଟାଡିୟମ୍ରେ ଏକ ଷ୍ଟାଣ୍ଡ କୋହଲିଙ୍କ ନାମରେ ନାମିତ କରାଯିବ। ପୂର୍ବରୁ ଦିଲ୍ଲୀ…
ମାଟ୍ରିମୋନିଆଲ୍ ସାଇଟ୍ରେ ଯୁବତୀଙ୍କ ସହ ବିବାହ ପ୍ରସ୍ତାବ : ଡାକ୍ତର ପରିଚୟ ଦେଇ ଯୁବକ ଗିରଫ
ଭୁବନେଶ୍ୱର,୧୯।୮(ବ୍ୟୁରୋ): ନିଜକୁ ଡାକ୍ତର ପରିଚୟ ଦେଇ ଜଣେ ବିବାହିତ ପୁରୁଷ ଅବିବାହିତା ଡାକ୍ତରାଣୀଙ୍କୁ ଠକେଇବାକୁ ଚେଷ୍ଟା କରୁଥିବା ଜଣାପଡ଼ିବା ପରେ ତାଙ୍କୁ କମିଶନରେଟ୍ ପୋଲିସ ରବିବାର ଗିରଫ କରିଛି। ଅଭିଯୁକ୍ତ ବିରଞ୍ଚତ୍ ନାରାୟଣ ନାଥ (୩୮)ଙ୍କ ଘର ଅନୁଗୋଳ ଜିଲା ଛେଣ୍ଡିପଦାର…
ଇମ୍ରାନ୍ଙ୍କୁ ଭାରତର ଆଣବିକ ଅସ୍ତ୍ର ଭୟ
ଇସ୍ଲାମାବାଦ,୧୯ା୮:ଭାରତର ଆଣବିକ ଅସ୍ତ୍ର ପ୍ରୟୋଗ ନୀତିରେ ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଛାନିଆ ହୋଇଯାଇଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ଅଧୀନରେ ଭାରତର ଆଣବିକ ଅସ୍ତ୍ରଶସ୍ତ୍ର ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କାବ୍ୟକ୍ତ କରିବା ସହ ବିଶ୍ୱ ସମୁଦାୟ…
ସାହିତ୍ୟ ଦର୍ପଣ ପକ୍ଷରୁ ମହାବିନାୟକ କବିତା ଉତ୍ସବ
ଚଣ୍ଡିଖୋଲ,୧୯ା୮(ଡି.ଏନ୍.ଏ.): ଚଣ୍ଡିଖୋଲସ୍ଥିତ ବିଜୁ କଲ୍ୟାଣ ମଣ୍ଢପ ପରିସରରେ ସାହିତ୍ୟ ଦର୍ପଣ ପର୍ତିକା ପକ୍ଷରୁ ରବିବାର ରାଜ୍ୟସ୍ତରୀୟ ମହାବିନାୟକ କବିତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ…
ଟଳିନି ରାଜ୍ୟରେ ବନ୍ୟା ସ୍ଥିତି: ବହୁ ଲୋକ ଜଳବନ୍ଦୀ, ଆଜି ପ୍ରବଳ ବର୍ଷା
ଭୁବନେଶ୍ୱର, ୧୯ା୮(ବ୍ୟୁରୋ): ରାଜ୍ୟରେ ବନ୍ୟା ସ୍ଥିତି ଟଳିଯାଇଛି ବୋଲି ସରକାର କହୁଛନ୍ତି। କିନ୍ତୁ ଏବେବି ରାଜ୍ୟର ତଳିଆ ଅଞ୍ଚଳରେ ପାଣି ମାଡ଼ିବାରେ ଲାଗିିଛି। ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ ଜିଲାର କିଛି ସ୍ଥାନରେ ପାଣି ଜମି…
ତେଲ ଟ୍ୟାଙ୍କର ଜବତ, ଡ୍ରାଇଭର କୋର୍ଟ ଚାଲାଣ
ଚଣ୍ଡିଖୋଲ,୧୯ା୮(ଡି.ଏନ୍.ଏ.)- ୫ନଂ କ ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କଟିକଟା ଛକ ନିକଟରେ ଶନିବାର ଏକ ଡ୍ରାଇଭର ତେଲ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏଥିସହ ଟ୍ୟାଙ୍କରଟିକୁ ଜବତ କରିଛି। ଗିରଫ ଡ୍ରାଇଭର ହେଲେ ଭୁବନେଶ୍ୱର…
ବର୍ଷାରେ ଭୁସୁଡ଼ିଲା ଘର : ଅଳ୍ପକେ ବର୍ତ୍ତଲେ ପରିବାର ଲୋକେ
କାଳିଆପାଣି,୧୯ା୮(ଡି.ଏନ୍.ଏ.): ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ ରାଁସୋଳ ପାତ୍ରସାହିରେ ଶନିବାର ରାତ୍ରିରେ ପ୍ରବଳ ବର୍ଷା ଯୋଗୁ ରବିନାରାୟଣ ପାତ୍ରଙ୍କ ଗୃହ ଭୁସୁଡ଼ିପଡିଛି। ରବିବାର ସକାଳୁ ଖବର ପାଇ ସ୍ଥାନୀୟ ଭାଜପା ନେତା ଦ୍ୱିଲୀପ ପାତ୍ର , ଲମ୍ବୋଦର ମହାନ୍ତ, କୁନା…
Archives


