ଯୌତୁକ ଜନିତ ମହିଳାଙ୍କୁ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ
ହାଟଡିହୀ,୧୭।୧୦(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ଅଧୀନ ଖଳାଗଡିଆ ଗ୍ରାମର ଜଣେ ମହିଳାଙ୍କୁ ଯୌତୁକ ପାଇଁ ବିଷଦେଇ ହତ୍ୟା କରାଯାଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ଓ ଆନନ୍ଦପୁର ଡିଏସ୍ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…
ଭଉଣୀ ବିଦା ସମୟରେ କାନ୍ଦିବା ମହଙ୍ଗା ପଡ଼ିଲା ଭାଇଙ୍କୁ: ସର୍ବ ସମ୍ମୁଖରେ ମାଗିଲେ କ୍ଷମା
ବିବାହ ପରେ ଝିଅ ବିଦା ସମୟରେ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥାଏ। ସମସ୍ତେ ଏହା ଦେଖିଥିବେ ନିଶ୍ଚୟ। ମାତ୍ର ରୁଷିଆର ଗଣରାଜ୍ୟ ଚେଚନ୍ୟାରେ ଝିଅ ବିଦା ସମୟରେ ଏମିତି ଏକ ପରିସ୍ଥିତି ହୋଇଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାରେ ଜଣେ…
ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ନେଇ ପ୍ରତାପ-ପ୍ରମିଳା ମୁହାଁମୁହିଁ
ଭୁବନେଶ୍ୱର,୧୭।୧୦(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ତଥା ଭାଜପା ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୁହାଁମୁହିଁ ହୋଇଛନ୍ତି। ପ୍ରତାପ ଗୁରୁବାର ରାଜ୍ୟ ସରକାରଙ୍କ ‘ମୋ ସରକାର’ ଏବଂ ‘୫-ଟି’ କାର୍ଯ୍ୟକ୍ରମକୁ ସମାଲୋଚନା କରିବାକୁ ନେଇ ଉଭୟ ମୁହାଁମୁହିଁ…
ମହିଳାଙ୍କୁ ଯୌନ ଶୋଷଣ, ବ୍ଲାକମେଲିଂ ଅଭିଯୋଗ: କନଷ୍ଟେବଳ କୋର୍ଟଚାଲାଣ
ସାକ୍ଷୀଗୋପାଳ, ୧୭।୧୦(ଡି.ଏନ୍.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କୁ ଯୌନ ଶୋଷଣ ଓ ବ୍ଲାକମେଲିଂ ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳଙ୍କୁ ବୁଧବାର ଗିରଫ କରାଯାଇଥିଲା। ସେ ହେଲେ ଗଙ୍ଗାଧର ରାଉତ। ଗଙ୍ଗାଧର ନିମାପଡ଼ା ଥାନାରେ ସହକାରୀ ଡ୍ରାଇଭର…
ମହିଳାଙ୍କଠାରୁ ସୁନାଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
ରାୟଗଡ଼ା ଅଫିସ,୧୭।୧୦: ରାୟଗଡ଼ା ବ୍ୟାଙ୍କ କଲୋନୀର ୩ୟ ଲାଇନରେ ଗୁରୁବାର ଜି. ମାଙ୍ଗେୟାମା ନାମକ ଜଣେ ମହିଳା ବଜାରରୁ କ୍ଷୀର ନେଇ ଆସୁଥିବା ସମୟରେ ପଛପଟୁ ୨ ଦୁଇଜଣ ମୁହଁ ଘୋଡ଼ାଇ ବାଇକ୍ ଯୋଗେ ଆସି ତାଙ୍କଠାରୁ ସୁନା ଚେନ୍ ଝାମ୍ପି…
ବିଜେପୁର ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଶେଷ, ମନମୋହିଲା ଚିୟର୍ ଗାର୍ଲଙ୍କ ନୃତ୍ୟ
ବିଜେପୁର,୧୭।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକରେ ଉପ ନିର୍ବାଚନ ପ୍ରଚାରର ଶେଷ ସ୍ପର୍ଶ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଲାଉମୁଣ୍ଡା ଷ୍ଟାଡିୟମରେ ଓହ୍ଲାଇ ଥିଲେ। ହାଇଟେକ ବସ୍ ଉପରେ ରହି ପ୍ରାର୍ଥିନୀ ରୀତା ସାହୁ ପାଇଁ ଭୋଟ…
