ନର୍ସଙ୍କ ଅସାବଧାନତା: ଇଞ୍ଜେକ୍ସନ ଦେବା ବେଳେ ଶିଶୁ ପିଚାରେ ରହିଗଲା ଛୁଞ୍ଚି, ମାସେ ଯନ୍ତ୍ରଣା ପରେ ବାହାରିଲା
ମାଧପୁର, ୧୭ା୧୦(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ମାଧପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କମ୍ପଲା ପଞ୍ଚାୟତ ମହନଖୋଳି ଗ୍ରାମର ସୀତାକାନ୍ତ ପଣ୍ଡାଙ୍କ ୪ ବର୍ଷର ପୁଅର ପିଚାରୁ ଇଞ୍ଜେକ୍ସନ ଦେବାର ଏକ ମାସ ପରେ ଛୁଞ୍ଚି ବାହାରିବା…
ଚଳିତବର୍ଷ ଗୋଟିଏ ବି ୨୦୦୦ ଟଙ୍କିଆ ନୋଟ ଛପାଯାଇନାହିଁ
ନୂଆଦିଲ୍ଲୀ,୧୭।୧୦: ଚଳିତବର୍ଷ ଗୋଟିଏ ବି ୨ ହଜାର ଟଙ୍କିଆ ନୋଟ୍ ଛପାଯାଇନାହିଁ। ଆରଟିଆଇ ଦ୍ୱାରା ମଗାଯାଇଥିବା ଏକ ରିପୋର୍ଟରେ ଆରବିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୦୧୬-୧୭ରେ ୩୫୪.୨୯ କୋଟିର ୨ ହଜାର ଟଙ୍କିଆ ନୋଟ ଛପାଯାଇଥିବାବେଳେ ୨୦୧୭-୧୮ରେ ୧୧.୧୫ କୋଟି…
ସେକ୍ସ ର଼୍ୟାକେଟ୍ ଠାବ : ଦୁଇ ଯୁବକଙ୍କ ସହ ଜଣେ ଯୁବତୀ ଅଟକ
ବାସୁଦେବପୁର,୧୭।୧୦: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବେତଡ଼ା ବଜାରରେ ଗଜଲକ୍ଷ୍ମୀ ପୂଜା ଅବସରରେ ଭିଡ଼ ଲାଗିଥିବାବେଳେ ଭଡ଼ା ଘରୁ ପୋଲିସ ସେକ୍ସ ର଼୍ୟାକେଟ୍ ଠାବ କରିଛି। ପୋଲିସ ଏହି ଘର ଉପରେ ବୁଧବାର ବିଳମ୍ବିତ ରାତିରେ ଚଢ଼ାଉ କରି ୨ ଜଣ…
ଧନୁଷ ତୋପ ସେନାରେ ସାମିଲ୍: ଚାଇନା-ପାକିସ୍ତାନର ଚିନ୍ତା ବଢ଼ିଲା
ନୂଆଦିଲ୍ଲୀ,୧୭।୧୦: ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଧନୁଷ ତୋପକୁ ସେନାରେ ସାମିଲ୍ କରାଯାଇଛି। ଏହାକୁ ନେଇ ଚାଇନା-ପାକିସ୍ତାନର ଚିନ୍ତା ବଢ଼ିଛି। ଏହା ୫୦ କିମିରୁ ଅଧିକ ଦୂର ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଏଥିରେ ବ୍ୟବହାର କରାଯାଉଥିବା…
କଲେଜ ମଞ୍ଚରେ ମିଳିଥିଲା ଆତ୍ମବିଶ୍ୱାସ
ଓଡ଼ିଆ ସଙ୍ଗୀତ ଦୁନିିଆରେ ଆର୍.ଏସ୍. କୁମାର ହେଉଛନ୍ତି ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ। ଇତି ମଧ୍ୟରେ ୪୦ରୁ ଅଧିକ ସିନେମା ଗୀତ ଓ ୧୫୦ରୁ ଅଧିକ ଆଲବମ୍ ଗୀତରେ କଣ୍ଠଦାନ କରିଛନ୍ତି। ‘ଭଲପାଏ ତତେ ୧୦୦ରୁ ୧୦୦’ ଚଳଚ୍ଚିତ୍ରରେ ‘ସବୁ ମାୟାରେ ବାୟା’…
ବେଆଇନ ଆଧାର ସଂଶୋଧନ ଅଭିଯୋଗରେ ଯୁବକ ଗିରଫ
ବାସୁଦେବପୁର,୧୭।୧୦(ଡି.ଏନ୍.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନରସିଂହପୁର ବଜାର ଅଞ୍ଚଳରେ ଏକ ଦୋକାନରେ ବେଆଇନ ଭାବେ ଆଧାର ସଂଶୋଧନ, ଅଧିକ ଅର୍ଥ ଦାବି କରିବା ଭଳି ଅଭିଯୋଗରେ ଦୀନବନ୍ଧୁ ମହାପାତ୍ର(୨୮)ନାମକ ଯୁବକଙ୍କୁ ବାସୁଦେବପୁର ପୋଲିସ ଗିରଫ କରିଛି। ତାଙ୍କ ଘର…
