ଜାଣନ୍ତି ଭୋଜିଭାତ ପରେ ମିଠା କାହିଁକି ଖାଇବାକୁ ଦିଆଯାଏ
ସାଧାରଣତଃ ଭୋଜିଭାତ ଶେଷରେ ମିଠା ଖାଇବାକୁ ଦିଆଯାଏ। କୁହାଯାଏ, କିଛି ଖାଇବା ପରେ ପାଟି ମିଠା କରିବା ଦରକାର। କିନ୍ତୁ କ’ଣ ପାଇଁ ଖାଇବା ଶେଷରେ ମିଠା ଦିଆଯାଇଥାଏ ତାହା ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା…
ବାଲିଗୁଡ଼ା ଏନ୍ଏସି: ହୋଇପାରିଲାନି ଅନାସ୍ଥା, କାଏମ ରହିଲା ୨ ପଦବୀ
ବାଲିଗୁଡ଼ା,୧୬।୧୧(ଡି.ଏନ୍.ଏ.) : କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍ଏସିର ଅଧ୍ୟକ୍ଷା ମମତା ବେହେରା ଓ ଉପାଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ବିରୋଧରେ ବିଜେଡିର ୭ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ତେବେ ଶନିବାର ବାଲିଗୁଡା ଏନ୍ଏସି ପରିସରରେ ପୂବାହ୍ନ ୧୦ଟାରେ ଅଧ୍ୟକ୍ଷା ନିର୍ବାଚନ ପାଇଁ…
ରକ୍ତବର୍ଣ୍ଣ ହେଲା ଦକ୍ଷିଣ କୋରିଆ ନଦୀ, ଜାଣନ୍ତୁ କାରଣ
ଉତ୍ତର-ଦକ୍ଷିଣ କୋରିଆ ସୀମାରେ ଥିବା ଏକ ନଦୀ ରକ୍ତବର୍ଣ୍ଣ ହୋଇଯାଇଛି। କାରଣ ଏହି ଦେଶରେ ଆଫ୍ରିକା ସ୍ବାଇନ୍ ଜ୍ୱର ବ୍ୟାପିଛି। ତେଣୁ ଏହାକୁ ରୋକିବା ପାଇଁ ଦକ୍ଷିଣ କୋରିଆ ପ୍ରଶାସନ ୪୭୦୦୦ ଘୁଷୁରିଙ୍କୁ ମାରିବା ପାଇଁ ଆଦେଶ ଦେଇଛି। ବର୍ଷା ଯୋଗୁ…
ବିଶ୍ୱର ଭୟଙ୍କର ଜୀବ, ଛୁଇଁଲେ ହୋଇଯିବ ମୃତ୍ୟୁ
ବିଶ୍ୱରେ ଏମିତି କିଛି ଜୀବ ଅଛନ୍ତି, ଯାହା ଦେଖିବାକୁ ଖୁବ୍ ସୁନ୍ଦର ମାତ୍ର ଘାତକ ସଦୃଶ। ଆମେ ଆପଣଙ୍କୁ ଡରାଇବାକୁ ଚାହୁଁନୁ କେବଳ ସାବଧାନ କରାଇ ଦେଉଛୁ। ଏମିତି ଏକ ଜୀବ ଅଛି, ଯାହାକୁ ଛୁଇଁବା ମାତ୍ରେ ମୃତ୍ୟୁ ଘଟିବ। ଏହାର…
ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଜିଦ୍ରେ ଅଟଳ ଭାଜପା: ବେକରେ କଳା ଗାମୁଛା ପକାଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସଦସ୍ୟଙ୍କ ଧାରଣା
ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ଭାଜପା ସିବିଆଇ ତଦନ୍ତ ଦାବି କରିିଆସୁଛି। ଲଗାତାର ତିନି ଦିନ ଧରି ଭାଜପା ବିଧାୟକମାନେ ଜିଦ୍ରେ…
ଆତଙ୍କବାଦୀ ସନ୍ଦେହରେ ୫ ଗିରଫ
ଜମ୍ମୁ,୧୬।୧୧: ଜମ୍ମୁ-କଶ୍ମୀରରେ ସୋପେର ଓ ବାରମୂଳା ଜିଲାରେ ଶନିବାର ଆତଙ୍କବାଦୀ ସନ୍ଦେହରେ ୫ ଜଣଙ୍କୁ ଗିରଫ କରାଯାଇଛି। ଜମ୍ମୁ-କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ସହଯୋଗରେ ଏମାନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଅଧିକ କିଛି ତଥ୍ୟ ଏପର୍ଯ୍ୟନ୍ତ…
ଏହି ହୋଟେଲରେ ରାତିଟିଏ ରହିଲେ ଦେବାକୁ ପଡ଼େ ୮୬ ଟଙ୍କା, ଜାଣନ୍ତୁ କ’ଣ ରହିଛି ସର୍ତ୍ତ
