ମାସକୁ ଏତେଲକ୍ଷ ଦରମା ପାଆନ୍ତି Rahul Gandhi , ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଅଛି ୬ଗୁଣା ଅଧିକ ସମ୍ପତ୍ତି
ନୂଆଦିଲ୍ଲୀ,୧୩।୨: ଏବେ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ଏମପି Rahul Gandhi। ଉତ୍ତରପ୍ରଦେଶର ରାୟବରେଲିର ଏମପି ଏବଂ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ମଧ୍ୟ ଅଛନ୍ତି। ବିରୋଧୀ ଦଳ ନେତା ଭାବରେ, ରାହୁଲଙ୍କୁ କ୍ୟାବିନେଟ ମନ୍ତ୍ରୀର…
ଦିନେ ଆରସିବି ପାଇଁ ଘୁଞ୍ଚାଇ ଦେଇଥିଲେ ବିବାହ: ଆଜି ମିଳିଲା ବଡ଼ ପୁରସ୍କାର
ବେଙ୍ଗାଲୁରୁ,୧୩।୨: ଆଇପିଏଲ୍ ୨୦୨୫ ପାଇଁ ରଜତ ପଟିଦାରଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)ର ଅଧିନାୟକ କରାଯାଇଛି। ପଟିଦାର ୨୦୨୧ ମସିହାରୁ ଆରସିବି ପାଇଁ ଖେଳୁଛନ୍ତି। ସେ ଆରସିବି ମାଧ୍ୟମରେ ତାଙ୍କର ଆଇପିଏଲ୍ ଡେବ୍ୟୁ କରିଥିଲେ। କିନ୍ତୁ ୨୦୨୧ରେ ପାଇଁ ଖେଳିଥିବା ପଟିଦାରଙ୍କୁ…
କଉଡ଼ିଆ ଗାଁରେ ଲୋକଙ୍କୁ ମିଳୁନି ପାନୀୟ ଜଳ, ପ୍ରତିବାଦରେ ରାସ୍ତା ଅବରୋଧ କଲେ ମହିଳା
ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଗ୍ରାମରେ ନିର୍ମାଣ…
ଗୋଟିଏ ଭୁଲ୍ ପଡ଼ିଲା ଭାରୀ: ପାକିସ୍ତାନ ଖେଳାଳିଙ୍କ ଉପରେ ଲାଗିଲା ଜୋରିମନା
ନୂଆଦିଲ୍ଲୀ,୧୩।୨: ଆଇସିସି ତିନି ଜଣ ପାକିସ୍ତାନୀ ଖେଳାଳିଙ୍କ ଉପରେ ଜୋରିମନା ଲଗାଇଛି। ପାକିସ୍ତାନ ଶାହିନ ଆଫ୍ରିଦି, ସୌଦ ଶକିଲ ଏବଂ କମରାନ ଗୁଲାମଙ୍କୁ ଆଇସିସି ଦଣ୍ଡ ଦେଇଛନ୍ତି। ଗୁରୁବାର ଆଇସିସି ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛି। ତ୍ରିକୋଣୀୟ ସିରିଜର ତୃତୀୟ…
Shivratri aur Mahashivratri: ଶିବରାତ୍ରି ଏବଂ ମହାଶିବରାତ୍ରି ମଧ୍ୟରେ ପ୍ରାର୍ଥକ୍ୟ କ’ଣ? ସମାନ ଭାବୁଥିଲେ ଦୂର କରନ୍ତୁ ଦ୍ୱନ୍ଦ୍ୱ…
ହିନ୍ଦୁ ଧର୍ମରେ ସୋମବାରକୁ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ପୂଜା ପାଇଁ ସମର୍ପିତ ଦିନ ଭାବରେ ବିବେଚନା କରାଯାଏ। ସୋମବାର ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିର ବୈବାହିକ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ ଏବଂ ମହାଦେବ…
ବିନା ଔଷଧରେ ନିୟନ୍ତ୍ରଣ ହେବ ବ୍ଲଡ୍ ପ୍ରେସର, ଜାଣି ରଖନ୍ତୁ କ’ଣ କୁହେ ରିପୋର୍ଟ…
ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (ସିଡିସି) ରିପୋର୍ଟରେ କୁହାଯାଇଛି ଯେ, ବ୍ଲଡ୍ ପ୍ରେସର ବା ରକ୍ତଚାପ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ନିଦ୍ରା ଜରୁରୀ। ଏହା ସହିତ ଆପଣ ଖାଦ୍ୟ ଏବଂ ସଠିକ ଜୀବନଶୈଳୀ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରିପାରିବେ। ଉଚ୍ଚ…
ICC Rankings: ବିଶ୍ୱର ନମ୍ବର-୧ ବ୍ୟାଟମ୍ୟାନ୍ ହେଲେ ଶୁବମନ ଗିଲ: ବାବର ଆଜମଙ୍କୁ ପକାଇଲେ ପଛରେ
