ଚେନ୍ନାଇରେ ପହଞ୍ଚିଲେ ଚାଇନା ରାଷ୍ଟ୍ରପତି
ଚେନ୍ନାଇ,୧୧।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ବୈଠକ ପାଇଁ ଚେନ୍ନାଇରେ ପହଞ୍ଚି ସାରିଛନ୍ତି। ମହାବଳିପୁରମ ଗସ୍ତ କରି ସେଠାରେ କିଛି ସମୟ ମଧ୍ୟରେ ଏହି ବୈଠକରେ ଯୋଗଦେବେ। ଏହାପରେ ସନ୍ଧ୍ୟାରେ ମୋଦି ତାଙ୍କ…
ଲାହୋର କୋର୍ଟରେ ହାଜର ହେଲେ ଶରିଫ
ଲାହୋର,୧୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଶୁକ୍ରବାର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ(ଏନ୍ଏବି) ଚୌଧୁରୀ ସୁଗାର ମିଲ୍ ମାମଲାରେ ଗିରଫ କରିଥିବା ଜଣାପଡିଛି। ଏହାପରେ ତାଙ୍କୁ ଲାହୋରର ଏନ୍ଏବି କୋର୍ଟରେ ହାଜର କରାଯାଇଛି। ସୂଚନାଯୋଗ୍ୟ, ଶରିଫଙ୍କ ପରିବାର ସଦସ୍ୟଙ୍କ ନାଁରେ ଚିନି…
ବିଜେପୁର ଉପନିର୍ବାଚନ: ଗାଇସିଲେଟରୁ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର
ବରଗଡ଼ ଅଫିସ/ଗାଇସିଲେଟ,୧୧।୧୦- ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଗାଇସିଲେଟରୁ ଦଳୀୟ ପ୍ରାର୍ଥୀ ସନତ ଗଡତିଆଙ୍କ ପ୍ରଚାର ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ତାଲପାଲିରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ…
କଙ୍ଗନାଙ୍କ ସିକ୍ରେଟ୍ ଖୋଲିଲେ ତାଙ୍କ ଭଉଣୀ
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ବେଳେବେଳେ ଟୁଇଟ୍ କରି ନିଜ ପରିବାର ବିଷୟରେ କିଛି କହିଥାନ୍ତି। ଏଥର ଭଉଣୀ କଙ୍ଗନାଙ୍କ ବିଷୟରେ ଏକ ସିକ୍ରେଟ୍ ପ୍ରକାଶ କରିଦେଇଛନ୍ତି। ରେଖାଙ୍କ ଜନ୍ମଦିନରେ…
ଇରାନ ତେଲ ଟ୍ୟାଙ୍କରକୁ ବିସ୍ଫୋରଣରେ ଉଡାଇଲେ ଆତଙ୍କବାଦୀ: ବହୁ ପରିମାଣର କ୍ଷତି ଆଶଙ୍କା
ତେହେରାନ,୧୧।୧୦: ସୌଦି ଆରବ ଉପକୂଳରେ ଇରାନ ତେଲ ଟ୍ୟାଙ୍କର ଉପରେ ୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବା ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି। ଇରାନ ତୈଳ କମ୍ପାନୀ କହିଛି ସବିତି ନାମକ ସୁପର ଟ୍ୟାଙ୍କରକୁ ଶୁକ୍ରବାର ସକାଳେ ଯେଦ୍ଦା ବନ୍ଦରଠାରୁ…
ଦଳିତଙ୍କ ଉପରେ ଅତ୍ୟାଚାର: ନେତାଙ୍କୁ ଗିରଫ ଦାବିରେ ଧାମରା ମେରାଇନ ଥାନା ଘେରାଉ
ଚାନ୍ଦବାଲି,୧୧ା୧୦(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମରା ମେରାଇନ ଥାନା ଅନ୍ତର୍ଗତ ଜାଗୁଳା ପଞ୍ଚାୟତ ଜାଗୁଳା ଗ୍ରାମର ଜଣେ ପ୍ରଭାବଶାଳୀ ନେତା କେତେକ ଦଳିତଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ଏ ନେଇ ତାଙ୍କ ବିରୋଧରେ ଧାମରା ମେରାଇନ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲେ…
ପ୍ରକାଶ ପାଇଲା ହରିୟାଣା କଂଗ୍ରେସର ଘୋଷଣା ପତ୍ର