ଶଗଡ଼ରେ ପିଲାଙ୍କୁ ସ୍କୁଲ ପଠାଇଲେ ଅଭିଭାବକ: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଶ୍ରୀକାକୁଲମ୍,୧୭।୧୦: ଆନ୍ଧ୍ରପ୍ରଦେଶରେ ରାଜ୍ୟ ଆଞ୍ଚଳିକ ପରିବହନ ନିଗମ ପକ୍ଷରୁ ବସ୍ ସେବା ଶ୍ରୀକାକୁଲଏମ୍ ସ୍ଥିତ କୋମାରାଡ଼ା-କୁନେରା ରାଜ୍ୟ ରାଜପଥରେ ବନ୍ଦ କରିଦିଆଯାଇଛି। ଏହାକୁ ବିରୋଧ କରି କୋମାରାଡ଼ା ଗ୍ରାମବାସୀ ନିଜ ପିଲାଙ୍କୁ ସ୍କୁଲ ପଠାଇବା ଲାଗି ଶଗଡ଼ ଗାଡ଼ିର ବ୍ୟବହାର କରୁଛନ୍ତି।…
‘ବେଲା ହେଡିଡ୍’ ବିଶ୍ୱର ସବୁଠୁ ସୁନ୍ଦରୀ
ନୂଆଦିଲ୍ଲୀ: ଗ୍ରୀକ୍ ଗଣନା ଅନୁସାରେ ୨୩ ବର୍ଷୀୟା ସୁପର୍ ମଡେଲ୍ ବେଲା ହେଡିଡ୍ ହେଉଛନ୍ତି ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା। ‘ଗୋଲ୍ଡେନ୍ ରେସିଓ ଅଫ୍ ବିଉଟି ଫି’ ଷ୍ଟାଣ୍ଡାର୍ଡ’ ଅନୁଯାୟୀ ବୈଜ୍ଞାନିକମାନେ ବେଲାଙ୍କୁ ପୃଥିବୀର ସବୁଠାରୁ ସୁନ୍ଦରୀ ମହିଳା ବୋଲି ଘୋଷଣା…
ମଲ୍, ହସ୍ପିଟାଲ, ମଲ୍ଟିପ୍ଲେକ୍ସରେ ପାର୍କିଂ ଫି ଆଦାୟ ବନ୍ଦ ନିର୍ଦ୍ଦେଶ
ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍ ଓ ଆପାର୍ଟମେଣ୍ଟ ଆଦିରେ ଥିବା ପାର୍କିଂସ୍ଥଳରୁ ଫି ଆଦାୟ ତୁରନ୍ତ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ବୁଧବାର ଏକ ଜାରି…
ପ୍ଲାଷ୍ଟିକ ବର୍ଜନ ଶୋଭାଯାତ୍ରାର ଶୁଭାରମ୍ଭ କଲେ ଜିଲାପାଳ
କେନ୍ଦୁଝର,୧୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟରେ ପ୍ଲାଷ୍ଟିକ ବର୍ଜନ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦୁଝର ଶାଖା ପକ୍ଷରୁ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିବାବେଳେ ଏହାକୁ ଜିଲାପାଳ ଆଶିଷ ଥାକ୍ରେ ପତାକା ହଲାଇ ଶୁଭାରମ୍ଭ କରିଛନ୍ତି। ଏଥିରେ…
ଆମେରିକାରେ ଅନୁପ୍ରବେଶ କରୁଥିବା ୩୧୧ ଭାରତୀୟ ଦିଲ୍ଲୀ ଫେରିଲେ
ନୂଆଦିଲ୍ଲୀ,୧୭।୧୦: ଆମେରିକାର ଅନୁପ୍ରବେଶ କରୁଥିବା ୩୧୧ ଭାରତୀୟଙ୍କୁ ଦିଲ୍ଲୀ ଫେରାଇ ଅଣାଯାଇଛି। ସେମାନଙ୍କୁ ୬୦ ଜଣିଆ ସୁରକ୍ଷାକର୍ମୀ ଭାରତ ଫେରାଇ ଆଣିଛନ୍ତି। ଅନ୍ତର୍ଜାତୀୟ ଏଜେଣ୍ଟଙ୍କ ସହାୟତାରେ ସେମାନେ ମେକ୍ସିକୋ ଯାଇଥିଲେ। ସେଠାରୁ ଆମେରିକାରେ ଅନୁପ୍ରବେଶ କରୁଥିବାବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଥିଲେ। ଏଜେଣ୍ଟ…
ତିନି ଭାଗରୁ ଭାଗେ
ପଞ୍ଚସଖାଙ୍କ କର୍ମପୀଠ ସତ୍ୟବାଦୀର ବକୁଳବନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହା ପ୍ରତିଷ୍ଠା ହେଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପଞ୍ଚସଖା ଓଡ଼ିଆ…
Archives