ଅଧ୍ୟାପକ ପଦବୀ ପୂରଣ ଦାବିରେ ଧାରଣା : ପ୍ରତିଶ୍ରୁତି ପରେ ଓହରିଲେ ଛାତ୍ରୀଛାତ୍ର
କୋରୁକୋଣ୍ଡା,୧୭।୧୦: ମାଲକାନଗିରି ଜିଲା ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଗୁରୁବାର ଧାରଣାରେ ବସିଥିଲେ। କଲେଜରେ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ହେତୁ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଏନେଇ ବାରମ୍ବାର ମହାବିଦ୍ୟାଳୟ ଅଧ୍ୟକ୍ଷ ଏମ୍ ବୈରାଗୀ ସୁବୁଦ୍ଧିଙ୍କ ଦୃଷ୍ଟି…
ଖେଳୁଥିବା ବେଳେ ଗଛଡ଼ାଳ ଛିଡ଼ି ପଡ଼ିଲା: ଦ୍ୱିତୀୟ ଶ୍ରେଣୀ ଛାତ୍ର ମୃତ; ସ୍କୁଲରେ ଶିକ୍ଷକଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ
ନିରାକାରପୁର,୧୭ା୧୦(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ଏକାଡେମୀ ସ୍କୁଲରେ ଗୁରୁବାର ଏକ ଅଘଟଣ ଘଟିଛି। ସ୍କୁଲ ପରିସର ମଧ୍ୟରେ ଥିବା ଏକ ଆମ୍ବ ଗଛର ଶୁଖିଲା ଡ଼ାଳ ପଡ଼ି ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ…
ମଦ୍ୟପାନ କରି ଗାଡ଼ି ଚଳାଇ ୩ କୋର୍ଟ ଚାଲାଣ
ରାୟଗଡ଼ା ଅଫିସ,୧୭।୧୦: ରାୟଗଡ଼ାର ଏମ୍ଆଇ ଡିଭିଜନ କାର୍ଯ୍ୟାଳୟ ନିକଟରେ ଟ୍ରାଫିକ ପୋଲିସ ଇନ୍ସପେକ୍ଟର ଇନ୍ଚାର୍ଜ ପି.ରାବଣାଙ୍କ ନେତୃତ୍ୱରେ ବୁଧବାର ରାତିରେ ଏକ ପୋଲିସ ଟିମ୍ ଯାଞ୍ଚ କରୁଥିଲା। ଏହି ସମୟରେ ମଦ୍ୟପାନ କରି ଗାଡ଼ି ଚଲାଉଥିବା ୩ ଜଣଙ୍କୁ ଏହି ଟିମ୍…
ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଲା ପୋଲିସ
ନୂଆଦିଲ୍ଲୀ,୧୭।୧୦: ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବୁଧୁବାର ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଥିଲା ପୋଲିସ। ଏହି ଶୁଆଗୁଡିକୁ ବିଦେଶ ଚୋରାଚାଲାଣ କରାଯାଉଥିବାବେଳେ ଧରାଯାଇଥିଲା। ଉଜବେକିସ୍ତାନର ରଖମତ ଜୋନୋବ ଜଣେ…
ଇନ୍ଷ୍ଟାଗ୍ରାମରେ ଡେବ୍ୟୁ କରି ରେକର୍ଡ ସୃଷ୍ଟି କଲେ ଜେନିଫର୍
ହଲିଉଡ୍ ଅଭିନେତ୍ରୀ ଜେନିଫର୍ ଏନିଷ୍ଟନ୍ ପ୍ରତିଦିନ ପ୍ରଶଂସକମାନଙ୍କୁ କିଛି ନା କିଛି ସର୍ପ୍ରାଇଜ୍ ଦେଉଛନ୍ତି। ଏବେ ସୋସିଆଲ ମିଡିଆ ଜରିଆରେ ସେ ପ୍ରଶଂସକଙ୍କ ଆହୁରି ନିକଟତର ହୋଇଛନ୍ତି। ଇନ୍ଷ୍ଟ୍ରାଗ୍ରାମରେ ଡେବ୍ୟୁ କରିବାର କିଛି ସମୟ ମଧ୍ୟରେ ଏକ ନୂଆ ରେକର୍ଡ ସୃଷ୍ଟି…
ରାହୁଲଙ୍କୁ ଟାର୍ଗେଟ କଲେ ରାଜନାଥ: ଶସ୍ତ୍ରରେ ଓଁ ନ ଲେଖି କ’ଣ ଲେଖିଥାନ୍ତି?
ନୂଆଦିଲ୍ଲୀ, ୧୭।୧୦:ରାଫାଲ ବିମାନ ପୂଜାକୁ ନେଇ ଉଠିଥିବା ବିବାଦ ଉପରେ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ହରିୟାଣାର ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିବା ଅବସରରେ ରାଜନାଥ କହିଛନ୍ତି ଯେ, ବିଜୟା…
Archives