ଚଣ୍ଡିଗଡ଼,୧୧।୧୦: ହରିୟାଣା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଶୁକ୍ରବାର ଘୋଷଣା ପତ୍ର ପ୍ରକାଶ ପାଇଛି। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ଓ ପ୍ରଦେଶ ଅଧ୍ୟକ୍ଷ ଶୈଲଜା କୁମାରୀ ଏହି ସଙ୍କଳ୍ପ ପତ୍ରକୁ…
ସୁଷମାଙ୍କ ପଥ ଅନୁସରଣ କରୁଛନ୍ତି ଏସ୍. ଜୟଶଙ୍କର
ନୂଆଦିଲ୍ଲୀ,୧୧।୧୦: ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସରେ ବୈଦେଶିକ ମନ୍ତ୍ରୀ ଥିବା ଏସ୍. ଜୟଶଙ୍କର ଏବେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ବର୍ଗତାଃ ସୁଷମା ସ୍ବରାଜଙ୍କ ପଥ ଅନୁସରଣ କରୁଥିବା ଦେଖାଯାଇଛି। ଏବେ ସେ ସୁଷମାଙ୍କ ଭଳି ସୋସିଆଲ ମିଡିଆରେ ଲୋକଙ୍କ ଅଭିଯୋଗ…
ପୋଲିସ ଗାଡ଼ିଧରି ଅଭିଯୁକ୍ତ ଫେରାର: ଏଏସ୍ଆଇ, ହାବିଲଦାର ନିଲମ୍ବିତ
ବାରିପଦା ଅଫିସ/ଉଦଳା,୧୧।୧୦(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ପୋଲିସ ହେପାଜତରୁ ଗୁରୁବାର ସନ୍ଧାରେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏ ନେଇ କାର୍ଯ୍ୟରେ ଅବହେଳା ଦର୍ଶାଇ ଏଏସ୍ଆଇ ଏସ.ଏନ୍. ବାରିକ ଓ ହାବିଲଦାର ଡି. କେ. ଦାଶଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବିତ…
ସପ୍ତଫେଣୀ ସାପ କାତି ଦେଖି ଲୋକଙ୍କ ପୂଜାର୍ଚ୍ଚନା
କର୍ନାଟକର କନକାପୁରା ନାମକ ଗାଁର ଲୋକେ ସପ୍ତଫେଣୀ ସାପର କାତି ଦେଖିଥିବା କହିଛନ୍ତି। ଏହି ଗାଁର ଲୋକମାନେ ବୁଧବାର ସକାଳୁ ଏପରି ବିରଳ ସାପ କାତି ଦେଖିଥିବା କହିଛନ୍ତି। ହିନ୍ଦୁ ପୌରାଣିକ ଶାସ୍ତ୍ରରେ ଏପରି ସପ୍ତଫେଣୀ ସାପ କଥା ବର୍ଣ୍ଣିତ ଅଛି।…
ଶତକ ମାରିବା ପୂର୍ବରୁ ଇଡଲୀ, ଚଟଣୀ, ସମ୍ବର ଖାଇଥିଲେ ମୟଙ୍କ ଅଗ୍ରଓ୍ବାଲ
ପୁଣେ, ୧୧।୧୦: ଭାରତୀୟ ଦଳର ଓପନର ମୟଙ୍କ ଅଗ୍ରଓ୍ବାଲ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ପ୍ରଥମ ଟେଷ୍ଟରେ ଦ୍ୱିଶତକ ଲଗାଇବାରେ ପରେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଶତକ ଅର୍ଜନ କରିଛନ୍ତି। ଏପର୍ଯ୍ୟନ୍ତ ମାତ୍ର ୬ଟି ଟେଷ୍ଟ ଖେଳିଥିବା ମୟଙ୍କ ଭାରତୀୟ ଟେଷ୍ଟ…
ପରଲୋକରେ ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ କାଦ୍ରୀ ଗୋପାଳନାଥ
ମାଙ୍ଗାଲୁର,୧୧।୧୦: ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ ଓ ପଦ୍ମଶ୍ରୀ ପୁରସ୍କାର ବିଜେତା କାଦ୍ରୀ ଗୋପାଳନାଥଙ୍କ ଶୁକ୍ରବାର ସକାଳେ କର୍ନାଟକ ମାଙ୍ଗାଲୁରରେ ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଛି। ଦୀର୍ଘ ଦିନରୁ ସେ ଅସୁସ୍ଥ ଥିବା ବେଳେ ୬୯ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…
Archives