ଅହମଦାବାଦ୍,୧୩।୨: ଇଂଲଣ୍ଡ ବିପକ୍ଷ ସିରିଜର ତୃତୀୟ ଦିନିକିଆରେ ଶତକ ମାରିବା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲଙ୍କୁ ଏକ ବଡ଼ ପୁରସ୍କାର ମିଳିଛି। ସେ ଦିନିକିଆ ରାଙ୍କିଙ୍ଗରେ ବିଶ୍ୱର ନମ୍ବର-୧ ବ୍ୟାଟସମ୍ୟାନ ହୋଇଛନ୍ତି। ସେ ପାକିସ୍ତାନର ବାବର ଆଜମଙ୍କୁ ପଛରେ ପକା…
ଉଦ୍ଧାର ହେଲା ଚୋରି ବାଇକ୍, ୨ ଅଭିଯୁକ୍ତ ଗିରଫ
ଅତାବିରା/ସରଣ୍ଡା,୧୩ା୨(ହୃଷୀକେଶ ଖମାରୀ/ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରୁ ମଙ୍ଗଳବାର ଚୋରି ହୋଇଥିବା ବାଇକ୍(ନଂ-ଓଡି ୧୭ ଏସ୍ ୧୫୭୯)କୁ ପୋଲିସ ଜବତ କରିଛି। ଏହା ସହିତ ଏହି ଚୋରି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।…
‘ଯଦି ମୋ’ ପତ୍ନୀ ପାକିସ୍ତାନର ISI ଏଜେଣ୍ଟ, ତେବେ ମୁଁ ଭାରତର RAW ଏଜେଣ୍ଟ…’ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ କାହିଁକି ଏଭଳି ଜବାବ ଦେଲେ ଗୌରବ ଗୋଗୋଇ
ନୂଆଦିଲ୍ଲୀ,୧୩।୨:ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ଆଉ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବ୍ରିଟିଶ ମହିଳାଙ୍କୁ ବିବାହ ପରେ ଭାଜପା ଗୋଗୋଇଙ୍କ ପତ୍ନୀଙ୍କ ଉପରେ ପାକିସ୍ତାନ ଏବଂ ଏହାର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହିତ…
New Income Tax Bill 2025: ନୂତନ ଆୟକର ବିଲ ୨୦୨୫ ଲୋକ ସଭାରେ ଆଗତ: ବିଲ୍ରେ ୧୦ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ୧୩।୨:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ନୂତନ ଆୟକର ବିଲ ୨୦୨୫ ଆଗତ କରିଛନ୍ତି। ପୂର୍ବରୁ, ୭ ଫେବୃଆରୀ ୨୦୨୫ରେ, କେନ୍ଦ୍ର କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରିଥିଲେ। ଏହି ନୂତନ ବିଲ ପ୍ରାୟ ୬୦ ବର୍ଷ ପୁରୁଣା ଆୟକର ଆଇନକୁ…
ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଆରମ୍ଭ ହେଲା କେନାଲ ଘାଇ ମରାମତି କାର୍ଯ୍ୟ
ବରଗଡ଼,୧୩ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଶାଖା କେନାଲର ସ୍ଥାନୀୟ ବ୍ରାହ୍ମଣ ଆମ୍ବବୁରେଇ ନିକଟରେ ସୋମବାର ବିଳମ୍ବିତ ରାତିରେ ଘାଇ ସୃଷ୍ଟି ହୋଇଥିଲା। ଏଥିରେ କେନାଲ ପାର୍ଶ୍ୱବର୍ତ୍ତୀ ଚାଷଜମି ପ୍ରଭାବିତ ହୋଇଥିଲା। ଏ ସମ୍ପର୍କରେ ବୁଧବାର କେବଳ ଧରିତ୍ରୀରେ ଖୁଣ୍ଟପାଲି…
ହାଇସ୍କୁଲରେ ପଶି ଭଙ୍ଗାରୁଜା ସହ ଚୋରି, ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀଛାତ୍ର
ପୁରୁଷୋତ୍ତମପୁର/କବିସୂର୍ଯ୍ୟନଗର,୧୩ା୨(ସୀମାଞ୍ଚଳ ମିଶ୍ର/କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଖରିଡ଼ା କାଳେଶ୍ୱର ଉଚ୍ଚ ବିଦ୍ୟାଳୟରୁ ବାରମ୍ବାର ଚୋରି ହେବାରେ ଲାଗିଛି। ଫଳରେ ଏଥିଯୋଗୁ ପିଲାଙ୍କ ପାଠପଢ଼ାରେ ବ୍ୟାହତ ହେଉଥିବା ବେଳେ ଏଥିପ୍ରତି ପୋଲିସ ଗୁରୁତ୍ୱ ଦେଉ…
Archives