ଆଜିକାଲି ସମୟରେ ହୋଟେଲର ଚାକଚକ୍ୟ ଅନୁଯାୟୀ ବହୁ ଅର୍ଥ ଦେବାକୁ ପଡ଼ିଥାଏ। କିନ୍ତୁ ଆଜିର ମହଙ୍ଗା ଯୁଗରେ ଏମିତି ଏକ ହୋଟେଲ ଅଛି, ଯେଉଁଠି ୧୦୦ ଟଙ୍କାରୁ କମ୍ ଦେଇ ରାତ୍ରିଯାପନ କରିପାରିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜାପାନର ଫୁକୁଓକୋ…
ଦେଶର ଆର୍ଥିକ ସ୍ଥିତିକୁ ନେଇ ମୋଦି ସରକାରଙ୍କୁ ଘେରିବ କଂଗ୍ରେସ
ନୂଆଦିଲ୍ଲୀ,୧୬।୧୧: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଶନିବାର ତାଙ୍କ ବାସଭବନରେ ଏକ ବୈଠକର ଆୟୋଜନ କରାଯାଇଛି। ଆସନ୍ତା ୩୦ରେ କଂଗ୍ରେସ ମୋଦି ସରକାରଙ୍କୁ ଘେରିବ ବୋଲି ଏହି ବୈଠକରେ ଆଲୋଚନା ହୋଇଛି। ତେବେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ…
ଭାଜପା ବିକ୍ଷୋଭକାରୀଙ୍କୁ ଠେଙ୍ଗା ଧରି ଗୋଡ଼ାଇଲେ କଂଗ୍ରେସକର୍ମୀ
ଭୋପାଳ,୧୬।୧୧: ରାଫାଲ ଯୁଦ୍ଧ ବିମାନ ପୁନର୍ବିଚାର ଆବେଦନ ଖାରଜ ହେବା ପରେ ମଧ୍ୟପ୍ରଦେଶ ଦେବାସରେ ଭାଜପା ବିକ୍ଷୋଭକାରୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ନାନା ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ କେତେକ କଂଗ୍ରେସକର୍ମୀ ସେମାନଙ୍କୁ ଠେଙ୍ଗାଧରି ଗୋଡ଼ାଇଥିବା ଅଭିଯୋଗ ହୋଇଛି।…
୧୫୦ ଭାରତୀୟ ବିମାନ ଯାତ୍ରୀଙ୍କୁ ବଞ୍ଚାଇଲେ ପାକିସ୍ତାନ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର
ଜୟପୁର,୧୬।୧୧: ପାକିସ୍ତାନର ଜଣେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ୧୫୦ ଭାରତୀୟ ବିମାନ ଯାତ୍ରୀଙ୍କୁ ବଞ୍ଚାଇଛନ୍ତି। ଏହା ସହିତ ସେ ବିମାନକୁ ସୁରକ୍ଷିତ ଭାବେ ଯାତ୍ରା କରିବାରେ ସହାୟକ ହୋଇଛନ୍ତି। ଗତ ଗୁରୁବାର ଜୟପୁରରୁ ଏକ ବିମାନ ଓମାନ ରାଜଧାନୀ ମସ୍କଟ ଯାଉଥିଲା।…
କାଲିଫର୍ନିଆ ସ୍କୁଲ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ
କାଲିଫର୍ନିଆ,୧୬।୧୧: ଆମେରିକାର କାଲିଫର୍ନିଆରେ ଘଟିଥିବା ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କର ବୟସ ୧୬ ବର୍ଷ ଥିବା ବେଳେ ସେ କାଲିଫର୍ନିଆର ଏକ ହାଇ ସ୍କୁଲରେ ଶୁକ୍ରବାର ଗୁଳିକାଣ୍ଡ ଘଟାଇଥିଲେ। ଏହି ଗୁଳିକାଣ୍ଡରେ…
ମିଳିଲା ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ…
ପାକିସ୍ତାନର ଖୈବର ପଖସ୍ତୁନଖ୍ବା ଅଞ୍ଚଳରୁ ଏକ ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ ମିଳିଛି। ପାକିସ୍ତାନ ଏବଂ ଇଟାଲୀର ପ୍ରତ୍ନତତ୍ତ୍ୱବିତ୍ମାନେ ସ୍ବାତ୍ ଜିଲାର ବାରିକୋଟ୍ରେ ଥିବା ଏହି ଐତିହାସିକ ସ୍ଥାନରେ ମିଳିତ ଭାବେ ଖନନ କରୁଛନ୍ତି। ଏଠାରୁ ମନ୍ଦିରର ଭଗ୍ନାବଶେଷ,…
Archives


